Latest Odisha News
Browsing Category

ରାୟଗଡ଼ା

Rayagada

ନାଗାବଳୀ ନଦୀରେ ନିଖୋଜ ମାମଲା, ମିଳିଲା ମୃତଦେହ

ରାୟଗଡା : ନାଗାବଳୀ ନଦୀରେ ଅଘଟଣ ମାମଲା । ବୁଲିବାକୁ ଯାଇ ଭାସିଯାଇଥିଲେ ବାପା ପୁଅ । ପୁଅର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଜି ମଙ୍ଗଳବାର ବାପା ର ମୃତ ଦେହ ଉଦ୍ଧାର ହୋଇଛି । ଜଗନ୍ନାଥପୁର ଗାଁ ନିକଟରୁ କେ, ଶ୍ରୀନିବାସଙ୍କ ମୃତ ଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଗତ ରବିବାର ଦିନ…

୨ମିଲିୟନ କ୍ଷମତା ବିଶିଷ୍ଠ ଆଲୁମିନା କାରଖାନା ପ୍ରତିଷ୍ଠା ନେଇ ଜନଶୁଣାଣୀ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଂସାରୀଗୁଡ଼ାରେ ହିଣ୍ଡାଲକୋ ପକ୍ଷରୁ ୨ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା କାରଖାନା ପ୍ରତିଷ୍ଠା ପାଇଁ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ପୋଡାପୋଡିଠାରେ ଏହି ଶୁଣାଣୀ ହୋଇଥିଲା। ବୈଠକରେ ସ୍ଥାନୀୟ ଗ୍ରାମବାସୀମାନେ…

ସେଲଫି ହେଲା କାଳ, ନାଗାବଳୀରେ ନିଖୋଜ ଯୁବକ

ରାୟଗଡା: ସେଲଫି ହେଲା କାଳ। ସେଲଫି ନେଉଥିବା ବେଳେ ନାଗାବଳୀ ନଦୀରେ ଖସିପଡିଲେ ଯୁବକ । ରାୟଗଡାର ନାଗାବଳୀ ନଦୀର ଝୁଲାପୋଲ ନିକଟରେ ସେଲଫି ନେବା ବେଳେ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ଯୁବକ ଜଣକ ହେଉଛନ୍ତି ବିଲାଲ ଅନସାରି ଓ ସେ ଉତ୍ତରପ୍ରଦେଶ ସାମଳି ଲିଲ୍ଲା ଝିଂଜାନା ଗ୍ରାମର ।…

ଜୁଆ ଆଡ୍ଡା ଉପରେ ଅତର୍କିିତ ଚଢାଉ

ଗୁଣପୁର: ରାୟଗଡ଼ା ଜିଲା ଗୁଣପୁର ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଅତର୍କୀତ ଚଢାଉ । ଗୁଣୁପୁର ସହର ରେଗେଡା ଗ୍ରାମ ନିକଟ ଏକ କାଜୁ ଜଂଙ୍ଗଲରେ ଜୁଆଡିମାନେ ଜୁଆ ଖେଳୁଥିବା ବେଳେ ପୋଲିସ୍ ଖବର ପାଇ ଚଢାଉ କରିଥିଲା । ଚଢାଉ ସମୟରେ ପୋଲିସ୍ ୧୨ଟି ଦାମି କାର୍ , ଗୋଟିଏ ଅଟୋ…

ବିଜେପି ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ରାୟଗଡା ଗସ୍ତ ପୂର୍ବରୁ ସ୍ୱାଭିମାନ ମଂଚର ସାମ୍ବାଦିକ ସମ୍ମିଳନୀ

ଗୁଣୁପୁର: ଚଳିତ ମାସ ରାୟଗଡା ଜିଲ୍ଲାର ଗୁଣୁପୁର ଗସ୍ତ କରିବେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଦୁଇଦିନିଆ ଗସ୍ତରେ ଅପରାଜିତା ସ୍ୱାଭିମାନ ମଂଚ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଓ ସାଧାରଣ ସଭାରେ ଯୋଗ ଦେବାର ଯୋଜନା ରହିଛି । ଚଳିତ ମାସ…

