Latest Odisha News

BREAKING NEWS

Browsing Category

ସାହିତ୍ୟ

କରୋନାର ପ୍ରଭାବରେ ବନ୍ଦ ହେଲା ପୁସ୍ତକ ମହୋତ୍ସବ ‘ଅକ୍ଷର’

ଭୁବନେଶ୍ୱର : ରାଜ୍ୟରେ ବଢ଼ୁଥୁବା ମହାମାରୀ କରୋନାର ପ୍ରଭାବକୁ ଦେଖି ବନ୍ଦ କରାଯାଇଛି ରାଜ୍ୟ ପୁସ୍ତକ ମହୋତ୍ସବ 'ଅକ୍ଷର' ବନ୍ଦ କରାଯାଇଛି । ଏହି ମହୋତ୍ସବ ଆଜିଠୁ ଆରମ୍ଭ ହେବାର ଥିଲା ଏବଂ ସବୁ ପ୍ରସ୍ତୁତି ଶେଷ ହୋଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ କରୋନା କଟକଣାକୁ ଦୃଷ୍ଟିରେ ରଖି…

କବିତା : ମହାକାଳର ଆତ୍ମଲିପି

ଦେବୀ ପ୍ରସନ୍ନ ନନ୍ଦ  ଅଖଣ୍ଡ ମଣ୍ଡଳ ବ୍ୟାପ୍ତ ଚରାଭୁଇଁ ମୋର ଅସୀମ ମୋ କାୟା କାନ୍ତି ନାହିଁ ପାରାବାର ଅପ୍ରମେୟ ଅବୟବ ରଚୁଥାଏ ନିଶୀଥ ସକାଳ ନିରନ୍ତର ରମୁଥାଏ ଚରାଚର,ନାମ ମହାକାଳ । ତାଣ୍ଡବରେ ଶିବଙ୍କର ଡମ୍ବରୁର ନିନାଦ ମୁର୍ଛ୍ଛିତ ହରିହସ୍ତେ ସୁଦର୍ଶନ ଚକ୍ରର ପ୍ରଚ୍ଛନ୍ନ…

‘ବଳଦଗାଡ଼ିରୁ ବୋଇଂ ବିମାନ’ ଉନ୍ମୋଚିତ

ଭୁବନେଶ୍ୱର : ପ୍ରଫେସର ବିଭୁତି ଭୂଷଣ ମହାନ୍ତିଙ୍କ ୯୦ତମ ଜୟନ୍ତୀ ଅବସରରେ ତାଙ୍କ ଆତ୍ମଜୀବନୀ 'ବଳଦଗାଡ଼ିରୁ ବୋଇଂ ବିମାନ' ପୁସ୍ତକ ସ୍ଥାନୀୟ ଜୟ ଭାରତ ଭବନ ଭବନରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ପ୍ରଫେସର ଯତୀନ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପ୍ରଫେସର ରାଜ କିଶୋର ମିଶ୍ର,…

ଗଳ୍ପ : ବୋଉକୁ ନେଇ ରଚନା ଟିଏ

ମାନମୟୀ ରଥ  ଆଦୌ ସରୁ ନଥିବା ଗୋଟିଏ ଲମ୍ବା କାନ୍ଦର ରାତି ହେଉଛି ମୋର ବୋଉ । ଯେତେଥର କଲମ ଧରିଛି ତା'ଲାଗି ସେତେଥର ବସେଇ ଦେଇନି ଗୋଟିଏ କହି ନହେଲା ଭଳି ଅଥୟ ଭାବ କାଗଜ କଲମ ପାଖରେ । ଭାବି ହୁଏ ଏଇଟା ଅସ୍ଥିରତା ନା ବୋଉକୁ ବଖାଣି ନପାରିବାର ବ୍ୟାକୁଳତା ନା ବୋଉମୟତାକୁ ଛୁଇଁ…

