Latest Odisha News

BREAKING NEWS

Browsing Category

ସାହିତ୍ୟ

କିଂବଦନ୍ତିର କଂଠ

କିଂବଦନ୍ତିର କଂଠ ମନୋଜ ଦାସ ବାପାଙ୍କ ଜେଠାପୁଅ ଭାଇ ବାବାଜି ହୋଇଯାଇଥିଲେ । ଏହି ବଡ଼ବାପା ଶ୍ରୀଧର ବାବାଜିଙ୍କର ତପୋବନ ଭଳି ଉଦ୍ୟାନ ପରିବେଷ୍ଟିତ, ସର୍ବଦା ପରିଚ୍ଛନ୍ନ ମାଟି ଘର ଭିତରେ ରାଧାକୃଷ୍ଣ ବିଗ୍ରହଙ୍କ ଅଦୂରରେ ବସି ଜୀବନରେ ପ୍ରଥମେ ପୁରୀ, ବାରାଣସୀ, ହରିଦ୍ୱାର, ମଥୁରା,…

ସେଦିନୁ ବସିଛି ସମୁଦ୍ରକୁ ମୁହଁ କରି

ସେଦିନୁ ବସିଛି ସମୁଦ୍ରକୁ ମୁହଁ କରି ଶୈଳବାଳା ମହାପାତ୍ର ସେଦିନୁ ବସିଛି ସମୁଦ୍ରକୁ ମୁହଁକରି ଦେଖିବି ବୋଲି ତମ ଉଆସ ଡୁବିବା ଦୃଶ୍ୟ ! ଆଉ କେତେ ବାଟ ଥିଲା କି ଏମିତି? ତମେ ତରତର ରେ ପକେଇଲ ପାହୁଣ୍ଡ କହିଲ: ଆସୁଥା' ପଛରେ ମୁଁ ଯାଉଛି ଆଗ ନାଆ କାଳେ ଛାଡ଼ି ଦେବ କୂଳ ! ଯା'…

ଚୁପଚାପ୍

ଚୁପଚାପ୍ ଅମିୟ ବେଜ୍ ଆଜିକାଲିର ପିଲାଏ ! ସାଧାରଣ କଅଣ ? ଅସାଧାରଣ ଜ୍ଞାନର ମାଲିକ ସବୁ । ସେମାନଙ୍କୁ ଜଣାଥିବ ନିଶ୍ଚୟ ଯେ' ମିରର୍ ରେ ପଛପାଖର ଘଟଣା-ଦୁର୍ଘଟଣା , ଆବଶ୍ୟକତା ଠାରୁ ଆଉରି ନିକଟତର ଦୃଶ୍ୟ ହୁଏ ବୋଲି । ତଥାପି ଦୁହେଁଯାକ ବେଫିକର୍ । ସମୟ ବୋଧେ ସରିଯିବ ଆଜିକପାଇଁ । କାଲିର…

ପ୍ରେସିଡେ଼ନ୍ସୀ ଓ ତା’ ପରେ

'ଅମାବାସ୍ୟାର ଚନ୍ଦ୍ର' ଉପନ୍ୟାସ ପାଇଁ ବର୍ଷବର୍ଷ ଧରି ଓଡ଼ିଆ ପାଠକଙ୍କ ହୃଦୟରେ ରହିଆସିଛନ୍ତି ଓ ରହିବେ ପ୍ରସିଦ୍ଧ ଲେଖକ ବାରିଷ୍ଟର ଗୋବିନ୍ଦ ଦାସ । 1929 ମସିହାରେ ଜନ୍ମ ନେଇଥିବା ଏଇ ବିରଳ କଥାକାର ପରବର୍ତ୍ତୀ ସମୟରେ 'ଭଗ୍ନାଂଶ', 'ଲାସୁ ' ଓ 'ସୂର୍ଯ୍ୟାସ୍ତ' ନାମରେ ମଧ୍ୟ ଆଉ ତିନୋଟି…

ମିସୀ ଓ ଈଡଲି ଛାଞ୍ଚ

ମିସୀ ଓ ଈଡଲି ଛାଞ୍ଚ ପ୍ରମୀଳା ଶତପଥୀ ଗୋଟେ ଈଡଲି ଛାଞ୍ଚପାଇ ଯେ ରକ୍ତ ସମ୍ପର୍କରେ ଫାଟପଡିଯିବ ଏହାଥିଲା ମୋ କଳ୍ପନାର ବାହାରେ। ମିଷ୍ଟର ଆଦିତ୍ୟ, ପୁଅ ଆକାଶ ଓ ମୋତେ ଈଡଲି ମୋଟେ ଭଲଲାଗେନି।  କେହି ବାଧ୍ୟକରି ଈଡଲି ଖୁଆଇଲେ, ପାଟିକୁ ନେଲାମାତ୍ରେ ବାନ୍ତି ଉଠାଏ। କିନ୍ତୁ ମୋ ଛୋଟଝିଅ,…