ଖଟିଆରେ ବୁହାହେଲେ ଗର୍ଭବତୀ, ରାସ୍ତାରେ ଜନ୍ମହେଲା ଶିଶୁପୁତ୍ର

ଋାୟଗଡ଼ା :  ଜନନୀ ଭୋଗୁଛି ଯନ୍ତ୍ରଣା । ରାସ୍ତା ନଥିବାରୁ ପହଁଚିପାରିଲାନି ୧୦୮ ଆମ୍ବୁଲାନ୍ସ ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ପଞ୍ଚାୟତର ମହାପଙ୍ଗ ବ୍ଲକରେ…

ରାୟଗଡ଼ାରେ ଭାରତ ବନ୍ଦ , କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଚାଷୀ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ସଦର ଏବଂ ଗୁଣୁପୁରରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଲିଥିଲା । ସଂଯୁକ୍ତ କିଶାନ ମୋର୍ଚ୍ଚାର କେନ୍ଦ୍ରୀୟ ନେତା ତ୍ରୀପତି ଗମାଙ୍ଗଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ପାରମ୍ପରକ ଢଙ୍ଗରେ ଆନ୍ଦୋଳନରେ ସାମିଲ ହୋଇଥିଲେ । ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ…

ବାତ୍ୟା ପ୍ରଭାବରେ ୧୦ ପରିବାର କ୍ଷତିଗ୍ରସ୍ତ

ଗୁଣପୁର : ବାତ୍ୟା ଗୁଲାବ ପ୍ରଭାବ । ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ମରମା ପଞ୍ଚାୟତର ମାଙ୍ଗଲୁଗୁଡା ଗ୍ରାମରେ ୧୦ଟି ପରିବାରର ଘର କ୍ଷତିଗ୍ରସ୍ତ ହୋଇଛି । ବର୍ଷା ପବନରେ ବଡ଼ ବଡ଼ ଗଛ ଭାଙ୍ଗିପଡିଛି । ଗ୍ରାମରେ ଥିବା ବିଦ୍ୟୁତ ଖୁଣ୍ଟ ସହ ଘରର ଛପର, ଟିଣ ଉପୁଡି ପଡିଛି । ଘଟଣା ସ୍ଥଳରେ ବ୍ଲକ…

ବିଜେଡିର ମିଶ୍ରଣ ପର୍ବ, ସାମିଲ ହେଲେ ରାୟଗଡାର ବହୁ କଂଗ୍ରେସ ନେତା

ଗୁଣୁପୁର: ରାୟଗଡା ଜିଲ୍ଲାରେ କଂଗ୍ରେସର ଦୁର୍ଗ ଏବେ ଧିରେଧିରେ ଦୁର୍ବଳ ହେବାରେ ଲାଗିଛି । ଦଳର ବହୁ ଟାଣୁଆ ତଥା ଆଗଧାଡିର ନେତା ଗୋଟିଏ ପରେ ଗୋଟିଏ ବିଜେଡିରେ ସାମିଲ ହୋଇଛନ୍ତି । ଆଜି ରାଜଧାନୀ ଭୁବନେଶ୍ୱରରେ ବିଜେଡିର ମିଶ୍ର ପର୍ବରେ ରାୟଗଡା ଜିଲ୍ଲାର ବହୁ କଂଗ୍ରେସ ନେତା ଯୋଗଦେଇଥିଲେ ।…

ରାୟଗଡାରେ ଡେଙ୍ଗୁ ଜ୍ୱର ଆତଙ୍କ, ଚିକିତ୍ସା ପାଇଁ ଆନ୍ଧ୍ର ଧାଉଁଛନ୍ତି ଲୋକେ

ରାୟଗଡା: କରୋନା ମହାମାରୀ ପରେ ଡେଙ୍ଗୁ ଜ୍ୱରକୁ ନେଇ ଚିନ୍ତାରେ ପଡିଛନ୍ତି ରାଜ୍ୟ ସରକାର । ଏହି ଧାରାରେ ଏବେ ରାୟଗଡା ଜିଲ୍ଲାର ବିଭିନ୍ନ ଅଂଚଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ଚିହ୍ନଟ ହେବାରେ ଲାଗିଛି । ଜିଲ୍ଲାର ଲେଲବାଡି ଗାଁରେ ଗତ ତିନିଦିନ ମଧ୍ୟରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରଦୀପ…