Latest Odisha News

BREAKING NEWS

Browsing Category

ବ୍ୟଙ୍ଗ

କୁଳାଙ୍ଗାର ଉବାଚ : ଅନଲାଇନ୍ ଅଡୁଆ

ଡଃ କୁଳାଙ୍ଗାର  ମେସେଜ ଏବଂ ଇ-ମେଲରେ କୋଟି କୋଟି ଟଙ୍କା ଲଟେରୀ ଉଠିଚି ବୋଲି ଯେବେ ମୁଁ ଜାଣୁଛି; କେତେ ସଂଖ୍ୟା ସହ କେତେଟା ଶୂନ ଲାଗିବ ବୋଲି ମୁଁ ଗଣୁଛି! ସତେ ଯଦି ତାହା ଛାଣୁଛି, ଆମେରିକା ଯାଇ କନିଆ ଆଣନ୍ତି ମେଲିଣ୍ଡା ବିଲ୍-କୁ ଛାଡି ଦେବାର ମୁଁ ଶୁଣୁଛି!! ଝିଅଟିଏ…

ବ୍ୟଙ୍ଗ : ସତ କହିବାକୁ କିଆଁ ଡରିବୁ ସତ କହି ପଛେ ମଲେ ମରିବୁ

ଓଁ ଅଭିଜ୍ଞାନ ସାହୁ  ଆଗରୁ ବହୁଳ ହ୍ଵାଟ୍ସଆପ ଏବଂ ଫେସବୁକର ବ୍ୟବହାର ଯୋଗୁଁ ଘରେ ମନେ ମନେ ସନ୍ଦେହ କରୁଥିଲେ ଏବେ କଣେଇ କଣେଇ ଚାହିଁଲେଣି । ବିଶେଷ କରି ହ୍ଵାଟ୍ସଆପରେ ବିଳମ୍ବିତ ରାତ୍ରି ଓ ଭୋର ସମୟରେ ଯେଉଁ ସବୁ ସୁନ୍ଦରିଆ ଗୁଡ଼ନାଇଟ୍ ଓ ଗୁଡ଼ମର୍ନିଙ୍ଗ ଫୋଟୋ ଆସୁଛି ତାକୁ ଦେଖି ଘରେ…

କୁଳାଙ୍ଗାର ଉବାଚ : ମୁଁ ଆଉ କବିତା ଲେଖିବି କ’ଣ ? 

କବି କୁଳାଙ୍ଗାର  ସପନ ହଜୁଛି ଜୀବନ ବିନ୍ଧୁଛି କରୋନା ହସୁଛି ମଣିଷ କାନ୍ଦୁଛି ମୁଣ୍ଡ ହୋଇଯାଏ ଟିଣ ! ମୁଁ ଆଉ କବିତା ଲେଖିବି କ'ଣ ? ତଥାପି ଅଛନ୍ତି ଗାଲୁଆ ଅନେକ ମାନନ୍ତିନି କଟକଣା; ବୁଲନ୍ତି ନିର୍ଧୁମ ପକେଟରୁ ପଛେ ଜୋରିମନା ହେଉ ଗଣା ! ଠେଙ୍ଗାକୁ ଚଳାନ୍ତି ମାମୁଁ ଗଣ…

ବ୍ୟଙ୍ଗ : ଟିକସ ଆଦାୟ

ଓଁ ଅଭିଜ୍ଞାନ ସାହୁ ଏଇ ଗଲା ଗତ ରବିବାର କଥା, ସକାଳୁ ସକାଳୁ ବସି ଖବରକାଗଜ ପଢୁଥାଏ ଆସିଲା ମୋର ମୋବାଇଲକୁ ଗୋଟେ ଏସଏମଏସ । ଫୋନ ଉଠେଇ ଦେଖେତ ଆର ରୁମରେ ପାଠ ପଢ଼ୁଥିବା ମୋ' ଝିଅ ପଠେଇଛି ,"ବାବା ଆଜି କେଏଫସି ରେ ସ୍ପେଶାଲ ଅଫର । ଛଅ ପିସକୁ ପାଞ୍ଚଶ ଷାଠିଏ ଟଙ୍କା ।" ଭାବିଲି,  ଅବିକା…

କୁଳାଙ୍ଗାର ଉବାଚ : ମନ ମୁତାବକ କରୋନା

କବି କୁଳାଙ୍ଗାର ମାଗଣା ମିଳୁ ମାଗଣା ମିଳୁ ବୋଲି ଆମେ ସବୁବେଳେ କରୁ କାମନା; ଇଶ୍ବର ଶେଷରେ ବିରକ୍ତ ହୋଇକି ମାଗଣାରେ ଦେଲେ କରୋନା! ବଡ ଦହଗଞ୍ଜେ ଚଳୁ, ତଥାପି ଆଶା ମାଗଣା ଟୀକା ମିଳୁ!! ଛୁଟି କାଟିବାକୁ ମନ ସଭିଁକର କାମଦାମ ବେଶି ଚାହୁଁନୁ; ଇଶ୍ବର ତେଣୁ ବ୍ୟବସ୍ଥା…