ସ୍ୱାଗତିକା ସ୍ୱାଇଁଙ୍କ ଉପନ୍ୟାସ ‘ନିକୁଲ’

ସ୍ୱାଗତିକା ସ୍ୱାଇଁଙ୍କ ଉପନ୍ୟାସ 'ନିକୁଲ' ଆର୍ଯ୍ୟକୁମାର ହର୍ଷବର୍ଦ୍ଧନ ସ୍ୱାଗତିକା ସ୍ୱାଇଁ ‘ଝିଅ ପାଇଁ କବିତା’ ଲେଖି ଯେତିକି ପ୍ରଶଂସା ସାଉଁଟିଛନ୍ତି; ଅସଂପର୍କ, ଏଇ ଦୁଃଖର ନାଁ ନାଇଁ ଆଦି ଗଳ୍ପ ସଂକଳନରେ ପ୍ରିୟ ଗାଳ୍ପିକାର ଆସନ ଅଳଂକୃତ କରିଛନ୍ତି । ‘ନିକୁଲ୍’ ଉପନ୍ୟାସଟିରେ ଶିଶୁ…

ବାରମ୍ବାର ପ୍ରେମରେ

ବାରମ୍ବାର ପ୍ରେମରେ ନୀହାରିକା ମଲ୍ଲିକ ତୁମେ କୁହ ପ୍ରେମରେ ପଡିବା ସହଜ କ୍ଷଣଟିଏ ଲୋଡା, ଆଖିରେ ଆଖି ମିଶିବାକୁ ମନ ସହ ମନ ମିଶିବାକୁ ଆଉ ତାପରେ ବାସ୍ ହୋଇଯାଏ ପ୍ରେମ । ପରଖି ନିରେଖି ପ୍ରେମ କରିହୁଏନି , ଆଖିବୁଜି ବିଶ୍ଵାସର ସହ ପିଇଯାଅ ଆଉ ତା'ପରେ ଦେଖ ସବୁ ପ୍ରେମମୟ,…

ମଜା

ମଜା ଜ୍ଞାନ ହୋତା ଚାଳଘର ମଜା ଦୋତାଲାରେ ନାହିଁ ପଖାଳର ମଜା ତତଲାରେ ନାହିଁ ! ଗୁଣୁଗୁଣେଇବା ମଜା ଗାଇବାରେ ନାହିଁ ଚାଖିବାର ମଜା ଭାଇ ଖାଇବାରେ ନାହିଁ ! ଭାବିବାର ମଜା ଛୁଇଁବାରେ ନାହିଁ ଉଣ୍ଡିବାର ମଜା ଚାହିଁବାରେ ନାହିଁ ! ଚୁପ ରହିବାର ମଜା କହିବାରେ ନାହିଁ ଢୁଳେଇବା ମଜା…

କଳାଜାଇ

କଳାଜାଇ ବିକ୍ରମ କେଶରୀ ପାଣି ସଫେଦ କାଗଜଟା ଭଲ ଲାଗେନି ବୋଲି ଢାଳିଦେଲି ମେଂଚାଏ ରଂଗ ଗୋଚର ଜମିକୁ ଦେଖି କଷ୍ଟ ହେଲା ବୋଲି ନିଜେ ଚଷିଲି, ପୋତିଦେଲି ବୀଜ ସପ୍ନରେ ଡେଣା ଲାଗିଲା ଉଜୁଡା ସୁନ୍ଥାରେ ତୋର ରଂଗ ଚହଟିଲା । ଜହ୍ନରେ କଳଂକ ସୁନ୍ଦର ପ୍ରେମରେ ଯନ୍ତ୍ରଣା ମଧୁର । ତୋଫା…

ଯଦି କେବେ ନାରୀ ହୋଇଯିବି

ଯଦି କେବେ ନାରୀ ହୋଇଯିବି ରାଜେଂଦ୍ର କିଶୋର ପଂଡା ସୁନା ଖଡ଼ିକାରେ ଲହୁଣୀ ଲାଗିବ ମନରେ ଅୟୁତ ଡେଣା ସବୁ ଫୁଲ ସବୁ ଫେଣାରୁ ଠୁଳେଇ ଓଠୁ ହୃଦୁ ମହୁକଣା ମୟୂର ପୁଚ୍ଛର ବେହରଣ ନେବି ସରୁ ମୃଣାଳର କାଚ ଛୁଇଁ ଛୁଇଁ ସବୁ ଜୀଆଁଇ ଜୀଆଁଇ ହେଉଥିବି ନାଚନାଚ ଦୂରୁ ବହୁଦୂରୁ ଅଜଣା ଶିଖର…