Latest Odisha News

BREAKING NEWS

Browsing Category

ସାହିତ୍ୟ

ପ୍ରତ୍ୟେକ ଅନୁବାଦକଙ୍କ ଭିତରେ ଏକ ସୃଜନଶୀଳ ଲେଖକ ଥାଏ : କନକ ମଞ୍ଜରୀ ସାହୁ

ପୃଥିବୀର ପ୍ରାୟ ସବୁ ଭାଷାର ସାହିତ୍ୟ ଅଛି। କିନ୍ତୁ ସବୁ ଭାଷାର ସାହିତ୍ୟକୁ ପଢିବା ସମ୍ଭବ ନୁହେଁ। ଅନ୍ୟ ଭାଷାର ସାହିତ୍ୟ ଜାଣିବାକୁ ହେଲେ, ନିଜ ଭାଷାରେ ତାର ଅନୁବାଦ ଆବଶ୍ୟକ। କିନ୍ତୁ ଅନୁବାଦ ଏତେ ସହଜ ନୁହେଁ। ମୂଳ ସାହିତ୍ୟ ସହ ସମନ୍ୱୟ ରଖି ଆଉ ଗୋଟିଏ ଭାଷାରେ ତାକୁ ରୂପ ଦେବା ଖୁବ…

କବିତା : ଦେଶ

ଭବାନୀ ଭୂୟାଁ    ଏ ମାଟି ତୋର ଏ ଆକାଶ ତୋର ପାଣି ତୋର ପବନ ବି ତୋର । ଏ ଜଙ୍ଗଲ ତୋର ଏ ପାହାଡ଼ ବି ତୋର । କିଏ କହିଲା ତୋର ଦେଶ ନାହିଁ ? ଦେଶ ଖଣ୍ଡେ ମାଟି ନୁହେଁ କି , ନାଲି ନେଳି ଗାରଟଣା ସୀମାରେଖା ନୁହେଁ । ଯିଏ ଯେତେବେଳେ ପାରିବ ତୋତେ ଉତଖାତ କରିବ । ତୋ…

କୁଳାଙ୍ଗାର ଉବାଚ : ଯେବେ ଘରଣୀ ସାଜିଲେ ଦୋକାନୀ

ଡଃ.କୁଳାଙ୍ଗାର  ଘରଣୀ କହିଲେ ରୋଜଗାର ନାହିଁ ଚାଲ ହେ ବିକିବା ମିଠା ; କବିତା ଲେଖିଲେ ପେଟ ତ ପୁରୂନି ଘରଖର୍ଚ୍ଚ ହେଉ ଉଠା ! ଜିଲାପି ତିଆରି ୟୁଟୁବରୁ ଶିଖି ଗେଟ୍ ସାମନାରେ ଥୋଇ ; ଘରଣୀ ଡାକିଲେ ବଡ ପାଟି କରି ନିଅ ଆଳୁ ନିଅ ଭାଇ ! ପଚାରିଲି ହୟେ ଜିଲାପିକୁ ଆଳୁ କହୁଛ…

ଗଳ୍ପ: ଭୋକ-ମାରୀ

ଲୋପାମୁଦ୍ରା ପରିଡା  ଏଇ ଆମ ଦୋ'ତାଲା ଉପରୁ ରାସ୍ତାକୁ ଦେଖୁଥିଲି । ଚବିଶ ଘଣ୍ଟା ପେଁ ପେଁ ପେଁ କରୁଥିବା ଏ ରାସ୍ତା ଏବେ ଗଦ ଶୁଙ୍ଘେଇଲା ପରି ଅଚେତା ପଡିଥାଏ । ସଟ୍ ଡାଉନ ପରା ।ମଣିଷ ଭୁଲିଗଲାଣି ସଂସାର ଚଳମାନ ବୋଲି । ହଠାତ୍ ଦିଶିଲା ସିଏ । ନୂଆ ଚିଜଟେ ଦେଖିଲା ପରି ଆଖି ଆପେ ଆପେ…

ପରଲୋକରେ ସାହିତ୍ୟିକ ଶୁଭେନ୍ଦୁ ମୁଣ୍ଡ

ଭୁବନେଶ୍ୱର : ବିଶିଷ୍ଟ କବି ତଥା ସମାଲୋଚକ ଡକ୍ଟର ଶୁଭେନ୍ଦୁ ମୁଣ୍ଡଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ଦୁଇଦିନ ଧରି ତାଙ୍କୁ ସାମାନ୍ୟ ଜ୍ବରରେ ହୋଇଥିଲା ଓ ସେ ହୃଦଘାତରେ ମଧ୍ୟ ପୀଡ଼ିତ ଥିଲେ । ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା…

