Latest Odisha News

BREAKING NEWS

Browsing Category

ଟିକେ ହଟ୍‌କେ

ବିକ୍ରି ହେଲା “ଆଲ୍ଲାଦିନ୍ କା ଚିରାଗ” କିଣିଲା କିଏ ?

ଉତ୍ତରପ୍ରଦେଶ: ଆଲ୍ଲାଦିନ୍ କା ଚିରାଗ କଥା କାନରେ ପଡିଲେ ମନେପଡିଯାଏ ଅନେକଙ୍କର ପିଲାଦିନ । ଏପରିକି ଆଜି ବି ଏହି କାହାଣୀକୁ ନେଇ ଫିଲ୍ମ କିମ୍ବା ସିରିଜ ଦେଖିବାକୁ ମିଳେ । ହେଲେ ସତରେ କ'ଣ ଆଲ୍ଲାଦିନର ଚିରାଗର କିଛି ଅସ୍ତିତ୍ୱ ଥିଲା, ନା କେବଳ କଳ୍ପନାରେ ସିମୀତ ଥିଲା ସେହି କୁହୁକ ଦୀପ ?…

[ଭିଡ଼ିଓ] ସରକାରୀ ଖଟକୁ ବେସରକାରୀ କୁକୁର !

ଅନୁଗୁଳ: ମଣ୍ଡାପାଳ ସବ୍‌-ଡିଭିଜିନାଲ ହସ୍ପିଟାଲର ଦୃଶ୍ୟ । ଖାଲି ଅଛି ବେଡ୍ ହେଲେ ରୋଗୀ ନାହିଁ । ବାହ୍ୟରୋଗୀ ବିଭାଗରେ ପଡିଛି ଚିକ୍କଣିଆ ଚୌକି ହେଲେ ଡାକ୍ତରଙ୍କ ଦର୍ଶନ ନାହିଁ । ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ବେଡ୍‌ରେ ଶୋଇଛନ୍ତି ବାରବୁଲା କୁକୁର । ତେବେ ପରିତ୍ୟକ୍ତ ଗୃହ ନୁହେଁ ବରଂ…

[ଭିଡିଓ] ମଣିଷଙ୍କୁ ମାତ୍ ଦେଇ କୁକୁର ଖେଳୁଛି ଚମତ୍କାର ବିଲିୟର୍ଡସ୍ !

ଭୁବନେଶ୍ୱର: ଫୁଟବଲ୍ କିମ୍ବା ସ୍ୱିମିଂ ପୁଲ୍‌ରେ ପୋଷା କୁକୁରଙ୍କୁ ଖେଳିବାରେ ତ ଆମେ ଅନେକ ଦେଖିଛନ୍ତି । ହେଲେ କେହି କେବେ କୁକୁରଙ୍କୁ ବିଲିୟର୍ଡସ ଖେଳିବାରେ ଦେଖଛନ୍ତି କି? ଆଉ ତା ପୁଣି ମଣିଷଙ୍କଠାରୁ ଢେର ଭଲ । ଯଦି ଆପଣଙ୍କ ଉତ୍ତର ନା ? ତା ହେଲେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା…

ଦାଢି ଗଲା ଚାକିରୀ ଫେରିଲା !

ଉତ୍ତରପ୍ରଦେଶ: ଏଇ କିଛିଦିନ ପୂର୍ବରୁ ଦାଢି ପାଇଁ ନିଲମ୍ବିତ ହୋଇଥିଲେ ଜଣେ ପୋଲିସ ବାବୁ । ଖବକକୁ ନେଇ ଜୋର ଧରିଥିଲା ଚର୍ଚ୍ଚା । ଏପରିକି ପୋଲିସ ବାବୁ ମୁସଲମାନ ହୋଇଥିବାରୁ ଘଟଣାରେ ସାମ୍ପ୍ରଦାୟୀକ ରଙ୍ଗ ବି ବୋଳା ହୋଇଥିଲା । ହେଲେ ଶେଷରେ ଦାଢି କାଟି ପୋଲିସ ବାବୁ ପୁଣିଥରେ ଚାକିରୀରେ ଯୋଗ…

ଏଜାଜ୍ ଖାନଙ୍କୁ ମହଙ୍ଗା ପଡିପାରେ ଭାଇରାଲ୍ ଭିଡିଓ !

ମୁମ୍ବାଇ: ବଲିଉଡର କାମଚଳା ଅଭିନେତା ଏଜାଜ ଖାନ ସବୁବେଳେ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ପଣ୍ଡିତଙ୍କ ବିରୋଧୀ ଏକ ଭିଡିଓ ଭାଇରାଲ୍ ହେବା ପରେ ପୁଣିଥରେ ଏଜାଜ୍ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ ଲୋକେ ଏଜାଜଙ୍କୁ ଟ୍ରୋଲ୍ କରିବା ସହ ତାଙ୍କୁ ଗିରଫ…

[ଭିଡିଓ] ବଜାରକୁ ଆସିବ ନନ୍‌ଭେଜ ଫ୍ଲେବର୍‌ର ଆଇସକ୍ରିମ୍ ‌!

