Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେଇ ମଧୁ ତାଙ୍କୁ ଆଜି ଶ୍ମଶାନ ଭୂମିକୁ ନେଇ ଆସିଛି, ତାଙ୍କର ବିବେକଶୂନ୍ୟତା ପାଇଁ ଅଭିଶାପ ଦେବା ଉଦ୍ଦେଶ୍ୟରେ । ତାଙ୍କ କାନରେ ପ୍ରତିଧ୍ୱନି ତୋଳୁଛି ମଧୁମତୀର ସ୍ୱର- ମୁଁ ଆଜି ମୁକ୍ତ... ଚିନ୍ତାଶୂନ୍ୟ । ତମକୁ…

କବିତା : ଅକବିତା

ସ୍ମୃତି ରଞ୍ଜନ ତ୍ରିପାଠୀ  କଥା ଥିଲା ଗୋଟେ ଫଳନ୍ତି ଗଛରେ ବସାଟିଏ କରିବା ଲୁହ କୋରଡରେ ଆଙ୍କିବା ଆମ ପତ୍ରାୟିତ ପ୍ରେମପକ୍ଷୀର ପ୍ରଥମ ଉଡାଣ । ହାତମୁଠାରୁ ରେଖାସବୁ ସନ୍ୟାସ ନେଲାବେଳେ ଆଉ କିଏ ଗଢ଼ୁଥିବ ଅଦେଖା ହାତର ତ୍ଵରଣ, ତୁ ହସି ହସି ପୁଣି ମାଟିରେ ମିଶିଲାବେଳେ ମୁଁ…

ଭାଷା ଭାଗବତ : ଦୁଃ ସଂଗେ ବାସ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଦୁର୍ଗତି, ଦୁର୍ଜନ, ଦୁଶ୍ଚିଂତା ଦୁଃସାହସ ଓ ଦୁରବସ୍ଥା ଦୁର୍ବଳ, ଦୁର୍ଦଶା, ଦୁର୍ନାମ ଦୁର୍ଦାଂତ, ଦୁର୍ଦଂଡ, ଦୁର୍ଦମ ଦୁର୍ବୃତ୍ତ, ଦୁର୍ଧର୍ଷ, ଦୁର୍ଯୋଗ ଦୁର୍ମୂଲ୍ୟ, ଦୁଷ୍ପ୍ରାପ୍ୟ ସୁଯୋଗ ଆମେ ତ ଏ ସବୁ ସହିତ ସଭିଏଁ ହୋଇଛୁଁ ଅଭ୍ୟସ୍ତ…

ସ୍ୱଳ୍ପ ଗଳ୍ପ : ନୁବା, ଏକ ବିଦାୟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୩ ନୁବା ହେଉଛନ୍ତି ଖରାର ଦେବୀ। ତାହାହେଲେ ଏଇଠି ଖରା ଯେତେବେଳେ ଚାରିଆଡ ପ୍ରଚଣ୍ଡ ତାପର ପ୍ରହରଣଧାରିଣୀ(?) ସେତେବେଳେ ଗୋଟିଏ ଦେବୀ ରୂପରେ ଖରାକୁ ଦେଖିଲେ ଆମକୁ ସତରେ ଆଗ କେମିତି ଲାଗିବ ? ଦେବୀର ସହଜାତ…

ପୁସ୍ତକ ପରିଚୟ ମକର ରାଶିର ଝିଅ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା ଗଳ୍ପ ସଙ୍କଳନ : ମକର ରାଶିର ଝିଅ ଗାଳ୍ପିକ : ମଳୟ ମିଶ୍ର ପ୍ରକାଶକ : ଦୃଷ୍ଟିପାତ ପୃଷ୍ଠା ସଂଖ୍ୟା : ୪୨ ମୂଲ୍ୟ : ୫ ଟଙ୍କା ମାତ୍ର ଝିଅଟିଏ, ସେ ପୁଣି ମକର ରାଶିର !   ସତକୁ ଗପ ପରି ପରଷି ଦେବା ହେଉଛି ଗଳ୍ପ କଳା ଏବଂ ସେହି କଳାକୁ ଖୁବ…

