Latest Odisha News

BREAKING NEWS

Browsing Category

ସାହିତ୍ୟ

ଅନୁବାଦ ଗଳ୍ପ : ଭୁଷିକଟା କଳ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫  ମୂଳ ହିନ୍ଦୀ: ଉପେନ୍ଦ୍ରନାଥ ଅସ୍କ                                                                             ଇସଲାମାବାଦ ସହରର ଯେଉଁ ମୁସଲମାନ ସମ୍ପ୍ରଦାୟର ଲୋକ ରେଳଲାଇନ ଆରପଟେ ବସବାସ କରି ରହୁଥିଲେ, ସେମାନେ ନିଜ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୮ ସତକୁ ସତ ଆମ ପ୍ରିୟ କୁନୁ ମାଉସୀ ବଦଳିଯାଉଥିଲା ଧିରେ ଧିରେ। ମନ କାହାକୁ ଦେବନି ବୋଲି ଯୋଉ ପ୍ରତିଜ୍ଞା ଥିଲା ସେସବୁ ଉଭେଇ ଯାଉଥିଲା ଛାଆଁକୁ ଛାଆଁ। ମନ ପୁଣି  କ'ଣ ଯେ ....ଶୂନ୍ୟରୁ ମହାଶୂନ୍ୟକୁ  ଉଡାଣ। ପବନକୁ…

ସାହିତ୍ୟ ପତ୍ରିକା ‘ଶିଳାଶ୍ରୀ’ର ପୂଜା ସଂଖ୍ୟା ଓ ‘ତଥାସ୍ତୁ’ ଉନ୍ମୋଚିତ

ଭୁବନେଶ୍ୱର : ତ୍ରୈମାସିକ ସାହିତ୍ୟ ପତ୍ରିକା ଶିଳାଶ୍ରୀର ପୂଜା ବିଶେଷାଙ୍କ ଏବଂ ଶିଳାଶ୍ରୀ ପ୍ରକାଶନୀ ପକ୍ଷରୁ ପ୍ରକାଶିତ ମଞ୍ଜୁଳା ତ୍ରିପାଠୀଙ୍କ କବିତା ସଙ୍କଳନ "ତଥାସ୍ତୁ " ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାଗୃହରେ ଉନ୍ମୋଚିତ ହୋଇ ଯାଇଛି। ଏହି ଅବସରରେ ଲତିକା ମହାପାତ୍ର ( ସଙ୍ଗୀତ),…

କୁଳାଙ୍ଗାର ଉବାଚ : ଇଶ୍ବର ଏକ ରାସ୍ତା କଡ଼କୁ ଦେଖ

ଏହା ଅତ୍ୟନ୍ତ ଗର୍ବର କଥା କି ଆମ ରାଷ୍ଟ୍ରରେ ଧର୍ମଗତ ଭେଦଭାବ ନାଇଁ; ସବୁ ଧର୍ମର ଲୋକ ତେଣୁ ସତତ ଚେଷ୍ଟିତ ରାଷ୍ଟ୍ର ସମ୍ପତ୍ତିକୁ ନିଜର କରିବା ପାଇଁ! ସବୁ ଧର୍ମକୁ ସବୁ ଇଶ୍ବରାନୁଗାମୀଙ୍କୁ ସମାନ ଦେଖିବା ରାଷ୍ଟ୍ରବାଦ ; ସମସ୍ତଙ୍କ ପାଇଁ ତୈଳଦର ଏକ୍ ଏକା ଲାଞ୍ଚ ଦେଇ ସଭିଏଁ…

