Latest Odisha News

BREAKING NEWS

Browsing Category

ଗୀତ

ଅଭୁଲା ଗୀତ : ମାୟା ମାୟା ମାୟା

ସଙ୍ଗୀତ : ବାଳକୃଷ୍ଣ ଦାଶ  ଗାୟନ : ନବ କୁମାର ମିଶ୍ର ଗୀତ : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଚଳଚ୍ଚିତ୍ର : ଦସ୍ୟୁ ରତ୍ନାକର, ୧୯୬୨ ମାୟା ମାୟା ମାୟା ମାୟା ମାୟା ମାୟା ମାୟା ମାୟା ମାୟା ଦେଖୁ ଯାହା ଆଖି ଆଗେରେ ବାଉଳା ଦେଖୁ ଯାହା ଆଖି ଆଗେରେ ବାଉଳା ସବୁ ଖାଲି ମିଛ ମାୟା…

ଅଭୁଲା ଗୀତ : ଜୟତୁ ମହାଲକ୍ଷ୍ମୀ

ସଙ୍ଗୀତ : ନଚିକେତା ଘୋଷ ଗାୟନ : ହେମନ୍ତ କୁମାର ଗୀତ : ସତ୍ୟ ନାରାୟଣ ପଣ୍ଡା ଚଳଚ୍ଚିତ୍ର : ମହାଲକ୍ଷ୍ମୀ ପୂଜା, ୧୯୫୯ ଜୟତୁ ମହାଲକ୍ଷ୍ମୀ ଅନନ୍ତ ଆକାଶେ ଅଗଣିତ ତାରକା ନୁହେଁ କି ମା’ ତବ ମହିମା ସାଗର ଗରଭେ ମଣି ମୋତି ମାଳିକା ସବୁ ତ ତୁମରି ମହିମା ଅନନ୍ତ ଆକାଶେ ଅଗଣିତ…

ଅଭୁଲା ଗୀତ : ପରଦେଶୀ ବନ୍ଧୁ ତୁମେ

ସଙ୍ଗୀତ : ଅକ୍ଷୟ ମହାନ୍ତି ଗାୟନ: ସିପ୍ରା ବୋଷ ଗୀତ : ଦେବଦାସ ଛୋଟରାୟ ଚଳଚ୍ଚିତ୍ର : କିଏ କାହାର, ୧୯୬୮ ପରଦେଶୀ ବନ୍ଧୁ ତୁମେ ପରଦେଶୀ ବନ୍ଧୁ ତୁମେ ଯିବ ଉଡ଼ିଉଡ଼ିକି ଯିବ ଉଡ଼ିଉଡ଼ିକି କିମ୍ପାଇଁ ବାନ୍ଧିଲି ମନ ମିଛେ ତୁମ କତିରେ କିମ୍ପାଇଁ ବାନ୍ଧିଲି ମନ ମିଛେ…

ଅଭୁଲା ଗୀତ : ରକତ ଟଳମଳ ଖଇର ପାଞ୍ଚ ପଳ

ସଙ୍ଗୀତ ଓ  ଗାୟନ : ଅକ୍ଷୟ ମହାନ୍ତି ଗୀତ : ବିନୋଦିନୀ ଦେବୀ ଚଳଚ୍ଚିତ୍ର : ମଳାଜହ୍ନ ୧୯୬୫ ରକତ ଟଳମଳ ଖଇର ପାଞ୍ଚପଳ ରକତ ଟଳମଳ ଖଇର ପାଞ୍ଚ ପଳ କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ ରକତ ଟଳମଳ ଖଇର ପାଞ୍ଚ ପଳ କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ ତୁ ହୋଇଲୁ ରାଜରାଣୀ ମୁଁ ହୋଇଲି…

ଅଭୁଲା ଗୀତ : ମନ ମାରି ଦେ’ନା

ସଙ୍ଗୀତ : ଶ୍ରୀକୁମାର ଗୀତ ଗୀତ : ନରସିଂହ ମହାପାତ୍ର ଗାୟନ : ମହମ୍ମଦ ସିକନ୍ଦର ଆଲାମ୍‌, ସିପ୍ରା ବୋଷ ଚଳଚ୍ଚିତ୍ର :  ବନ୍ଧନ, ୧୯୬୯ ମନ ମାରି ଦେ’ନା ନାୟକ: ନା ନା ନା ରେ ମନ ମାରି ଦେ’ନା ନା ନା ନା ରେ ମନ ମାରି ଦେ’ନା ତୁ ମନ ମାରିଲେ ଜଳେ ମୋ ଦୁନିଆ ତୁ ମନ ମାରିଲେ ଜଳେ ମୋ…

