Latest Odisha News

BREAKING NEWS

Browsing Category

ସ୍ୱଳ୍ପ ଗଳ୍ପ

ସ୍ଵଳ୍ପ ଗଳ୍ପ : ସମୟର ଚିତ୍ରନାଟ୍ୟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୧ (କୋରସ୍) ଠିକଣା ତଉଲ ବେଉସା କହି ହାତରେ ନିକିତି ଧରିଛି ଭାଇ। ସଂସାର ବୋଲନ୍ତେ ଯେତେ ଗହକି ବେଗେ ନିଜ ମୂଲ ନିଅ ପରଖି। ପାଦରେ ଡେଣା ତା ପିଠିରେ ଡେଣା ଡେଣାକୁ ବୁଝିବା ପାଠରେ ଗଣା। ୨ (ନାଟ୍ୟାରମ୍ଭ)…

ସ୍ୱଳ୍ପ ଗଳ୍ପ : ରାଜାଙ୍କ ବାସ୍ନା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୦  ଖ୍ରୀପୂ ୨୧୦ ର କାହାଣୀ। କାହାଣୀ କହିଲେ ତ କେବଳ ଗୋଟିଏ ଅବସ୍ଥାନ। ବେଳେ ବେଳେ ନିର୍ଦ୍ଦିଷ୍ଟ,ବେଳେବେଳେ ଅନିର୍ଦ୍ଦିଷ୍ଟ । କାହାଣୀ କିନ୍ତୁ ପୁରାତନ ହୁଏ ନାହିଁ। ଯେତେବେଳେ ଦେଖିବ ଆଗ ଭଳି ବେଶ୍ ସତେଜ,ବେଶ୍…

ସ୍ୱଳ୍ପ ଗଳ୍ପ : ଡ୍ୟୁଡୋରେଣ୍ଟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୯ ଡ୍ୟୁଡୋରେଣ୍ଟର କଥା ମାନେ ଦେହର ଝାଳ କଥା ଅବଶ୍ୟ ଆସିବ। ଝାଳକୁ ନେଇ ଆମର ଅନେକ ଗୌରବଗାଥା ପ୍ରଚଳିତ ରହିଛି। ଅସଲରେ ଆମେ "ମୁଣ୍ଡ ଝାଳକୁ ତୁଣ୍ଡରେ ମାରିବା " ଭଳି ଯେତିକି ଯେତିକି ଆତ୍ମମୋହିତ ହେବା ଭଳି କଥାମାନ…

ସ୍ୱଳ୍ପ ଗଳ୍ପ : କ୍ଷୁଦ୍ରକାୟ ପୃଥିବୀ ଏବଂ ଦୀର୍ଘକାୟ ସମ୍ରାଟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୮ କ୍ଷୁଦ୍ରକାୟ ପୃଥିବୀ ଏବଂ ଦୀର୍ଘକାୟ ସମ୍ରାଟ କ୍ଷମତାର ଶକ୍ତ ରାଜଦଣ୍ଡଟି ଧାରଣ କରିଥିବା କାରଣରୁ ସମ୍ରାଟ ଆମର ଚେତନାରେ ଚିରକାଳ ଦୀର୍ଘକାୟ। ଏଇ କଥାକୁ କହିବାରର ଅର୍ଥ ନିଶ୍ଚୟ ଅତିକଥନ । ଦୀର୍ଘକାୟ ସମ୍ରାଟ…

ସ୍ୱଳ୍ପ ଗଳ୍ପ : କିଛି ବ୍ୟାଙ୍କ କର୍ମଚାରୀ, ଏକଦା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୭ ଗୋଟିଏ ବିଶେଷ ବର୍ଗ ତଥା କିଛି ବିଶେଷ ବ୍ୟାଙ୍କ କର୍ମଚାରୀଙ୍କୁ ଆଧାର କରି ଏଇ ଲେଖାଟି ଲିଖିତ। ପ୍ରଥମରୁ ଗୋଟିଏ ସ୍ପଷ୍ଟୀକରଣ। ସବୁ ବୃତ୍ତିରେ କିଛି ନା କିଛି ମାଙ୍କଡାମୀ ପ୍ରତ୍ୟକ୍ଷ ବା ପରୋକ୍ଷ ରୂପରେ ରହିଥାଏ।…