ବ୍ୟଙ୍ଗ : ବାଙ୍ଗି ଭାତ୍

ଓଁ ଅଭିଜ୍ଞାନ ସାହୁ  କରୋନା ପ୍ରଭାବରୁ ଏବେ ସବୁ ଅନ୍ ଲାଇନ୍ । ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ଖରାଦିନ ଛୁଟି ଆରମ୍ଭ ହେଲେ ବାପା ମାଆମାନଙ୍କ ଛୁଟି ଆରମ୍ଭ ହୁଏ । ଏହି ସମୟରେ ପ୍ରାୟ ବିଭିନ୍ନ ଜାଗାକୁ ବୁଲିଯିବା ହେଉ କି ଗତ କିଛି ବର୍ଷ ହେଲା ଛୁଟିର ଆକର୍ଷଣ ବନିଥିବା ବାର୍ଷିକ ପୁରାତନ…

ବ୍ୟଙ୍ଗ : ବହୁ ନାଆର ନାବିକ

ଓଁ ଅଭିଜ୍ଞାନ ସାହୁ ଗତ ଥର କହିଥିଲି ମାଡୁଆ ଭାଇର ଦୁଃଖ । ଦୁଇ ନାଆରେ ଗୋଡ଼ ଦେଇ ବିଚରା ଅନାଥ ହେବାର ଯନ୍ତ୍ରଣାକୁ ମରଣାନ୍ତକ ଦୁଃଖ ଭଳି ଭୋଗ କରୁଥିଲେ । ଆଜିର କଥାରେ ଆମ ଭାଡୁଆ ଭାଇ । ବହୁ ନାଆକୁ ଅନାୟାସରେ ବାହି ପାରନ୍ତି ସେ ଖୋଳିଥିବା ରୋମାଣ୍ଟିକ ଲେକରେ । ମାଡ଼ୁଆ ଭାଇଙ୍କଠୁ…

ବ୍ୟଙ୍ଗ : ଦୁଇ ନାଆର ନାବିକ

ଓଁ ଅଭିଜ୍ଞାନ ସାହୁ  ଏଇ ଆମ ମାଡୁଆ ଭାଇ । ବୟସର ସଞ୍ଜ ସମୟକୁ କୁହନ୍ତୁ ଗୋଟେ ଗୁଲୁଗୁଲିଆ କଲେଜ ଝିଅ ସହ ପ୍ରେମ ହେଇଗଲା । କେମିତି କେଉଁ ପରିସ୍ଥିତିରେ ଫେସବୁକିଆ ପ୍ରେମ ହୋଇଗଲା ସେ ଆଉ ଗୋଟେ ଲମ୍ବା କାହାଣୀ । ପ୍ରେମରେ ଉବୁଟୁବୁ ଭାଇଙ୍କୁ ଶୟନେ ସପନେ କେବଳ ସେଇ ସୁନ୍ଦରୀର ଚେହେରା…

ବ୍ୟଙ୍ଗ : ବିଦ୍ୟାନଗରୀ ଯୁବକ ସଂଘ

ଓଁ ଅଭିଜ୍ଞାନ ସାହୁ  ଆମ ଏରିଆର ସବୁ ମୁଖିଆମାନେ ଭାବିଲେ ଯେ ଏ ପୂଜା ଚାନ୍ଦା ଆଦାୟ ପାଇଁ ଗାଁରେ ଗୋଟେ ଯୁବକ ସଂଘ ରହିବା ଦରକାର । ଆମ ବୁଢ଼ାମାନଙ୍କୁ ଆଉ ଲୋକମାନେ ବେଶି ଚାନ୍ଦା ଦେଉନାହାନ୍ତି । ରେଜାରେ ରେଜାରେ କାମ ଚଳେଇଦଉଛନ୍ତି । ଯେଉଁ ଜାଗାରେ ଯୁବକ ସଙ୍ଘ ଯେତେ ଷ୍ଟ୍ରଙ୍ଗ ସେ…

ବ୍ୟଙ୍ଗ : ପୂଜା ପାଇଁ ଫୁଲ

ଓଁ ଅଭିଜ୍ଞାନ ସାହୁ କେତେ ଯତନରେ ଫୁଲ ଗଛ ଗୁଡାକ ବଢ଼େଇଥିଲି । ରଙ୍ଗ ବେରଙ୍ଗ ଫୁଲ ଗଛ ସାଙ୍ଗକୁ ଘରକୁ ଆସୁଥିବା ଅତିଥିମାନଙ୍କ ଦୃଷ୍ଟି ପ ଡ଼ିବା ଭଳି ସ୍ଥାନରେ ବିଭିନ୍ନ କିସମର ଗୋଲାପ ଗଛ ଲଗେଇଥିଲି । ଗଛରେ ଫୁଲ ଫୁଟିଲେ ଯେତିକି ଆନନ୍ଦ ମିଳେନି ଯଦି କେହି ଅତିଥି ସତ ହେଉ କି ମିଛ ହେଉ…