ଅଭୁଲା ଗୀତ : ନୀଳ ସିନ୍ଧୁ ତୀରେ

ସଙ୍ଗୀତ : ରଣଜିତ ରାୟ ଓ ବାଳକୃଷ୍ଣ ଦାଶ ଗୀତ : ନିକୁଞ୍ଜ କିଶୋର ଦାସ ଗାୟନ : ବାଣୀକଣ୍ଠ ନିମାଇଁ ଚରଣ ଚଳଚ୍ଚିତ୍ର :  ଶ୍ରୀଜଗନ୍ନାଥ, ୧୯୫୦ ନୀଳ ସିନ୍ଧୁ ତୀରେ ନୀଳ ସିନ୍ଧୁ ତୀରେ ନୀଳ ଅଚଳ ନୀଳ ବନ ରାଜି ଘେରା ଦେଉଳ ନୀଳ ଚକ୍ରେ ରଙ୍ଗ ନେତ ଚଞ୍ଚଳ…

ଅଭୁଲା ଗୀତ : ଝୁମି ଝୁମି ଆସେ ଆଖି

ସଙ୍ଗୀତ : ଶ୍ରୀକୁମାର  ଗୀତ : ଅକ୍ଷୟ ମହାନ୍ତି  ଗାୟନ : ଅକ୍ଷୟ ମହାନ୍ତି,  ସୁଜାତା ମୁଖାର୍ଜୀ  ଚଳଚ୍ଚିତ୍ର :  ସ୍ତ୍ରୀ,୧୯୬୮ ଝୁମି ଝୁମି ଆସେ ଆଖି ସପନ ଭରା ଜୀବନେ ମୋର ସପନ ଭରା ଜୀବନେ ମୋର ରାତି ଆଉ କେତେ ବାକି? ଅନେକ ତାରା ଆକାଶ ସାରା…

ଅଭୁଲା ଗୀତ : ତୁମେ ଲେଉଟିଲ ନାହିଁ

ସଙ୍ଗୀତ : ବାଳକୃଷ୍ଣ ଦାଶ ଗୀତ : ସୁରେନ୍ଦ୍ର କୁମାର ଦାସ ଗାୟନ : କଲ୍ୟାଣୀ ଦାସ ଚଳଚ୍ଚିତ୍ର : ଶ୍ରୀଜଗନ୍ନାଥ, ୧୯୫୦ ତୁମେ ଲେଉଟିଲ ନାହିଁ ତୁମେ ଲେଉଟିଲ ନାହିଁ କେତେ ତାତି ଛାତି ଭିତରେ ବିତିଲା କେତେ ତାତି ଛାତି ଭିତରେ ବିତିଲା ତୁମ ରାହା ଚାହିଁ ଚାହିଁ…

ଅଭୁଲା ଗୀତ : ଆ’ ଜହ୍ନମାମୁ ଶରଦଶଶୀ

ସଙ୍ଗୀତ : ଶ୍ରୀକୁମାର ଗୀତ : ନରସିଂହ ମହାପାତ୍ର ଗାୟନ : ଶ୍ରୀକୁମାର ଚଳଚ୍ଚିତ୍ର : ବନ୍ଧନ, ୧୯୬୯ ଆ’ ଜହ୍ନମାମୁ ଶରଦଶଶୀ ଆ’ ଜହ୍ନମାମୁ ଶରଦଶଶୀ ମୋ କାହ୍ନୁ ହାତରେ ପଡ଼ରେ ଖସି ଆ’ ଜହ୍ନମାମୁ ଶରଦଶଶୀ ଆଖିରୁ ତା’ର ଝରିଲେ ଲୁହ ପରାଣେ ଝରେ ମୋ ଲହୁ ବୁକୁଫଟା ତା’ ଅଝଟପଣ…

ଅଭୁଲା ଗୀତ : ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା

ସଙ୍ଗୀତ : ବାଳକୃଷ୍ଣ ଦାଶ ଗୀତ : ଗୌରାଙ୍ଗ ସାମନ୍ତରାୟ ଗାୟନ : ତୃପ୍ତି ଦାସ ଚଳଚ୍ଚିତ୍ର : ଅଦିନ ମେଘ (୧୯୭୦) ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା ତୋ ଆଗେ କହିଦେବି କହିଲି ବୋଲି ଆଜି କହିଲେ ଯା' ଯା'ରେ ଯା'ରେ ଦିଅର ଟୋକା ସକାଳୁ…