Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଲେଖା କେତେ ଭଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୦  ଲେଖା ତ ବିବିଧ ପ୍ରକାର ସବୁ ଅକ୍ଷର ସମାହାର କେଉଁଟି ପ୍ରଶ୍ନର ଉତ୍ତର ଅଥବା ପ୍ରେମର ପତର କେଉଁଟି ସ୍ଥାନୀୟ ଖବର ଅଥବା ମତ କି ବିଚାର କେ ଲେଖେ କାର୍ଯ ବିବରଣୀ ଅଥବା ଭ୍ରମଣ କାହାଣୀ କେ ଲେଖେ ଗଳ୍ପ ଉପନ୍ୟାସ ଆଉ କେ…

ସାହିତ୍ୟର ସମସ୍ତ ବିଭାଗକୁ ସମୃଦ୍ଧ କରି ଉଦାହରଣ ସୃଷ୍ଟି କରିଛନ୍ତି କବି ପ୍ରସନ୍ନ ମିଶ୍ର

କଟକ : ଉତ୍କଳ ସାହିତ୍ୟ ସମାଜ, କଟକ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନରେ, ବିଶିଷ୍ଟ କବି ପ୍ରସନ୍ନ କୁମାର ମିଶ୍ରଙ୍କ ତୈଳଚିତ୍ର ଉନ୍ମୋଚିତ ହୋଇଯାଇଛି। ଉତ୍କଳ ସାହିତ୍ୟ ସମାଜର ସଭାପତି ତରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉନ୍ମୋଚନ ପର୍ବରେ ବିଶିଷ୍ଟ କବି ଅମରେଶ ପଟ୍ଟନାୟକ ମୁଖ୍ୟ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୪୧)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ 'ଚୋରାବାଲି' ଭାଗ ୪୧  ଓଃ...କି ଅଡ଼ୁଆ ପରିସ୍ଥିତି!nସୁକାନ୍ତି ଆସିଯାଆନ୍ତା କି.. । ସେ ମୁକ୍ତ ହୁଅନ୍ତା! ରଘୁବୀର ଓ ସୁକାନ୍ତିର ଫେରି ଆସିବା ଦେଖି ଆଶ୍ୱସ୍ତ ହେଲା । କେୟାର ନେଉଥା କହି ଫେରି ଆସିଲା କୁମାର । ସାର୍‌ଙ୍କୁ…

କବିତା : ଫଗୁଣର ଦୁଇଟି ସ୍କେଚ୍

ରାଜଲକ୍ଷ୍ମୀ ତ୍ରିପାଠୀ  କିଛି ଦୃଶ୍ୟ: ଆକାଶକୁ ବେଢାଇଛି ଅସଂଖ୍ୟ ବର୍ଣ୍ଣାଳୀ ରଙ୍ଗର ଏ ଯେତେ ସବୁ ମାୟା କିଏ ସେହି ମାୟାଧର ! ବଡ଼ ଧୁରନ୍ଧର ଯିଏ ମାୟା ରଚିବାରେ , କ୍ଷଣିକ ଚପଳଛନ୍ଦ ତା' ବିଦ୍ୟୁତ ରଙ୍ଗ ର ସ୍ବଚ୍ଛ ହେଉ କି ଅନଳ ନୀଳ ଅବା ଲୋହିତ ଏତେ ସବୁ ରଙ୍ଗରେ ବି ଥାଏ…

ଭାଷା ଭାଗବତ : ଜ୍ଞାନାନୁବର୍ତୀ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୫୮  ନିସଂପର୍କିତ ହୋଇ ଜଣେ ପ୍ରତ୍ୟେକ ମୁହୂର୍ତକୁ ଗଣେ ଭାଷଣ ଶୁଣେ ଦିଏନାହିଁ ତଥାପି ପାରେ ଏକା ରହି ମଣିଷ ସାମାଜିକ ପ୍ରାଣୀ କେ କେବେ କହିଲା କେଜାଣି ସେହି କଥାରେ ରଖି ଆସ୍ଥା ହୋଇଛି ଏପରି ଅବସ୍ଥା ପରସ୍ପରକୁ ଭଂଡି, ଠକି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୪୦)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଭାଗ ୪୦  ଆରାଧ୍ୟାକୁ କ'ଣ ମାଲୁମ୍ ତା’ ପାଖରେ କିଏ? ଯାହାକୁ ଖୋଜୁଛି, ଯାହା ସାନିଧ୍ୟ ପାଇଁ ବିକଳ ହେଉଛି, ସେ ବୈଭବ ନୁହେଁ, କୁମାର । ସେ କ'ଣ କରିବ? ଯନ୍ତ୍ରଣାରେ ଝାଉଁଳି ପଡୁଥିବା ତରୁଣୀଟିକୁ ଦୁଇ ବାହୁରେ ତୋଳିଧରିବ? ନିଦ୍ୱର୍ନ୍ଦରେ…

