Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ତୁମେ

ପ୍ରସେନଜିତ୍ ସେଠୀ ତୁମେ କଣ ଭାବ ମୋତେ ତ ଅଜଣା ମୁଁ କିନ୍ତୁ ଭାବେ ତୁମକୁ ସ୍ୱପ୍ନର ନାୟିକା କରି ଭାବନାରେ ପ୍ରେମେ ହଜାଏ ନିଜକୁ !! ମନ ମୋର ଥିଲା ଶୁଷ୍କ ଉଦାସୀନ ଚିର ନୈରାଶ୍ୟର ପଥେ ଜୀବନର ରସ ଥିଲା ସ୍ଵାଦହୀନ ହୀନ ମରୁଭୂମି ସତେ !! ଅକସ୍ମାତ ଏଇ ଶୁଷ୍କ ମରୁ ପରେ ତୁମେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୯)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଆଚ୍ଛା, ତା'ହେଲେ ତୁ ଏବେ ବି ସେଇ ନିଷ୍ପତିରେ ଅଛୁ ଯେ କେବଳ ଝିଅମାନେ ପଢ଼ୁଥିବା ଗୋଟେ ବୋର୍ଡ଼ିଙ୍ଗ୍ ସ୍କୁଲ୍‌ରେ ପଢ଼ିବୁ?” ଟିକେ ଆଶ୍ଚର୍ଯ୍ୟ ହେଲା ଭଳି ବୀରାର ଆଚାି କହିଲେ । ମୁଣ୍ଡ ହଲେଇ ବୀରା କହିଲା, “କ’ଣ…

ଭାଷା ଭାଗବତ : ଚିତ୍ତର ସୁଦଶା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂସ୍କୃତୋଡ଼ିଆ ମିଶ୍ରଭାଷା ଯୋଗୁଁ ହୋଇଛି ଯେଉଁ ଦଶା ଚଂଚଳ ତା'ର ନିବାରଣ କରିଲେ ଏବେ କବିଗଣ ଓଡ଼ିଆ ନିଜ ରୂପ ଧରି ହେବ ଅଧିକ ହିତକାରୀ ଅଳ୍ପଶିକ୍ଷିତ ଆମ ଲୋକ ମାରିପାରିବେ ଜ୍ଞାନଭୋକ ପଦ୍ୟ, ଅପଦ୍ୟ ଦୁଇ ଧାରା ଆମ…

ରାଜ୍ୟ ଗ୍ରନ୍ଥାଗାରରେ ପାଠକମାନଙ୍କୁ ମାର୍ଗଦର୍ଶନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : ବିଭିନ୍ନ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ବିଦ୍ୟାର୍ଥୀମାନେ ସମ୍ମୁଖିନ ହେଉଥିବା ସମସ୍ୟା ଓ ସେମାନେ ପରୀକ୍ଷା ପ୍ରଶ୍ନପତ୍ରର ଉତ୍ତର ପ୍ରଦାନ କଲାବେଳେ କରୁଥିବା ତ୍ରୁଟିର ଅବତାରଣା କରି ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ମାର୍ଗଦର୍ଶନ ପ୍ରଦାନ କରି ସେମାନଙ୍କୁ ବିଭିନ୍ନ ପ୍ରତିଯୋଗିତା…

