Latest Odisha News

BREAKING NEWS

Browsing Category

ଗଳ୍ପ

ଗପ: ଆତ୍ମାର ଶାନ୍ତି!

ବସ୍‌ରେ ଯାତ୍ରା କରୁଥିଲେ ଶ୍ୟାମ ବାବୁ । ବୟସ ହୋଇ ଗଲାଣି । ଏକା ଏକା ବସ୍‌ରେ ଯାତ୍ରା କରିବାକୁ ଆଉ ଭଲ ଲାଗୁନି । ହେଲେ ଛୁଆ ବେଳର ସାଙ୍ଗ ରବିଙ୍କ ଏକାଦଶ କୁ ତ ଯିବାକୁ ପଡିବ । ନ ହେଲେ ତାଙ୍କ ପିଲା ଛୁଆ ଖରାପ ଭାବିବେ । ଏମିତି ବାଧ୍ୟବାଧକତାରେ ସିଂହପୁର ସ୍ଥାନୀୟ ବସ୍ ଧରି ଟାଉନରୁ…

ଗପ: ଅପୂର୍ବ ବାସ୍ନାର ସନ୍ଧାନେ…

ଦେବାଶିଷ ଆଚାର୍ଯ୍ୟ                                            ଖରାଦିନ, ସକାଳୁ ସକାଳୁ ଦାଣ୍ଡ ପଟେ ପାଟି ଶୁଭିଲା , ଜୀଅନ୍ତା ମାଛ, ଜୀଅନ୍ତା ମାଛ.... । ସାଧନାଙ୍କ ଗଭୀର ଲୋଭ ମାଛ ପ୍ରତି । ତେଣୁ ସେ କିଛି ନଭାବି ଦଉଡ଼ି ଗଲେ ଦାଣ୍ଡକୁ । ଜିଅନ୍ତା ରୋହି ମାଛ ଦେଖି ସେ ଆଉ ରହି…

ଗପ: ସେଲଫି

ଶ୍ୱେତପଦ୍ମା ପାଢ଼ୀ ପ୍ରଚଣ୍ଡ ରାଗରେ ପ୍ରଣତିର ମୁଣ୍ଡ କ'ଣ ହେଇ ଯାଉ ଥାଏ।ମନ ଭିତରଟା କେମିତି ଗୋଳେଇ ଘାଣ୍ଟି ହେଇ ପଡୁଥାଏ।ଆଗ ତ ଭାବି ଥିଲା ପୋଲିସ୍ କୁ ଫୋନ୍ ଲଗେଇବା ବୋଲି ହେଲେ ନେତ କାକୁତି ମିନତି କଲାରୁ ସେ ଚୂପ୍ ପଡ଼ିଲା। ସ୍ୱପ୍ନରେ ସୁଦ୍ଧା ଭାବି ନଥିଲା ଯୋଉ ଲୋକକୁ ସେ ଗୋଟେ…

ଗପ: ସିଂହପୁରରେ ପାଠପଢ଼ା

ଶ୍ରୀ ନିଶାକର ଦାସ ଜଣେ ଗାନ୍ଧିବାଦୀ ସର୍ବୋଦୟ କର୍ମୀ । ଜନ୍ମ ପରାଧୀନ ଭାରତବର୍ଷର ଅବିଭକ୍ତ କଟକ ଜିଲ୍ଲାର ଏକ ପଲ୍ଲୀଗ୍ରାମ ସିଂହପୁରରେ । ଦାସଙ୍କୁ ମାତ୍ର ପାଞ୍ଚ ବରଷ ହୋଇଥିବା ବେଳେ ହୃଦ୍‌ଘାତରେ ବାପା ପରଲୋକ ଚାଲିଗଲେ । ଦାସେ ନିଜେ ତିନି ଭାଇ । ନିଶାକର ବାବୁ ସବା ସାନ । ପାଠ ପଢ଼ାଇବା…

