Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଡ଼ିଶା ଆଇ-ଟି ପ୍ରମୁଖ ମୁଖ୍ୟ କମିଶନର ହେଲେ ପାରମିତା ଶତପଥୀ ତ୍ରିପାଠୀ

ଭୁବନେଶ୍ବର: ପାରମିତା ଶତପଥୀ ତ୍ରୀପାଠି ବୁଧବାର ଓଡ଼ିଶା ଆୟକର ବିଭାଗର ପ୍ରମୁଖ ମୁଖ୍ୟ କମିଶନର (ଆଇ-ଟି) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୯ ବ୍ୟାଚ୍ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ହେଉଛନ୍ତି ପାରମିତା । ସେ ମନୋରଞ୍ଜନ ପାଣିଗ୍ରାହିଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି ।…

ଏପ୍ରିଲ୍ ୧୭ରେ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଓଡ଼ିଶାର ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଗାମୀ ସାଧାରଣ ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ ଏପ୍ରିଲ୍ ୧୭ ସକାଳ ୧୧ଟାରେ ଖୋଲିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ଅନୁଯାୟୀ ୨୧ ଏପ୍ରିଲ୍ ସକାଳ ୮ଟାରେ ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ଅଭିଯୋଗ ଶୁଣାଣି ପାଇଁ…

ନୀଳ ନୁହେଁ ଅତୀତରେ ସବୁଜ ରଙ୍ଗର ଥିଲା ମହାସାଗର!

ନୂଆଦିଲ୍ଲୀ: ଆମ ପୃଥିବୀର ପ୍ରାୟ ତିନି-ଚତୁର୍ଥାଂଶ ପାଣିରେ ଆଚ୍ଛାଦିତ, ତେଣୁ ଏହା ମହାକାଶରୁ ନୀଳ ଦେଖାଯାଏ। କିନ୍ତୁ ସମ୍ପ୍ରତି, 'ନେଚର' ନାମକ ଏକ ବିଜ୍ଞାନ ପତ୍ରିକାରେ ପ୍ରକାଶିତ ଜାପାନୀ ବୈଜ୍ଞାନିକଙ୍କ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ବହୁ ପୂର୍ବରୁ ଆମର ସମୁଦ୍ର ସବୁଜ ରଙ୍ଗର ଥିଲା।…

ସିଲ୍ ହେଲା ଆର୍ୟନ କୋଲ୍ ୱାସେରି

ସୁନ୍ଦରଗଡ଼: ବେଆଇନ୍ କୋଇଲା ଗଚ୍ଛିତ ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ବୁଧବାର ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଜିଲ୍ଲାର ହେମଗିରି ତହସିଲ ଅଧୀନ କନିକା ନିକଟସ୍ଥ ଆର୍ୟନ କୋଲ୍ ୱାସେରିକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଏହି ଠାରେ ହଜାର ହଜାର ଟନ୍ ବେଆଇନ କୋଇଲା କାରବାର ନେଇ ଅଭିଯୋଗ…

ଭାରତୀୟ ରେଳବାଇର ନୂଆ ବ୍ୟବସ୍ଥା; ଟ୍ରେନ ଭିତରେ ମିଳିବ ଏଟିଏମ୍ ସେବା

ନୂଆଦିଲ୍ଲୀ: ଟଙ୍କା ଉଠାଇବା ପାଇଁ ଆଉ ଷ୍ଟେସନରେ ଓହ୍ଲାଇବେ ନାହିଁ ଯାତ୍ରୀ । ଏବେ ଟ୍ରେନରେ ହିଁ ଆରାମରେ ଟଙ୍କା ଉଠାଇ ପାରିବେ ଲୋକେ । ଆଜି ଦେଶବାସୀଙ୍କ ପାଇଁ ଏକ୍ସପ୍ରେସ ଟ୍ରେନ୍‌ରେ ପ୍ରଥମ କରି ଏଟିଏମ୍ ବ୍ୟବସ୍ଥା କରାଯାଇଛି । ଏହାର ପରୀକ୍ଷଣ ସଫଳ ହୋଇଛି । ନାସିକର ମନମାଡ ଏବଂ ମୁମ୍ବାଇ…

