Latest Odisha News
Browsing Category

ରାୟଗଡ଼ା

Rayagada

ପାରିବାରିକ ମାମଲାର ଶୁଣାଣି ତାରିଖ ଧାର୍ଯ୍ୟ ପାଇଁ ଆବେଦନ

ଗୁଣୁପୁର :ପାରିବାରିକ ମାମଲାରେ ଏମଆଇଟିଏସ୍ ଇଞ୍ଜିନିୟରଂ କଲେଜର ଚେୟାରମ୍ୟାନ ବାଳକୃଷ୍ଣ ପଣ୍ଡା ପାରିବାରିକ ମାମଲାରେ ଶୁଣାଣି ତାରିଖ ଧାର୍ଯ୍ୟ ପାଇଁ ଅଦାଲତରେ ଆବେଦନ। ରାୟଗଡ଼ା ଜିଲ୍ଲାର ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନ ର ଚେୟାରମ୍ୟାନ ନିଜ ଘରୋଇ ପାରିବାରିକ ମାମଲାରେ ଛନ୍ଦି ହୋଇଥିଲେ।…

ପିଇବା ପାଣି ପାଇଁ ପ୍ରତିବାଦ କଲେ ଗ୍ରାମବାସୀ

ଗୁଣୁପୁର : ପାନୀୟ ଜଳ ଯୋଗାଣ ପାଇଁ ହାଣ୍ଡି ମାଠିଆ ଧରି ପ୍ରତିଦାଦ କଲେ ଗାଁ ଲୋକ । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଶଗଡା ପଞ୍ଚାୟତର ଅଲାଙ୍ଗଡା ଗାଁରେ ପ୍ରାୟ ୬୦୦ଶହ ଲୋକ ବସବାସ କରନ୍ତି । ହେଲେ ଏମାନଙ୍କ ପାଇଁ ଗୋଟିଏ ନଳକୂପ ଓ ସୋଲାର ପାଇପ ରହିଛି । ତେବେ ବର୍ଷେ ତଳେ ନଳକୂପ ଅଚଳ…

ଗଂଜେଇ ସହ ଧରାପଡିଲେ ହୋମଗାର୍ଡ ଓ ବେପାରୀ

ଗୁଣୁପୁର: ରାୟଗଡା ଜିଲ୍ଲାରେ ଗଂଜେଇ ବେପାର କିମ୍ବା ଚାଲାଣ ବଡ କଥା ନୁହେଁ । ପ୍ରତିଦିନ ଏହି ଜିଲ୍ଲାରେ ରାଜ୍ୟ ତଥା ରାଜ୍ୟ ବାହାରର ଗଂଜେଇ ବେପାରୀ ପୋଲିସ ରାଡାରରେ ଧରାପଡିଥାନ୍ତି । ହେଲେ ଗଂଜେଇ ବ୍ୟବସାୟରେ ଯଦି ଖାକି ପୋଷାକର ସଂପୃକ୍ତି ରହେ, ତେବେ କ’ଣ କହିବେ ଆପଣ ? ଆଜି ପଦ୍ମପୁର…

ରାୟଗଡ଼ାରେ BSKY ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ଼ ଯୋଜନାରେ ସାମିଲ ହେଲା ରାୟଗଡ଼ା ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସ୍ମାର୍ଟ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ରାୟଗଡ଼ାର ୮ଲକ୍ଷ ୩୦ହଜାର ଲୋକ ପାଇବେ ସ୍ମାର୍ଟ କାର୍ଡ଼ର ସୁବିଧା । ଏହାସହ…

[ଭିଡ଼ିଓ] କାଶୀପୁର ବ୍ଲକରେ ବଢୁଛି ଡାଇରିଆ ଆତଙ୍କ, ୮ଦିନରେ ୪ ମୃତ

କାଶୀପୁର : ରାୟଗଡ଼ା କାଶୀପୁର ବ୍ଲକ ଡିଡିଘାଟ ଗାଁରେ ଡାଇରିଆ ଆତଙ୍କ । ୮ ଦିନରେ ୪ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏନେଇ ଆତଙ୍କିତ ହୋଇପଡ଼ିଛନ୍ତି ଗାଁର ଲୋକେ । କିଛି ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରୁ ଫେରିବା ପରେ ପୁଣି ଥରେ ଗାଁରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ…