ଗପ : ଆଜିବି ଅପେକ୍ଷା ତୁମର

ଦେବବ୍ରତ ବାରିକ ସେଦିନ ଥାଏ ସୋମବାର ସନ୍ଧ୍ୟା ୭ଟା ଆଦିତ୍ୟ ତାର କିଛି ସାଙ୍ଗ ମାନଙ୍କ ସହ ଘରକୁ ଆସୁଥାଏ। ଚାଲୁ ଚାଲୁ କିଛି ବାଟ ଗଲା ପରେ ସେମାନେ ମନ୍ଦିର ପାଖରେ ଥିବା ଏକ ମଣ୍ଡପ ପାଖରେ ବସିଲେ। ଆଦିତ୍ୟ ଦେଖିବାକୁ ବହୁତ ସୁନ୍ଦର ଆଉ ଶାନ୍ତ ଥିଲା ଖୁବ ଶୀଘ୍ର ସମସ୍ତ ଙ୍କ ସହ…

ଗପ : ସାଥୀ ଏକ ଭିନ୍ନ ପ୍ରକାରର

ଦେବାଶିଷ ଆଚାର୍ଯ୍ୟ                                                      ବିଜୟ ବାବୁ । ଅବସର ପ୍ରାପ୍ତ  ଜଣେ ପ୍ରଥମ ଶ୍ରେଣୀ କର୍ମଚାରୀ । ଗତ ବର୍ଷ ଏକ ଦୁର୍ଘଟଣାରେ ପତ୍ନୀ ସ୍ନିଗ୍ଧାଙ୍କ ବିୟୋଗ । ଏକମାତ୍ର କନ୍ୟା ସାଲିନା , ୪/୫ ବର୍ଷ ପୂର୍ବେ ହୋଇ ଯାଇଛି ବାହାଘର । ନିଜ…

ଗପ : ପୋଡ଼ା ଅଙ୍ଗାର

ଶ୍ରୀୟା                                                                              ନୀରବ ଆଉ ନିଃଶବ୍ଦରେ ସେ ଆଙ୍କିଯାଏ । କେବେ ପୋଡ଼ା ଅଙ୍ଗାରର କଳା କଳା ଗୁଣ୍ଡ ଗୁଡ଼ା ନଖ କୋଣରେ ପଶି ବିଚିକିଟିଆ ଦିଶେ ତ କେବେ ନାଲି ନେଳୀ ରଙ୍ଗ ଛିଟିକା ପଡ଼ି ମୁହଁ ଟା ବିକୃତିଆ ଦିଶେ…

ଗଳ୍ପ: ଝିଅଜନ୍ମ

ଶ୍ରୁତକୀର୍ତ୍ତି ତ୍ରିପାଠୀ                                                            ମୁକ୍ତା ଦେହରେ ଆଜି ବାଡ଼ୁଅ ପାଣି ପଡ଼ିଛି । ତା ପାପୁଲିକୁ ରଙ୍ଗେଇଛି ମଞ୍ଜୁଆତିରେ, ନାକରେ ନୋଥ ଓ କାନରେ ଝୁମ୍ପା, ଅଣ୍ଟାରେ ଅଣ୍ଟାସୂତା, ହାତରେ ପିତ୍ତଳ ଖଡ଼ୁ ଏବଂ ପାଦରେ ପାଉଁଜି ।…

ଗପ : ଲୋଭର ନିରୀହତା

ପ୍ରସେନଜିତ ସେଠୀ                                                                  ହରିଆ ଜଣେ ଗରିବ ଦିନ ମଜୁରିଆ। ଚାଷ ଜମି ଖଣ୍ଡେ ମଧ୍ୟ ନାହିଁ ତାର। ମଜୁରି ଲାଗିଲେ ଖାଇବ, ନହେଲେ ଉପାସ୍। ଦିନକୁ ୨୦୦ ରୁ ୩୦୦ ଟଙ୍କା ମଜୁରି ପାଏ, ତାହା ବି ଝାଳବୁହା ପରିଶ୍ରମ କରି। ମଝିରେ…

ଗପ: ଭିଜା ମାଟିର ବାସ୍ନା

ସନ୍ତୋଷ କୁମାର ରଣା ମେ ମାସର ଉଦୁଉଦିଆ ଖାରବେଳ । ଗ୍ରୀଷ୍ମ ରବି ସତେ କି ଅଗ୍ନିବର୍ଷା କରୁଥିଲେ । ଡମଣା ଛକ ଆଡୁ ମାଡି ଆସୁଥିବା ଖଣ୍ଡିଆଭୂତଠୁ ରକ୍ଷା ପାଇବା ପାଇଁ ପଟିଆ ହାଟର ବିକ୍ରେତା ସବୁ ଆଶ୍ରୟ ନେବା ପାଇଁ ଦୌଡୁଥିଲେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଅସରାଏ…