Latest Odisha News

BREAKING NEWS

Browsing Category

ରାୟଗଡ଼ା

Rayagada

ଥେରୁବାଲି-ଗୁଣୁପୁର ରେଳପଥ ନିର୍ମାଣ ଦାବିରେ ସାଇକେଲ ଯାତ୍ରା

ଗୁଣୁପୁର: ଉଭୟ ପ୍ରକଳ୍ପ ଓ ଅର୍ଥ ମଂଜୁର ହୋଇଥିଲେ ହେଁ ଆଗେଇପାରୁନି ଥେରୁବାଲି-ଗୁଣୁପୁର ରେଳପଥ ନିର୍ମାଣ କାମ । ଦିନକୁଦିନ ଥେରୁବାଲି-ଗୁଣୁପୁର ରେଳପଥ ନିର୍ମାଣ ଦାବି ଜୋର ଧରିବାରେ ଲାଗିଛି । ଆଜି ଗୁଣୁପୁରର ତ୍ରିନାଥ ମନ୍ଦିରଠାରୁ ଅବସରପ୍ରାପ୍ତ ଶିକ୍ଷକମାନେ ସାଇକଲ ରାଲି ଜରିଆରେ…

ଅନଲାଇନ୍‌ କ୍ଲାସ୍‌ ପାଇଁ ଆସିଲାନି ନେଟୱର୍କ, ପାହାଡରୁ ଖସି ଛାତ୍ର ମୃତ

ରାୟଗଡ଼ା: ଅନଲାଇନ୍‌ କ୍ଲାସ୍‌ ପାଇଁ ଆସିଲାନି ନେଟୱର୍କ, ପାହାଡରୁ ଖସି ଛାତ୍ର ମୃତ । ସବୁ ସ୍ୱପ୍ନ ସବୁ ଅଧାରେ ରହିଗଲା। ମୋବାଇଲ୍ ନେଟୱର୍କ ହେଲା କାଳ। ରାୟଗଡା ଜିଲ୍ଲା ପଦ୍ମପୁର ବ୍ଳକ୍ ପାଣ୍ଡ୍ରାଗୁଡା ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ପାଣ୍ଡ୍ରାଗୁଡା ଗାଁର ୧୩ ବର୍ଷିୟ ଆନ୍ଦ୍ରିୟ…

ତେଲେଙ୍ଗାନାରେ ଉଦ୍ଧାର ଦାଦନ ଶ୍ରମିକ, କେତେ ସଜାଗ ଶ୍ରମ ବିଭାଗ ?

ରାୟଗଡା: ବେଶ କିଛିଦିନ ପୂର୍ବରୁ ସାମନାକୁ ଆସିଥିଲା ଗୁଣ୍ଟୁର ଜିଲ୍ଲା ଚିଙ୍ଗୁଡି ଫ୍ୟାକ୍ଟ୍ରୀରେ ଘଟିଥିବା ଅଭାବନୀୟ ଘଟଣା । ପ୍ରାଣ ହରାଇଥିଲେ ରାୟଗଡା ଓ ଗଜପତି ଜିଲ୍ଲାର ଦାଦନ ଶ୍ରମିକ । ଏହି ଘଟଣା ପରେ ଲୋକେ ଭାବିଥିଲେ ବୋଧ ହୁଏ ଶ୍ରମ ବିଭାଗର ଚେତା ପଶିଛି । ହେଲେ ଅନ୍ୟ ଏକ ଘଟଣାକୁ ନେଇ…

ତାତିଲେ ଆଦିବାସୀ: ଗୁଣପୁର ଉପଜିଲ୍ଲାପାଳଙ୍କ ଅଫିସରେ ଧସେଇ ପଶିଲେ

ରାୟଗଡା: ଜଳ, ଜମି, ଜଙ୍ଗଲ ସମସ୍ୟାର ସମାଧାନ ଓ ରାୟଗଡ଼ା ଜିଲ୍ଲା ଗୁଡାରିଠାରେ ପାଣିଡ଼ଙ୍ଗର ପ୍ରକଳ୍ପ ନିର୍ମାଣ ଭଳି ୧୪ ଦଫା ଦାବିରେ ତାତିଲେ ଆଦିବାସୀ । ପ୍ରତିବାଦରେ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଧସେଇ ପଶିଲେ ଆନ୍ଦୋଳନକାରୀ । ଆଜି ଶତାଧିକ ଆଦିବାସୀ ଗୁଣପୁର ନୂତନ…

ଚୋରି କରିଥିଲା ଅଭିଯୋଗକାରୀ . . .