ଭୁବନେଶ୍ୱର: ବର୍ଷ ୨୦୨୦ ଅନେକ ଅଜବଗଜବ ଖାଦ୍ୟ ସାମ୍ନାକୁ ଆଣିଥିଲା । ଚକୋଲେଟ୍ ଚିକେନଠାରୁ ଆରମ୍ଭ କରି ଆଇସକ୍ରିମ୍ ବରା ସାଙ୍ଗକୁ ରେଡ୍ ସସ୍ ପାସ୍ତା ଦୋଷା ବିଷୟରେ ବି ଲୋକେ ଜାଣିବାକୁ ତଥା ଚାଖିବାକୁ ପାଇଥିଲେ । ହେଲେ ଏବେ ଖବର ମିଳିଛି ଏକ ସଂସ୍ଥା କୁଆଡେ ମାଂସ ଫ୍ଲେବରର ଆଇସକ୍ରିମ୍ ବି…

ବସ୍ ଷ୍ଟପ୍ ଉଭାନ୍‌, ସୂଚନା ଦେଲେ ମିଳିବ ମୋଟା ଅଙ୍କର ଅର୍ଥ !

ମହାରାଷ୍ଟ୍ର: ଜନଗହଳିପୂର୍ଣ୍ଣ ଅଂଚଳରେ ପକେଟ୍‌ମାର୍ କିମ୍ବା କୌଣସି ସାମଗ୍ରୀ ଚୋରି ହେବା କିଛି ବଡ କଥା ନୁହେଁ । ଏପରିକି ବସ୍ କିମ୍ବା ଟ୍ରକ୍ ଭଳି ଭାରିଯାନ ବି ଚୋରି ଭଳି ମାମଲା ସାଧାରଣ ପାଲଟିଛି । ହେଲେ ଯଦି ବସ୍ ଷ୍ଟପ୍ ଉଭାନ ହୋଇଯାଏ । ଆଉ ତା ପୁଣି ଥାନାବାବୁଙ୍କ କାର୍ଯ୍ୟାଳୟ ପାଖରୁ ।…

ପୋଲିସ ଅଫିସରଙ୍କୁ ନିଲମ୍ବିତ କଲା ଦାଢି !

ଉତ୍ତରପ୍ରଦେଶ: ଆଜିକାଲି ଦାଢି ରଖିବା ଫ୍ୟାସନ ପାଲଟିଛି । ଚାକିରିଆ ହୁଅନ୍ତୁ ଅବା କଲେଜ ପଢୁଆ ଯୁବକ । ଟ୍ରେଣ୍ଡ ସେଟର୍ ପାଲଟିଛି ଭଳିକିଭଳି ବିଅର୍ଡ ଷ୍ଟାଇଲ୍ । ହେଲେ ଦାଢି ରଖିବା କିନ୍ତୁ ଜଣେ ପୋଲିସ ଅଫିସରଙ୍କୁ ମହଙ୍ଗା ପଡିଛି । ଏପରିକି ଚାକିରୀରୁ ନିଲମ୍ବିତ ମଧ୍ୟ ହେବାକୁ ପଡିଛି ।…

[ଭିଡିଓ] ବୟସ ୬୮, ସାଇକେଲରେ ୨୨୦୦ କିମି ଦୂର ଯିବେ ଠାକୁର ଦେଖି !

ମୁମ୍ବାଇ: ଭକ୍ତିରେ ଭୋଳ ଭକ୍ତ କିଛି ବି କରିପାରେ । ଚାଲିପାରେ ନିଆଁରେ, ଝୁଲିପାରେ କଣ୍ଟାରେ ଓ ରହିପାରେ ଯାବତଜୀବନ ଉପବାସରେ । ତେବେ ଏଭଳି କୌଣସି ଉଦାହରଣ ନୁହେଁ ବରଂ ଜଣେ ମହିଳାଙ୍କ ଭକ୍ତି ଆଗରେ ସତରେ ଅବା ହାର ମାନିଛି ବୟସର ବାଧକତା । ସୋସିଆଲ ମିଡିଆରେ ଏହି ଭିଡିଓ ବହୁଳ ମାତ୍ରାରେ…

୧୦ ଟଙ୍କାରେ ବିରିୟାନୀ ବିକି ହୋଟେଲ ମାଲିକ ଗିରଫ !

ତାମିଲନାଡୁ: ମହଙ୍ଗା ପଡିଛି ଶସ୍ତାରେ ବିରିଆନୀ ବିକ୍ରୟ । ସାରା ଦେଶରେ ବିରିଆନୀର ଏକ ଭିନ୍ନ ଚାହିଦା ଥିବାବେଳେ ଖାସ କରି ତାମିଲନାଡୁର ଲୋକେ ଏହି ବ୍ୟଂଜନ ପାଇଁ ପାଗଳ ପ୍ରାୟ । ଲୋକଙ୍କୁ ଆକୃଷ୍ଟ କରିବାକୁ ଯାଇ ଜଣେ ହୋଟେଲ ମାଲିକ ମାତ୍ର ୧୦ ଟଙ୍କାରେ ପ୍ଲେଟ୍ ପିଛା ବିରିଆନୀ ବିକି ପୋଲିସ…