Latest Odisha News

BREAKING NEWS

Browsing Category

ସାହିତ୍ୟ

କନ୍ଧମାଳରେ କଳିଙ୍ଗ ସାହିତ୍ୟ ମହୋତ୍ସବ; ଜାଣନ୍ତୁ କେବେଠାରୁ ଆରମ୍ଭ..

ଭୁବନେଶ୍ୱର : ପ୍ରକୃତି, ସଂସ୍କୃତି ଓ ସାହିତ୍ୟ ମଧ୍ୟରେ ଥିବା ପାରସ୍ପରିକ ସମ୍ବନ୍ଧ ବିଷୟରେ ଚର୍ଚ୍ଚା କରିବା ପାଇଁ ଓଡିଶା ଡାଏରୀ ଫାଉଣ୍ଡେସନ ଓ କଳିଙ୍ଗ ସାହିତ୍ୟ ମହୋତ୍ସବର ମିଳିତ ପ୍ରୟାସରେ ଆସନ୍ତା ଡିସେମ୍ବର ୧୪ ଓ ୧୫ ତାରିଖରେ ଫୁଲବାଣୀଠାରେ ଦ୍ଵିତୀୟ କନ୍ଧମାଳ ସାହିତ୍ୟ ମହୋତ୍ସବ ଆରମ୍ଭ…

ରାଜ୍ୟ ପୁସ୍ତକ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟା: ଶ୍ରୀଲଙ୍କା ସାହିତ୍ୟିକ ଦୟା ଦିସାନାୟେକ ମୁଖ୍ୟବକ୍ତା

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ । ‘ଅକ୍ଷର’ ନାମରେ ନାମିତ ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଆଜି ଏହି ମହୋତ୍ସବର ଦ୍ଵିତୀୟ…

କଳିଙ୍ଗ ଯୁଦ୍ଧର ଐତିହାସିକ ପ୍ରମାଣ ନାହିଁ : ଦୟା ଦିସାନାୟକେ।

ଭୁବନେଶ୍ବର: ପ୍ରଚଳିତ ତଥ୍ୟ ଓ ଉପଲବ୍ଧ ଅଧ୍ୟୟନରୁ କଳିଙ୍ଗ ଯୁଦ୍ଧ ହୋଇଥିବାର କୌଣସି ପ୍ରମାଣ ମିଳୁନାହିଁ ବୋଲି ମନ୍ତବ୍ୟ ଦେଇଛନ୍ତି ଶ୍ରୀଲଙ୍କାର ବିଶିଷ୍ଟ ସାହିତ୍ୟିକ ତଥା 'ଅଶୋକ କିଏ' ପୁସ୍ତକର ରଚୟିତା ଦୟା ଦିସାନାୟକେ। ଏଠାରେ ଅନୁଷ୍ଠିତ ହେଇଆସୁଥିବା ମାସିକ କେ ଏଲ ଏଫ ପାଠଚକ୍ରରେ ଭାଗ…

ଅପରାଧୀ

ମନେମନେ କିଛି ଗୋଟିଏ କଥା ଭାବି ଯାଉଥାନ୍ତି ଜଷ୍ଟିସ୍ ସେନାପତି। ଦୀର୍ଘ ୨୫ବର୍ଷର ଚାକିରି କାଳରେ ସେ କେବେ ଏତେ ବିଚଳିତ ହୋଇ ନଥିଲେ। ଆଜି ତାଙ୍କ ମନ ଆଉ ବିବେକ ମଧ୍ୟରେ ଭୀଷଣ ଦ୍ୱନ୍ଦ୍ୱଯୁଦ୍ଧ! ଅନ୍ୟମନସ୍କ ଭାବରେ ନିଜକୁ ନିଜେ ଉତ୍ତର ଦେବାକୁ ଚେଷ୍ଟା କରୁଥାନ୍ତି। "ଦୋଷୀ ଦଣ୍ତ ନପାଉ ସେ…

ଜନ୍ମଦିନର ଡ଼ାକ

ଜନ୍ମଦିନର ଡ଼ାକ ପ୍ରତିଭା ଶତପଥୀ ଜନ୍ମଦିନରେ ମୋର, ଡାକିଦେଲା କିଏ ବୋଉର ଡ଼ାକପରି ଶୁଭିଗଲା ତ ସେ ଯେ କେବେ ଠୁଁ ନାହିଁ... ଏମିତି ଗୋଟିଏ ମଗୁଶୀର ଭୋର ମତେ ଜନ୍ମକଲା ଝର୍କା ସେପଟୁ, ଫୁଲବୁଦାମାନଙ୍କୁ ଅନେଇଁ ଥିଲା ଯନ୍ତ୍ରଣାକାତର, ତା’ ପରେ ମନମରା ହୋଇ ପାଳିଲା- ଆଜୀବନ ଗୋଟିଏ…

