Latest Odisha News
Browsing Category

କବିତା

କବିତା : ଆସ ମାଆ

ଚନ୍ଦ୍ରଶେଖର ପଣ୍ଡା  ଥରଟିଏ ମା' ସରଗ ରାଇଜୁ ଏ ଧରାକୁ ଯେବେ ଆସନ୍ତ । କେମିତି ଚାଲିଛି ତୁମଗଢା ଧରା ଦେଖିକି ଚକିତ ହୁଅନ୍ତ । କେତେ ଆଦରରେ ମଣିଷ ଗଢ଼ିଲ ପ୍ରାଣୀ ମଧ୍ୟେ ସାର କରି ବୁଦ୍ଧି ବିବେକ ତା ମୁଣ୍ଡେ ଭରିଥିଲ ସଂସାର ହସିବ ବୋଲି । ସବୁକିଛି ଆଜି ହଜିତ ଗଲାଣି ତୋ…

ଅନୁବାଦ କବିତା : ଏଥର କବିତା ଲେଖି

ମୂଳ ରଚନା : ସୁନୀଲ ଗଙ୍ଗୋପାଧ୍ୟାୟ  ଏଥର କବିତା ଲେଖି ମୁଁ ଏକ ରାଜ ପ୍ରସାଦ ବନେଇବି, ମୋର ଇଚ୍ଛା ଏଥର କବିତା ଲେଖି ମୁଁ ଏକ ପୋଣ୍ଟିୟାକ କାର ଚଢ଼ିବି ମୁଁ ଠିକ ରାଷ୍ଟ୍ରପତି ନହେଲେ ବି ତିନି ପାଦ ଭୂମି ପାଇଁ ପାଦ ଟେକି ରଖିବି। ମେଷ ପାଳକର ଗୀତରେ ଏ ପୃଥିବୀ ଋଣୀ ବହୁଦିନ…

କବିତା : ଦୈବୀ ଶକ୍ତି

ବିଳାସିନୀ ପୃଷ୍ଟି ଦୈବୀ ଶକ୍ତି ତୁମେ ଦୈବୀ ସ୍ରଷ୍ଟା ହୋଇ ଅଦୃଶ୍ୟେ ଇଙ୍ଗିତ କର ବିଶ୍ଵ ପ୍ରାଣକର୍ତ୍ତା ବୈକୁଣ୍ଠାଧିପତି ଆଜ୍ଞାଧୀନ ଯାହାଙ୍କର l ପାଳନ କାଳରେ ମହାଶକ୍ତି ଦୂର୍ଗା ଦଶଭୂଜ ଦିଅ ମେଲି ସଂହାର କାଳରେ ମହାକାଳୀ ରୂପ ତ୍ରିପୁର ପ୍ରକମ୍ପେ ଖାଲି l ଦୃଷ୍ଟ ବିନାଶନେ…

କବିତା : ଆବାହନୀ

ଗଦାଧର ସାହୁ କାଶତଣ୍ଡୀ ହସେ ନଇ ପଠାପରେ ପିଠରେ ହସଇ ମାଆ । ଭରିଯିବ ଖୁସି ସକଳ ଅନ୍ତରେ ହସିବ ଧରିତ୍ରୀ ମାଆ । ଜହ୍ନ ଆଲୁଅରେ ଆହୁରି ହସିବ କାଶତଣ୍ଡୀ ଖିଲିଖିଲି । ପିଠ ଉଛୁଳିବ ଘଣ୍ଟ ସଙ୍ଖ ନାଦେ ହରିବୋଲ ହୁଳହୁଳି । ସର୍ବେ ଆନନ୍ଦିତ ନର ନାରୀବୃନ୍ଦ ବନ୍ଦିବେ ମାଆ…

କବିତା : ଜୀବନ

ସସ୍ମିତା ମହପାତ୍ର  ଜୀବନରେ କେତେ ଅତୀତ ଯନ୍ତ୍ରଣା ମଣିଷକୁ ଜାଳୁଥାଏ । ବୟସ ବଢିଲେ ଗଡିଗଲେ କିବା ସେ ବାସନା ଚାଲିଯାଏ ।। ଯେ ଯାହା କରିଛି ଯେପରି ସର୍ଜିଛି ତା ମନ ସେପରି ବାସେ । ଅତୀତର ଜ୍ବାଳା ନୁହେଁ ପ୍ରଶମିତ ସବୁ ସଂସାର ବିନାଶେ ।। ଚର୍ମ ଧୁଡୁ ଧୁଡୁ ଧବଳ କେଶ ଯେ ବାହାରେ…

