Latest Odisha News

BREAKING NEWS

Browsing Category

କୁଳାଙ୍ଗାର ଉବାଚ

କୁଳାଙ୍ଗାର ଉବାଚ : ଗୁରୁ ତୁମେ ଗୁରୁ

ବନ୍ଧୁଗଣ ! ଜୀବନରେ ମୁଁ ଅନେକଙ୍କୁ ବ୍ୟଙ୍ଗ କରିଛି, ଅନେକ ଅବାଗ ଓ ଅବ୍ୟବସ୍ଥାକୁ ସୁଧାରି ପାରିଛି! ଏପରିକି ଗୁରୁଙ୍କୁ ବି କଲମ କମାଣର ମୂନରେ ରଖିଛି, କହିବାକି ଦ୍ବିଧା ନାହିଁ ଏହି ନିର୍ଭିକତା ବି ମୁଁ ଗୁରୁଙ୍କଠୁ ଶିଖିଛି! ଯାହାଙ୍କ ପାଇଁ ଆଜି ମୁଁ କବି କୁଳାଙ୍ଗାର ସୁଲକ୍ଷଣା,…

କୁଳାଙ୍ଗାର ଉବାଚ : ଜନତାଙ୍କ ଟିପ, ନେତାଙ୍କ ତୋପ

ନେତା ମହୋଦୟ ଯେବେ ପହଁଞ୍ଚିଲେ ଜନତାଙ୍କ ମଫସଲ ଘର; ଜନତା ବିଚରା ନେତାଙ୍କ ପଛରେ ଗହଳିକୁ ଦେଖି ହେଲେ ଥରହର! ଜନତା ହାତଯୋଡି କହିଲେ ହଜୁର୍ ଆମେ ଏମିତି କଣ ଦୋଷକଲୁ; ଯେ ଗାଆଁ ଆଜି ଚଣ୍ଡି ଚାମୁଣ୍ଡାଙ୍କ ସହିତ ଆପଣଙ୍କୁ ସ୍ବଦେହରେ ଦର୍ଶନ କଲୁ? ନେତା ମୁଚୁକୁନ୍ଦିଆ ହସ ହସି…

କୁଳାଙ୍ଗାର ଉବାଚ : ପାଞ୍ଚଟା ପଞ୍ଚ୍

(୧) ଅନ୍-ଲାଇନ ଷ୍ଟୋରର ମାଲିକମାନେ ଗୋଟେ ଗୋଟେ ଇଶ୍ବର ନଚେତ୍ ସାକ୍ଷାତ ଚୋର; ଏହି ଜିଜ୍ଞାସାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ନିହାତି ଦର୍କାର! ଯଦି ସେମାନେ ଏସବୁ ନୁହନ୍ତି, ଏତେ ଶସ୍ତାରେ ଜିନିଷ ସବୁ କୋଉଠୁ ଆଣି ଦିଅନ୍ତି? (୨) ନାନା ଦୁର୍ଘଟଣାରେ ଦଳଦଳ ଲୋକ…

କୁଳାଙ୍ଗାର ଉବାଚ : ଡେଙ୍ଗୁକୁ ଡର କାହିଁକି

ଗୋଟେ ଡେଙ୍ଗୁମଶା ସହିତ ଜଣେ ସାଧା ମଶାର ହୋଇଗଲା ଭେଟ; ପଚାରିଲା ଭାଇ ଏବେ ସହରେ ତମେ ତ ଭଲ ଲଗେଇଚ ନାଟ ! ଡେଙ୍ଗୁ ମଶା କହିଲା ଭାଇଫାଇ ନୁହଁ, ଏବେ ଡାକିବୁ ମୋତେ ସାର୍; ଏବେ ଆଉ ନିଜକୁ ନେତା ନୁହେଁ ଭାବୁଛି ଗୋଟେ ବଡ ଅଫିସର୍! ସାଦା ମଶା କହିଲା ଉଭୟ ତ ଥାଆନ୍ତି ଜନତାଙ୍କ…