ଦେଶର ଦାୟ ନା ମଣିଷ ଓ ପୃଥିବୀର ଦାୟ – ମହାତ୍ମା ଓ କବିଗୁରୁଙ୍କ ବିତର୍କ

ଦେଶର ଦାୟ ନା ମଣିଷ ଓ ପୃଥିବୀର ଦାୟ - ମହାତ୍ମା ଓ କବିଗୁରୁଙ୍କ ବିତର୍କ କେଦାର ମିଶ୍ର ସ୍ୱାଧୀନତା ଆନ୍ଦୋଳନ ସମୟରେ କେବଳ ଏକ ରାଜନୈତିକ ସଂଘର୍ଷ ଆମେ କରିନଥିଲୁ । ସ୍ଵାଧୀନତା ଆନ୍ଦୋଳନ ସହିତ ଦେଶର ବିଭିନ୍ନ ପ୍ରାନ୍ତରରେ ଏକ ବୌଦ୍ଧିକ ମନ୍ଥନ ମଧ୍ୟ ସମାନ୍ତରାଳରେ ଚାଲିଥିଲା । ଏହି…

ସୁନା

ସୁନା ଅନୁରାଧା ମିଶ୍ର ଦିନେ ଦେଖିଲି ମୁଁ ସୁନାକୁ ପାଖରୁ ଅତି ପାଖରୁ! ଦାଉ ଦାଉ ନିଆଁରେ ଜଳି କେମିତି ସେ ଦିଶୁଥିଲା ଉଜ୍ଜ୍ୱଳ! ଠିକ୍ ସେମିତି ମନେହେଲା ମୋତେ ତୁମ ହାତ ଧରିବା ଦିନଠୁଁ ମୁଁ ବି ଜଳୁଥିଲି ଏମିତି କେବେ ଅଶ୍ରୁରେ ତ କେବେ ପ୍ରେମରେ! ଏ ଜଳିବାର ଅନ୍ୟ ନାମଟା…

ସ୍ପର୍ଶ

ସ୍ପର୍ଶ ଅସୀମା ସାହୁ ଯଦି କୋମଳ ସ୍ପର୍ଶ ଚର୍ମ ଛୁଇଁ କହିଦେଇ ପାରୁଛି ମନର କଥା ଆଉ ଆଙ୍ଗୁଳିମାନେ ଦେହସହ ଟୁପୁର୍ ଟାପୁର୍ କଥା ହୋଇପାରୁଛନ୍ତି ତେବେ ଏତେ ଉଚ୍ଚାରଣର କୋଳାହଳ କଣ ଦରକାର ! ଯଦି ବିନା ଶବ୍ଦରେ ମୁଁ ମୋ ପ୍ରିୟତମଙ୍କ ନାଲିଜାଇଭରା ମସୃଣ ପିଠିରେ କବିତା ଲେଖିପାରୁଛି,…

କିଏ ସିଏ?

କିଏ ସିଏ? ସୋନାଲି ପଣ୍ଡା କିଏ ସିଏ? କାହାର ଏ ମୁହଁ ଅଧାଗଢ଼ା; ଅଧାଭଙ୍ଗା ଦର୍ପଣରେ ଦିଶେ କାହାର ଏ ସ୍ୱର ଛଳ ଛଳ ଓଠ ତଳେ ମେଘରଙ୍ଗ ଭାସେ କାହାର ଏ ଆଖି ଆଖି ନୁହେଁ, ଆଖି ପରି ଚିତ୍ର ହଳେ ଲାଗେ କାହାର ଏ ପାଦ ରୁଣୁଝୁଣୁ ପାଉଁଜିରେ ଜୀବନକୁ ଭୋଗେ କାହାର ଏ ସ୍ୱପ୍ନ; ସ୍ୱପ୍ନ…

ସାହିତ୍ୟର ଇତିହାସ ଓ ଅର୍ଦ୍ଧସତ୍ୟ

ସାହିତ୍ୟର ଇତିହାସ ଓ ଅର୍ଦ୍ଧସତ୍ୟ କେଦାର ମିଶ୍ର ଇତିହାସରେ ଯାହା ଲେଖାଥାଏ, ତା’ର ସମାନ୍ତରାଳରେ ଆଉ ଏକ ଅଲେଖା ଇତିହାସ ରହିଥାଏ । ଲିଖିତ ଇତିହାସ ଅପେକ୍ଷ ଲେଖା ହୋଇନଥିବା ଇତିହାସର ପରିଧି ବହୁତ ବଡ଼ । ଏକଥା ଆମ ଐତିହାସିକମାନେ ମାନିବାକୁ ନାରାଜ । ସାହିତ୍ୟର ଇତିହାସ ଲେଖୁଥିବା…