ଅନୁବାଦ କବିତା : ପ୍ରେମ ପ୍ରେମ ପ୍ରେମ

ମୂଳ ରଚନା : ଡେରେକ ୱାଲକର୍ଟ  ସମୟ ଆସିବ, ଯେତେବେଳେ ଅତି ଆନନ୍ଦରେ ନିଜ ଘରର ଦ୍ୱାର ଦେଶରେ ନିଜ ଆସିବାକୁ ଅଭ୍ୟର୍ଥନା ଜଣାଇବ , ତୁମ ନିଜ ଆଇନାରେ ନିଜକୁ ଅନାଇ ପରସ୍ପରକୁ ସ୍ୱାଗତ କରିବ ଏବଂ କହିବ ଏଇଠି ବସ, ଖାଅ । ତୁମେ ପୁଣିଥରେ ତୁମ ଅଚିହ୍ନା ନିଜକୁ ଭଲ ପାଇବ। ବାଢି ଆଣ…

ଭାଷା ଭାଗବତ : କାହାର ସହିତ?

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୫୭ ଏତଦ୍‌ବ୍ୟତୀତ ଏହାଛଡ଼ା କେଉଁ ଶବ୍ଦଟି ଏବେ ଲୋଡ଼ା ଏତଦ୍ଦ୍ବାରା କି ଏହାଦ୍ବାରା କେଉଁଟି ଚଳେ ଭାଷା ସାରା? ଅଗୋଚର ଅର୍ଥ ଅଜଣା ଅଗ୍ରିମ ଅର୍ଥ ତ ବଇନା ଊର୍ଦ୍ଧ୍ୱ ଉପର ବୋଲି ଜଣା ତଦ୍ରୂପ ସେହିପରି ଗଣା ଅଜସ୍ର ବୋଇଲେ ବହୁତ…

ଭାଷା ଆମ ଦେଶ ଓ ଜାତିର ବୈଶିଷ୍ଟ୍ୟ

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ହିନ୍ଦୀ ବିଭାଗ ଏବଂ ଏଚ୍. ପି. ସି. ଏଲ୍. ସହଯୋଗରେ ଏକ ଦିବସୀୟ “ନୂଆ ପୀଢ଼ୀ ଓ ହିନ୍ଦୀ ” କର୍ମଶାଳା ଆୟୋଜିତ ହୋଇ ଯାଇଛି । ଏହି କର୍ମଶାଳାରେ ଏଚ୍. ପି. ସି. ଏଲ୍.ର ରାଜଭାଷା ଓ ଲୋକ ସମ୍ପର୍କର ମହାପ୍ରବନ୍ଧକ ଅନୁପମ ତିୱାରୀ, କାର୍ଯ୍ୟକାରୀ…

ବ୍ୟଙ୍ଗ : ଫେରିବାର ପଥ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…  "ହେ ଗାନ୍ଧୀ, ପୁଣିଥରେ ଆସ ।ଏ ଧରା ପୃଷ୍ଠରେ ଜନ୍ମ ନିଅ । ଅନ୍ୟାୟ , ଅନୀତି, ଅସହିଷ୍ଣୁତାରେ ଆମେ ସମସ୍ତେ ଜର୍ଜରିତ । ହେ ମହାତ୍ମା , ତୁମେ ପୁଣି ଥରେ ଜନ୍ମନିଅ । ଅନ୍ଧକାରରେ ଆଲୁଅ ଦେଖାଅ । ଆଉଥରେ ଆସ ବାପୁ, ଆଉ ଥରେ ଆସ ।" ଦେବଭୂମି ଭାରତରେ…