Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ଏଣିକି ଏନ୍‌ସିଇଆରଟି ସହିତ ଅନ୍ୟ ପ୍ରକାଶନ ପୁସ୍ତକ ମଧ୍ୟ ସିବିଏସ୍‌ଇ ବିଦ୍ୟାଳୟରେ ପଢାଯାଇ ପାରିବ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦ୍ୱାରା ପରିଚାଳିତ ସ୍କୁଲ୍ ଗୁଡ଼ିକରେ ପୂର୍ବଭଳି ଅନ୍ୟ ପ୍ରକାଶିତ ପୁସ୍ତକଗୁଡ଼ିକ ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ କରାଯାଇ ପାରିବ । ଓଡ଼ିଶା ପ୍ରାଇଭେଟ ସ୍କୁଲ୍ ଆସୋସିଏସନର ଆବେଦନ ପତ୍ରର ବିଚାର କରି ଓଡ଼ିଶା ଉଚ୍ଚତମ ନ୍ୟାୟାଳୟ ଆଜି ତାଙ୍କ…

+୨ ପରୀକ୍ଷା କେନ୍ଦ୍ରରେ କଡ଼ା ସୁରକ୍ଷା ଲାଗି ନିର୍ଦ୍ଦେଶ ଦେଲେ ଓଡିଶା ସରକାର

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୩ ତାରିଖରେ ଆରମ୍ଭ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା ଲାଗି ପରିଚାଳନା କେନ୍ଦ୍ର ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୧୧୪୩ ପରୀକ୍ଷା କେନ୍ଦ୍ରର…

ପୋକ୍ସୋ କୋର୍ଟରେ ନିଯୁକ୍ତି ଲାଗି ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ୨୪ ଟି ପୋକ୍ସୋ କୋର୍ଟ ଲାଗି ସରକାରଙ୍କ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ପୋକ୍ସୋ କୋର୍ଟରେ ଜଣେ ବିଚାର ବିଭାଗୀୟ ଅଧିକାରୀଙ୍କ ସମେତ ମୋଟ୍ ୮ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଗୃହ ବିଭାଗ ପକ୍ଷରୁ ଏନେଇ ଆକାଉଣ୍ଟ…

ଜୁନ ପ୍ରଥମ ସପ୍ତାହରେ ଘୋଷିତ ହେବ +୨ ପରୀକ୍ଷା ଫଳାଫଳ

ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହେଉଥିବା +୨ ପରୀକ୍ଷା ଫଳାଫଳ ଜୁନ ମାସ ପ୍ରଥମ ସପ୍ତାହରେ ଘୋଷଣା କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ଦିନ କହିଛନ୍ତି । ଗଣମାଧ୍ୟମକୁ ସୂଚନାଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ଏପ୍ରିଲ ପ୍ରଥମ ସପ୍ତାହରେ +୨…

ନର୍ଦର୍ଣ୍ଣ କୋଲଫିଲ୍ଡସ୍ ଲିଃରେ ୩୦୭ ଟ୍ରେନି ପଦବୀ ଲାଗି ନିଯୁକ୍ତି ସୂଚନା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ନର୍ଦର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ଼ (ଏନସିଏଲ)ମଧ୍ୟପ୍ରଦେଶର ସିଙ୍ଗରାଉଲି ଜିଲ୍ଲା ଓ ଉତ୍ତରପ୍ରଦେଶ ସୋନଭଦ୍ରା ଜିଲ୍ଲାରେ ସ୍ଥିତ ୧୦ଟି ହାଇ ମେକାନାଇଜଡ଼ ଓପନ କାଷ୍ଟ ମାଇନ୍ସ ଲାଗି ବିଭିନ୍ନ ପଦବୀ ଲାଗି ରେଗୁଲାର୍ ନିଯୁକ୍ତି ଲାଗି ଅନଲାଇନ…

ଯୁକ୍ତ ୨ ପରୀକ୍ଷା: ୨୪ ଘଣ୍ଟାରେ ସିସିଟିଭି ନଲାଗିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୭ ତାରିଖରୁ ରାଜ୍ୟର ଆରମ୍ଭ ହେବାକୁ ଯାଉଛି +୨ପରୀକ୍ଷା। ଏଥିପାଇଁ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକୁ ସିସିଟିଭି କ୍ୟାମେରା ଲଗାଇବା ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶ ଦେବା ପରେ ମଧ୍ୟ ପରୀକ୍ଷା କେନ୍ଦ୍ର ଗୁଡିକ ଖାମଖିଆଲି ମନୋଭାବ ପୋଷଣ କରୁଛନ୍ତି…

ଓପିଏସସି ପକ୍ଷରୁ ଘୋଷିତ ହେଲା ‘ଓଡ଼ିଶା ସିଭିଲ ସର୍ଭିସ’ ପରୀକ୍ଷା ତାରିଖ

ଭୁବନେଶ୍ୱର: ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) ୨୦୧୯ ଓଡ଼ିଶା ସିଭିଲ ସର୍ଭିସ (ଓସିିଏସ)ପ୍ରିଲିମିନାରୀ ପରୀକ୍ଷା ତାରିଖ ଏହାର ୱେବସାଇଟ ରେ ଘୋଷିତ ହୋଇଛି । ଏହି ୱେବସାଇଟରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଓସିଏସର ପ୍ରିଲିମନାରୀ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ଅନୁଷ୍ଠିତ…

ମ୍ୟାଟ୍ରିକ୍ ପରୀକ୍ଷାକେନ୍ଦ୍ର ସିସିଟିଭି ଭାଙ୍ଗିବା ଘଟଣାରେ ସୁପରିନଟେଣ୍ଡେଣ୍ଟଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ:…

ଭୁବନେଶ୍ୱର: ମ୍ୟାଟ୍ରିକ୍ ପରୀକ୍ଷାକେନ୍ଦ୍ରରେ ସିସିଟିଭି କ୍ୟାମେରା ଭାଙ୍ଗିବା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ରାଜ୍ୟସରକାର ସଂପୃକ୍ତ ପରୀକ୍ଷାକେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜଣାଇଛନ୍ତି । “କେତେକ ପରୀକ୍ଷା କେନ୍ଦ୍ରରେ…

୯୦ଟି ପ୍ରାଥମିକ ବିଦ୍ୟାଳୟରେ ନାହିଁ ଶ୍ରେଣୀ ଗୃହ: ମନ୍ତ୍ରୀ

ଭୁବନେଶ୍ୱର: ପଦାରେ ପଡିଲା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର । ରାଜ୍ୟର ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ । ବାହାରେ ବସି ପିଲା ପାଠ ପଢ଼ୁଛନ୍ତି । ଏନେଇ ଆଜି ବିଧାନସଭାରେ ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ…

ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଚଳିତ ବର୍ଷର ନୁହେଁ, ପୂର୍ବ ବର୍ଷର

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଆରମ୍ଭ ହେବାର ଘଂଟେ ନପୁରୁଣ ଧର୍ମଗଡରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ମୋବାଇଲରୁ ମୋବାଇଲକୁ ଘୁରି ବୁଲିଥିଲା ମାତୃଭାଷା ପ୍ରଶ୍ନପତ୍ର । ତେବେ ଏହାରି ଭିତରେ ଏହି ପ୍ରଶ୍ନପତ୍ର ଚଳିତ ବର୍ଷର ନୁହେଁ, ପୂର୍ବ ବର୍ଷର ବୋଲି ଖବର ଆସିଛି । ପରୀକ୍ଷା…