Latest Odisha News

BREAKING NEWS

Browsing Category

ସାହିତ୍ୟ

କରେକ୍‌ସନ୍‌

କରେକ୍‌ସନ୍‌ ଶୁଭଶ୍ରୀ ମିଶ୍ର ତୁମେ ମାପୁଥିବା ସ୍କେଲ୍ ସବୁ ପାଲଟୁଥାଏ ବିନ୍ଦୁରୁ ସିନ୍ଧୁ, କନ୍ୟାରୁ ସହଯାତ୍ରୀ, ମାତୃତ୍ବରୁ ମୃତ୍ୟୁ, ବଧୂପଣିଆର ମାୟାମୃଗ । ନିଜକୁ ଗଢିତୋଳିବାର ନିଇତି ପ୍ରୟାସ । କେବେ ଭାବ ଅଙ୍କୁରୋଦ୍ଗମ ପାଇଁ ନିଜକୁ ହରାଇବାର ଦୁଃଖ । ଅଭିମାନ ସବୁ ଫସିଲ୍…

ଯୋଦ୍ଧା…

ଯୋଦ୍ଧା ସୁସ୍ମିତା ମହାପାତ୍ର ଯୋଦ୍ଧା ଭାବେ ଅବା ଜନହିତେ କେବେ ହାରିଲେ ଜୀବନ, ପଠାଇବ ମୋ ଶରୀର ଜନମ ମାଟିକୁ ମୋର ଏହି ନିବେଦନ । ବକ୍ଷରେ ସଜାଇ ବୀର ପଦକ ମୋହର ଶୁଣାଇବ ମାଆକୁ ମୋ ସୁକରମ ଗାଥା, ଦେଶ ପାଇଁ ଦେଇଅଛି ପ୍ରାଣ ସୁପୁତ୍ର ତାହାର କାହା ଆଗେ କେବେ ସିଏ ନତ ନକରିବ ମଥା…

ଲକଡାଉନ୍

ଲକଡାଉନ୍ ଭବାନୀ ଶଙ୍କର ନିଆଲ ମୋ ପୁଅର ନୀତିଶାସ୍ତ୍ର ପୃଷ୍ଠା ଓଲଟାଇ ଦେଖେ ପୁନର୍ବାର/ବାରମ୍ବାର ଦୋପ୍ରହରର ସନ୍ନାଟାରେ, ଆଉ ନଥାଏ ଫେବୃଆରୀ ମାସ ପୂର୍ବର ସକାଳ, ଦ୍ୱିପହର,ସଂଧ୍ୟା ଏପରିକି ମଧ୍ୟ ରାତ୍ରୀର ସ୍ଥିତାବସ୍ଥା। ନଥାଏ ମନୁଷ୍ୟ ଭିତରର ସନ୍ତୁଳନ ମନୁଷ୍ୟର…

ବିବର୍ଣ୍ଣ ପୃଥିବୀ: ସୁବର୍ଣ୍ଣ ସକାଳ

ବିବର୍ଣ୍ଣ ପୃଥିବୀ: ସୁବର୍ଣ୍ଣ ସକାଳ ମନୋଜ ଭଳ ତାରୁଣ୍ୟର ତରଙ୍ଗ ପରି ବସନ୍ତର ମଧୁର ପରଶ ଆଉ ବିଭୋର କରୁନି ମନକୁ ଆଗ ଭଳି, ଅନୁରାଗରେ ବନ୍ଧା ପଡିଥିବା ଜୀବନ ଅସ୍ଥିର ହେଉନି ଏବେ ବିଶ୍ୱାସର ଫରୁଆରେ ସାଇତି ରଖିବାକୁ ମମତାର ଫୁଲ ଅନ୍ୟଲାଗି । ସବୁଏଠି ଅଦଳ ବଦଳ ବିବର୍ଣ୍ଣ ପୃଥିବୀ…

ବାଟବଣା…

ବାଟବଣା... ଜୟ ଜଗନ୍ନାଥ ମଲ୍ଲିକ ଦୁଃଖକୁ ପାଶୋରି ତୁମ ହାତ ଧରି ଚାଲିଥିଲି ଯେତେ ବାଟ, ଅଳପ ସୁଖର ସଂସାର ଗଢିକି ଛାଡ଼ିଦେଲୁ ମୋର ହାତ । ମୋ ଚଲାପଥେ ଚାଲୁଥିଲି ମୁହିଁ ମୋ ଜୀବନ ଚାଖି ଏକା, ଆସିଲୁ ଅଧାରୁ ହାତ ଧରିବାକୁ ସପନରେ ହେଇ ଦେଖା । ପ୍ରେମ ବରାଦରେ ସୁଖ ଖୋଜିବାକୁ ବସିଗଲୁ…