ବ୍ୟଙ୍ଗ : ପୂଜା ପାଇଁ ଫୁଲ

ଓଁ ଅଭିଜ୍ଞାନ ସାହୁ କେତେ ଯତନରେ ଫୁଲ ଗଛ ଗୁଡାକ ବଢ଼େଇଥିଲି । ରଙ୍ଗ ବେରଙ୍ଗ ଫୁଲ ଗଛ ସାଙ୍ଗକୁ ଘରକୁ ଆସୁଥିବା ଅତିଥିମାନଙ୍କ ଦୃଷ୍ଟି ପ ଡ଼ିବା ଭଳି ସ୍ଥାନରେ ବିଭିନ୍ନ କିସମର ଗୋଲାପ ଗଛ ଲଗେଇଥିଲି । ଗଛରେ ଫୁଲ ଫୁଟିଲେ ଯେତିକି ଆନନ୍ଦ ମିଳେନି ଯଦି କେହି ଅତିଥି ସତ ହେଉ କି ମିଛ ହେଉ…

କବିତା : ରେ ମନ 

ଯଶୋବନ୍ତୀ ରାଉତ ରେ ମନ, ତୋତେ ବାନ୍ଧି ଯଦି ହେଉଥାନ୍ତା ପ୍ରୀତିରେ,ସ୍ମୃତିରେ, ହସରେ, ଲୁହରେ, ଧ୍ୟାନ ଅବା ଧାରଣାରେ, ଗୀତ ଅବା ଗଳ୍ପରେ, ଚଞ୍ଚଳ ଅସ୍ଥିର ବୋଲି କେମିତି ତୁ ଛାପି ହେଇଥାନ୍ତୁ ପ୍ରତି ହୃଦୟରେ !! ତଥାପି ମନେ ରଖିବୁ ସମୟ ଆଉ ଭାଗ୍ଯ ଏମିତି ପରିବର୍ତ୍ତନଶୀଳ…

‘ସାରା ଆକାଶ ଖାଲି ଖାଲି’ ଉନ୍ମୋଚିତ

କଟକ : ବିଶିଷ୍ଟ କବି ରୋହିତ ଦାଶଙ୍କ କବିତା ସଙ୍କଳନ 'ସାରା ଆକାଶ ଖାଲି ଖାଲି ' ସ୍ଥାନୀୟ ଏକ ହୋଟେଲରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ କବି ଜୟନ୍ତ ମହାପାତ୍ର ମୁଖ୍ୟ ଅତିଥି ଓ ଅମରେଶ ପଟ୍ଟନାୟକ ଏବଂ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗ…

ଗଳ୍ପ : କୁନ୍ତୀ

ମଞ୍ଜୁବାଳା ପଣ୍ଡା  ସକାଳୁ ସକାଳୁ ବିକ୍ରମର ଫୋନ୍। : ସର ଖୁଡୀ ଚାଲିଗଲେରେ ଜିତୁ। : ଏଁ? କ'ଣ କହୁଛୁ ବିକି? : ହଁ ରେ ଭାଇ। ବିକ୍ରମର ଗଳା ଭାରି ଶୁଭିଲା। : କିନ୍ତୁ କେମିତି? ମୁଁ ତ ଏଇ ଦି' ମାସ ତଳେ ଗାଁ'କୁ ଗଲାବେଳେ ଦେଖିଛି ତାଙ୍କୁ। ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। : ଅକାଳ…

ଲେଖିକା ସଂସଦର ବାର୍ଷିକ ଉତ୍ସବ ପାଳିତ

ପୁରୀ : ଓଡ଼ିଶା ଲେଖିକା ସଂସଦ ପୁରୀ ଶାଖାର ବାର୍ଷିକୋତ୍ସବ ପାଳିତ ହୋଇ ଯାଇଛି। ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ର ଯୋଗ ଦେଇ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ମହିଳା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଥିଲେ। ଏହି ଉତ୍ସବରେ ସାହିତ୍ୟ…

‘ଦ ସିକ୍ରେଟ ଅଫ ପଦ୍ମକ୍ଷେତ୍ର’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ତରୁଣ ଲେଖକ ଭୁବନ ପାତ୍ରଙ୍କ 'ଦ ସିକ୍ରେଟ ଅଫ ପଦ୍ମକ୍ଷେତ୍ର' ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ସମାରୋହରେ ବିଶିଷ୍ଟ କବି ହରପ୍ରସାଦ ଦାସ , କାଦମ୍ବିନୀର ସମ୍ପାଦିକା ଇତି ସାମନ୍ତ ଓ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଉପସ୍ଥିତ ଥିଲେ । ଏହି ପୁସ୍ତକରେ ବିଶୁ…