ରାଜେନ୍ଦ୍ର ମିଶ୍ର ପାଇବେ ‘ଗଙ୍ଗା ଶରଣ ସିଂହ’ ପୁରସ୍କାର

ଭୁବନେଶ୍ୱର : ଭାରତ ସରକାରଙ୍କ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ , ଆଗ୍ରା ପକ୍ଷରୁ ୨୦୧୮ ବର୍ଷ ପାଇଁ ହିନ୍ଦୀ ସେବୀ ସମ୍ମାନ ପୁରସ୍କାର ଘୋଷିତ ହୋଇ ଯାଇଛି। ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କୁ ଗଙ୍ଗା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୭ କିଏ ସିଏ  ? ସବୁ ପ୍ରତିକ୍ରିୟାକୁ ଲୁଚେଇ ଦିଦି କହିଲା। ଭାରି ସୁନ୍ଦର ସେ ନିଜକୁ ଲୁଚେଇପାରେ। : ଚିହ୍ନିନ ତାଙ୍କୁ ଅବିଶ୍ବାସମିଶା ଗଳାରେ ପ୍ରଶ୍ନ। :ନା, ଉତ୍ତର ଫେରେଇଲା ଦିଦି। ଫେରିଗଲେ ସେଇଠୁ ମିସେସ…

ଅନୁବାଦ କବିତା : ମୟୂରପଙ୍ଖୀ

ମୂଳ ବଙ୍ଗଳା : ସୁବୋଧ ସରକାର ଅନୁବାଦ : ସରଳ କୁମାର ଦାସ ଝିଅ ହେଇଥିଲେ କି ନାମ ରଖିଥାନ୍ତ କି ନାମ ... କି ନାମ ... କି ନାମ ରଖିଥାନ୍ତି ... ମୟୂରପଙ୍ଖୀ ...; ଅତି କମରେ ଊଣେଇଶ ଜଣ କବି ଲେଖକ ଅଧ୍ୟାପକ କହିଛନ୍ତି ବୁଝିଲ ...ଗୋଟେ ପୁଅ ପୁଅ ନୁହେଁ ତମର ଗୋଟେ ଝିଅ ଦରକାର ପୁଅ…

ଗୀତ ଶିଖିବା ସେତିକିରେ ଇତି ହେଲା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ  ପିଲାବେଳ ଧୂଳିଖେଳ ଛାଡି ଯେବେ କୈଶୋରରେ ପ୍ରବେଶ କଲି, ବାପାଙ୍କ ଅନୁଶାସନ ଅତି କଠୋର ମନେ ହେଲା। ବାଲ୍ୟସୁଲଭ ମନକୁ କେବେକେବେ ତ ତାଙ୍କ ଆଚରଣ ଅତି ବିଚିତ୍ର ମନେ ହେଉଥିଲା, ଅନେକ କଥା ବୁଝି ବି ହେଉନଥିଲା। ଆଠ ଦଶ ବର୍ଷର ଅବୁଝା ମନକୁ…

କବିତା : ମୁଁ

କିଶୋର ମହାନ୍ତି ମୁଁ ଏକାନ୍ତ ଭାବରେ ମୋର ମୁଁ ସତରେ କ୍ରୀତଦାସ ଟିଏ ସମୁଦ୍ର କୂଳରେ ବସି ଢେଉ ଗଣିବା କାମ ମୁଁ ଧରାବନ୍ଧା ଜଗୁଆଳି ମୁଁ ଅଣ୍ଟିରେ ସାଉଁଟି ଆଣିଥିବା ଶାମୁକା ମୋର କେବଳ ସମ୍ବଳ ତାକୁ ପାଇ ମୋର ଆକାଶ ଛୁଆଁ ସ୍ବପ୍ନ ରାତି ପାହେ ସକାଳ ହୁଏ ଅଥଚ ଦେଖିଥିବା ସ୍ବପ୍ନ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୬ ଜଣା ପଡିଗଲା କଥା କହୁ କହୁ ରୁବି ସହିତ। ଏଇ ଯୋଉ ଗ୍ରିଲ ବନ୍ଦ, ଧାଁ ଧପଡ, ସବୁକିଛି। ଗୁପ୍ତ ରଖିଲେ ବି ବହୁତ କିଛି ଜଣାପଡିଯାଏ। ବିନାୟକ ଛୋଟରାୟ ନାମକ ଜଣେ ଦରଦୀ ମଣିଷ ଆସନ୍ତି ଆମ ବସ୍ତିକୁ।  ବେଶ ବୟସ୍କ ସେ।…