ଗଳ୍ପ : ନୀଳ ଇନଲାଣ୍ଡ ଲେଟର

ଲକ୍ଷ୍ମୀପ୍ରିୟା ଓଝା  ବାପା ନୀଳ ଇନଲାଣ୍ଡ ଲେଟରଟିଏ ଧରି ଠିଆ ହେଇଥିଲେ ମଝି ଦୁଆରେ । ଜେଜେ ବସିଥିଲେ ପିଣ୍ଡ|ରେ ତାଙ୍କ ନିର୍ଦ୍ଧାରିତ କାଠ ଚୌକି ଉପରେ । ମା ସେଇଠି ତଳେ । ବୋଉ ରୋଷେଇଘର ଦୁଆର ମୁହଁରେ ଆଉ ଦେଈ ଠିଆ ହେଇଥିଲେ ତାଙ୍କ ନୁଆଁଣିଆ ଚାଳ ଘର କବାଟକୁ ଆଉଜି । ମୁଁ ସେଇ ପିଣ୍ଡ|…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୮)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ମୁଁ ଅଲବତ୍ କରିପାରିବି । ତୁ ଭୁଲିଯାଆନା ଯେ ମୋ ସମ୍ମତି ଦେଇ କୌଣସି ବି ଫର୍ମରେ ମୁଁ ଦସ୍ତଖତ ଦେଇନି । ଏବେ ତୁ ସ୍ଥିର କର ।” “ମମ୍‌...” “ତୁ ଏବେ ହିଁ ସ୍ଥିର କର । ଜଲ୍‌ଦି ସ୍ଥିର କର ।”…

ଭାଷା ଭାଗବତ : ଉପହାସ୍ୟ ଚିଂତା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏବେ କେତେକ ପ୍ରଭୁଭକ୍ତ ବିଚିତ୍ର ବ୍ୟାଧିରେ ପୀଡ଼ିତ ' ଧର୍ମୀୟ ଭାବନା ଆହତ ' ନାମରେ ତାହା ପରିଚିତ ପଢ଼ି ବାକ୍ୟ ଓ ଶୁଣି ବାଣୀ ସତରେ କାହିଁକି କେଜାଣି ମନେ ହୁଅଂତି ମିଛେ ଗୁଣି ହୋଇଗଲା ବିଶ୍ବାସ ହାନି ଏ ଧର୍ମ ଅଟେ…

ଅଭୁଲା ଗୀତ : ବନଫୁଲ ବନେ

ଗାୟନ : ପ୍ରଫୁଲ୍ଲ କୁମାର ସିଂହଦେଓ ଗୀତ : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଚଳଚ୍ଚିତ୍ର : ରୋଲସ୍ ଟୁ ଏଇଟ୍‌, ୧୯୫୦ ବନଫୁଲ ବନେ ବନଫୁଲ ବନେ ଝାଉଁଳିଲା ବନଫୁଲ ବନେ ଝାଉଁଳିଲା ଦଗାଦିଆ ଭଅଁର ସେ ଦୂର ଦେଖା ଦେଲାରେ ଦଗାଦିଆ ଭଅଁର ସେ ଦୂର ଦେଖା ଦେଲାରେ ସଞ୍ଜ ଗଡ଼ି ରାତି ହେଲା…

ମାତୃଭାଷା ପ୍ରତି ମମତା ମତେ ସାହିତ୍ୟ-ମନସ୍କ କରାଇଲା : ଚନ୍ଦ୍ରା ମିଶ୍ର

ସମ୍ପ୍ରତି ଓଡ଼ିଶା ସାହିତ୍ୟରେ ଜଣେ ଅଗ୍ରଣୀ ଲେଖିକା ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଚନ୍ଦ୍ରା ମିଶ୍ର । ବିଦେଶ ମାଟିରେ ପ୍ରଥମ ଓଡ଼ିଆ ସେବିକା ଭାବରେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିବା ଶ୍ରୀମତୀ ମିଶ୍ର ମାତୃଭୂମି ଓ ମାତୃଭାଷାର ପ୍ରେମରେ ସଦା ସର୍ବଦା ନିମଜ୍ଜିତା ।ଗଳ୍ପ,…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୭)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ହଉ, ତୁ ଆଗରେ ଚାଲ । ମୁଁ ରୁମ୍‌ଟିକୁ ସଜାଡ଼ି ଦେଇ ଯାଉଛି ।” ବୀରା କହିଲା । ଲିଭିଂ ରୁମ୍‌ରେ ପହଞ୍ଚି ବୀରା ଦେଖିଲା ଯେ ସୋଫା ଉପରେ ସୁନୈନା ଗଡ଼ୁଛି, ତା' ମମ୍‌ଙ୍କ କୋଳରେ ଗୋଟେ ପାଦ ରଖିଦେଇଛି ଯିଏ ତା'ର…