Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ସଖା

 ଲକ୍ଷ୍ମଣ ସାହୁ  ବିସ୍ତୀର୍ଣ୍ଣ ସାଗର ବେଳାର ବିକ୍ଷିପ୍ତ ବାଲୁକା ରାଶିରେ ଶାମୁକାର ସମାହାରେ ଖୋଜୁଥାଏ ମୋ ଅତୀତ ସ୍ମୃତି ଏବେ ଅନାହତ ଖୁସିର ଶାମୁକାଟିଏ । ଖୋଜୁଥିଲି....... କୋଣାର୍କର ଭଗ୍ନ ମୁଖଶାଳେ ଦେଖୁଥିଲି ଅଭଙ୍ଗା ନର୍ତ୍ତକୀ ନୃତ୍ୟରତା ମୋ ପ୍ରିୟାର ମୁଖ ପାଦର…

କବିତା : ଅସମାପ୍ତ ନାଟକ

ମମତା ପ୍ରିୟଦର୍ଶିନୀ ସାହୁ  ଏ କ'ଣ ! ଏବେ ତ ରାତି ପାହିବାକୁ ବାକି ଥିଲା ଆହୁରି ସମୟ , ଶେଷ ଅଙ୍କ ପ୍ରସାରଣ ପାଇଁ ଢେର ସାରା ଦୃଶ୍ୟ ବଳକା ରହିଗଲା ! କେବଳ ମାତ୍ର ଅତିକ୍ରମିତ ହେଇଥିଲା ଅଳ୍ପ ପାହାଚ , ମଞ୍ଚ ଉପରକୁ ଉଠିବା ତ ଖୁବ୍ ଦୂରର କଥା , ଭଲ ରେ ପ୍ରଲେପ ବି…

କବିତା : ଅସରା

ପ୍ରଦୀପ କୁମାର ପଣ୍ଡା  ସବୁକିଛି ସରି ଯାଇନି ବସୁଧାରୁ ଯାହା ଚକିତ କରେ ଆମକୁ, ଯେମିତି ତୁମ ଆକାଶର ମେଘ। ଆକାଶର ନୀଳିମାର ବି ଏକ ପରିମାପ ଅଛି, ଆଉ ଟିକିଏ ଅଧିକା କି କମ ହୋଇ ଯାଇଥିଲେ ବିଗିଡି ଯାଇଥାନ୍ତା ଯେମିତି ବସୁଧାର ସଂଘଠନ । ହାଡ଼ମାଂସର ଖତରେ ଗାଢ଼ ହୁଏ ଅରଣ୍ୟର…

ପରଲୋକରେ ସାହିତ୍ୟିକା ମିନାକ୍ଷୀ ଦେବୀ

କଟକ : ଉତ୍କଳ ସାହିତ୍ୟ ସମାଜର ସମ୍ପାଦିକା , ସୁଲେଖିକା ତଥା ଗୀତିକବୀ ମୀନାକ୍ଷୀ ଦେବୀଙ୍କର ପରଲୋକ ଘଟିଛି । ହୃତଘାତରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତଃ ମିନାକ୍ଷୀ ଦେବୀ କଳା , ସାହିତ୍ୟ , ସଂସ୍କୃତି , ସମାଜସେବା ,…

ବ୍ୟଙ୍ଗ : ଜୟ କରୋନା

ଓଁ ଅଭିଜ୍ଞାନ ସାହୁ  (ସାଇଡ଼ ଇଫେକ୍ଟ- ଦ୍ଵିତୀୟ) କପାଳ ପୋଡ଼ା ଥିଲେ ଖୁସି ଖବରକୁ ନେଇ ମଣିଷ ବଡ଼ ଦୁଃଖ ପାଏ । ଗତକାଲି ଆମ ଧନ ଅନଲାଇନ ପରୀକ୍ଷାରେ ଅବିଶ୍ଵସନୀୟ ଭାବେ କ୍ଲାସ ଟପର ହୋଇଥବା ଖୁସିରେ ମାମାଙ୍କ ମିଠା ବଣ୍ଟାର ଲମ୍ବା ଲିଷ୍ଟ ଦେଖି ମୁଁ ଆତଙ୍କିତ ହେବା ସ୍ବାଭାବିକ ।…