କବିତା : ଶୂନ୍ୟତା

ସୁଷମା ପରିଜା ଇଏ କେମିତି ସମୟ! ସବୁ ଲାଗେ ଅଳିକ ଅଳିକ ସତ୍ୟ , ଏକ ମାତ୍ର ସତ୍ୟ କେବଳ ନିତ୍ୟ ଧାବମାନ ମୃତ୍ୟୁର କରାଳ ପଞ୍ଝା । ମନ ଭିତରେ କେମିତି ଗୋଟେ ଘମାଘୋଟ ଲଢେଇର ବେଳା, ଚାରିଆଡେ ଉଥଳ ପୁଥଳ, ସତେ କି ଚକ୍ରବାତ ଚାଲିଛି ଏଠି, ଖାଲି ଢେଉ ଆଉ ଢେଉ , ଦିଗହରା ଜୀବନ,…

ପରଲୋକରେ ଭାବଗ୍ରାହୀ ମହାପାତ୍ର

ରାଉରକେଲା : ବିଶିଷ୍ଟ ବୈଜ୍ଞାନିକ ତଥା ସାମାଜିକ ଆନ୍ଦୋଳନର ସାରଥୀ ଡ.ଭାବଗ୍ରାହୀ ମହାପାତ୍ରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ସ୍ୱର୍ଗତଃ ମହାପାତ୍ର ଗଙ୍ଗାଧର ମେହେର ମହାବିଦ୍ୟାଳୟର ପ୍ରଥମ ବ୍ୟାଚର ଛାତ୍ର ଥିଲେ। ଶିକ୍ଷା ସମାପ୍ତି ପରେ ରାଉରକେଲା ଇସ୍ପାତ…

କବିତା : କାନଭାସ

ସୁରେଶ ନାୟକ  ଆଉ ଟିକେ ଧଳା ରଙ୍ଗ ମାଗିବି ଆହୁରି ସଫେଦ୍ କରିବାକୁ, ବରଫ ଖଣ୍ଡଙ୍କୁ କହିଚି ଉଡ଼ି ଆସି ବସି ପଡ଼ିବାକୁ ଆହୁରି ସ୍ୱଚ୍ଛ। ଆଉଟିକେ ଗାଢ଼ ହୋଇ ଜଳିବ ସୂର୍ଯ୍ୟ, ସମୁଦ୍ର ବକ୍ଷ ଚିରି ଆଉକିଛି ଫେନିଳ ହସ ଉଡ଼ି ଯିବେ, ପକ୍ଷୀମାନେ ଏ କାନଭାସକୁ ନିଶବ୍ଦରେ ବେଢ଼ି ରହିବେ,…

ବ୍ୟଙ୍ଗ : ନକଲରେ ଅକଲ

ଓଁ ଅଭିଜ୍ଞାନ ସାହୁ  ବହୁତ ଦିନ ହେଲା ମୋତେ ଲାଗୁଛି ଏ ରମ୍ୟ ରଚନା ପ୍ରତି ଲୋକଙ୍କ ଆଦର ନାହିଁ । ଯେତିକି ଛଳ ଛଳ ଗପ ସବୁକୁ ପାଠକେ ପସନ୍ଦ କରୁଛନ୍ତି ସେତିକି ଏ ବ୍ୟଙ୍ଗ ସାହିତ୍ୟକୁ ନୁହେଁ । ଯେଉଁ ଲେଖକ ଯେତିକି ଅନୁରାଗ ମିଶା ବିଷାଦରେ ପାଠକଙ୍କୁ ଡୁବେଇ ପାରିବ ସେ ଲେଖକ ସେତେ ଶୀଘ୍ର…

କବିତା : କର୍ମ ହିଁ ବ୍ରତ

କିରଣମୟ ସେନାପତି ଦୁଇ ଦିନ ଏଇ ମଣିଷ ଜୀବନ ଦିଅ ସତ୍ୟ ବ୍ୟବହାର ଅନ୍ୟାୟ ଅନୀତି ମୋହ ମାୟା ସବୁ କର ତୁମେ ତିରଷ୍କାର । ମୃତ୍ୟୁ ଚିହ୍ନେ ନାହିଁ ଧନୀ କି ଗରିବ ସଭିଙ୍କୁ ନିଏ କୋଳେଇ ତେବେ କିମ୍ପା କର ଗର୍ବ ଅହଙ୍କାର ବିବେକ ଜ୍ଞାନ ହଜେଇ । ଅରଜିଲା ଧନ କ୍ଷଣସ୍ଥାୟୀ ଅଟେ…