କୁଳାଙ୍ଗାର ଉବାଚ : ଆଦୌ ନ ଖୋଲୁ ସ୍କୁଲ

ବିଦ୍ୟାଳୟ ପୁଣି ଖୋଲିବ ବୋଲି ସମାଚାରକୁ ଟିଭିରୁ ଶୁଣି; ମୋ ପରି ଅନେକ ଶିକ୍ଷକଙ୍କର ମୁହଁରୁ ଶୁଖିଲାଣି ପାଣି! କଥା କଣ କି ଅନେକ ଦିନରୁ ଏମିତି ଘରେ ରହି ରହି; ଆମର ଶରୀର, ମନ ଆଗ୍ରହୀ ଦିନରାତି ହସଖେଳ ପାଇଁ! ଏମିତିରେ ପ୍ରତିଦିନ ସ୍କୁଲକୁ ଘେରାଏ ବୁଲିକରି ଆସୁଛୁ;…

କୁଳାଙ୍ଗାର ଉବାଚ : ପେଟ୍ରୋଲ ପ୍ରେମକଥା

ଆନ୍ଦୋଳନ  ପେଟ୍ରୋଲ ଡିଜେଲ ଦର ପ୍ରତିଦିନ ଅଧିକ ଅଧିକ ବଢୁଛି; ଏହା ଦେଖିକରି ଖାଉଟି ବିଚରା ଗାଳିମନ୍ଦ କରି ରଡୁଛି! ଦିନୁଁଦିନ କିନ୍ତୁ ରାସ୍ତାରେ ଅଧିକ ନୂଆନୂଆ ଗାଡି ଗଡୁଛି; ପ୍ରତିବାଦ କରି ରାଗରେ ମଣିଷ ବୋଧେ ପେଟ୍ରୋଲ ଓ ଡିଜେଲ ପୋଡୁଛି!! କନ୍ୟା ସୁରକ୍ଷା…

କୁଳାଙ୍ଗାର ଉବାଚ : ତେଲ ଦରବୃଦ୍ଧି ଗେଲ

ଦେଶବାସୀ ସାଧାରଣତଃ ଦୁଇଭାଗରେ ବିଭକ୍ତ; ଦଳେ ହେଲେ ବିରୋଧି ଦଳେ ଶାସକର ଅନୁରକ୍ତ! ତୈଳଦର ବୃଦ୍ଧିରେ ଶାସକ ସମର୍ଥକ ଖୁସି; ପ୍ରତିରକ୍ଷା ଓ ଚିକିତ୍ସାରେ ଲାଭାର୍ଥ ଯାଏ ମିଶି! ଏମନ୍ତ ଘଟଣାରେ ଖୁସି ବି ହୁଅନ୍ତି ବିରୋଧୀଏ; ଶାସକର ଲୋକପ୍ରିୟତା ଏଥିପାଇଁ ହ୍ରାସ ପାଇଥାଏ!…

କୁଳାଙ୍ଗାର ଉବାଚ : ବିଚିତ୍ର ଜନ୍ତୁ

ମଣିଷଠି ଜନ୍ତୁପଣ ଯେତେଯେତେ      ବୃଦ୍ଧି ପାଇ ପାଇ ଚାଲିଛି ଜନପଦରେ ଜନ୍ତୁଙ୍କ ସଂଖ୍ୟାରେ ସେତେ ଅବନତି ହେଉଛି ! ନିଜକୁ ଜନ୍ତୁଙ୍କ ଅଧିପତି ବୋଲି ପ୍ରମାଣ କରିବା ପାଇଁ ଜନ୍ତୁମାନଙ୍କୁ ସେ ମାରିଦେବା ସହ ଘରଦ୍ବାର ରଖିନାଇଁ ! ସେଥିପାଇଁ ଯଦି ବର୍ତ୍ତିଯାଇଥିବା କେଉଁ…

କୁଳାଙ୍ଗାର ଉବାଚ : ବର୍ଷାକୁ କରନ୍ତି ଈର୍ଷା

ବର୍ଷା ମୋର ପରା ପୁରୁଣା ପ୍ରେମିକା    ଏବେ ବି ମୁଁ ଭଲପାଏ ; ଘରଣୀ ନାଁ ମୋ ସୂର୍ଯ୍ୟା ତେଣୁ ମୋତେ ବର୍ଷାଋତୁ ହିଁ ଜଳାଏ ! ଭାରି ଭଲ ଲାଗେ ମୋତେ ବର୍ଷାରେ ଭିଜି ଗାଇବାକୁ ଗୀତ ; ଏ ବର୍ଷ ବନ୍ଦ ଯେଣୁ କରୋନା ସହିତ ସିଏ ମିଳାଇଛି ହାତ । ନିଶାପାଣି ଅବା ବର୍ଷାର ପାଣିରେ…