Latest Odisha News
Browsing Category

ସୋନପୁର

Sonepur

ବାହାଘର ମଜା ଫିକା କରିଦେଲା ଡକାୟତି

ସୋନପୁର: ଘରୁ ବାହାରିଥିଲେ ବାହାଘର ଭୋଜି ଖାଇ । ବିବାହରେ ବି ପହଂଚିଥିଲେ, ଭୋଜି ବି ଖାଇଥିଲେ । ହେଲେ ପେଟରେ ପଡିଥିବା ଭୋଜି ଭାତକୁ ହଜମ କରିବାକୁ ଦେଲାନି ଏକାକି ଡକାୟତ । ଶୁଣି ଅଡୁଆ ଲାଗୁଥିଲେ ବି ବିବାହ ସମାରୋହରେ ସାମିଲ ହୋଇ ଜଣେ ବ୍ୟକ୍ତି ଡକାୟତିର ଶିକାର ହେବା ଘଟଣା ସୁବର୍ଣ୍ଣପୁରରେ…

୧୦ କେଜିର ୩ଟି ହାତୀ ଦାନ୍ତ ଜବତ, ଜଣେ ଗିରଫ

ଭୁବନେଶ୍ୱର: ହାତୀ ଦାନ୍ତ ଏବଂ ବନ୍ୟ ଜନ୍ତୁ ଚୋରା ଚାଲାଣକାରୀ ରଞ୍ଜନ ମହାକୁଡ ଗିରଫ । ସୋନପୁର ଜିଲ୍ଲା ଯୁବରନିସିତାପୁର ଗାଁ ନିକଟରେ ସକାଳୁ ହାତୀ ଦାନ୍ତ ନେଇ ଡିଲ୍ ଚାଲିଥିବା ବେଳେ ଏସଟିଏଫ ରଞ୍ଜନଙ୍କୁ ରଙ୍ଗେହାତ ଗିରଫ କରିଛି । ଗିରଫ ବେଳେ ୧୦ କେଜିର ୩ ଟି ହାତୀ ଦାନ୍ତ ଜବତ ହୋଇଛି।…

[ଭିଡିଓ] ଜଳ ଯନ୍ତ୍ରଣାରେ ଛଟପଟ ଜୀବନ : ଚୁଆ ପାଣି ଲୋକଙ୍କ ସାହା ଭରସା ପାଲଟିଛି

ନୂଆପଡା : ପାଣି ମୁନ୍ଦାଏ ପାଇଁ ସଂଘର୍ଷ କରୁଛନ୍ତି  ଗ୍ରାମବାସୀ । ଚାଷ ଜମିରେ ଥିବା ଚୁଆ ପାଣି ପାଲଟିଛି ଲୋକମାନଙ୍କ ସାହା ଭରସା । ଗୁହାରି ଶୁଣିବା ପାଇଁ କେହି ନାହାନ୍ତି । ମୁଣ୍ଡଫଟା ଖରାରେ ପାଣି ପାଇଁ ମାଇଲ ମାଇଲ ଚାଲୁଛନ୍ତି ଲୋକମାନେ ।ନୂଆପଡା ଜିଲ୍ଲା ବୋଡେନ ବ୍ଲକ ନିମନା ଏବଂ ବୋଇର…

[ଭିଡିଓ] କେନାଲ ପାଣି ଭିତରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଣକୁ ଉଦ୍ଧାର କଲେ ଗ୍ରାମବାସୀ

ସୁବର୍ଣ୍ଣପୁର : କଥାରେ ଅଛି ରଖେ ହରି ତ ମାରେ କିଏ । ପାଣି ଭିତରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଣକୁ ଉଦ୍ଧାର କଲେ ଗ୍ରାମବାସୀ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ନିକଟସ୍ଥ ରେଡେମ କେନାଲ ପାଣିରେ ଏକ ହରଣ ଭାସିଯାଉଥିବା ଗାଁ ଲୋକ ଦେଖିଥିଲେ । ଏହି ସମୟରେ ହରିଣକୁ କୁକୁର…

ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ: ରେକର୍ଡ ଭାଙ୍ଗିଲା ଆଜିର ତାପମାତ୍ରା

ଭୁବନେଶ୍ୱର : ତତଲା ତାୱାରେ ଭାଜି ହେଉଛି ସାରା ଓଡ଼ିଶା । ପ୍ରତିଦିନ ନୂଆ ନୂଆ ରେକର୍ଡ ଭାଙ୍ଗୁଛି ତାତି। ଆଜି ଚଳିତ ବର୍ଷର ଦିନର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରିଛି। ୪୪.୪ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ୯ଟି ସହରରେ ଦିନର ତାପମାତ୍ରା ୪୨ ଡିଗ୍ରୀ କିମ୍ବା ଅଧିକ…

