Latest Odisha News

BREAKING NEWS

Browsing Category

ସାହିତ୍ୟ

ଗଳ୍ପ : ରାକ୍ଷୀ

ସୁନିତା ପ୍ରଧାନ ଆଜି ରାକ୍ଷୀ ପୂର୍ଣ୍ଣିମା। ଯେତେ ଯାହା କାମ ଥିଲେ ମଧ୍ୟ ଆଜି ଦିନରେ ଯେମିତି ହେଲେ ଭାଇ ଆସିବ ତା ହାତରୁ ରାକ୍ଷୀବାନ୍ଧିବା ପାଇଁ । ଭାଇ ଭଉଣୀ ପବିତ୍ର ସମ୍ପର୍କର ଏକ ସୁଦୃଢ଼ ସେତୁବନ୍ଧ ଏହି ରାକ୍ଷୀ ।ତେଣୁ ଭାଇପସନ୍ଦର ଖିରୀ, କାକରା, ଚିତଉ ଭଳି ଆଦି କିଛି ଖାଇବା…

କବିତା : ସବୁ ରାକ୍ଷୀ ମୋ ଭାଇକୁ ସମର୍ପିତ

ମଞ୍ଜୁଲତା ସାହୁ ତୋ ସ୍ନେହ ପାଖରେ ବନ୍ଧା ପଡ଼ିଯାଏ ତୋ ଆଦରକୁ ଆପଣେଇ ନିଏ. ତୋ ଶ୍ରଦ୍ଧା ସବୁକୁ ହୃଦୟରେ ସାଇତି ନିଏ ତୋ ପ୍ରେମକୁ ମନ ଭିତରେ ବାଣ୍ଟି ନିଏ ତୋ ନିରୁତା ଭଲପାଇବା ଆଗରେ ସାରା ଦୁନିଆଟା ତୁଛ ଲାଗେ ! କିଛି ଯଦି ହଜିଯାଏ ମୋତେ ଖୋଜିବାକୁ ପଡେନି, ତୋ ପାଇଁ ତ କେବେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୨ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୨ ହାତ ହଲେଇଲା ଅମୃତା ତିଥି ଉଦ୍ଦେଶ୍ୟରେ। ଏ ଘରେ ଆଜି ରାତି କଟିବ, ସବୁଦିନ ଭଳି। ଚାବିକାଢି ପଶିଗଲା ପରେ ମହମହ ବାସ୍ନାରେ ମହକିତ ହୋଇଗଲା ସେ । ଆଜି ତିଥି କ'ଣ ମହକେଇ ଦେଇଯାଇଚି ହଲଟିକୁ। ଅଜଣା ସୁଗନ୍ଧ। ଭାରି ଭଲ…

ଅନୁବାଦ କବିତା : ଟିଉଟୋରିଆଲ

ମୂଳ ବଙ୍ଗଳା : ଜୟ ଗୋସ୍ୱାମୀ ଅନୁବାଦ : ସରଳ କୁମାର ଦାସ ତତେ ରଖିବାକୁ ହେବ ଶତକଡା ନବେରୁ ବେଶି ତତେ ହେବାକୁ ହିଁ ହେବ କେବଳ ପ୍ରଥମ ତା’ ବଦଳରେ ମାତ୍ର ପଞ୍ଚାଅଶି ! ପାଞ୍ଚ ନମ୍ୱର କମିଲା କାହିଁକି ? କାହିଁକି କମ ? ଏଇଥିପାଇଁ ମୁଁ ପ୍ରତିଦିନ ଝାଳନାଳ ହେଇ ଖଟୁଛି ? ଏଇଥିପାଇଁ…

କୁଳାଙ୍ଗାର ଉବାଚ : ଜନତାଙ୍କ ଟିପ, ନେତାଙ୍କ ତୋପ

ନେତା ମହୋଦୟ ଯେବେ ପହଁଞ୍ଚିଲେ ଜନତାଙ୍କ ମଫସଲ ଘର; ଜନତା ବିଚରା ନେତାଙ୍କ ପଛରେ ଗହଳିକୁ ଦେଖି ହେଲେ ଥରହର! ଜନତା ହାତଯୋଡି କହିଲେ ହଜୁର୍ ଆମେ ଏମିତି କଣ ଦୋଷକଲୁ; ଯେ ଗାଆଁ ଆଜି ଚଣ୍ଡି ଚାମୁଣ୍ଡାଙ୍କ ସହିତ ଆପଣଙ୍କୁ ସ୍ବଦେହରେ ଦର୍ଶନ କଲୁ? ନେତା ମୁଚୁକୁନ୍ଦିଆ ହସ ହସି…