[ଭିଡ଼ିଓ] ନାଗାବଳୀ ନଦୀରେ ଆନ୍ଧ୍ର ପ୍ରକଳ୍ପ ପ୍ଲାନ୍: ବୁଡ଼ିବ ଗାଁ , ଉଜୁଡ଼ିବ ଫସଲ

ରାୟଗଡା: ରାୟଗଡାର ଲାଇଫ୍ ଲାଇନ୍ ବଂଶଧାରା ଓ ନାଗାବଳୀ । ବଂଶଧାରା ପରେ ଏବେ ନାଗାବଳୀ ନଦୀ ଉପରେ ପଡୋଶୀ ଆନ୍ଧ୍ରପ୍ରଦେଶର ନଜର । ପୋଲାଭରମ, ନେରେଡି, ଝଞ୍ଜାବତୀ ଭଳି ଓଡିଶା ସୀମାରେ ଆଉ ଏକ ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି ଆନ୍ଧ୍ର ସରକାର । ଓଡ଼ିଶା ସୀମାରୁ ୮ କିମି ଦୂର…

ନାଗ ପଞ୍ଚମୀରେ ନାଗ ଦେବତାଙ୍କ ପୂଜା

ରାୟଗଡା : ଆଜି ହେଉଛି ନାଗୁଲ ଚର୍ତୁଥିରେ ନାଗଦେବତାଙ୍କ ପୂଜା । ରାୟଗଡାର ଗଳି କନ୍ଦିରେ ରହିଥିବା ଉଇହୁଙ୍କା ମୂଳରେ ଲୋକଙ୍କ ପ୍ରବଳ ଭିଡ  ଏହି ଦିନ ନାଗ ଦେବତାଙ୍କ ହୁଙ୍କା ନିକଟକୁ ଯାଇ ଫୁଲ,ଚନ୍ଦନ,ଦୀପ ଧୂପ ଦେଇ ପୂଜାର୍ଚନା କରିଥାନ୍ତି । କେବଳ ସେତିକି ନୁହେଁ ନାଗ ଦେବତାଙ୍କୁ  କ୍ଷୀର,…

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନିଦିନିଆ ଧାରଣା

ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକର ପୁଟ୍ଟାସିଂର ରେଜିଂଟାଲ ଗ୍ରାମକୁ ଜିଲ୍ଲା ପ୍ରଶାସନ ତରବରିଆଭାବେ ନୂତନ ପଞ୍ଚାୟତ ଘୋଷଣା କରିଛନ୍ତି। ପୁଟ୍ଟାସିଂ ରେଭିନ୍ୟୁ ଗ୍ରାମକୁ ପଞ୍ଚାୟତ କାର୍ଯ୍ୟାଳୟ ଫେରସ୍ତ କରିବା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଆଜି…

ନୂତନ ଶିକ୍ଷକ ନିଯୁକ୍ତିକୁ ବିରୋଧ କରି ବିଦ୍ୟାଳୟରେ ତାଲା

ଗୁଣୁପୁର :ନୂତନ ଶିକ୍ଷକଙ୍କ ନିଯୁକ୍ତିକୁ ବିରୋଧ କରି ବିଦ୍ୟାଳୟରେ ତାଲା । ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦ ଅନ୍ତର୍ଗତ ହାଉସିଂବୋର୍ଡ ପ୍ରାଥମିକ ବିଦ୍ୟାଳୟରେ ଏବେ ଝୁଲୁଛି ତାଲା । ଏହି ବିଦ୍ୟାଳୟରେ ମୋଟ ୬୫ ଜଣ ଛାତ୍ରଛାତ୍ରୀ ପାଠପଢୁ ଥିବାବେଳେ ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ…

[ଭିଡିଓ] ବାର୍ଦ୍ଧକ୍ୟ ଭତ୍ତା ପାଇଁ ଭାରରେ ବୁହାହେଲେ ୭୬ ବର୍ଷୀୟା ବୃଦ୍ଧା

ରାୟଗଡା: ରାଜ୍ୟର ସମସ୍ତ ଜିଲ୍ଲା ତଥା ଗ୍ରାମାଂଚଳରେ ବିକାଶ ହୋଇଛି ବୋଲି ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ହେଲେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକରୁ ସାମ୍ନାକୁ ଆସିଛି ଭିନ୍ନ ଚିତ୍ର । ରାସ୍ତାଘାଟର ଅବ୍ୟବସ୍ଥା ଯୋଗୁଁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦୀର୍ଘ ୨ କି.ମି ଭାରରେ ବୁହା ହେଲେ ୭୬…