Latest Odisha News

BREAKING NEWS

Browsing Category

ବ୍ୟଙ୍ଗ

ବ୍ୟଙ୍ଗ : ଫେରିବାର ପଥ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…  "ହେ ଗାନ୍ଧୀ, ପୁଣିଥରେ ଆସ ।ଏ ଧରା ପୃଷ୍ଠରେ ଜନ୍ମ ନିଅ । ଅନ୍ୟାୟ , ଅନୀତି, ଅସହିଷ୍ଣୁତାରେ ଆମେ ସମସ୍ତେ ଜର୍ଜରିତ । ହେ ମହାତ୍ମା , ତୁମେ ପୁଣି ଥରେ ଜନ୍ମନିଅ । ଅନ୍ଧକାରରେ ଆଲୁଅ ଦେଖାଅ । ଆଉଥରେ ଆସ ବାପୁ, ଆଉ ଥରେ ଆସ ।" ଦେବଭୂମି ଭାରତରେ…

ବ୍ୟଙ୍ଗ : କେକ୍ କୌତୁକ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…  ବହୁ ଦିନ ତଳର କଥା । ଜଣେ ବନ୍ଧୁଙ୍କ ଘରକୁ କିଛି କାମ ପାଇଁ ଯାଇଥିଲି । ବନ୍ଧୁଙ୍କ ସହ କଥା ହେଉଥିବା ବେଳେ ବନ୍ଧୁ ପତ୍ନୀ ସଦ୍ୟ ରୋଷେଇ ଘରେ ପ୍ରସ୍ତୁତ ହୋଇଥିବା ସୁଦୃଶ୍ୟ କେକ୍ ଖଣ୍ଡେ ଆଣି ପରସି ଦେଲେ । ସୌଜନ୍ୟ ଦୃଷ୍ଟିରୁ କେକ୍ ଅତି ସୁସ୍ୱାଦୁ…

ବ୍ୟଙ୍ଗ : ଗପି ଗପି ଗାଳ୍ପିକ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…  ମୋର ବହୁ ଗୁଡିଏ ଭଲ ଅଭ୍ୟାସ ଭିତରୁ ଗୋଟିଏ ହେଲା ମୁଁ ଯେତେବେଳେ କହିବା ଆରମ୍ଭ କରେ ମୋତେ ଲାଗେ ଏକ ବିଶାଳ ଜନସମୁଦ୍ରକୁ ଏଇଟା ମୋ ଜୀବନର ଶେଷ ଭାଷଣ । ବାସ୍ କହି ଚାଲିଥାଏ । କିଛି ଜ୍ଞାନୀ ଲୋକଙ୍କ ମତ ହେଲା , ମୁଁ କହିଲାବେଳେ କାଳେ କମା…

ବ୍ୟଙ୍ଗ : ରାମାୟଣ ପୁନର୍ଲିଖନ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…  ତ୍ରେତୟା ଯୁଗର କଥା । ପ୍ରଭୁ ଶ୍ରୀରାମ ଶ୍ରୀଲଙ୍କା ଜୟ ପରେ ମାତା ସୀତାଙ୍କୁ ସାଙ୍ଗରେ ଧରି ଅଯୋଧ୍ୟା ଫେରିଲେ । ଅଯୋଧ୍ୟା ସୀମାରେ ବାଣ ରୋଷଣୀ ଧରି ଭରତ ଅପେକ୍ଷା କରିଥାନ୍ତି । ଭରତ ଦେଖିଲେ ପ୍ରଭୁ ତ ଆସିଛନ୍ତି କିନ୍ତୁ ସାଙ୍ଗରେ ଆସିଛନ୍ତି…

ବ୍ୟଙ୍ଗ : ଭାଲେଣ୍ଟାଇନସ୍ ଆପ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…  ଦିନଟି ସେମିତି-ବଡ଼ ରୋମାଣ୍ଟିକ୍ । ସକାଳୁ ଚଇନି ଚିକ୍କଣ ହେଇ ଘରୁ ବାହାରିଲା ବେଳେ ଘରଣୀ ପଛରୁ ଡାକିଦେଲେ , "ଶୁଣୁଛ ଘରେ ବ୍ରେଡ଼ ନାହିଁ । ପିଲା ଜଳଖିଆ କରିବେ। ଆସିଲାବେଳେ ନେଇକି ଆସିବ ।" ଶୁଭ କାମରେ ଘରୁ ବାହାରୁ ବାହାରୁ ପଛରୁ କୁହାଟମରା…

