Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଜ୍ଞାନାନୁବର୍ତୀ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୫୮  ନିସଂପର୍କିତ ହୋଇ ଜଣେ ପ୍ରତ୍ୟେକ ମୁହୂର୍ତକୁ ଗଣେ ଭାଷଣ ଶୁଣେ ଦିଏନାହିଁ ତଥାପି ପାରେ ଏକା ରହି ମଣିଷ ସାମାଜିକ ପ୍ରାଣୀ କେ କେବେ କହିଲା କେଜାଣି ସେହି କଥାରେ ରଖି ଆସ୍ଥା ହୋଇଛି ଏପରି ଅବସ୍ଥା ପରସ୍ପରକୁ ଭଂଡି, ଠକି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୪୦)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଭାଗ ୪୦  ଆରାଧ୍ୟାକୁ କ'ଣ ମାଲୁମ୍ ତା’ ପାଖରେ କିଏ? ଯାହାକୁ ଖୋଜୁଛି, ଯାହା ସାନିଧ୍ୟ ପାଇଁ ବିକଳ ହେଉଛି, ସେ ବୈଭବ ନୁହେଁ, କୁମାର । ସେ କ'ଣ କରିବ? ଯନ୍ତ୍ରଣାରେ ଝାଉଁଳି ପଡୁଥିବା ତରୁଣୀଟିକୁ ଦୁଇ ବାହୁରେ ତୋଳିଧରିବ? ନିଦ୍ୱର୍ନ୍ଦରେ…

ଅନୁବାଦ କବିତା : ପ୍ରେମ ପ୍ରେମ ପ୍ରେମ

ମୂଳ ରଚନା : ଡେରେକ ୱାଲକର୍ଟ  ସମୟ ଆସିବ, ଯେତେବେଳେ ଅତି ଆନନ୍ଦରେ ନିଜ ଘରର ଦ୍ୱାର ଦେଶରେ ନିଜ ଆସିବାକୁ ଅଭ୍ୟର୍ଥନା ଜଣାଇବ , ତୁମ ନିଜ ଆଇନାରେ ନିଜକୁ ଅନାଇ ପରସ୍ପରକୁ ସ୍ୱାଗତ କରିବ ଏବଂ କହିବ ଏଇଠି ବସ, ଖାଅ । ତୁମେ ପୁଣିଥରେ ତୁମ ଅଚିହ୍ନା ନିଜକୁ ଭଲ ପାଇବ। ବାଢି ଆଣ…

ଭାଷା ଭାଗବତ : କାହାର ସହିତ?

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୫୭ ଏତଦ୍‌ବ୍ୟତୀତ ଏହାଛଡ଼ା କେଉଁ ଶବ୍ଦଟି ଏବେ ଲୋଡ଼ା ଏତଦ୍ଦ୍ବାରା କି ଏହାଦ୍ବାରା କେଉଁଟି ଚଳେ ଭାଷା ସାରା? ଅଗୋଚର ଅର୍ଥ ଅଜଣା ଅଗ୍ରିମ ଅର୍ଥ ତ ବଇନା ଊର୍ଦ୍ଧ୍ୱ ଉପର ବୋଲି ଜଣା ତଦ୍ରୂପ ସେହିପରି ଗଣା ଅଜସ୍ର ବୋଇଲେ ବହୁତ…

ଭାଷା ଆମ ଦେଶ ଓ ଜାତିର ବୈଶିଷ୍ଟ୍ୟ

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ହିନ୍ଦୀ ବିଭାଗ ଏବଂ ଏଚ୍. ପି. ସି. ଏଲ୍. ସହଯୋଗରେ ଏକ ଦିବସୀୟ “ନୂଆ ପୀଢ଼ୀ ଓ ହିନ୍ଦୀ ” କର୍ମଶାଳା ଆୟୋଜିତ ହୋଇ ଯାଇଛି । ଏହି କର୍ମଶାଳାରେ ଏଚ୍. ପି. ସି. ଏଲ୍.ର ରାଜଭାଷା ଓ ଲୋକ ସମ୍ପର୍କର ମହାପ୍ରବନ୍ଧକ ଅନୁପମ ତିୱାରୀ, କାର୍ଯ୍ୟକାରୀ…