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ବି.ଆର୍. ଗଭାଇ

ନୂଆଦିଲ୍ଲୀ: ଜଷ୍ଟିସ୍ ବି.ଆର୍. ଗଭାଇ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। ବର୍ତ୍ତମାନର ସିଜେଆଇ ଜଷ୍ଟିସ୍ ସଞ୍ଜିବ ଖାନ୍ନା ବୁଧବାର ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ବି.ଆର. ଗଭାଇଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ସୁପାରିଶ କରିଛନ୍ତି। ଜଷ୍ଟିସ୍ ଗଭାଇ ଭାରତର ୫୨ତମ ମୁଖ୍ୟ…

ମନ ଖୋଲି ଜୋରରେ ହସୁଛନ୍ତି କି? ଶରୀରକୁ ମିଳେ ଏହି ସବୁ ଲାଭ..

ଭୁବନେଶ୍ବର: ଆମେ ସକାଳୁ ଦେଖିଥିବା ବୟସ୍କ ବ୍ୟକ୍ତିମାନେ ପାର୍କଗୁଡ଼ିକରେ ଏକାଠି ହୁଅନ୍ତି ଏବଂ ଜୋର ଜୋରରେ ହସନ୍ତି । ସେମାନଙ୍କୁ ଏପରି ହସୁଥିବାର  ଦେଖି, ଆମ ମନରେ ନିଶ୍ଚିତ ଭାବରେ ଏହି ପ୍ରଶ୍ନ ଉଠେ ଯେ ପ୍ରତିଦିନ ଏପରି ସମସ୍ତେ ମିଶିକି କାହିଁକି ଜୋରରେ ହସନ୍ତି ? ଏହାର ଲାଭ କ’ଣ…

‘ରାସ୍ତା ସଂଯୋଗୀକରଣରେ ୧ନଂ ହେବ ଓଡ଼ିଶା’

ଭୁବନେଶ୍ବର: ରାସ୍ତା ସଂଯୋଗୀକରଣକୁ ନେଇ ବଡ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାସ୍ତା ସଂଯୋଗୀକରଣରେ ଏକ ନମ୍ବର ହେବ ଓଡ଼ିଶା । ଏପ୍ରିଲ ୧୭ ଅର୍ଥାତ୍ ଆସନ୍ତାକାଲି କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ…

ଖାକିରେ ଲାଗିଲା ଦାଗ: ଗିରଫ ହେଲେ ଲାଞ୍ଚୁଆ ସବଇନସ୍ପେକ୍ଟର

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ବୁଧବାର ନୟାଗଡ଼ର ଶରଣକୂଳ ଥାନା ସବ୍ ଇନ୍ସପେକ୍ଟର ରାଜେଶ ଶ୍ରୀଚନ୍ଦନଙ୍କୁ ଗିରଫ କରିଛି। କେସ୍ ଡାଏରୀ ଦେବାପାଇଁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ। କଲ୍ଯାଣପୁରର ମୋନାଲିସା ଦାସଙ୍କ ଠାରୁ ନେଉଥିଲେ ଲାଞ୍ଚ । ରେଡରେ ଭୁବନେଶ୍ବର ଓ…

ମାଓବାଦୀଙ୍କ ବଡ଼ ଯୋଜନା ପଣ୍ଡ, ୫ଟି ଟିଫିନ ବୋମା ଜବତ

ବିଜାପୁର: ପଣ୍ଡ ହେଲା ମାଓବାଦୀଙ୍କ ବଡ଼ ଯୋଜନା। ଦୁଇଟି ଟିଫିନ ବୋମା ଜବତ କଲେ ସୁରକ୍ଷାକର୍ମୀ। ଛତିଶଗଡ଼ ବିଜାପୁର ଜିଲ୍ଲା ମାନକେଲି ଗାଁ ନିକଟରୁ ମାଓବାଦୀ ଖଞ୍ଜିଥିବା ୫ ଟିଫିନ ବୋମା ଠାବ ହୋଇଛି। ଦୁଇରୁ ପାଞ୍ଚ ମିଟର ଦୂରତା ମଧ୍ଯରେ ୨ କିଲୋଗ୍ରାମ ଓଜନର ୩ଟି ବିୟର ବୋମା ଓ ୨ଟି ଟିଫିନ ବୋମା…