ବିନା ଭାଷାରେ ହୃଦୟର ସମ୍ପର୍କ

ଚନ୍ଦ୍ରା ମିଶ୍ରଙ୍କ ସ୍ମୃତିର ଫରୁଆରୁ ଅନେକ ବର୍ଷ ବିତିଗଲାଣି । ସେଣ୍ଟ ମେରୀ ମାନର୍ ନରସିଂହୋମର କୋଠରୀ ନମ୍ବର ତିନି ନର୍ଥ ବାଲେସ୍ ଫିଲାଡେଲ୍ଫିଆ ।  ଲୁସିକୁ  ନେଇ ମୋର ସ୍ମୃତି ଭାରି କୁହୁଡ଼ିଆ । ମନେ ହୁଏ ଯେମିତି ଗୋଟିଏ ସ୍ବପ୍ନ ନା ଦୁଃସ୍ୱପ୍ନ ? ସମୟ ସେ ଦୁଃଖଦ ସ୍ମୃତିର ଦାଢୁଆ…

କବିତା : ରାତି

ରମେଶ ରଥ ରାତି ଆସେ                                                                          ରଙ୍ଗୀନ ସ୍ୱପ୍ନରେ ସଜାଇବା ପାଇଁ ଭଙ୍ଗା ହୃଦୟକୁ ଯୋଡିବା ପାଇଁ ତୃଷାର୍ତ୍ତ ହୃଦୟକୁ ଥଣ୍ଡା କରିବା ପାଇଁ ଅବସନ୍ନ ଶରୀରକୁ ବିଶ୍ରାମ ଦେବା ପାଇଁ ଅନେକ ପ୍ରତିଶୃତିକୁ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୧ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୧ ଏ ବାବା ରେ, ଡେରି  ହୋଇଗଲାକି ଆଉ?  ରନ୍ଧାରନ୍ଧିର ସମୟ ପରା ! ଆଣ୍ଟି ଓ ନିଜ ପାଇଁ  ରାନ୍ଧିବା  ସହ ନହନହକା ସୁନ୍ଦରୀ ଅମୃତାଲାଗି କରିବାକୁ ହବ। ଟିକିଏ ଗଡବଡ ହେଲେ ସେ କମେଣ୍ଟ କରିବ। କମ୍ପଲେନ କରିବ। ସବୁ ସେ କରିପାରେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦  ଦିନ ଓ ରାତିକୁ ଯୋଡ଼ି ଦେବାର ବେଳ ଏଇଟା। ତିଥିର ସମୟ। ' ଦୀପଂଜ୍ୟୋତି ପରଂବ୍ରହ୍ମ ....ସନ୍ଧ୍ୟା ଦୀପ ନମସ୍ତୁତେ।' ଏ ସମୟ ସବୁଦିନ ବିଭୋର କରେ। ଏକାତ୍ମ ହେବାର ବେଳା ଯେମିତି। ଏକାଥିଲାବେଳେ ଭାଗବତ ପଢେ। ନବାକ୍ଷରୀ…

ବ୍ୟଙ୍ଗ : ମାରିନେବେ ମହାପାତ୍ରେ ଚାହିଁଥିବୁ ଜଳକା

ଦୁନିଆଁଟା ଦିନକୁ ଦିନ ବହୁତ ଛୋଟ ହେଇଯାଉଚିରେ ଭାଇ । ଦିନ ଥିଲା ଯେତେବେଳେ ଦୂରଦୂରାନ୍ତରେ ଥିବା ବନ୍ଧୁ ପରିଜନ ସମ୍ପର୍କୀୟଙ୍କ ସହ ଭାବର ଆଦାନ ପ୍ରଦାନ କେବଳ ଚିଠି ଦ୍ୱାରା ହେଉଥିଲା । ସେତେବେଳେ ଲୋକମାନେ ଯାହା କିଛି ଲେଖୁଥିଲେ ଭବିଷ୍ୟତ କାଳରେ ଚିଠି ଲେଖୁଥିଲେ । ଯେମିତିକି , ଆଶା ଏ…