Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆହତଙ୍କ ପାଇଁ ‘ଆରସିବି କେୟାର୍ସ’, ଦଳାଚକଟାରେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା RCB

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ IPL 2025 ବିଜୟର ଉତ୍ସବ ପାଳନ କରିବାକୁ ଆସିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦଳ ଏବଂ ଏହାର ପ୍ରଶଂସକମାନଙ୍କ ପାଇଁ ଏହି ଖୁସିର ଦିନଟି ଏକ ବଡ଼ ଦୁର୍ଘଟଣାରେ ପରିଣତ ହୋଇଥିଲା । ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟାରେ ୧୧ ଜଣ…

ଆଇପିଏଲ ଫାଇନାଲ ଜିତିଲା RCB, ଖୁସିରେ ୧.୭୫ କୋଟିର ମଦ ପିଇଗଲେ ଫ୍ୟାନ୍ସ

ବେଙ୍ଗାଲୁରୁ: IPL 2025ର ଫାଇନାଲ ମ୍ୟାଚ୍ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଉତ୍ସବଠାରୁ କମ୍ ନଥିଲା। ଆରସିବିର ଏତେ ବର୍ଷର ସ୍ୱପ୍ନ ଶେଷରେ ସତ ହେବା ସହ ଆଇପିଏଲ ଟ୍ରଫି ହାତେଇଛି ଦଳ। ଏହି ବିଜୟର ଖୁସି ସାରା ଦେଶରେ ପାଳନ କରାଯାଇଥିଲା କିନ୍ତୁ ଗୋଟିଏ ରାଜ୍ୟରେ ଏପରି ଉତ୍ସବର ପରିବେଶ ଥିଲା ଯେ…

ଯୁବକଙ୍କୁ ଗରମ ପାଣି ଫିଙ୍ଗି କଲବଲ କରି ହତ୍ୟା ଅଭିଯୋଗ, ୨ ଅଟକ

ଭଦ୍ରକ:ମରିଗଲା ମାନବିକତା । ଗରମ ପାଣି ଢାଳି  ଜଣେ ଯୁବକଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବନ୍ଧଗାଁ ପଞ୍ଚାୟତର ତଳସାହି ଗାଁରୁ । ମୃତକ ଜଣକ ହେଲେ ଗଗନ ମଲ୍ଲିକ । ତେବେ ମୃତକଙ୍କ ପରିବାରର ଏତଲା…

ମାଓବାଦୀ-ପୋଲିସ ଗୁଳିବିନିମୟ: ହାର୍ଡକୋର ମାଓବାଦୀ ମୃତ

ରାୟପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ବେଳେ ଜଣେ ହାର୍ଡକୋର୍ ମାଓବାଦୀଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୁଣ୍ଡରେ କୋଟିଏ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ସରକାର। ବିଜାପୁର ପୋଲିସ ଅଧୀକ୍ଷକ ଡକ୍ଟର…

ଆହୁରି ଶକ୍ତିଶାଳି ହେବ ପ୍ରତିରକ୍ଷା ବାହିନୀ, ଭାରତରେ ତିଆରି ହେବ ରାଫେଲ

ନୂଆଦିଲ୍ଲୀ: ଭାରତର ଏୟାରସ୍ପେସକୁ ମିଳିବ ବଡ଼ ସଫଳତା। ଭାରତରେ ତିଆରି ହେବ ରାଫେଲ। ଟାଟା ସହ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଏବଂ ଫ୍ରାନ୍ସର ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଡାସଲ୍ଟ ଆଭିଏସନ୍ ମଧ୍ୟରେ ଏକ ପ୍ରମୁଖ ଚୁକ୍ତି ସ୍ୱାକ୍ଷରିତ ହୋଇଛି। କୁହାଯାଉଛି ଯେ…

ଗ୍ରୀଷ୍ମ ଛୁଟି ପରେ ସ୍କୁଲରେ ଲାଗୁ ହେବ କୋଭିଡ୍ ପ୍ରୋଟୋକଲ୍

ଭୁବନେଶ୍ୱର: କୋଭିଡ୍ ମାମଲା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ଛାତ୍ର ଏବଂ କର୍ମଚାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ଗ୍ରୀଷ୍ମ ଛୁଟି ପରେ ସ୍କୁଲଗୁଡ଼ିକରେ ଓଡ଼ିଶା ସରକାର ସୁରକ୍ଷା ପ୍ରୋଟୋକଲ୍ ଲାଗୁ କରିବେ। ସ୍କୁଲଗୁଡ଼ିକ ପୁଣି ଆରମ୍ଭ ହେବା ପରେ ସମସ୍ତ…