ଭାଷା ଭାଗବତ : ବୌଦ୍ଧିକ ଆଳସ୍ୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଭାଷାକୁ ନ କଲେ ସରଳ ଆଗକୁ ସମସ୍ୟା ପ୍ରବଳ ହେବାର ଯଥାର୍ଥ ଆଶଂକା ଏବେ ହେଉଛି ଅଣଦେଖା ସ୍ବଭାଷା ଲେଖିବାକୁ ଡରି ସ୍ବଭାଷୀ ଅଛଂତି କିପରି ତାହା କି ଦେଖାଯାଉନାହିଁ ସରଳ ହେଉଁନୁ କିପାଇଁ ଅତୀତ ସୁକୀର୍ତିର ବଳେ ଏବେ କି କେଉଁ ଭାଷା ଚଳେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଯିବା ସମୟରେ ମୀନାକ୍ଷି କ୍ରୋଧରେ ରୁମାଲଟିକୁ ତାଙ୍କ ଉପରକୁ ଫୋପାଡ଼ି ଦେଇଥିଲା । ତା’ର ସମସ୍ତ ବ୍ୟବହାର ବସ୍ତୁ ସେ ଛାଡ଼ି ଦେଇଯାଇଛି । ଯିବା ପୂର୍ବରୁ ଚନ୍ଦ୍ରଭାନୁ ତାକୁ ଅନୁରୋଧ କରିଥିଲେ, ସେଗୁଡ଼ିକ ନେଇଯିବାପାଇଁ ।…

କବିତା : ମୋ ଗାଆଁ ସଞ୍ଜରେ

ପ୍ରିୟମ୍ବଦା ସାମଲ ଅସ୍ତଗାମୀ ଯେବେ ହୁଏ ଅଂଶୁମାଳୀ ସ୍ୱର୍ଣ୍ଣିମ ରେଣୁ ବିଞ୍ଚିଣ ଅମ୍ବରେ ହସଇ ତାରା ଫୁଲ କେତେ ଚନ୍ଦ୍ରମା ବୁଣେ କିରଣ। କଳମେଘୀ ପାଟ ପିନ୍ଧି ନିଶାଦେବୀ ଆସନ୍ତି ଗାଆଁକୁ ମୋର ପ୍ରତି ବୃନ୍ଦାବତୀ ମୂଳରେ ଜଳଇ ଘୃତ ଦୀପ ସଳିତାର। ମୃଦଙ୍ଗ ଘଣ୍ଟା ଘଣ୍ଟି ଶବ୍ଦ ତରଙ୍ଗ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେଇ ମୀନାକ୍ଷି ଆଜି ତାଙ୍କୁ ଅଜସ୍ର ଅଭିଶାପର ମର୍ମଦାହୀ ଆଘାତରେ ରକ୍ତାକ୍ତ କରି ଏ ଅଟ୍ଟାଳିକାର ସୀମା ଅତିକ୍ରମ କରି ଚାଲିଯାଇଛି । ବିବାହ ବିଚ୍ଛେଦ ଦଲିଲରେ ସ୍ୱାକ୍ଷର କରିବା ପରେ ଆଜି ଶେଷଥର ପାଇଁ ସେ ଆସିଥିଲା…

କବିତା : ନିଖୋଜ ଈଶ୍ୱର

ମଞ୍ଜୁରାଣୀ ବେହେରା  ସେମାନେ ବାରମ୍ବାର ବିଦ୍ରୋହ ରଚନ୍ତି ପୁଳା ପୁଳା ଷଡଯନ୍ତ୍ର ଭିତରୁ ବନ୍ଦୀ ହୋଇଥିବା ଈଶ୍ୱରଙ୍କୁ ମୁକୁଳେଇବାର ଅନେକ ପ୍ରୟାସ କରନ୍ତି। କେତେ ଭୂତ, ଭବିତବ୍ୟ ଯୁକ୍ତିତର୍କ,ପ୍ରଶ୍ନ ଉତ୍ତରର କାଠ ଗଡ଼ାରେ ତାଙ୍କୁ ଠିଆ କରାଯାଏ ଏକ ଅନନ୍ତ…