[ଭିଡିଓ] ପୌର ନିର୍ବାଚନ : ବନ୍ଧୁକରୁ ଗୁଳି ଫୁଟାଇ ବିଜୟ ଉତ୍ସବ କଲେ ବିଜେଡି କାଉନସିଲର

ସୁବର୍ଣ୍ଣପୁର : ପୌର ନିର୍ବାଚନ ଜିତଲେ । ହେଲେ ବେଆଇନ ଭାବେ ବନ୍ଧୁକ ଫୁଟାଇ ସେଲିବ୍ରେସନ କଲେ ବିଜେଡିର ବିଜୟୀ କାଉନସିଲ। ସୁବର୍ଣ୍ଣପୁର ଜିଲ୍ଲା ପୌର ପରିଷଦର ୯ ନମ୍ବର ୱାର୍ଡରେ କାଉନସିଲର ଭାବେ ବିଜୟୀ ପ୍ରାର୍ଥୀ ଦେଖାଇଛନ୍ତି ଏପରି କାରନାମା । ଫଳାଫଳ ଘୋଷଣା ସମୟରେ ନିଜ ୱାର୍ଡର…

ପୌର ନିର୍ବାଚନ ଫଳାଫଳ : ସୋନପୁରରେ ବିଜେଡିର ବାଜିମାତ୍

ସୋନପୁର : ରାଜ୍ୟରେ ଜାରି ରହିଛି ପୌର ନିର୍ବାଚନ ଭୋଟ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡିଛି ବିଜେଡି ସବୁ ସ୍ଥାନରେ ଆଗରେ ରହିଛି । ସୋନପୁରରେ ବିଭିନ୍ନ ୱାର୍ଡରେ ବିଜେଡି ବାଜିମାତ୍ କରିଛି ।ସୋନପୁରର ୧୨ ନମ୍ବର ୱାର୍ଡରେ ବିଜେଡି ୧୧ଟି ଆସନ ହାତେଇଛି ।ସେହିପରି ବିଜେପି ଏପର୍ଯ୍ୟନ୍ତ…

[ଭିଡିଓ] ରାତି ପାହିଲେ ପୌର ଭୋଟ : ସୁବର୍ଣ୍ଣପୁରରେ ବୁଥ୍ ମୁହାଁ ପୋଲିଂ ପାର୍ଟି

ସୁବର୍ଣ୍ଣପୁର : ରାତି ପାହିଲେ ହେବ ଭୋଟ । ଏବେଠାରୁ ପୋଲିଂ ପାର୍ଟି ବୁଥ୍ ମୁହାଁ ହେଲେଣି । ସୁବର୍ଣ୍ଣପୁର ଜିଲ୍ଲାରେ ଗୋଟିଏ ପୌର ପରିଷଦ ଓ ଦୁଇଟି ଏନଏସି ତରଭା ଓ ବନିକାରେ ମତଦାନ ହେବ । ସେଥିପାଇଁ ବୁଥ ଗୁଡିକରେ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି ।ସୋନପୁରେ ୧୫ ଟି ୱାର୍ଡ…

[ଦେଖନ୍ତୁ ଭିଡିଓ] ପୌରପରିଷଦ ପାଇଁ ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀ ପତ୍ର ଦାଖଲ

ଗୁଣୁପୁର: ଚଳିତ ପୌର ନିର୍ବାଚନ ପାଇଁ ଗୁଣୁପୁର ପୌର ପରିଷଦରେ ବିଜୁ ଜନତା ଦଳ ତରଫରୁ ଶୋଭାଯାତ୍ରା । ପୌରପରିଷଦର ସମସ୍ତ ୧୯ ୱାର୍ଡର ଆଜି ପ୍ରାର୍ଥୀ ଏବଂ ପ୍ରାର୍ଥୀନୀ ମାନେ ନିଜ ନିଜର ଦାଖଲ କରିଛନ୍ତି ନାମାଙ୍କନପତ୍ର । ଜିଲ୍ଲା ସଭାପତି ସୁଧୀର ଦାସ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ…

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କଲା ବନ ବିଭାଗ

ସୁବର୍ଣ୍ଣପୁର : ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା । ସୁବର୍ଣ୍ଣପୁର ଜିଲ୍ଲା ବନିକା ବନ ବିଭାଗ ଅଧିନରେ ଥିବା ଡୁଙ୍ଗୁରିପାଲି ବ୍ଲକ ଚନ୍ଦଲି ଗାଁର ଯୋଗେନ୍ଦ୍ର ଭୋଇଙ୍କ ଘରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଏହି ବଜ୍ରକାପ୍ତାଟି ଚନ୍ଦଲି ଗାଁରେ ବୁଲୁଥିବା ଦେଖି ସେ ନିଜ ଘରେ ରଖିଥିଲେ ।…