କିଛି କଥା ବାକି ଥାଉ…

କିଛି କଥା ବାକି ଥାଉ... ଶ୍ୱେତା ରାଉତ ଶତାବ୍ଦୀ ଆରମ୍ଭରୁ ଝୁଣ୍ଟି ପଡି ଚାଲୁଥିଲି ଏକା ଏକା ଠିକଣା ଜାଣିନଥିବା ଗନ୍ତବ୍ୟର ଅନ୍ୱେଷଣରେ କାଇଁ କେହି ତ କହିନଥିଲେ ମୋ ପାଇଁ ପାଲଟିଯିବାକୁ ଆଲୋକବର୍ତ୍ତିକା ! କେହି ତ ଦେଖି ପାରୁନଥିଲେ ପଥର ମୂର୍ତ୍ତିର ଲୁହ! କେହି ତ ପାଣି ଛାଟି ଉଠାଇ…

ଅୟୁତ ଆଶା…

ଅୟୁତ ଆଶା... ସୁସ୍ମିତା ମହାପାତ୍ର ପ୍ରତ୍ୟେକଟି ନା ଦେହରେ ଲୁଚି ରହିଥାଏ ଗୋଟେ ଛଳଛଳ ହଁ, ଘନ ଅନ୍ଧାର ଭିତରୁ ଉଇଁ ଆସୁଥିବା ପରି ଗୋଟେ ସଜଫୁଟା ଝଳଝଳ ମୁହଁ । କିଛି ଭିନ୍ନ ଏଠି ନିୟତିର ନିର୍ଦେଶ, ଶକ୍ତ କଠିନ ଆବରଣ ତଳୁ ସୂକ୍ଷ୍ମ କୋମଳ ଅଙ୍କୁରର ଉଦ୍‌ଗମନ ପରି ଜଡ଼ ଅଚେତନ ମଧ୍ୟରେ…

ଜୀବନ୍ୟାସ…

ଜୀବନ୍ୟାସ ସୁଶିର କୁମାର ସ୍ଵାଇଁ ପ୍ରେମ – ଏକ ଅଷାଢ଼ୁଆ ବର୍ଷା ଟୋପା ପାଣି କେତେବେଳେ ଦେହକୁ ଭିଯାଏ ପୁଣି କେତେବେଳେ ଭିଜାଏ ମନକୁ ଛପି ଛପି କାବୁ କରିଦିଏ ସାରା ଦେହ ଆଉ ମନ । ପ୍ରେମିକ ମୁଁ କୁଟା ଖିଅଟିଏ ପ୍ରେମିକାର ଉଜାଣି ନଈରେ, ସରିନାହିଁ ସନ୍ତରଣ ଏପର୍ଯ୍ୟନ୍ତ ତା…

ଛାତିଏ ଜହ୍ନରାତି…

ତୁମକୁ ପାଇବି ବୋଲି ଛୁଇଁଲି ଅନ୍ଧାରକୁ ମଜ୍ଜିଲି ପ୍ରେମରେ ବିତେଇଲି ତମ ସହ ରାତି ରାତି ଶୋଇଲି ତମ କୋଳରେ ନିଜର କଲି ନିରବ ମୂହୁର୍ତ୍ତ ମାନଙ୍କୁ ଅସହାୟ ଦିଶୁଥିବା ତାରା ମାନଙ୍କୁ ବୁଝେଇଲି ଅନ୍ଧାରର ଉଷ୍ମ ଚେତନାକୁ ଉପଭୋଗ କଲି ମନଭରି । ହଜିଲି ମୁଁ ନିବିଡ଼ ଶିହରଣରେ ହଜିଲି…

ଗୋଟେ ଚେଇଁ ଉଠୁଥିବା ରାତି…

ବିଡାଏ ଦରଶୁଖିଲା ଘାସ ନେଇ ବଉଳ ଗଛ ମୂଳେ ପକେଇଦେଲା ମକୁ, ଯେଉଁଠି ଦିନସାରା ଝୁମୁରି ବନ୍ଧା ହୁଏ । ଶୁଖିଲା ହୋଇଥାଏ ବୋଲି ଘାସ ଉପରେ ବ୍ରାହ୍ମଣ ମନ୍ତ୍ରପାଣି ଛିଞ୍ଚିଲା ପରି ପାଣି ଅଞ୍ଜୁଳେ ବୁଣିଦେଲା । ଗୁହାଳରୁ ଝୁମୁରିକୁ ଆଉ ତା ସହିତ କିଛିଦିନ ତଳେ ଜନ୍ମିଥିବା କଅଁଳା ଅଣ୍ଡିରା…