କବିତା : ପ୍ରେମ ଏକ

ମିନାକ୍ଷୀ ଦ୍ବିବେଦୀ    ଜୀବନ ନଈର ସାୟାହ୍ନରେ ଉଆଁସି ଜହ୍ନ ତାର ଅବାଞ୍ଛିତ ପ୍ରଶ୍ନ... ପ୍ରେମ ତ ଥିଲା ତା ଶାଶ୍ବତ ଆତ୍ମାର ତାର ପବିତ୍ର ଭାବନା ର, ତା ର ଅସଂଖ୍ୟ ଫୁଲ ଫୁଟା ହସର, ଆଜି ସେ ପ୍ରେମର ନିରୀହ ଦୀର୍ଘଶ୍ଵାସରୁ ପବନ ଚାଲିଯାଏ ଜ୍ୟୋସ୍ନା ର ବାୟୁକୋଷକୁ, ଆଉ ବର୍ଷ…

ଅନୁବାଦ କବିତା : ଏକା ହୋଇଯାଅ

ମୂଳ ରଚନା : ମହାଦେବ ସାହା ସଙ୍ଗହୀନ ଗଛ ପରି ଏକା ହୋଇଯାଅ ଠିକ ବ୍ୟଥାରେ ମଗ୍ନ କଏଦୀ ପରି ଅସହାୟ ନିର୍ଜନ ନଦୀ ସମ ହୋଇଯାଅ ତୁମେ ଆହୁରି ପୃଥକ, ବିଚ୍ଛିନ୍ନ ସ୍ୱତନ୍ତ୍ର, ସ୍ୱାଧୀନ, ଖଣ୍ଡ ଖଣ୍ଡ ୟୁରୋପର ମାନଚିତ୍ର ପରି; ଅଲଗା ହୋଇଯାଅ ସବୁ ସଙ୍ଘଠାରୁ…

କବିତା : ମଙ୍ଗଳ ଗୀତି

ଗଦାଧର ସାହୁ  ଶୁଭେଚ୍ଛୁ ମାନଙ୍କ ସ୍ନେହ ଶ୍ରଦ୍ଧା ପ୍ରେମ ଶ୍ରଦ୍ଧେୟ ମଙ୍ଗଳ ପାଇଁ, ଥାଉ ଚିରଦିନ ରହୁ ଅମଳିନ ଏତିକି ବିନତି ସାଇଁ । ଯେ ପଥେ ଚାଲିବୁ ତାଙ୍କରି ଆଶିଷେ ଆମରି ମଙ୍ଗଳ ପାଇଁ, ସେ ପଥ ତାଙ୍କରି ଆମେ ପଥଚାରି ଦି ଦିନ ପଥିକ ହୋଇ । ଏ ଜୀବନ କ୍ଷୀଣ ନୁହେଁ…

କବିତା : ଲକ୍ଷ୍ମୀ ଶୋଇଲେଣି

ଦେବଜ୍ୟୋତି ଅବିନାଶ ଠିକ୍ ମାଣବସା ପରଦିନ, ଥଣ୍ଡା ପଡ଼ି ଯାଇଥାଏ ଲକ୍ଷ୍ମୀଙ୍କ ପାଦ। ହାତରେ ଆଉ ନଥାଏ ସେ ସେନେହ ପରଶ। ପରଷି ଦିଅନ୍ତିନି ଆଉ ସେ ଷାଠିଏ ପଉଟି। ଉଠାଇ ନିଅନ୍ତିନି ତଳେ ପଡିଥିବା ଅଇଁଠା। ପିନ୍ଧା ଶାଢ଼ୀର ନାଲି ପଣତରୁ ଲିଭି ସାରିଥାଏ ମମତା। ରୋଷ ଘର ଏବେ ଖାଲି।…

କବିତା : ଅବ୍ୟକ୍ତ

ଡମ୍ବରୁଧର ବେହେରା  ଅବ୍ୟକ୍ତ ଅଟନ୍ତି ପ୍ରଭୁ ନିରାକାର ଆଦି ଅନାଦି ଅନନ୍ତ ଯୁଗ ଯୁଗ ଧରି ମୁନି ଋଷିଗଣ ନ ପାଆନ୍ତି ଆଦି ଅନ୍ତ। ସୃଷ୍ଟି ସର୍ଜନାର ବିଶିଷ୍ଠ ବିନ୍ଧାଣୀ ରଚେ ଚର୍ମ ହାଡ଼ ମାଂସ ଦୁର୍ଲଭ ଜୀବନ ଶରୀର ମଣିଷ ଚତୁର୍ଦ୍ଦିଗେ ବେଢ଼ି ଫାଶ। ସଂସାର ରୂପକ ଗଭୀର ଜଳରେ…