Latest Odisha News

BREAKING NEWS

Browsing Category

ସାହିତ୍ୟ

ୱେବିନାର ମାଧ୍ୟମରେ କୋରାପୁଟ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆଲୋଚନାଚକ୍ର

କୋରାପୁଟ : କୋରାପୁଟ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲାର ଜନଜାତି ଗବେଷକଙ୍କୁ ନେଇ ୱେବିନାର ମାଧ୍ୟମରେ 'ସଂସ୍କୃତି ଏବଂ ସାହିତ୍ୟ ଚର୍ଚ୍ଚା' ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ…

କବିତା : ଆଉ କେତେ ବଞ୍ଚିବା

ଦିଲୀପ କୁମାର ପଣ୍ଡା ତୁମେ ପଚାରୁ ଥିଲ ନା ଆଉ ପାଞ୍ଚ କି ଦଶ ବର୍ଷ ଅଧିକ ବଞ୍ଚିଲେ କି ନିହାଲ କରିଦେବ ବୋଲି ! ପ୍ରକୃତରେ ଆମେ ବଞ୍ଚିବାର ବୟସ ବଞ୍ଚିବା ବେଳେ କ'ଣ ଟା ନିହାଲ କରିଥାଉ ଯେ , ଗୋଟେ ପରେ ଗୋଟେ କାମନାର ପୂରଣ ବ୍ୟତୀତ ଆଉ କିଛି କରିବାର ନ ଥାଏ ବୋଲି କେବଳ…

ଦାସିଆ ସାଂସ୍କୃତିକ ପରିଷଦ ପକ୍ଷରୁ ଅନଲାଇନ କବିତା ଆସର

ଉମରକୋଟ : ବିଶିଷ୍ଟ ସାଂସ୍କୃତିକ ଅନୁଷ୍ଠାନ, 'ଦାସିଆ ସାଂସ୍କୃତିକ ପରିଷଦ' ପକ୍ଷରୁ ଗୁଗୁଲ ମିଟ ମାଧ୍ୟମରେ ଏକ ସ୍ମୃତସଭା ଓ ଅନଲାଇନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଟୁଟୁବାବୁ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବରିଷ୍ଠ ସାହିତ୍ୟିକା ରାଜ ଲକ୍ଷ୍ମୀ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ହତ୍ୟାକାରୀ  ପ୍ରଥମେ ଦେଖିଥିଲି ତତେ ଦାଣ୍ଡପଟକୁ ଲାଗିଥିବା ଗ୍ରୀଲ ଉହାଡ଼ରେ । ଆତଙ୍କରେ କି ସୁରକ୍ଷାର ଲୋଭରେ ତୁ ତୋର କୁନି ମୁହଁକୁ ଥରି ଯାଉଥିବା ଦେହର ବେଢଣି ମଧ୍ୟରେ ଲୁଚେଇ ରଖିବାକୁ ଚେଷ୍ଟା କରୁଥିଲୁ । ଠାଏ ଠାଏ ରୁମ ଉଲୁରି ଯାଇଥିବା ଦେହ ଓ ମୁହଁରେ ଆଙ୍କିଦେଲା ଭଳି ଧଳାରଙ୍ଗର…

କବିତା : ଗଣ୍ଠି ତ ଫିଟିଲା

ଶୈଲେନ ରାଉତରାୟ  ଗଣ୍ଠି ତ ଫିଟିଲା, ଫିଟି ଫିଟି ମଲା, ଦେଖ ଆରେ ମନ ବାଇ । କେବେ ଯା’ ନଥିଲା, ଆଉ ନ ରହିଲା, କହିବୁ କାହାକୁ ଯାଇ ।୦। ଏକ ଅଣ୍ଡୁ ଜାତ ହୋଇଛନ୍ତି ସେତ ବେନି ପକ୍ଷୀ ଏକ ଡାଳେ ବସି ଇଚ୍ଛାମତେ ଦେଖ ତୁ ନିରତେ ମାତିଚନ୍ତି ଲୀଳାଖେଳେ ।୧। ଏକ ତ ଭୁଞ୍ଜଇ ଆର ନ…

