Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୬)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଗେଟ୍ ପାଖରେ ପହଞ୍ଚିବା ମାତ୍ରେ ସିଡ଼୍ ଓ ରୋହାନ୍‌କୁ ସେ କୋଳେଇ ନେଇ ଭାବ ପ୍ରବଣତାରେ କାନ୍ଦି ପକାଇଲେ । ଏତେ ସମୟର ଦୀର୍ଘ ଯାତ୍ରା ଏବଂ ଅନ୍ୟାନ୍ୟ ବିଷୟରେ ପଚାରି ବୁଝିବା ପରେ ମିଃ. ପରିମଲ୍‌ଙ୍କ ପଛପଟେ…

କବିତା : ଏକାକୀତ୍ଵ

ମଞ୍ଜୁ ରାଣୀ ବେହେରା  କେଜାଣି କାହିଁକି ସେଇ ଚିହ୍ନା ଚିହ୍ନା ଭିଡ଼ରେ ବି ନିଜକୁ ଖୁବ୍ ଏକଲା ପାଏ। ଆତ୍ମୀୟତାର ମୁହଁ ଖୋଜୁ ଖୋଜୁ ଅସ୍ପଷ୍ଟ ଆବେଗ ସବୁ ମେଘାଚ୍ଛନ୍ନ ଆକାଶରେ ହତାଶାର ଧୁମ୍ରାଭ କୁହେଳିକା ପାଲଟିଯାଏ। ମୁଁ ସେମିତି ଠିଆ ହୋଇଥାଏ ପୁରା ଚୁପଚାପ୍ ଆଞ୍ଜୁଲାଏ…

ଭାଷା ଭାଗବତ : ଫୋନ୍‌ ସଂପୃକ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତ୍ୟଧିକ ଫୋନ୍‌ ସଂପୃକ୍ତି କମାଇଥାଏ ଚିଂତା ଶକ୍ତି ସର୍ବଦା ବିଚଳିତ ମତି କରେ ବ୍ୟକ୍ତିର ଖୁବ୍‌ କ୍ଷତି ଦିନକୁ ଘଂଟାଏ କେବଳ ଫୋନ୍‌ ସହିତ ଚାଲୁ ଖେଳ ଜୀବନ ସହ ରହୁଁ ଲାଖି ବହୁ କଥା ପାରିବା ଶିଖି ନିର୍ଜୀବ ଯଂତ୍ର…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୫)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଯାତ୍ରାଟା ଆରାମଦାୟକ ଥିଲା ତ ପିଲାମାନେ? ଆଚ୍ଛା, ହଁ, ବୀରା, ତମ ଅଙ୍କଲ ଓ ଆଣ୍ଟିଙ୍କ ସହ ସୁରେଖା କଥା ହୋଇଥିଲା । ସେମାନେ ଏବେ ସିମ୍‌ଲାରେ ସପ୍ତାହେ ହେଲା ଛୁଟି ମନଉଛନ୍ତି । ଏ ଘଟଣା ବିଷୟରେ ଜାଣିବା ପରେ…

କବିତା : ପାଦଚିହ୍ନ

ରାଜ କିଶୋର ଦାସ  ପାଦକଥା କ’ଣ ବା କହିହେବ ଏକଥା ସତ୍ୟ ଯେ, ମୋଠୁ, ଆମଠୁ ତୁମେ ପାଦେ ଅଧିକା । ନଖ କୋଣରୁ ବୁହାଇ ପାର ନଈ ସମୁଦ୍ର ଉପରେ ଉପରେ ବେଶ୍ ପାଦଥାପି ଚାଲିପାର, ବହୁ ଚିତ୍ରବିଚିତ୍ରର ତଳିପା ! ଭୂମିରେ କେବେ ତୁମ ପାଦ ଲାଗିଛି ଜାଣେନା, ମୋ ଛାତି ସାରା କିନ୍ତୁ ବିଛେଇ…

