Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଜିଆର୍‌ଏସ୍‌ ନିଯୁକ୍ତିରେ ଲାଗୁ ହେବନି ସଂରକ୍ଷଣ

କଟକ: ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଝଟକା। ଜିଆର୍‌ଏସ୍‌ ନିଯୁକ୍ତିରେ ଲାଗୁ ହେବନି ସଂରକ୍ଷଣ। ଗ୍ରାମ ରୋଜଗାର ସେବକ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଜିଆର୍‌ଏସ୍ ଚୟନ ପ୍ରସଙ୍ଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ…

୮୭ ହଜାର ଉପରକୁ ଟପିଲା ସୁନା ଦର

ଭୁବନେଶ୍ବର: ବିବାହ ତିଥି ଆସିଯାଇଛି ଏପଟେ ସୁନା ଦର ବଢି ଚାଲିଛ । ଏହାକୁ ନେଇ ଚିନ୍ତାରେ ଗ୍ରାହକ । ବର୍ତ୍ତମାନ ୮୭ ହଜାର ଉପରକୁ ଟପିଛି ସୁନା ରେଟ୍ । ଆଜି ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୮୭,୯୩୦ ଟଙ୍କା ରହିଛି ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମକୁ…

କୁମ୍ଭମେଳାରେ ସନ୍ତାନ ପ୍ରସବ କଲେ ୧୧ ମହିଳା: ପ୍ରଥମ ଶିଶୁର ନାଁ ‘କୁମ୍ଭ’

ପ୍ରୟାଗରାଜ: ପବିତ୍ର ପ୍ରୟାଗରାଜ ନଗରୀରେ ବିଶ୍ୱାସ ଏବଂ ଭକ୍ତିର ସବୁଠାରୁ ବଡ଼ ମହାକୁମ୍ଭ ମେଳା ଅନୁଷ୍ଠିତ ହେଉଛି। ସମଗ୍ର ଦେଶ ସଙ୍ଗମରେ ଧାର୍ମିକ ବୁଡ଼ ପକାଇବା ପାଇଁ ଏକତ୍ରିତ ହୋଇଛନ୍ତି। ବହୁ ସଂଖ୍ୟକ ଭକ୍ତଙ୍କ ଆଗମନ ଯୋଗୁଁ, ପ୍ରୟାଗରାଜ ଏବଂ ଆଖପାଖ ଅଞ୍ଚଳଗୁଡ଼ିକ ସମ୍ପୂର୍ଣ୍ଣ ଭିଡ଼…

ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଲା ମାଟ୍ରିକ୍‌ ଆଡମିଟ୍‌ କାର୍ଡ, ପରୀକ୍ଷାର୍ଥୀ କରିପାରିବେ ଡାଉନଲୋଡ

କଟକ: ବୋର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଲା ମାଟ୍ରିକ୍‌ ଆଡମିଟ୍‌ କାର୍ଡ। ୨୧ ତାରିଖରୁ ହେବାକୁ ଥିବା ମାଟ୍ରିକ୍‌ ପରୀକ୍ଷାର ଆଡମିଟ୍‌ କାର୍ଡ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ଆଡମିଟ୍‌ କାର୍ଡ ବୋର୍ଡ ୱେବ୍‌ସାଇଟ୍‌ରୁ…

ପୁଣି ୨ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ

ପୁରୀ: ପୁଣି ୨ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ। ଶ୍ରୀମନ୍ଦିରରେ ଗଜଉଦ୍ଧାରଣ ବେଶ ସମ୍ପର୍କିତ ବିଶେଷ ନୀତି ଥିବାରୁ ଦୁଇ ଦିନ ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ଯ ବନ୍ଦ ରହିବା ନେଇ ସୂଚନା ମିଳିଛି। ଫେବ୍ରୁଆରି ୧୨ ଏବଂ ୧୩ ତାରିଖରେ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଛି।…

ଭୟଙ୍କର ଦୁର୍ଘଟଣା: ବାକକୁ ଧକ୍କା ଦେଲା କାର, ୩ ମୃତ

ଭୁବନେଶ୍ଵର: ମୁଣ୍ଡ ନେଲା ପୁରୀ ବାଇପାସ୍ ରାସ୍ତା। ଭୁବନେଶ୍ୱର ଟଙ୍କପାଣି ସାଇମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌କୁ ଧକ୍କା ଦେଲା କାର୍‌। ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ବ୍ରିଜରୁ ତଳକୁ ଖସିଲା ବସ୍, ଚାଲିଗଲା ୫୫ଜଣଙ୍କ ଜୀବନ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ଆମେରିକାର ଗ୍ବାଟମାଲାରେ ଭୟଙ୍କର ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣା ପରେ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି । ଗତକାଲି ଗ୍ବାଟମାଲାର ରାଜଧାନୀ ଉପକଣ୍ଠରେ  ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ବ୍ରିଜରୁ ୧୧୫ ଫୁଟ୍ ତଳକୁ ଖସିପଡିଥିଲା। ଏହି ଦୁର୍ଘଟଣାରେ…

ସଂଗମ ନଗରୀରେ ଅସମ୍ଭାଳ ଭିଡ଼, ରାଜପଥରେ ଟ୍ରାଫିକ୍ ଜାମ

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଅସମ୍ଭାଳ ଭିଡ଼ ହୋଇଛି। ଜନ ସମାଗମ ଯୋଗୁ ପ୍ରୟାଗରାଜକୁ ସଂଲଗ୍ନ କରୁଥିବା ରାଜପଥଗୁଡ଼ିକରେ ଟ୍ରାଫିକ୍‌ ଜାମ୍‌ ହୋଇଯାଇଛି। ରାସ୍ତା ଉପରେ ଯାନବାହନଗୁଡ଼ିକ ଫସିରହିଥିବାରୁ ଶ୍ରଦ୍ଧାଳୁମାନେ ନାହିଁ ନ ଥିବା ଅସୁବିଧାର…

ପୁଣି କମିଯିବ ଶୀତ, ୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ କମିବ ଶୀତ। ରାତି ତାପମାତ୍ରା ବୃଦ୍ଧି ସହ ଶୀତର ପ୍ରକୋପ କମିବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦିନରେ ଖରା ପ୍ରକୋପ ବଢୁଛି। ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା କେତେକ ସ୍ଥାନରେ ୧୦ ଡିଗ୍ରୀ ତଳେ ରହିଛି। ଆସନ୍ତା ଦୁଇ…

ପାଦରେ କଳା ସୂତା ବାନ୍ଧିବା ଠିକ୍ ନୁହେଁ !

ଭୁବନେଶ୍ବର: ଟ୍ରେଣ୍ଡରେ ଆଜିକାଲି ସବୁ ବାୟା । ଏବେ ଦେଖିଥିବେ ଅନେକ ମହିଳା, ଯୁବକ ଓ ଯୁବତୀଙ୍କୁ ପାଦ କିମ୍ବା ହାତରେ ପତଳା କଳା ସୂତା ବାନ୍ଧିଥିବେ। କିନ୍ତୁ ଆପଣ ଜାଣନ୍ତି କି ପାଦରେ କଳା ସୂତା ବାନ୍ଧିବା ଠିକ୍‌‌ କି ନାହିଁ। ଆସନ୍ତୁ ଜାଣିବା ହିନ୍ଦୁ ରୀତି ଅନୁସାରେ ଶରୀରର କେଉଁ ଅଙ୍ଗରେ…