ସାହିତ୍ୟ , ଝରଣାର ପାଣି ପରି ସ୍ବଚ୍ଛ ଓ ତରଳ ହେବା ଦରକାର : ଅନୀଲ କୁମାର ପାଢ଼ୀ

ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରତିଷ୍ଠିତ ପ୍ରତିଭା ଅନୀଲ କୁମାର ପାଢ଼ୀ। ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ମଣିଷର ସଂସାର ସଂଘର୍ଷ ଓ ଜୀବନାଦର୍ଶ । ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ…

କବିତା : ଥରୁଟିଏ ତ ଖାଲି

ମିନାକ୍ଷୀ ଦ୍ବିବେଦୀ ଥରୁଟିଏ ତ ଖାଲି ଚାହିଁ ଦିଅ ଥରୁଟିଏ ତ ଖାଲି ଡାକିଦିଅ । ଦେଇଦେବି ସବୁ ଦେଇଦେବି ଯାହା ମୁଁ ଯତନେ ସାଇତି ରଖିଛି ଯୁଗ ଯୁଗ କାଳ କାଳ ଧରି ଦେଇ ଦେବି ସବୁ ସୁଗନ୍ଧ ପବନ କୁ ଫୁଲ ଦେଲା ପରି କୁଆଁରୀ ମନର ସବୁ ସ୍ବପ୍ନ, ସବୁ ଲଜ୍ଜା ଦୁଇହାତ ଟେକି ଦେଇଦେବି…

ବେଲା ବର୍ଗାଙ୍କ ୧୪୨୦ କିଲୋଗ୍ରାମର ବହି

ହଙ୍ଗେରୀ : ଉତ୍ତର ହଙ୍ଗେରୀର ସିନପେତ୍ରୀ ଗାଁର ବେଲା ବର୍ଗା ପାରମ୍ପରିକ ଶୈଳୀରେ ଏକ ପୁସ୍ତକ ତିଆରି କରିଛନ୍ତି। ଯାହାର ଓଜନ ୧୪୨୦ କିଲୋଗ୍ରାମ ବୋଲି ଜଣା ପଡ଼ିଛି। ପୁସ୍ତକଟିର ଦୈର୍ଘ୍ୟ ୪.୧୮ ମିଟର ଓ ପ୍ରସ୍ଥ ୩.୭୭ ମିଟର । ୩୬୪ ପୃଷ୍ଠା ଏହି ପୁସ୍ତକରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନ…

କୁଳାଙ୍ଗାର ଉବାଚ : ଘରଣୀ ଉଡ଼ିବେ ବାତ୍ୟାରେ

ଡଃ.କୁଳାଙ୍ଗାର  ଜାଣି ଖୁସି ହେବେ ତାଲାବନ୍ଦିରେ ମୁଁ ଦେଇ ଜଳଖିଆ ଚାହା, ଅଧିକ ଅତିଥି ଡାକି ପାରିଲିନି ପଚିଶିରେ ହେଲି ବାହା !! ମୁଁ ଜାଣେ ଆପଣମାନେ ପଚାରିବେ ବୋହୁପିଲାଟି କେମିତି ? ସବୁ ଭଲ ଖାଲି ସ୍ୱରଟି ତାଙ୍କର ସାଉଣ୍ଡ୍ ବକ୍ସ ଯେମିତି !! କରୋନା ଯୋଗୁଁ ସେ…

କବିତା : ଯୋଜନା

ମାନିନୀ ମିଶ୍ର  ପୁରୁଣା ଯୋଜନାର ହୋଇଛି ପୂନରାବୃତ୍ତି ଚାଷୀମାନେ ଲଙ୍ଗଳଧାରୀ ଯୋଦ୍ଧା ଆଣ ,ଆଣ ହୋ ଖୋଜି ଆଣ ତାଙ୍କୁ ଗେଣ୍ଡୁଫୁଲ ମାଳ ଗଳେଇ ,ସେଲଫି ଉଠେଇବା । ତାଙ୍କ ବିଣ୍ତିଧରିଗଲା ଆଙ୍ଗୁଳିରେ ଉଠିଗଲା ମଳିଚମରେ ଭୃଲତାର ମଝିରେ ବସେଇ ଦେବା ଗୋଟିଏ ଗପର ଗାଁ ବାହ୍ୟମଳ…