Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

କରୋନା ସତର୍କତା: କଟକଣା ସମୟରେ ଇ-ଲର୍ନିଙ୍ଗ ଯୋଗାଇ ଦେବାକୁ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଭାରତରେ ବଢୁଥିବା କରୋନାଭାଇରସ୍ (କୋଭିଡ-୧୯) ମାମଲାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ (ବିଦ୍ୟାଳୟ, କଲେଜ ଏବଂ ବିଶ୍ୱବିଦ୍ୟାଳୟ) ବନ୍ଦ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ଏହଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ପାଠପଢାରେ ଉପୁଜିବାକୁ…

ମାର୍ଚ୍ଚ ୨୦ ରେ କିପରି ଡାଉନଲୋଡ଼ କରିବେ ନିଜ ଜେଇଇ ମେନ ଆଡ଼ମିଟ କାର୍ଡ, ଜାଣନ୍ତୁ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ମାସରେ ହେବାକୁ ଥିବା ଜେଇଇ ମେନ ପରୀକ୍ଷା ପାଇଁ ପ୍ରାର୍ଥୀମାନେ ମାର୍ଚ୍ଚ ୨୦ ରେ jeemain.nic.in ରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଏହି ପରୀକ୍ଷା ଆସନ୍ତା ଏପ୍ରିଲ୍ ୫, ୭, ୯ ଏବଂ ୧୧ ରେ ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟିଂ…

ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ସମେତ ୭ଟି ଆଞ୍ଚଳିକ ଭାଷାରେ ପ୍ରସ୍ତୁତ ହେବ ପ୍ରଶ୍ନପତ୍ର

ଭୁବନେଶ୍ୱର: ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପୁଣି ଏକ ଅଭିନବ ପ୍ରୟାସ । ପିଲାଙ୍କୁ ଖାଲି ଶ୍ରେଣୀଗୃହରେ ନୁହେଁ ବରଂ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ କରିବାକୁ ତତ୍ପରତା ପ୍ରକାଶ କରିଛି ଗଣଶିକ୍ଷା ବିଭାଗ । ଖାଲି ପାଠପଢ଼ା ନୁହେଁ ବରଂ ପରୀକ୍ଷାରେ ଯେପରି…

ବଦଳିବ ସରକାରୀ ସ୍କୁଲର ନକ୍ସା: ପ୍ରଥମରୁ ପଞ୍ଚମ ଯାଏଁ ପ୍ରତି ଶ୍ରେଣୀରେ ରହିବେ ୫୦ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ସ୍କୁଲର ହେବ ନକ୍ସା ପରିବର୍ତ୍ତନ । ଏଥିପାଇଁ ଆକ୍ସନମୋଡ଼କୁ ଆସିଯାଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଶ୍ରେଣୀରେ ପିଲାଙ୍କ ଲାଗି ଗୁଣାତ୍ମକ ଶିକ୍ଷାଦାନ ଏବଂ ଉନ୍ନତ ଭିତ୍ତିଭୂମି ଲାଗି ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ସମଗ୍ର ଶିକ୍ଷା ଯୋଜନାରେ…

‘ୟୁପିଏସସି’ ଆଣିଲା ବଡ଼ ପରିବର୍ତ୍ତନ: ଏହି ଉପାୟରେ ଏକ ମୂଲ୍ୟବାନ ପ୍ରୟାସ ବଞ୍ଚାଇ ପାରିବେ ପ୍ରାର୍ଥୀ

ନୂଆଦିଲ୍ଲୀ: ୟୁନିୟନ ଲୋକସେବା ଆୟୋଗ (ୟୁପିଏସସି) ବର୍ତ୍ତମାନ ପ୍ରାର୍ଥୀମାନଙ୍କୁ ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୦ ପାଇଁ ଦାଖଲ ହୋଇଥିବା ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଉଛି । ଏକ ବିଜ୍ଞପ୍ତିରେ ଜରିଆରେ ପ୍ରକାଶ ହୋଇଥିବା ତଥ୍ୟ ଅନୁଯାୟୀ, ପ୍ରାର୍ଥୀମାନେ ମାର୍ଚ୍ଚ…

କମ୍ ଉପସ୍ଥାନ ଯୋଗୁଁ ବନ୍ଦ ହେବ ରାଜ୍ୟର ୬୩,୦୦ ବିଦ୍ୟାଳୟ !