ବ୍ୟଙ୍ଗ : ଫେରିବାର ପଥ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…  "ହେ ଗାନ୍ଧୀ, ପୁଣିଥରେ ଆସ ।ଏ ଧରା ପୃଷ୍ଠରେ ଜନ୍ମ ନିଅ । ଅନ୍ୟାୟ , ଅନୀତି, ଅସହିଷ୍ଣୁତାରେ ଆମେ ସମସ୍ତେ ଜର୍ଜରିତ । ହେ ମହାତ୍ମା , ତୁମେ ପୁଣି ଥରେ ଜନ୍ମନିଅ । ଅନ୍ଧକାରରେ ଆଲୁଅ ଦେଖାଅ । ଆଉଥରେ ଆସ ବାପୁ, ଆଉ ଥରେ ଆସ ।" ଦେବଭୂମି ଭାରତରେ…

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୀମ ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ ତୃତୀୟ ଭାଗ’ ଧର୍ମ-ଧାରଣା ଓ ଦର୍ଶନକୁ କାବ୍ୟରୂପ ଦେବାରେ କେବଳ ସିଦ୍ଧ କବିମାନେ ସମର୍ଥ ହୋଇଥାନ୍ତି। ପାରମ୍ପାରିକ ହୋଇ ମଧ୍ୟ କବି ଭୀମ ଭୋଇ ଆଧୁନିକ। କାରଣ ପଞ୍ଚସଖା କବିଙ୍କ ସହ କିଛିଟା ସାଦୃଶ୍ୟ ଥିଲେ ହେଁ , ବେସାଦୃଶ୍ୟ ମଧ୍ୟ ଆମ ଦୃଷ୍ଟିକୁ…

ଭାଷା ଭାଗବତ : ସ୍ବର ଚିହ୍ନାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୬  ଏ ଗୀତ ହୋଇଛି ଏପରି ପ୍ରତ୍ୟେକ ଧାଡ଼ି ମାତ୍ରା ଧରି ସ୍ବରବର୍ଣର ଚିହ୍ନରାଜି ଅଛଂତି କ୍ରମରେ ବିରାଜି କାଲିଠୁଁ ନୂଆ ଲେଖା ମୋର ପାଣିରୁ ଧୂଳି ନେଲା ଚୋର ସାହିକୁ କୂପ ହେବ ଲୋଡ଼ା ରାତିରୁ ପୂଜା ହେଲା…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୯)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୯ କିଛି କହିବାର ଥିଲା? ସୁକାନ୍ତିର ଅନ୍ୟମନସ୍କତା ଓ ଅସ୍ଥିର ଭାବକୁ ଲକ୍ଷ କରି ପ୍ରଶ୍ନ କଲା କୁମାର । ଆଜ୍ଞା । ମୁଁ ଟିକେ ଯାଇଥାଆନ୍ତି । ମାଆ ତ ଶୋଇଛନ୍ତି, ଅତି ବିନମ୍ର ଭାବରେ ତଳକୁ ମୁହଁ ପୋତି କଥା ପଦିକ…

ମୈତ୍ରେୟୀ ଲେଖିକା ସଙ୍ଗଠନର ତୃତୀୟ ମାସିକ ସାହିତ୍ୟ ଆସର

ଭୁବନେଶ୍ୱର : ମୈତ୍ରେୟୀ ଲେଖିକା ସଙ୍ଗଠନର ଚଳିତ ବର୍ଷର ତୃତୀୟ ମାସିକ ସାହିତ୍ୟ ଆସର ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ଉର୍ମିଳା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ, ବୃତ୍ତି ଓ ବ୍ରତରେ ନାରୀ ବିଷୟରେ ନିଜର ମତାମତ ରଖିଥିଲେ ଏହି ଆସରରେ ମୌସୁମୀ…