Latest Odisha News

BREAKING NEWS

Browsing Category

ଗଳ୍ପ

ଅନୁବାଦ ଗଳ୍ପ : ବ୍ୟଥାର ସାରେଗାମା

ମୂଳ ହିନ୍ଦୀ : ଅମୃତ ରାୟ ଗଭୀର ଅନ୍ଧାର...ନୀରବ ନିସ୍ତବ୍ଧ ! କେବଳ ଦୂରରୁ କିଛି କୁକୁର ଓ ବିଲୁଆଙ୍କ ଭୁକିବାର ଶବ୍ଦ । ମନୁଷ୍ୟର ସ୍ଵର ତ ଗୀତର ଗୋଟେ ଅଧେ ପଦ ପରି, କେବେକେବେ କାନରେ ପଡିଯାଏ କୌଣସି ରିକ୍ସାବାଲାର କେଉଁ ଏକ ରୋମାଣ୍ଟିକ ଫିଲ୍ମିଗୀତର ଏକ ଧାଡି...ନହେଲେ ପୁରା ଶୂନଶାନ୍ ।…

ଅନୁବାଦ ଗଳ୍ପ : ଖାନୱାଁ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୦ ମୂଳ ସିନ୍ଧୀ: କାଲା ପ୍ରକାଶ  ‘ଆରେ ଏଇ, ଏଇ ଦେଖ, ଟ୍ରେନ୍ ଗଡ଼ିବାକୁ ଆରମ୍ଭ କଲାଣି’ । ଆଣ ବର୍ଷର ଅବୋଧ ଶିଶୁ ହରିଶ ଟ୍ରେନ୍‌ର ଝର୍କା ବାହାରକୁ ମୁଣ୍ଡ କାଢ଼ି ଖୁସିରେ କୁରୁଳି ଉଠି ଚିତ୍କାର ଛାଡ଼ିଲା । ଟ୍ରେନ୍‌ଟି ବମ୍ବେ…

ଅନୁବାଦ ଗଳ୍ପ : ଆଉ ଜଣେ କୁନ୍ତୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୯  ମୂଳ ହିନ୍ଦୀ: ବିଷ୍ଣୁ ପ୍ରଭାକର  ପ୍ରିୟ ବନ୍ଧୁ, ଆପଣ କେବେ କଳ୍ପନା କରିପାରିବେ ଯେ ଏଇ ଚିଠି ଖଣ୍ଡିକ ଲେଖିବାଲାଗି ମନ ସ୍ଥିର କରିବା ସକାଶେ ମୋତେ ପୂର ବର୍ଷେ ସମୟ ଲାଗିଯାଇଥିଲା । ଆଉ ଯଦି ଅଚାନକ ଏ ଘଟଣା ଘନି ନ ଥାଆନ୍ତା,…

ଅନୁବାଦ ଗଳ୍ପ : ଏ ଜହ୍ଲାଦଙ୍କ କବଳରୁ ପଳା

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୮ ମୂଳ ଉର୍ଦ୍ଦୁ: ରାମାନନ୍ଦ ସାଗର ‘ସକାଳୁ ସକାଳୁ ମୁସଲମାନମାନେ ଆମ ଗାଆଁ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲେ । ସେତେବେଳେ ନଈକୂଳେ ମୁଁ ଜାଳେଣିକାଠ ସଂଗ୍ରହ କରୁଥିଲି । ସେବର୍ଷ ମରୁଡ଼ି ପଡ଼ିଥିଲା । ତେଣୁ ଫସଲ ଭଲ ଅମଳ ହୋଇ ନ ଥିଲା…

ଅନୁବାଦ ଗଳ୍ପ : ନୂଆଘର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୭ ମୂଳ ପଞ୍ଜାବୀ: କର୍ତ୍ତାର ସିଂହ ଡୁଗ୍‌ଗଲ ଡେପୁଟୀ କମିଶନର ସା’ବ୍ ଆମକୁ କହିଲେ ଯେ ବଡ଼ବଡ଼ିଆ ହାକିମହୁକୁମାଙ୍କ ଲାଗି ଅଲଗା ଘରସବୁ ରଖାଯାଇଛି - ସେସବୁ ବଙ୍ଗଳାଗୁଡ଼ିକ ବେଶ୍ ପ୍ରଶସ୍ତ । ମୁସଲମାନ ଲୋକମାନେ ସେସବୁ ଘର ଛାଡ଼ିବା…

