Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୨)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ମଣିଷ ଜୀବନ ଦି' ଦିନିଆ ଆଜି ଅଛି ତ କାଲି ନାହିଁ । ଆସେ ଖାଲିହାତେ ଯାଏ ଖାଲିହାତେ ! କିନ୍ତୁ କେତେଟା ଅହଂକାରୀ ବଡ଼ଲୋକୀ ବଲାଉ ଥିବା ବ୍ୟକ୍ତିମାନେ ଭାବନ୍ତି । ଆମେ ଯାହା ସବୁ ଅର୍ଜନ କରିଚୁ ବା ଆମ ପାଖରେ ଯାହା ଅଛି ସବୁକୁ…

ଭାଷା ଭାଗବତ : ଉତ୍ସବ ପାଳନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନ୍ନ ଖାଉଛୁଁ ପ୍ରତିଦିନ ବର୍ଷକେ ଦିନଟେ ସମ୍ମାନ ଜଣାଇ ଉତ୍ସବ ପାଳନ କରିବା ଶୁଦ୍ଧ ଅପମାନ ଯେ ଯାହା ନିଅଂତି ନିଷ୍ପତ୍ତି କେହି ନ ଭାବି ଅବା ଚିଂତି ଯେହେତୁ ମାନିନେଉଥାଂତି ଦୁର୍ବଳ ହୁଏ ବ୍ୟକ୍ତି, ଜାତି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ କେବଳ ତୁମେ ନୁହଁ ଦି, ତୁମ ପରି ଏମିତି କେତେ କେତେ ଆସ୍ଥାଙ୍କ ଜୀବନ ସହିତ ଖେଳିଛି ! ୟୁଜ୍ ଆଣ୍ଡ ଥ୍ରୋ ପରି ଡ଼ଷ୍ଟବିନରେ ଫିଙ୍ଗି ଦେବା ତାର ଏଇଟା ଗୋଟିଏ ପୁରୁଣା ଅଭ୍ୟାସ। ।ନିରୀହ ଝିଅ ମାନଙ୍କ ଇମୋସନ ସହ ଖେଳିବାକୁ ତାକୁ…

କବିତା : ଜୀବନର କାନଭାସ

ମନୀଷା ତ୍ରିପାଠୀ ନୀରବଛିନ୍ନ ଅପରାହ୍ନରେ ନୀଳ ଗଗନ ତଳେ ଛିଡା ହୋଇ, ଯେବେ ନିଜର ପ୍ରତିବିମ୍ବକୁ ଝାଙ୍କି ଦେଖେ, କାହିଁ କେଜାଣି! ଜୀବନରେ ଛାଇଥିବା ଅପରାହ୍ନର ଆଭାସ ମୁଁ ପାଏ। ଗୋଧୂଳିରେ ତଟିନୀ ତଟରେ, ଯେବେ ନିଜର ଉପସ୍ଥିତିକୁ ଅନୁଭବ କରେ, କାହିଁ କେଜାଣି ଜୀବନର ଗୋଧୂଳି…

ଭାଷା ଭାଗବତ : ଭାଷାବଂତ ପ୍ରାଣୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଜର ଜୀବନ ଚରିତ ହେଉ କି ନ ହେଉ ଲିଖିତ ସ୍ମୃତିରେ ରହିଛି ଗଚ୍ଛିତ ତହିଁରୁ ହେଉଁ ଉପକୃତ ଅତୀତ କରିଲେ ସ୍ମରଣ ବୁଝିବା ଗୁଣ ଓ ଦୁର୍ଗୁଣ କେଉଁଟି କାହାର କାରଣ କରିବା ବ୍ୟକ୍ତିତ୍ୱ ବର୍ଧନ ସ୍ବାନୁଭୂତି ହିଁ…

ପୁସ୍ତକମେଳା ଆୟୋଜନ ନେଇ ଆଲୋଚନା

ଭୁବନେଶ୍ୱର : ଓଡ଼ିଶାର ସର୍ବବୃହତ ପ୍ରକାଶକ ସଂଘ "ଉତ୍କଳ ପବ୍ଲିଶର୍ସ ଆଣ୍ଡ୍ ବୁକସେଲର୍ସ ଆସୋସିଏସନ" ପକ୍ଷରୁ ଓଡ଼ିଆ ଭାଷା ସାହିତ୍ଯ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସହିତ ଏକ ସୌଜନ୍ୟମୂଳକ ସାକ୍ଷାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି…

ଅନୁବାଦ କବିତା : ପଚିଶ ବରଷ ପରେ

ମୂଳ ରଚନା : ଜୀବନାନନ୍ଦ ଦାଶ ଶେଷଥର ଦେଖା ଯେବେ ହୋଇଥିଲା ସେଇ ପ୍ରାନ୍ତରରେ କହିଥିଲି " ଆଉ ଦିନେ ଏଇ ସମୟରେ, ନିଶ୍ଚୟ ଆସିବ ତୁମେ ଆସିବାର ଇଚ୍ଛା ଯଦି ଥାଏ ପଚିଶ ବରଷ ପରେ ।" ଏଇ କଥାକୁ କହି, ଘରକୁ ମୁଁ ଫେରି ଆସିଥିଲି ତା'ପରେ ଅନେକ ଥର ଜହ୍ନ ଓ ତାରାମାନେ ଫେରିଗଲେ ସେଇ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆରମ୍ଭ କଲା ସାଗର । ମୁଁ ତା ପାଖରେ ପ୍ରଥମେ ଯେତେବେଳେ ରହିବା ଆରମ୍ଭ କଲି ମୋର ଖାଇବା ପିଇବା ପିନ୍ଧିବା ସବୁ କଥା ବୁଝିଥିଲା ।ମୋର ଭାଇ ପରି ଖୁବ ଯତ୍ନ ନେଲା । ମୋର ପାଠ ପଢ଼ା ଆଉ ଚାକିରୀ ପ୍ରତି କେବଳ ଧ୍ୟାନ ଦେବାକୁ…

ଭାଷା ଭାଗବତ : ସ୍ବଭାଷାର ସ୍ଥିତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ' ଅତି ଅତୀତାଶ୍ରୟୀ ହୋଇ ସ୍ବଭାଷା ବଢ଼ି ପାରୁନାହିଁ ଛିଂଡାଇ ପାରୁନି ବଂଧନ କରୁଛି ଅରଣ୍ୟେ ରୋଦନ ସ୍ବଭାଷୀ କଥା ଶୁଣି କହି ଥାଆଂତି ସୁଖେ ଦୁଃଖେ ରହି ପଠନ ଲିଖନ ଆଗ୍ରହୀ ହେବାକୁ ମନ ବଳେନାହିଁ ଗର୍ବ କରଂତି ଯାହା…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମୟ ଦିନ ବାରଟା ତିରିଶ ମିନିଟ ।ଘର ପୁରା ଖାଲି ଖାଲି ଲାଗୁଛି ! ପିଲାମାନେ ସ୍କୁଲକୁ ଆଉ ସମ୍ଭବ ଟୁର୍ ରେ କିଛି ଦିନ ପାଇଁ ବାହାର କୁ ଚାଲି ଯାଇଛନ୍ତି ।ପାଗ ଥଣ୍ଡା ,ହାଲ୍କା କୋହଲା ପବନ ଦେହକୁ ଭଲ ଲାଗୁଛି । ଘରର କାମ ସାରି…