ବ୍ୟଙ୍ଗ : ସ୍ୱାମୀ ନିବୃତ୍ତାନନ୍ଦଙ୍କ ଭିତିରି କଥା

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…  ବେଶ୍ କିଛି ବର୍ଷ ପୂର୍ବେ ଅପୂର୍ବ ଗାଁରେ ବାବୁ ବିଚିତ୍ରାନନ୍ଦ ବୋଲି ଜଣେ ବୟସ୍କ ମଣିଷ ଥିଲେ । ଇଂରେଜ ଅମଳର ପାଠ ପଢିଥିବାରୁ ତାଙ୍କର ବେଶ ଗର୍ବ । ଯାହାକୁ ଏକା ଦେଖିଲେ ତାକୁ ପାଠ କଥାରୁ ଆରମ୍ଭ କରି ଦେଶ ବିଦେଶର ସାଧାରଣ ଜ୍ଞାନ ପଚାରିବା…

ବ୍ୟଙ୍ଗ : ଉପଲବ୍ଧି

ମୋ ଜୀବନର ଯଦି ସବୁଠୁ ପ୍ରମୁଖ ଉପଲବ୍ଧି କଣ ବୋଲି ପଚରାଯାଏ ତେବେ ନିଃସନ୍ଦେହରେ ମୁଁ କହିବି ମୋ ଫେସବୁକ ବନ୍ଧୁତା । ମୋର ଫେସବୁକରେ ପୁଲିଙ୍ଗ ସ୍ତ୍ରୀଲିଙ୍ଗ ମିଶେଇ ପ୍ରାୟ ପାଞ୍ଚ ହଜାର ସରିକି ବନ୍ଧୁ ଅଛନ୍ତି । ସବୁଠୁ ମହତ କଥା ହେଲା କେହି ଜଣେ ବି ଅନ୍ୟାୟ କି ଦୁର୍ନୀତିକୁ ଭଲ ପାଆନ୍ତି…

ବ୍ୟଙ୍ଗ : କରୋନା କେଳେଙ୍କାରୀ

ଗତ ମାସର କଥା । ବର୍ଷାରେ ତିନ୍ତି ସନ୍ଧ୍ୟାରେ ଘରକୁ ଫେରିବା ପରେ ଟିକେ ଜରୁଆ ଲାଗିଲା । ଦେହ ଉଷୁମ ଦେଖି ଚିନ୍ତା ବଢିଗଲା । କରୋନା ନୁହେଁ ତ? ମନ କଥା ମନରେ ରଖି ଭାବିଲି ସକାଳ ଯାଏଁ ଅପେକ୍ଷା କରେ ଯଦି ଜ୍ଵର ରୁହେ ତେବେ ଘରେ ଜଣେଇବି । ଅଯଥାରେ କାହିଁକି ସମସ୍ତଙ୍କୁ ଟେନ୍ସନ ଦେବି ।…

ବ୍ୟଙ୍ଗ : ବିରଳ ଗେଣ୍ଡୁ

ଆଜି ସକାଳେ ଘଟିଥିବା ଏକ ମର୍ମସ୍ପର୍ଶୀ ଘଟଣା । ଆଜିର ଏହି ଘଟଣାଟି ଥିଲା ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟବିଦାରକ । ସକାଳ ପ୍ରାୟ ସାଢ଼େ ଆଠଟା ବୋଧେ ହେବ । ଖପୁରିଆ ମାଛ ମାର୍କେଟ ପାଖରେ ମୋର ଜଣେ ସହପାଠିନୀ, ଏବର ଫେସବୁକ ବନ୍ଧୁ ତଥା ଜଣେ ଅତ୍ୟନ୍ତ ସକ୍ରିୟ ସାହିତ୍ୟିକାଙ୍କ ପତିଦେବ ଦେଖା…

ବ୍ୟଙ୍ଗ : ଯଃ ଜାନାତି ସଃ ଜାନାତି

ଥରେ ସ୍ୱପ୍ନରେ ମେଟାଫର ଆସି ମୋ ସାମ୍ନାରେ ଉଭା ହେଲେ । ବଡ଼ ମନ ଦୁଃଖରେ କହିଲେ, ଧନ ଏ ସବୁ କଣ ଚାଲିଛି ମୁଁ କିଛି ବୁଝିପାରୁନି । ଡରରେ ମୁଁ ସାଙ୍କୁଡ଼ି ଗଲି । ପଚାରିଲି "ମହାନୁଭବ ଏପରି କ'ଣ ହେଲା ଯାହା ଆପଣଙ୍କ ମନରେ କଷ୍ଟ ଆଣିଲା ?" ମେଟାଫର କହିଲେ "ସେକ୍ସପିଅରଙ୍କ ଠାରୁ ନିତ୍…