ରାୟଗଡ଼ା : ଅଭିଯୋଗକାରୀ ସାଜିଲା ଚୋର । ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସଦର ଥାନା ଅଂଚଳରେ । ନିଜ ଘରୁ ଚୋରି ଅଭିଯୋଗ କରି ଥିବା ବ୍ୟକ୍ତି ଘରୁ ହିଁ ପୋଲିସ ଚୋରି ଟଙ୍କା ଓ ସୁନା ଗହଣା ଜବତ କରିଛି । ଗତ ୩୧ ତାରିଖ ଦିନ ରାୟଗଡା ରୟତ କଲୋନୀ ଷଷ୍ଠ ଲାଇନରେ ଚୋରି ଅଭିଯୋଗ କରି…

ଦାଦନ ଖଟୁଛନ୍ତି ବିଦ୍ୟାର୍ଥୀ, ଦାୟି କିଏ ?

ରାୟଗଡା: ବେଶି ପୁରୁଣା ନୁହେଁ, ମାତ୍ର କିଛି ପୂର୍ବରୁ ସାମ୍ନାକୁ ଆସିଥିଲା ଆନ୍ଧ୍ରର ଗୁଣ୍ଟୁର ଚିଙ୍ଗୁଡି ପ୍ରକ୍ରିୟାକରଣ ସଂସ୍ଥାରେ ଅଘଟଣ । ତଥାପି ନିଘୋଡ ନିଦରେ ଶୋଇଛି ଶ୍ରମ ବିଭାଗ । ଆର୍ଥିକ ଅନାଟନ ହେଉ ଅବା ପାଠପଢା ଖର୍ଚ୍ଚ ବହନ କରିବା ପାଇଁ ବୟସ୍କ ଓ ବିଦ୍ୟାର୍ଥୀମାନେ ବାହାର ରାଜ୍ୟକୁ…

ଘର ଭିତରୁ ଲୁଟପାଟ , ଟଙ୍କା ସହ ସୁନା ଗହଣା ଚୋରି

ରାୟଗଡା: ସହରରେ ବଡଧରଣର ଚୋରି  ୩୦ ଲକ୍ଷ ଟଙ୍କା ସମେତ ୧୦୦ ଗ୍ରାମ ସୂନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ । ରାୟଗଡା ସହରର ରୟତ କୋଲନୀ ଷଷ୍ଠ ଲେନରେ ବଡଧରଣର ଚୋରି । ଗୃହ ମାଲିକ ଓ ପରିବାର ଲୋକ ଗାଁକୁ ଯାଇଥିବା ସମୟରେ ଏହି ଚୋରି ଘଟିଛି । ଦୁର୍ବୃତମାନେ ସାଇ ଗଣେଶ ଶର୍ମା ନାମକ ଜଣେ…

ବିଦ୍ୟୁତ ଆଘାତରେ ୬ ଦାଦନଙ୍କର ମୃତ୍ୟୁ

ଗୁଣ୍ଟୁର : ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଲାଙ୍କାଭାନିଦିବାରେ ଅଘଟଣ ଘଟିଛି । ବିଦ୍ୟୁତ ଆଘାତରେ ୬ ଜଣ ଦାଦନଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ୬ ଜଣ ରାୟଗଡ଼ା ଗୁଣୁପୁର ଅଞ୍ଚଳର ବୋଲି ଜଣାପଡିଛି । ଶୁକ୍ରବାର ସକାଳୁ ଚିଙ୍ଗୁଡ଼ି ବନ୍ଧରେ କାମ କରିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି ।

ମୋରମ ନେଇଗଲା ଜୀବନ, ଜଣେ ନାବାଳିକା ମୃତ ୨ ଗୁରୁତର

ରାୟଗଡା: ବିଷମକଟକ ଥାନା ଅନ୍ତର୍ଗତ ସାନ କାଚାପାଇ ଗାଁରୁ ଆସିଲା ଦୁଃଖଦ ଖବର । ମୋରମ ଖୋଳା ଚାଲିଥିଲାବେଳେ ମାଟି ଧସି ଜଣେ ନାବାଳିକାର ମୃତ୍ୟୁ ଘଟିଛି । ଅନ୍ୟପଟେ ଆଉ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନରେ ସାନ କାଚାପାଇ…

[ଭିଡିଓ] ଓଡିଶାରେ ମାତିଛନ୍ତି ବାହାର ରାଜ୍ୟର ଗଂଜେଇ ବେପାରୀ

ଗୁଣୁପୁର: ଦିନକୁ ଦିନ ଓଡିଶାରେ ଗଂଜେଇ କାରବାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଖାସ କରି ଗଂଜେଇ ଚାଲାଣରେ ସଂପୃକ୍ତ ରହୁଛନ୍ତି ବାହାର ରାଜ୍ୟର ଲୋକେ । ନିକଟରେ ପୁଣିଥରେ ରାୟଗଡାରେ ଧରାପଡିଛନ୍ତି ଏକାଧିକ ଗଂଜେଇ ବେପାରୀ । ଗିରଫଦାରୀ ସହ ଜବତ ହୋଇଛି ବିପୁଳ ପରିମାଣର ଗଂଜେଇ ଓ ନଗଦ…