Latest Odisha News

BREAKING NEWS

Browsing Category

ସାହିତ୍ୟ

ଗବେଷକ ଅରବିନ୍ଦ ପଟ୍ଟନାୟକ ପାଇଲେ ଚତୁର୍ଥ ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ସ୍ୱର୍ଗତଃ ନଗେନ୍ଦ୍ରନାଥ ପ୍ରାଧାନଙ୍କ ୮୬ ତମ ଜୟନ୍ତୀ , ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ଦ୍ୱାରା ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି। ଏହି ଅବସରରେ ସାହିତ୍ୟିକ ତଥା ଗବେଷକ ଅରବିନ୍ଦ ପଟ୍ଟନାୟକଙ୍କୁ ଚତୁର୍ଥ ନଗେନ୍ଦ୍ରନାଥ ସ୍ମୃତି…

ସେ କିଏ ?

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ……  ଜୀବନରେ ବେଳେବେଳେ ଏମିତି କିଛି ଚମତ୍କାର ଘଟିଥାଏ ଯାହାକୁ କୌଣସି ବିଜ୍ଞାନ ସମ୍ମତ ଯୁକ୍ତିଦ୍ୱାରା ବ୍ୟାଖ୍ୟା କରିବା ସମ୍ଭବ ହୁଏନାହିଁ। ସେହି ଅଲୌକିକ, ଦିବ୍ୟ ଅନୁଭୂତିକୁ ଇନ୍ଦ୍ରିୟଲବ୍ଧ ଜ୍ଞାନ ତଥା ସୀମିତ ମନବୁଦ୍ଧି ଅହଂକାର ଦ୍ୱାରା ନା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୪ ଜନସଚେତନତା ପାଇଁ ଡକ୍ଟର ଦେବିକାଙ୍କ ତତ୍ପରତା ବେଶ୍ ଆକର୍ଷଣୀୟ ହେଉଥିଲା। ତିଥି ଯୋଗଦେବାସହିତ ସଞ୍ଜୁଅପା ଓ ଅନ୍ୟ ଅନେକଙ୍କୁ ନେଇ ଦଳ ଗଠନ ହେଲା। ହେଲା ପୁଣି କାମର ଆବଣ୍ଟନ। ଡକ୍ଟର ନିଜେ ଇଚ୍ଛାକରି ମୁଗୁନି ଓ ସନିଆକୁ…

ଅନୁବାଦ କବିତା : ମୋ ସଙ୍ଗୀତ

ମୂଳ ରଚନା : ଗ୍ରାବ୍ରିଏଲା ମିସ୍ରାଲ ବ୍ୟଥିତ ଶିଶୁଙ୍କ ପାଇଁ ମୁଁ ଯେଉଁ ଗୀତ ଗାଇଛି ଆଜିଥରେ ଦୟାକରି ମୋ ପାଇଁ ସେଇ ଗୀତ ଗାଅ । ଗୁଣୁ ଗୁଣୁ ହୋଇ ତୁମ ଲାଗି ଯେ ଗୀତ ଗାଇଛି ହେ ବେଦନାକ୍ତ ଶିଶୁଗଣ ମୋ ପାଇଁ ଆଜି ସେଇ ଗୀତ ଗାଅ । ମୁଁ ବି ଆଜି ଆହତ । ଏ ନିଷ୍ଠୁର ଆଲୋକ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୪ ଲତା ଗୁଡେଇଗଲାକି ଗଛ ଦେହରେ.. । ଆଉଜି ପଡିଲେ କେତେ ସୁନ୍ଦର ଆଣ୍ଟି। ଭରସି ପଚାରି ପାରିବିନି କିଛି, ଖାଲି ଅନୁଭବକଲି ସେ ଯେମିତି ଆପଣେଇବାକୁ ଚେଷ୍ଟିତ ...। ମାଆ ଗାଉଥିବା ମଧୁରାଷ୍ଟକମ୍ ଆପେ ଆପେ ଝରିଗଲା...।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୩ ନୂଆ ବୋହୂର ଖୋଳପାରେ ପଶିଗଲି। କିଛି ଆଶା ଓ ଆଶଙ୍କା ସହିତ ନିଜକୁ ଏକାକାର କରୁଥିଲି। କହିବା ଅନୁସାରେ ସଜାଡିନେଲି ନିଜକୁ। ନୂଆ ଜୀବନ ...ଅନଭିଜ୍ଞ ଜୀବନ । ଡକ୍ଟର ଆଣ୍ଟି ଓ ମୁଁ ବାହାରିଲୁ। ଏଇଆ କଣ ଚାହିଁଥିଲା ଜବା ?…

