Latest Odisha News

BREAKING NEWS

Browsing Category

ଆଲେଖ୍ୟ

ଡାକେ ବିପ୍ଳବୀ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ "ଯେଉଁମାନେ ସ୍ୱାଧୀନତା ଚାହୁଁଛନ୍ତି ସେମାନେ ନିଜେ ଉଦ୍ୟମ କରିବା ଉଚିତ୍ । କୌଣସି ଦୃଶ୍ୟମାନ କିମ୍ବା ଅଦୃଶ୍ୟ ଶକ୍ତି ସ୍ୱାଧୀନତା ଆଣି ଦେବ ନାହିଁ । କେବଳ ଆମ ଦେଶର ଯୁବକଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇପାରିବ ବୋଲି ଭଗତ ସିଂ ଓ ତାଙ୍କ…

ମୁକ୍ତି ସଂଗ୍ରାମର ମହାନ ସଂଗ୍ରାମୀ ଜାତୀୟ କବି ବୀରକିଶୋର

ରାଜଲକ୍ଷ୍ମୀ ତ୍ରିପାଠୀ  ଦେଶ ସ୍ବାଧୀନତା ସଂଗ୍ରାମର ଅଶ୍ରୁଳ କାହାଣୀ ଯେପରି ବେଦନାଦାୟକ ସେପରି ରୋମାଞ୍ଚକର ଓ ପ୍ରେରଣାପ୍ରଦ। ଆମ ସ୍ବାଧୀନତା ପ୍ରାପ୍ତିର ଦୀର୍ଘ ବର୍ଷ ପରେ ମଧ୍ୟ ଆଜି ସେ ସଂଗ୍ରାମ ଓ ସଂଗ୍ରାମୀମାନଙ୍କ ତ୍ୟାଗର ଇତିହାସ ପ୍ରାୟ ବିସ୍ମୃତ। ଭାରତବର୍ଷର ମୁକ୍ତି…

ଜ୍ଞାନ-ବିଜ୍ଞାନ ଓ ଈଶ୍ବର ବିଶ୍ୱାସ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଏବେ ସମଗ୍ର ଭାରତବର୍ଷ ପାଇଁ ଏକ ପରୀକ୍ଷାର ଦିନ ! ସାରା ବିଶ୍ୱରେ ନିଜ ଗୌରବ ଗରିମାକୁ ପ୍ରତିଷ୍ଠା କରିବାର ଏକ ସ୍ଵର୍ଣ୍ଣିମ ଅବସର ! ଚାରିବର୍ଷ ତଳେ ଅଳ୍ପକେ ବିଫଳ ହୋଇଥିବା ଏକ ପ୍ରକଳ୍ପର ପୁନଃ ପ୍ରୟାସ ! ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ…

ତମାଖୁ ସେବନ ଏବଂ ମଧୁମେହ

ମହମ୍ମଦ ଇମ୍ରାନ୍ ଅଲୀଙ୍କ ଆଲେଖ୍ୟ ତମାଖୁ ଏକ ଉଦ୍ଭିଦ ଜାତୀୟ ଜିନିଷ ଅଟେ । ଏହି ତମାଖୁ ପତ୍ରକୁ ବ୍ୟବହାର ତମାଖୁ ଜାତୀୟ ଦ୍ରବ୍ୟ ପ୍ରସ୍ତୁତ କରାଯାଉଛି। ଯାହା ବଜାରରେ ଅତି ସହଜରେ ଉପଲବ୍ଧ ହେଉଛି । ସାଧାରଣତଃ ବଜାରରେ ତିନି ପ୍ରକାରର ତମାଖୁ ଦ୍ରବ୍ୟ ଦେଖିବାକୁ ମିଳୁଛି । ଯେଉଁ ତମାଖୁ…

ଚନ୍ଦ୍ରୟାନ-୩ ସଫଳତାରେ ଶ୍ରୀବାସ୍ତବ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ୧୪ ଜୁଲାଇ ୨୦୨୩ ଭାରତୀୟ ମହାକାଶ ଗବେଷଣା ଇତିହାସରେ ଏକ ଗୁରୁତ୍ବପୂର୍ଣ୍ଣ କେବଳ ନୁହେଁ ଅବିସ୍ମରଣୀୟ ତାରିଖ । ଚାରି ବର୍ଷ ପୂର୍ବେ ଆଂଶିକ ବିଫଳତା ହେତୁ ନିରାଶ ହୋଇ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ପୁଣି ଥରେ ଚନ୍ଦ୍ରକୁ ଏକ ମିଶନ ପଠାଇଲା ।…