ଭାଷା ଭାଗବତ : ଜିଇଁବା ନିତ୍ୟକର୍ମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂସାରେ ରହି ଅଛୁଁ ପଡ଼ି ଜିଇଁବା ଦେଇଅଛୁଁ ଛାଡ଼ି ଏଠି ସେଠି ସର୍ବଦା ଗଡ଼ି ପାରୁନୁ ବଢ଼ି କିଂବା ଉଡ଼ି ପବନ, ବର୍ଷା ଆସେ ମାଡ଼ି ତେବେ ବି ଚଳାଇଲେ ଗାଡ଼ି ଝଡ଼ରୁ ପାରିବା ମୁକୁଳି ସଂସାର ହେବ ପୂର୍ବ ଭଳି ହୋଇ ଝଡ଼ର…

ଅଭୁଲା ଗୀତ : ଭୁଲନା ଭୁଲନା ସଖୀ ଆରେ

ସଙ୍ଗୀତ : ଭୁବନ କିଶନ ଗାୟନ : କମଳା ଦେବୀ ଗୀତ : ମନୋଜ ଦାସ ଚଳଚ୍ଚିତ୍ର : ଭାଇଭାଇ, ୧୯୫୬ ଭୁଲନା ଭୁଲନା ସଖୀ ଆରେ ରାଖୀ ଦେଲି ତୋ ବାହୁ ’ପରେ ତୋ ବାହୁ ପରେ ଝଞ୍ଜା କେତେ ମତ୍ତ ବାଆ ଆସୁ ଯେତେ ବହିରେ ଘୂର୍ଣ୍ଣି ଜଳେ ନୌକା ତୋର ଚାଲୁ ସବୁ ସହିରେ ଜୀବନ ପଥେ ପଥେ…

ସମ୍ମାନ ଓ ସ୍ୱୀକୃତି ଲେଖକକୁ ଭଲ ଲେଖିବାକୁ ଉତ୍ସାହିତ କରେ : ସାଇଜ୍ୟୋତି ପ୍ରଧାନ

ସମକାଳୀନ ଓଡ଼ିଆ ସାହିତ୍ୟରେ ସାଇଜ୍ୟୋତି ପ୍ରଧାନ ଏକ ସଶ୍ରଦ୍ଧ ଉଚ୍ଚାରଣ  ତାଙ୍କ ଲେଖନୀ ନିଃସୃତ ପ୍ରତିଟି ଶବ୍ଦରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ । ଜୀବନ୍ତ ଲାଗେ ପ୍ରତିଟି କୃତି। ଓଡ଼ିଆ ସାହିତ୍ୟ ଜଗତରେ ଜଣେ ନିଷ୍ଠାପର…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୪)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସେମାନଙ୍କ ଉଡ଼ାଜାହାଜ ଦିଲ୍ଲୀରେ ପହଂଚିଲା ବେଳକୁ, ବୀରା ସିଟ୍‌ରେ ଥାଇ, ଝର୍କା ଦେଇ ବାହାରକୁ ଚାହିଁଲା । ରନ୍‌ୱେଟି ସିମେଚାର ଥିଲା, କିନ୍ତୁ ବୀରା ଏଠିକୁ ଆସିଥିବା ପ୍ରତ୍ୟେକ ଥରର ସ୍ମୃତିର ରଙ୍ଗ , ଏ ରନ୍‌ୱେ…

କବିତା : ଶ୍ରାବଣର ଶାମୁକାଏ ଶିହରଣ

ସୁଜାତା ମିଶ୍ର ମେଘମାଳାର ଲାସ୍ୟମୟୀ ଋତୁ ପିନ୍ଧି ନେଇଛି ସବୁଜ ଶିଫନ୍ ଶାଢ଼ୀ, ଲାଲ୍ ରେଶମୀ ସୂତାରେ କିଏ ଆଙ୍କିଛି ଫୁଲକରୀ ଏମ୍ବ୍ରୋଡରି .. ଠା ଠା କରି.., ପୁଳା ପୁଳା ରକ୍ତିମ ଶିହରଣରେ ପ୍ରକୃତିର ସାବଜା ପଣତ ଯାଇଛି ଭରି ..! ଶାଗୁଆ ଘାସର ଲାଲ୍ ପରୀ ଟୋପାଏ ଶ୍ରାବଣ…