Latest Odisha News

BREAKING NEWS

Browsing Category

ସାହିତ୍ୟ

ଜୀବନ

ଜୀବନ ଅମିୟଭାନୁ ଧଳ ମୁଁ, ତମେ ଓ ଆମେ କେତେ କାଳ ଏଇମିତି ପ୍ରତ୍ୟେକ ମୂହୁର୍ତ୍ତର ପ୍ରଶ୍ୱାସରେ ମରୁଥିବା, -ପାପର ପିପାସା -ମନର ଓର୍‌ମାନ୍‌ -ଦେହର ଦାହ -ଲହୁ-ଲୁହ ମିଶ୍ରିତ କୋହ, କିଛି ସମୟର ରୋମାଞ୍ଚରେ ବାଣ୍ଟି କୁଣ୍ଟି ମେଣ୍ଟେଇବାର ସୁଖ ସ୍ୱପ୍ନ ଲାଗି ଚର୍ବଣ, ଚୋଷଣ, କର୍ଷଣ,…

ଶୁଣ, ହୁଏତ ଏଇଟା ମୋର ଶେଷ କବିତା ହୋଇପାରେ…

ଶୁଣ, ହୁଏତ ଏଇଟା ମୋର ଶେଷ କବିତା ହୋଇପାରେ...  ଡିଲେଶ୍ୱର ରଣା ଛାତିଏ ପାଣିରେ ଠିଆ ହେଇ କେବେ ଗୀତ ଗାଇଛ ? ଗାଇନ, ଗାଇବା ଶିଖିଯ' ନହେଲେ କନ୍ଦା ଖ' ! କନ୍ଦା କଥାରୁ ମନେ ପଡ଼ିଲା କଲମୁ, ଢୁଲୁ, ପୁରୁନ୍,ପୁଥି,ଗାଢ଼ କନ୍ଦାରେ ଭର୍ତ୍ତି ଆମ ଗାଁ ସୁନାମୁଖୀ ସାଗର ଫି' ସକାଳେ…

ପବନ

ପବନ କମଳ କୁମାର ମହାନ୍ତି ପବନ ତ' ସେଦିନ ବହୁଥିଲା ତୀବ୍ର ମଇ ତିନ୍ ର ସକାଳ କି' ଓଡ଼ିଶାର କପାଳରେ ଲେଖୁଥିଲା ଆଉ ଏକ କରୁଣ କାବ୍ୟ ! ଫାଟିଯାଉଥିଲା ଛାତି ଯେତେ ପଚାରିଲେ ଫିଟୁ ନଥିଲା ଶୋକ ଆଉ କୋହର ଗଣ୍ଠି ମାଟି ସ୍ରବୁଥିଲା ଲହୁ ଆକାଶ ବର୍ଷୁଥିଲା ଲୁହ ବେଶୀ ବେଶୀ ଫଟାକପାଳକୁ…

ଦ୍ୱିତୀୟ ଈଶ୍ଵର…

ଦ୍ୱିତୀୟ ଈଶ୍ଵର ସୋନାଲି ପଣ୍ଡା ଶତଭିଷା ନକ୍ଷତ୍ର ରେ ଯେଉଁ ତାରା ଟି ଉଇଁଲା ମତେ, ତୋ ଆଖି ପରି ଦିଶେ। ତୁ ଜାଣୁ? ଶିଳ୍ପୀ ମୁଖା ପିନ୍ଧି, କାଇଁ କେତେ ଯୁଗ ଧରି ମୁଁ ଗଢ଼ି ଚାଲିଚି ପ୍ରେମ ଗଢ଼ି ଚାଲିଚି ତତେ! ପ୍ରଥମେ ତୋ କପାଳ ଗଢିଲି ଛିଡ଼ି ଗଲା, ମୋ ପାଦ ରୁ ଆଙ୍ଗୁଠି।…

ବିଶିଷ୍ଟ ସାହିତ୍ୟିକ ପ୍ରଫେସର୍ ନିତ୍ୟାନନ୍ଦ ଶତପଥୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ପ୍ରଫେସର୍ ନିତ୍ୟାନନ୍ଦ ଶତପଥୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତିି । ମୁଖ୍ୟମନ୍ତ୍ରୀ ଶୋକ ବ୍ୟକ୍ତ କରି କହିଛନ୍ତି, “ଓଡ଼ିଆ ସାହିତ୍ୟ ଲାଗି ପ୍ରଫେସର୍ ନିତ୍ୟାନନ୍ଦ ଶତପଥୀଙ୍କ ଅବଦାନ ଅତୁଳନୀୟ । ତାଙ୍କର ବିୟୋଗ…

ପରଲୋକରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ନିତ୍ୟାନନ୍ଦ ଶତପଥୀ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ପ୍ରଫେସର ଡକ୍ଟର ନିତ୍ୟାନନ୍ଦ ଶତପଥୀଙ୍କ ପରଲୋକ । ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ୧୯୩୭ ମସିହା ଅକ୍ଟୋବର ୨୫ତାରିଖରେ ଜଗତସିଂହପୁର ତିର୍ତ୍ତୋଲ ଅନ୍ତର୍ଗତ ଗରେଇ ଶାସନରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ଶତପଥୀ । ରେଭନସା…

ଆଖି

ଆଖି ଉମାକାନ୍ତ ରାଉତ (ଅରୂପ) ଏବେ ମୋତେ ପଚାରନି ବଳେ ବୁଝିପାରିବ କଲମର ସିନ୍ଧୁ ପରି ବିନ୍ଦୁ ମୂନରେ ମୁଁ ଏ ଯେଉଁ ଆଖି ଆଙ୍କୁଛି ସେ ଆଖିର ଜୀବନ୍ୟାସ ଦିନ ଦେଖିବ ସେ ଆଖିର ପୁଅଡୋଳା ସକାଳର ସୂର୍ଯ୍ୟ ଆଉ ଆକ୍ଷିପତା ଦୂର ଦିଗବଳୟ । ଧର୍ମର ଦେବତା ଭଳି ସେ ଆଖିର ପଲକ ଓ ଜୀବନ୍ୟାସ…

ତିନୋଟି କବିତା…

ତିନୋଟି କବିତା ଦେବାଶିଷ୍ ମହାନ୍ତି ସଦିଚ୍ଛା ଚିକ୍‌ମିକ୍ ଅନେକ ସ୍ୱପ୍ନ ବର୍ଷିଯାଉ ସାରା ରାତି ତୁମ ସଂକଳ୍ପରେ ଆଶାରେ ତୃଷ୍ଣାରେ ଆଉ ଭିଜିଯାଅ ତୁମେ ଆତ୍ମବିଶ୍ୱାସରେ । ସିଦ୍ଧ ହେଉ ଅନୁକୂଳ ଶୁଭମୟ ହେଉ ନୂତନ ସକାଳ ଆତ୍ମିୟତା ଆଙ୍କିଚାଲ ଜୀବନର ଚିତ୍ରପଟ୍ଟେ ଅଜଣା ମୁଁ…

ଦୂର ଦିଗବଳୟ…

ଦୂର ଦିଗବଳୟ... ଆର୍ଯ୍ୟଭଟ୍ଟ ମହାନ୍ତି ଆକାଶର ଛାତିତଳେ ସମୟ-ଅସମୟରେ ତୁମ ଛବି ଆଙ୍କି ହୋଇଯାଏ, ଅଜାଣତରେ ମନତଳେ, ହୃଦୟର ବିସ୍ତୀର୍ଣ୍ଣ ବେଳାରେ । ମୁଁ ତୁମକୁ ଚାହେଁ ନାହିଁ, ମୋ ଯୌବନ ଯଜ୍ଞବେଦୀ ପରେ ରକ୍ତ ମାଂସ ଅର୍ଘ୍ୟ ଦେବାଲାଗି ଚାହେଁନା ମୁଁ କେବେବି ତୁମକୁ ବଧୂବେଶରେ…

‘ବନ୍ଦେ ଉତ୍କଳ ଜନନୀ’: ଯୁବ ବୟସରେ ମହତାବଙ୍କୁ ଅନୁପ୍ରାଣିତ କରିଥିଲା କାନ୍ତକବିଙ୍କ ଲେଖା

ଭୁବନେଶ୍ୱର: ଯେଉଁ କେତେଜଣ ପ୍ରଥିତଯଶା କବି ଓ ଲେଖକ ମାନଙ୍କର ଶାଣିତ ସ୍ୱର ଓ ବଳିଷ୍ଠ ଲେଖନୀ ଚାଳନା ଅନେକଙ୍କୁ ମାତୃଭୂମି ଲାଗି ଲଢେଇ କରିବାକୁ ଶକ୍ତି ଯୋଗାଇଥିଲା ସେଥିମଧ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଅନ୍ୟତମ । ଆଜି କାନ୍ତକବିଙ୍କ କାଳଜୟୀ କବିତା ‘ବନ୍ଦେ ଉତ୍କଳ ଜନନୀ’ ସାରା…