Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସ୍ବୀକାରୋକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୦ ନିଜେ ହିଁ ନିଜକୁ ସୁଧାରି ଭାଷା ସାଗର ହେବି ପାରି ତଟନିବାସୀ ଧରି ଭୟ କରି କରାଂତି କାଳ କ୍ଷୟ ଉତ୍କଟ ସଂକୀର୍ଣ ସ୍ବଭାବ ଯୋଗୁଁ ତ ଉତ୍କର୍ଷ ଅଭାବ ମୁଁ ହେଲେ ସୁଦ୍ଧା ଦୂରବାସୀ ସ୍ବଭାଷା ଘୋଷି…

ଶଶଧର ଦାସଙ୍କ କବିତା ସଙ୍କଳନ ‘ଝରକା ବାହାରେ ଭାରତ’ ଉନ୍ମୋଚିତ

ଭୁବନେଶ୍ୱର : ସାହିତ୍ୟ ପତ୍ରିକା କାହାଣୀ ଆନୁକୂଲ୍ୟରେ କବି ଶଶଧର ଦାସଙ୍କ କବିତା ସଙ୍କଳନ 'ଝରକା ବାହାରେ ଭାରତ' ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ରବି ନାରାୟଣ ସେନାପତିଙ୍କ ସ୍ଵଭାପତିତ୍ୱରେ ଏହି ସାରସ୍ୱତ ସଭାରେ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୩)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୩  ରଘୁବୀର .. କାମ ସରିଲା, ଡ଼୍ରାଇଭରକୁ କହ ଗାଡ଼ି କାଢୁ । ଓଃ ଇଡିଅଟ ଗୁଡା, ଏମାନଙ୍କୁ ଯେତେ କହିଲେବି ବୁଝିବେନି । ଅଧା କାମ ଛାଡ଼ି କୁଆଡେ଼ ଗାୟବ ।” ଆରାଧ୍ୟା ଜାଣେ ଗାଳିଟା କାହା ଉଦ୍ଦେଶ୍ୟରେ । ‘କୋଉଠି…

ମନୋଜ ମନୋଜ୍ଞ ପୃଥିବୀର ବିଷ୍ଣୁ ଶର୍ମା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ପ୍ରଜ୍ଞା ପୁରୁଷ, ବାଗ୍ମୀ ପୁରୁଷ, ଯୁଗ ଶତାବ୍ଦୀ ପୁରୁଷ, ବିଶ୍ୱ ପୁରୁଷ ମନୋଜ ଦାସ, ଓଡ଼ିଆ ସାହିତ୍ୟ ଜଗତରେ ନୁହଁନ୍ତି କି ଭାରତୀୟ ସାହିତ୍ୟ ଜଗତରେ ନୁହଁନ୍ତି ସେ ଅନ୍ତର୍ଜାତୀୟ ସାହିତ୍ୟ ଜଗତର ଜଣେ ଶ୍ରେଷ୍ଠ ମନୋଜ୍ଞ ପୁରୁଷ । କହିବାର ଅର୍ଥ ବିଶ୍ୱର…

ଚନ୍ଦ୍ରଶେଖର ରଥ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ

ଭୁବନେଶ୍ୱର : ଚନ୍ଦ୍ରଶେଖର ରଥ ଫାଉଣ୍ଡେସନ ଆନୁକୂଲ୍ୟରେ, ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ର ଶେଖର ରଥ ଚତୁର୍ଥ ସ୍ମାରକୀ ଅଭିଭାଷଣ କାର୍ଯ୍ୟକ୍ରମ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି। ସାହିତ୍ୟିକ ସ୍ୱର୍ଗତଃ ରଥ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ହେବା ସହ ସମସ୍ତଙ୍କ ପାଇଁ ଆଦର୍ଶ…

ସାହିତ୍ୟ ଆତ୍ମାନୁଭବର ଉଚ୍ଚାରଣ : ପଦ୍ମଜା ଶରଣ

ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରତିଷ୍ଠିତ ପ୍ରତିଭା ପଦ୍ମଜା ଶରଣ। ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଚ୍ଛକ ପ୍ରତିବିମ୍ବ, ମଣିଷର ସଂସାର ସଂଘର୍ଷ ଓ ଜୀବନାଦର୍ଶ । ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ…

ଭାଷା ଭାଗବତ : ଦ୍ବିରୂପୀ ବନାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୯  ସ୍ବର୍ଣ୍ଣିମ ସ୍ପର୍ଦ୍ଧିତ ବର୍ଦ୍ଧିଷ୍ଣୁ ସ୍ବର୍ଣିମ ସ୍ପର୍ଧିତ ବର୍ଧିଷ୍ଣୁ ଉଭୟ ରୂପ ଚଳେ ଯେଣୁ ପରିଷ୍କୃତକୁ ଏବେ ମାନୁ ମୁହୂର୍ତ୍ତ ସୌହାର୍ଦ୍ଦ୍ୟ ତଦୂର୍ଦ୍ଧ୍ବ ମୁହୂର୍ତ ସୌହାର୍ଦ ତଦୂର୍ଧ୍ବ ଉଭୟ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୨  ମୁଁ ଭାବୁଛି କୋଉଠି ଗୋଟେ ଜଏନ୍ କରିବି । କିଛି ହେଲେ କରିବି । ଘରେ ଭାରି ବୋର୍ ଲାଗୁଛିା’ ମୁଁ ଭାବିଲି ଏଇ ସାତ ଆଠଦିନ ଭିତରେ ତୁମେ ଲାଇନ୍‌କୁ ଆସିଯାଇଥିବ । ପୁଣି ଷ୍ଟାର୍ଟ କଲ? କ'ଣ କରିବି ! ସତ…

ଅନୁବାଦ ଗଳ୍ପ : ଭଗ୍ନ ଦୁର୍ଗର ଅଧୀଶ୍ୱର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୫   ମୂଳ ହିନ୍ଦୀ: ମୋହନ ରାକେଶ  ପୂରା ସାଢ଼େ ସାତବର୍ଷ ପରେ ଏଇ ଲୋକମାନେ ଲାହୋରରୁ ଅମୃତସର ଆସିଥିଲେ । ହକି ମ୍ୟାଚ୍‍ ଦେଖିବା କେବଳ ବାହାନା ଥିଲା । ଅସଲ ମତଲବ କିନ୍ତୁ ଥିଲା ସେମାନଙ୍କ ପ୍ରାଣଠାରୁ ବଳି ନିଜର ସହର ଅମୃତସରକୁ ଆଉ…

କୁଳାଙ୍ଗାର ଉବାଚ : ଆମ ଘରେ ଯୁଦ୍ଧର ପ୍ରଭାବ

ଆମ ଦି ପ୍ରାଣୀଙ୍କ ଲଢେଇ ପୁରୁଣା ସିଏ ମୋଦି ହେଲେ ମୁଁ ଗାନ୍ଧି ପଟେ; କେବେ ତାଙ୍କ ହାତରେ ବେଲଣା ବାଡି ତ କେବେ ମୋ ହାତରେ ଜୋତା ପଟେ! ବୟସ, ଅନୁଭବ ଓ ଗୁଣଦୃଷ୍ଟିରୁ ଯଦି ତୁଳନାତ୍ମକ ବିଚାର କରାଯିବ; ତେବେ ମୋତେ ରୁଷିଆ ଓ ତାଙ୍କୁ ୟୁକ୍ରେନ ହିସାବରେ ଧରାଯିବ! ମୋ ଶଶୁର…