ଅନୁବାଦ ଗଳ୍ପ : ଜଣେ ବାରାଙ୍ଗନାର ପତ୍ର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୬ ମୂଳ ଉର୍ଦ୍ଦୁ: କୃଷ୍ଣ ଚନ୍ଦର  ପଣ୍ଡିତ ଜବାହରଲାଲ ଓ କ୍ୱଏଦ -ଏ- ଆଜମ୍ ଜିନ୍ନାଙ୍କ ନାମରେ ମୋର ବିଶ୍ୱାସ ଯେ ଏଥି ପୂର୍ବରୁ ଆପଣ କୌଣସି ବାରାଙ୍ଗନା ଠାରୁ କେବେ ପତ୍ର ପାଇ ନ ଥିବେ । ଆଶା କରୁଛି ଇତି ପୂର୍ବରୁ ଆପଣ ମୋର କି…

ଅନୁବାଦ ଗଳ୍ପ : ଦର୍ପଣ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୫ ମୂଳ ପଞ୍ଜାବୀ: ଗୁରୁଦେବ ସିଂହ ରୂପାନା  ଯୁବକଟି ସିନା ଦେଖିବାକୁ ପତଳା, ହେଲେ ପୂରା ଖେଳୁଆଡ଼ ଚେହେରା । ବୟସ ପଚିଶ ପାଖାପାଖି ହେବ । ଦେହର ରଙ୍ଗ ମାଜିଲା ତମ୍ବା ପରି ଦାଉଦାଉ । ତା’ ନାଁ ଡେନିସ୍ । ସେ ପ୍ୟାରିସରୁ ଆସିଥିଲା ବିଂଶ…

ଅନୁବାଦ ଗଳ୍ପ : ଅଟକି ରହିବାର ମୋହ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୪ ମୂଳ ଇଂରାଜୀ: ଖୁସୱନ୍ତ ସିଂହ ପ୍ରଥମ ଥର ଲାଗି କେନେଥ୍ ଟାଇସନଙ୍କୁ ମୁଁ ଭେଟିଥିଲି ଜିମଖାନା କ୍ଲବର ଲାଉଞ୍ଜରେ । ମୋର ସ୍ପଷ୍ଟ ମନେଅଛି ସେଦିନ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ । ସେଇଦିନ ଭାରତ ସ୍ୱାଧୀନତା ହାସଲ କରିଥିଲା ।…

ଅନୁବାଦ ଗଳ୍ପ : ଶରଣାର୍ଥୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୩ ମୂଳ ସିନ୍ଧି: ଗୋବିନ୍ଦ ମାଲ୍‌ହୀ  ତା’ ପୂରା ନାଁ ଟୋପାନ୍ ଦାସ, ହେଲେ ସବୁ ଲୋକ ତାକୁ ‘ଟୋପୁ’ କି ‘ଟୋପା’ ବୋଲି ଡାକନ୍ତି । ଆଉ ବେଳେବେଳେ କିଏ ‘ଟୋପାନମଲ’ ବୋଲି ସମ୍ବୋଧନ କରୁଥିଲା । ସିଏ ତା’ ମା’ ପେଟରେ ଥିବାବେଳେ ହିଁ ତା’…

ଗଳ୍ପ : ପୁଣି ଥରେ ଗାନ୍ଧୀ

ରବି ପଣ୍ଡା  ସେଦିନ ରାତ୍ରିର ବେଶ୍ ବିଳମ୍ବିତ ପ୍ରହରରେ ସାବରମତୀ ଆଶ୍ରମର ସେଇ ନିର୍ଦ୍ଧିଷ୍ଟ କୋଠରୀର ଦୁଆର ଖଟଖଟହେଲା। ଜୋରରେ ଖୁବ୍ ଜୋରରେ । ପାଖରେ ଘୂମେଇ ପଡିଥିବା ଦରୱାନଟି ହଟାତ୍ ଧଡପଡ ହେଇ ଦୌଡ଼ି ଆସିଲା। ସାମ୍ନରେ ଗୋଟିଏ ବେଶ୍ ଲମ୍ବା ଛାୟା ମୂର୍ତ୍ତି। କିଏ ? କିଏ ତମେ?…