ଶିକ୍ଷକ ବଦଳି ସୁପାରିସ୍‌ ପ୍ରସଙ୍ଗରେ ତାରା ବାହିନୀପତିଙ୍କ ବିସ୍ଫରକ ବୟାନ: କହିଲେ, ରାଜ୍ୟ ସରକାରଙ୍କର ଏହି…

ଭୁବନେଶ୍ୱର: ଶିକ୍ଷକ ବଦଳି ସୁପାରିସ୍‌ ପ୍ରସଙ୍ଗରେ ବର୍ଷିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି। ମୋ ପାଖକୁ ୫୦୦ ଶିକ୍ଷକଙ୍କ ବଦଳି ତାଲିକା ଆସିଲାଣି। ମୁଁ ଜଣଙ୍କର ବି ବଦଳି ସୁପାରିସ୍‌ କରିନି। ବିଧାୟକଙ୍କୁ କ୍ଷମତା ଦେବା କଦର୍ଯ୍ୟ ନିଷ୍ପତ୍ତି ବୋଲି କହିଲେ ତାରା। ତାରା କହିଛନ୍ତି,…

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ସଦସ୍ୟ ଭାବେ ବିଶ୍ୱଜିତ ମହାନ୍ତିଙ୍କ ଶପଥପାଠ

ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ସଦସ୍ୟ (ଲିଗାଲ) ଶ୍ରୀ ବିଶ୍ୱଜିତ ମହାନ୍ତିଙ୍କ ଶପଥ ଗ୍ରହଣ । ଆଜି ପୂର୍ବାହ୍ନରେ ଶୈଳଶ୍ରୀ ବିହାର ସ୍ଥିତ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ କାର୍ଯ୍ୟାଳୟରେ ବିଶ୍ୱଜିତ ମହାନ୍ତି ସଦସ୍ୟ ରୂପେ ପଦ ଓ ଗୋପାନୀୟତାର ଶପଥ ଗ୍ରହଣ କରିଛନ୍ତି । ଓଡ଼ିଶା…

ଏନଏଚଏଆଇ ପାଇଁ ଆର୍ଥିକ କ୍ଷତି ସହୁଛି ଓଡିଶା

ଭୁବନେଶ୍ବର: ବର୍ଷ ବର୍ଷ ଧରି ଅଧାରେ ପଡିରହୁଛି ରାଜପଥ ନିର୍ମାଣ କାମ। ଏନଏଚଏଆଇ ବିଳମ୍ବ ପାଇଁ ବ୍ୟାପକ ଆର୍ଥିକ କ୍ଷତି ସହୁଛି ଓଡିଶା । ପ୍ରସ୍ତାବିତ ଉପକୂଳ ରାଜପଥ ପ୍ରକଳ୍ପ ଅନିଶ୍ଚିତତା ଘେରରେ ରହିଛି ତ ଏନଏଚ୍-୫୫ର ଚାରିଲେନ୍ ସଂପ୍ରସାରଣ କାମ ଦୀର୍ଘ ବର୍ଷ ଧରି ପଡିରହିଛି। ଅନୁଗୁଳ ଦେଇ…

ବିହାର ଜନତାଙ୍କୁ ପସନ୍ଦ ତେଜସ୍ବୀ ଯାଦବ !

ନୂଆଦିଲ୍ଲୀ: ନା ନୀତିଶ ନା ପ୍ରଶାନ୍ତ କିଶୋର, ବିହାର ଜନତାଙ୍କୁ ପସନ୍ଦ ତେଜସ୍ବୀ ଯାଦବ । ଇଣ୍ଡିଆ ଟୁଡେ-ସି ଭୋଟର ସର୍ଭେ ରିପୋର୍ଟ ଅନୁସାରେ ନୀତିଶଙ୍କୁ ପଛରେ ପକାଇ ତେଜସ୍ବୀ ବିହାରର ମୁଖ୍ୟମନ୍ତ୍ରୀ ପଦ ପାଇଁ ରେସରେ ସବୁଠୁ ଆଗରେ ରହିଛନ୍ତି । ପୂର୍ବରୁ ଦୁଇ ଦୁଇ ଥର ବିହାରର…