ସ୍ୱଳ୍ପ ଗଳ୍ପ : ଜଣେ ଅପରାଜିତ ରାଜକନ୍ୟା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୬ ବାସ୍ତବ ଜଗତର ରାଜକନ୍ୟାରୁ ସେ ଯେତେବେଳେ କାହାଣୀ ଜଗତର ଗୋଟିଏ ରାଜକନ୍ୟା ପାଲଟି ଗଲେ ସେତେବେଳେ ସେ ଅଧିକରୁ ଅଧିକ ସୁନ୍ଦର ଦିଶୁଥିଲେ। ରାଜକନ୍ୟାମାନଙ୍କୁ କାହାଣୀରେ ଅପରୂପା ଆଉ ଚିରକିଶୋରୀ କରି ରଖିବା ଭଳି ଆମର…

ସ୍ୱଳ୍ପ ଗଳ୍ପ : ଗଧର ପିଠିରେ ରକ୍ତଦାଗ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୫ ଗଧର ପିଠିରେ ରକ୍ତଦାଗ ସେ ଇଜିପ୍ଟର ଖଲିଫା। ନାଆଁ ଅଲ-ହକିମ୍ ବି-ଅମର । ତାଙ୍କର ମୁଣ୍ଡଦୋଷ ଥିଲା। ଆଉ ସେଇଥିପାଇଁ ଲୋକେ ତାଙ୍କୁ ପରୋକ୍ଷରେ କହୁଥିଲେ ହକିମ୍ ପାଗଳା। ହକିମ କହିଲେ ବୈଦ୍ୟଙ୍କୁ ବୁଝାଏ । ମାତ୍ର…

ସ୍ୱଳ୍ପ ଗଳ୍ପ : କୃଷ୍ଣଚୂଡ଼ାର ରଙ୍ଗ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୪ କୃଷ୍ଣଚୂଡ଼ାର ଗୋଟିଏ ସୁନ୍ଦର ନାଆଁ ଅଛି ଇଂରେଜୀରେ, ପିକକ୍ ଫ୍ଲାୱାର୍ । " ସିସିଲପିନା " ପ୍ରଜାତିର ଫୁଲ ମାନଙ୍କର ରଙ୍ଗ ବୈଚିତ୍ର୍ୟକୁ ନେଇ ସମ୍ଭବତଃ ଏଇଭଳି ଗୋଟିଏ ନାଆଁ ର ସୃଷ୍ଟି,ମୟୁର ପୁଷ୍ପ । ଦାରୁଣ…

ସ୍ୱଳ୍ପ ଗଳ୍ପ : ନୁବା, ଏକ ବିଦାୟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୩ ନୁବା ହେଉଛନ୍ତି ଖରାର ଦେବୀ। ତାହାହେଲେ ଏଇଠି ଖରା ଯେତେବେଳେ ଚାରିଆଡ ପ୍ରଚଣ୍ଡ ତାପର ପ୍ରହରଣଧାରିଣୀ(?) ସେତେବେଳେ ଗୋଟିଏ ଦେବୀ ରୂପରେ ଖରାକୁ ଦେଖିଲେ ଆମକୁ ସତରେ ଆଗ କେମିତି ଲାଗିବ ? ଦେବୀର ସହଜାତ…

ସ୍ୱଳ୍ପ ଗଳ୍ପ : ଗୋଟିଏ ଏପ୍ରିଲ ଫୁଲକୁ ନେଇ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୨ ଗୋଟିଏ ମଜା କଥା ତ । ଦେଖାଯାଉ ଶେଷକୁ ଇଏ କ'ଣ ? ଊଣେଇଶ ଏକୋଇଶ ମସିହାର ଏପ୍ରିଲ୍ ପହିଲା ଦିନ ଜର୍ମାନୀର ବିଶିଷ୍ଟ ସମ୍ବାଦ ପତ୍ର "ଲିଡୋଭେ ନୋମିନି"ରେ ଗୋଟିଏ ଖବର ପ୍ରମୁଖ ଭାବରେ ପ୍ରକାଶିତ ହୋଇ ଥିଲା । ଦେଖିବାକୁ ଗଲେ…