କବିତା : ପ୍ରେମୀ ପକ୍ଷୀ

ତେଜସ୍ୱିନୀ ପଣ୍ଡା  ଚାଲ୍ ଉଡ଼ିଯିବା ଏକ ସୁଦୂର ପ୍ରସାରୀ ପ୍ରେମୀ ସହରକୁ, ଯେଉଁଠି ନଥିବ ଯାତନା, ପ୍ରତାରଣା ଓ ନିଷ୍ଠୁର ଘାତକତା । ଆକାଶଉଚ୍ଚା ଗଛ ଦେଖି ବସା ବାନ୍ଧି ଆରମ୍ଭ କରିବା ଆମ ଜୀବନ, ସେଇଠି କେବଳ ତୁ ଥିବୁ ଆଉ ମୁଁ କରୁଥିବି ତୋ ପ୍ରତି ଅଭିମାନ । ମୁଁ ନିଶ୍ଚୟ…

ବ୍ୟଙ୍ଗ : ସଭା ବିସମ୍ବାଦ

ଏଇ ସଦ୍ୟ ଏକ ସାହିତ୍ୟ ସଭାରୁ ଫେରିଲି । କରୋନା ଯୋଗୁଁ ଦୁଇବର୍ଷ ହେଲା ସଭା ସମିତିରୁ ଦୂରରେ ରହି ମୁଁ କି ପ୍ରକାରର ମାନସିକ ଯନ୍ତ୍ରଣା ଭୋଗିଛି ତାହା କେବଳ ମୋତେ ଜଣା । ସଭା ଶେଷରେ ଉଦ୍ୟୋକ୍ତା ମହୋଦୟ କହିଲେ ଆପଣ ବହୁ ମୂଲ୍ୟ ସମୟ ଦେଇ ଏଠାକୁ ଆସିଲେ ସେଥିପାଇଁ ଧନ୍ୟବାଦ । ମୁଁ କହିଲି…

ପୁସ୍ତକ ପରିଚୟ : ଗଛ ଓ ଅନ୍ୟାନ୍ୟ ଗଳ୍ପ

ଗଛ ଓ ଅନ୍ୟାନ୍ୟ ଗଳ୍ପ ଗାଳ୍ପିକ : ରବି ପଣ୍ଡା ପ୍ରକାଶକ : ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ ବିନୋଦ ବିହାରୀ , କଟକ ମୂଲ୍ୟ : ୧୯୫ ଗଳ୍ପ ସଙ୍କଳନ କହିଲେ ଅନେକଗୁଡ଼ିଏ ଗଳ୍ପର ସମାହାରରେ ମୁଦ୍ରିତ ହୋଇଥିବା ପୁସ୍ତକ ବୋଲି ଆମ ମନ ଓ ମସ୍ତିଷ୍କରେ ଚିତ୍ରଟେ ଅଙ୍କିତ ହୁଏ  । କିନ୍ତୁ ଗାଳ୍ପିକ…

ଉନ୍ମୋଚିତ ହେଲା ରଶ୍ମି ମିଶ୍ରଙ୍କ ” ଅହ୍ୟରାଣୀ “

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ପେନ୍ ଇନ୍ ବୁକ୍ସ ଆନୁକୂଲ୍ୟରେ ଗାଳ୍ପିକା ରଶ୍ମି ମିଶ୍ରଙ୍କର ପ୍ରଥମ ସଙ୍କଳନ "ଅହ୍ୟରାଣୀ" ସ୍ଥାନୀୟ ଏକ ଘରୋଇ ହୋଟେଲରେ ଉନ୍ମୋଚିତ ହୋଇଯାଇଛି । ପ୍ରକାଶକ ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ତଥା ସମ୍ପାଦକ…