ଭୁବନେଶ୍ୱର: ରାଜ୍ୟରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ୬୩,୦୦ ବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପାଖାପାଖି ୬୩୪୦ ବିଦ୍ୟାଳୟ ମଧ୍ୟରୁ ସର୍ବାଧିକ ସଂଖ୍ୟା ରାୟଗଡା ଜିଲ୍ଲାରେ ୪୯୮ ଟି ସ୍କୁଲ, ମୟୂରଭଞ୍ଜ ରେ ୪୮୬ ଟି ସ୍କୁଲ ଏବଂ ଗଞ୍ଜାମ ଜିଲ୍ଲାରେ ୪୩୦ ଟି…

ହ୍ରାସ ପାଉଛି ଓଡ଼ିଆ ଆଇଏଏସ ଅଫିସରଙ୍କ ସଂଖ୍ୟା: ମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ହ୍ରାସ ପାଉଥିବା ଓଡିଆ ଆଇଏଏସ୍ ଅଧିକାରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଆଇଏଏସ୍ କୋଚିଂ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। “ରାଜ୍ୟରେ ଓଡିଆ ଆଇଏଏସ୍ ଅଧିକାରୀଙ୍କ ସଂଖ୍ୟା ହ୍ରାସ ପାଉଛି। ଓଡିଆ ଛାତ୍ରଛାତ୍ରୀ ମାନଙ୍କୁ…

କରୋନା ଭୟ: ସ୍କୁଲରେ ପେପର ସୋପ୍ ଓ ମାସ୍କ ବାଂଟିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସମସ୍ତଙ୍କୁ ଘାରିଛି କରୋନା ଭୂତାଣୁ ଭୟ । ଏହି କ୍ରମରେ ଓଡ଼ିଶାରେ ମଧ୍ୟ କରୋନାକୁ ନେଇ ରାଜ୍ୟ ସରକାର ସଚେତନ ହୋଇଛନ୍ତି । ଏନେଇ ସଚେତନ କରିବାକୁ ଆଜି ସ୍କୁଲ ବୁଲିଛନ୍ତି ମନ୍ତ୍ରୀ । ଛାତ୍ରଛାତ୍ରୀଙ୍କୁ ବାଂଟିଛନ୍ତି ପେପର୍ ସାବୁନ । ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଆଜି…

‘ଏଲଆଇସି’ରେ ନିଯୁକ୍ତି ସୁଯୋଗ: ୩୨ ହଜାରରୁ ଅଧିକ ଦରମା

ଭୁବନେଶ୍ୱର: 'ଏଲଆଇସି'ରେ ଚାକିରି ପାଇବାକୁ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । 'ଏଲଆଇସି'ର ଅନେକ ପୋଷ୍ଟରେ ନିଯୁକ୍ତି ହେବାକୁ ଯାଉଛି । ଆମେ ଆପଣଙ୍କୁ ଜଣାଇ ଦେଉଛୁ କି ଯେ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍ ଅଫିସର ପଦବୀ ପାଇଁ ୧୬୮ ଟି ପୋଷ୍ଟ ଏବଂ ଆସିଷ୍ଟାଣ୍ଟ…

ଓଡ଼ିଶା ପୋଲିସରେ ୨୩୧ଟି ଡ୍ରାଇଭର ପଦବୀ ଲାଗି ନିଯୁକ୍ତି ସୂଚନା: ପଢନ୍ତୁ ସବିଶେଷ ବିବରଣୀ

କଟକ: ଓଡ଼ିଶା ପୋଲିସର ‘ ପୋଲିସ ମୋଟର ପରିବହନ’ ବିଭାଗ ପକ୍ଷରୁ ୨୩୧ଟି ଡ୍ରାଇଭର୍ ପଦବୀ ଲାଗି ପ୍ରାର୍ଥୀ ମାନଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନ ଲିଖିତ ୱେବସାଇଟ ଲଗଅନ କରି ସବିଶେଷ ବିବରଣୀ ପାଇପାରିବେ । ୱେବସାଇଟ – http://oprecruitment.in ଏହି…