‘ସାହିତ୍ୟାୟନ’ ପକ୍ଷରୁ ‘ଲାଲ ଘୋଡ଼ାର ସଇସ’ ଉପରେ ଆଲୋଚନା ଚକ୍ର

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟ ଅନୁଷ୍ଠାନ ‘ସାହିତ୍ୟାୟନ' ପକ୍ଷରୁ ଅନଲାଇନ ମାଧ୍ୟମରେ ମାସିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ‘ସାହିତ୍ୟାୟନ’ ପକ୍ଷରୁ ଜୟକୃଷ୍ଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମାସିକ ଆଲୋଚନା ଚକ୍ରରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଉଦଘାଟକ,…

ଗଳ୍ପ : କରୋନା କାହାଣୀ

ବନ୍ଦିତା ଦାଶ    ଶୀତ ନୂଆନୂଆ ଆସିଥାଏ। ବାଡିବଗିଚାରେ ନାନା ପ୍ରକାରର ଗେଣ୍ଡୁ ଫୁଲ। ସଦ୍ୟକଟାଯାଇଥିବା ଧାନକିଆରୀ । ନାନା କିସମର ପନିପରିବାର ଥାଟରେ ବାଡି ହସୁଥାଏ। ଉଣେଇଶିଶହ ଅଣାନବେର କଥା। ଏମ୍.ଫିଲ୍ କରୁଥାଏ ରେଭେନ୍ସାରେ । ସତ୍ୟଭାମାର ଚିଠିପାଇଲି। ବାହାଘର ଠିକ୍ ହୋଇଯାଇଚି।ମୋତେ ଓ…

ପ୍ରଫେସର ରାଧାକାନ୍ତ ମିଶ୍ରଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିସଭା

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ ତଥା ସାହିତ୍ୟିକ ପ୍ରଫେସର ସ୍ବର୍ଗତଃ ରାଧାକାନ୍ତ ମିଶ୍ରଙ୍କ ଏକାଦଶାହ ଉପଲକ୍ଷେ "ରାଧାକାନ୍ତ ମିଶ୍ର ସ୍ମୃତି ସଂସଦ" ପକ୍ଷରୁ ଏକ ଶୋକସଭା ଅନଲାଇନ ମାଧ୍ୟମରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ କଲିକତା ପ୍ରେସିଡେନ୍ସି ବିଶ୍ବବିଦ୍ୟାଳୟର  ପ୍ରଫେସର ତନୁଜା…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଆବେଗର ଡେଣା  ଆଖି ବନ୍ଦ କଲେ ଉଜ୍ଜ୍ଵଳ ରଙ୍ଗର ଆଲୋକ ହିଁ ଭରି ରହିଥାଏ ସେହି ନିର୍ଜୀବ ଦୁନିଆଁରେ ଯେଉଁଠି ତୁମେ ଅଛ । ଆଖି ଖୋଲା ରଖିଲେ ସାମ୍ନାରେ ଥାଏ  ସଫେଦ ନୀଳରଙ୍ଗୀ ଆକାଶର ଆସ୍ତରଣ ଯେଉଁଠି ମୋ'  କଳ୍ପନାର  ବିଚରଣ । ଟିକେ ତଳକୁ  ଝୁଙ୍କେଇ ନେଲେ ଆଖି ଦେଖାଯାଏ ମୋର ପାଦତତଳର ମାଟି…

କବିତା : ଭୁବନେଶ୍ୱର

ସୁପ୍ରିୟା ପ୍ରଶାନ୍ତ ଭୁବନେଶ୍ୱର ନିରୁଦ୍ଧିଷ୍ଟା ଜଣେ ରହସ୍ୟମୟୀ ନାରୀ ତାକୁ ଦେଖିଥିବା ଲୋକେ ମନେ ପକାନ୍ତି , ସେ ନିରୀମାଖୀ, ଏକବାରେ ମନୋଇ ଟିଆପଖିଆ ପଣତ ତାର ଲମ୍ବିଥାଏ , ଖଣ୍ଡଗିରିରୁ ଚନ୍ଦକା ଶେଷଯାଏ, ତା ବୁକୁରେ ମୁହଁ ଗୁଞ୍ଜନ୍ତି , ଡେଉଁଥାନ୍ତି ପଲେ ମାଙ୍କଡ଼ଛୁଆ ।…