ଧାରାଭୀ ଏକ ଜନ କେନ୍ଦ୍ରିକ ରୂପାନ୍ତରଣ

ନିଜର ଅଭିଳାଷା ତାଲିକାରେ ପୂର୍ବତନ ବିଶ୍ୱ ହେଭିୱେଟ୍‌ ବକ୍ସିଂ ଚମ୍ପିଅନ୍ ମାଇକ ଟାଇସନ୍‌ ଭାରତର ଦୁଇଟି ସ୍ଥାନ ପରିଦର୍ଶନ ପାଇଁ ଇଛା ପ୍ରକାଶ କରିଥିଲେ: ଗୋଟିଏ ସ୍ଥାନ ହେଉଛି ତାଜମହଲ ଏବଂ ଅନ୍ୟ ସ୍ଥାନଟି ଧାରାଭୀ । ଧାରାଭୀ ସହିତ ମୋର ପ୍ରଥମ ସାକ୍ଷାତ ୧୯୭୦ ଦଶକର ଶେଷ ଆଡକୁ ହୋଇଥିଲା ।…

ଦକ୍ଷତା ବିକାଶର କୌଶଳ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ କେବଳ ଦକ୍ଷତା ବିକାଶ ଉପରେ ନୁହେଁ ବରଂ ଦକ୍ଷତା ଭିତ୍ତିକ ନିଯୁକ୍ତି ସୁଯୋଗ ଉପରେ ମଧ୍ୟ ଭାରତକୁ ଗୁରୁତ୍ୱ ଦେବାକୁ ପଡିବ । ଯାହା ଫଳରେ ଶିଳ୍ପଗୁଡିକର ଆବଶ୍ୟକତା ଅନୁଯାୟୀ ଦକ୍ଷତା ବିକାଶ ଶିକ୍ଷିତ ବେକାରୀ ସଙ୍କଟରୁ ମୁକ୍ତି ପାଇପାରିବ । ପ୍ରକୃତ କଥା…

ମାଟି ପୂଜନର ଗଣପର୍ବ ରଜ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ପ୍ରକୃତି ଓ ପରମ୍ପରାର ଏକ ମଧୁର ସମନ୍ୱୟ ଲୁଚି ରହିଛି । ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ ମାଟି ଓ ମୌସୁମୀର ମିଳନ ଏକ ଅପୂର୍ବ ପୁଲକ ଭରି ଦିଏ କୃଷକ ମନରେ । ପୃଥିବୀର ମାତୃତ୍ଵ କାମନା କରି ଜୟ ଗୀତ ଗାନ କରେ କୃଷକ । ଆଦ୍ୟ ଆଷାଢର ପ୍ରଥମ ବାରିପାତରେ ପୃଥିବୀ…

ଧାରଣର ଅନ୍ୟ ଏକ ଭାବ ରଜ

ବନ୍ଦିତା ଦାଶ ଓଡ଼ିଆ ପରମ୍ପରାର ପର୍ବ ରଜ ବର୍ଷକେ ଥରେ ଆସେ । ଐତିହ୍ୟ ଓ ସଂସ୍କୃତିପୂର୍ଣ୍ଣ ରାଜ୍ୟ ଆମର। ଅନେକ ପରମ୍ପରା ଆଜିବି ଉଜ୍ଜୀବିତ। ଭାରି ସୌଖୀନ ଓ କଳାତ୍ମକ ଜାତି। ବୀରତା, ସାହସିକତା ରକ୍ତରେ ରକ୍ତରେ, ଶିରା ପ୍ରଶିରାରେ। ବାରମାସରେ ତେଏର ପର୍ବ ପାଳିତ ହୁଏ ଆମର ଖୁବ୍…

ବାଳିକା ବଧୂ ନା ଏକ ଅଭିଶାପ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବିଗତ କିଛି ଦିନ ହେଲା ବିଭିନ୍ନ ଖବରକାଗଜରେ ବାଲ୍ୟ ବିବାହ ଓ ବିଭିନ୍ନ ସାମାଜିକ ସୁରକ୍ଷା ସଂସ୍ଥା ଦ୍ୱାରା ତାର ପ୍ରତିରୋଧ ବା ପୁଲିସର ହସ୍ତକ୍ଷେପ ଭଳି ସଂବାଦ ପରିବେଷଣରୁ ସ୍ପଷ୍ଟ ଯେ ଏବେ ମଧ୍ୟ ଏ ସମ୍ପର୍କରେ ଜନସଚେତନତାର ଅଭାବ ରହିଛି । ଆମେ ଜଣେ…