Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଦିବାସୀ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ: ୪ ଅଟକ

କୋରାପୁଟ: ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଜଘନ୍ୟକାଣ୍ଡ। ଠାକୁରାଣୀ ଯାତ୍ରାରେ ନାଟକ ଦେଖିବାକୁ ଯାଇଥିବା ବେଳେ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଥାନାରେ ୪ ଜଣ…

ରାଜ୍ୟରେ ବଢିବ ଏନସିସି କ୍ୟାଡେଟ ସଂଖ୍ୟା, ପ୍ରତିଷ୍ଠା ହେବ ୩ଟି ଟ୍ରେନିଙ୍ଗ୍ ସେଣ୍ଟର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ NCC ଡିଜି ଲେଫ୍ଟନନାଣ୍ଟ ଜେନେରାଲ ଗୁରୁବୀର ପାଲ୍‍ ସିଂହ। ଓଡ଼ିଶାରେ ଏନସିସିର ସଂପ୍ରସାରଣ ସମ୍ପର୍କରେ କଲେ ଆଲୋଚନା। କଟକ, ବ୍ରହ୍ମପୁର ଓ ସମ୍ୱଲପୁରରେ ହେବ ଟ୍ରେନିଂ ସେଣ୍ଟର। କୋରାପୁଟରେ ହେବ ଏନସିସି ଗ୍ରୁପ୍ ହେଡକ୍ବାର୍ଟର୍ସ ପ୍ରତିଷ୍ଠା।…

ଏଲଜିଙ୍କୁ ଚିଠି ଲେଖିଲା ବିଜେପି: ଶୀଶ୍‌ମହଲରେ ରହିବେନି ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ :  ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ପରେ ବିଜେପି ଦିଲ୍ଲୀର ଉପରାଜ୍ୟପାଳ(ଏଲଜି) ଭିକେ ସକ୍ସେନାଙ୍କୁ ଚିଠି ଲେଖିଛି। ଏଥିରେ ଶୀଶମହଲ ସମ୍ପର୍କରେ ଉଲ୍ଲେଖ ରହିଛି। ଶୀଶମହଲରୁ ୪ଟି ବଙ୍ଗଳାର ବିଲୟକୁ ରଦ୍ଦ କରିବାକୁ ଦାବି କରାଯାଇଛି। ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ…

ନିଶାଦ୍ରବ୍ୟ ବିରୁଦ୍ଧରେ ଶୂନ୍ୟ-ସହନଶୀଳତା ନୀତି: ୨୫ ହଜାର କୋଟିରୁ ଅଧିକ ମୂଲ୍ୟର ନିଶାଦ୍ରବ୍ୟ ଜବତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, ନିଶାଦ୍ରବ୍ୟ ବିରୁଦ୍ଧରେ ଶୂନ୍ୟ-ସହନଶୀଳତା ନୀତି ଅନୁରୂପ ୨୦୨୪ ମସିହାରେ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସମେତ ଦେଶର ସମସ୍ତ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ପ୍ରାୟ ୨୫,୩୩୦ କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ଜବତ…

ଆସନ୍ତାକାଲି ଠାରୁ ଆରମ୍ଭ ହେବ ‘ଯୋରନ୍ଦା ମେଳା’: ଝାଡ଼ ଦୀପ ଜାଳି ବିଶ୍ୱର କଲ୍ୟାଣ ମନାସିବେ ମହିମା ସାଧୁ

ଢେଙ୍କାନାଳ: ମହିମା ଧର୍ମର ଉତ୍ପତ୍ତି ସ୍ଥଳ ଯୋରନ୍ଦା ମହିମାଗାଦି। ଏଥିପାଇଁ ସଜେଇ ହୋଇଛି ଢ଼େଙ୍କାନାଳର ଯୋରନ୍ଦା ସ୍ଥିତ ମହିମାଗାଦି, ଏହା ମହିମା ଧର୍ମର ମୁଖ୍ୟପୀଠ । ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା । ଏଠାରେ ମହଣ ମହଣ ଘିଅରେ ବିଶ୍ୱର କଲ୍ୟାଣ ପାଇଁ ଜଳିବ…

ଖେଳ ପରିଚାଳନାରେ ବିଭ୍ରାଟ; କ୍ରୀଡା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଆପ୍

ଭୁବନେଶ୍ବର: ଗତକାଲି ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା କ୍ରିକେଟ୍ ମ୍ୟାଚ ଅବସରରେ ଫ୍ଲଡ୍ ଲାଇଟ୍ ଅଚଳ ଯୋଗୁଁ ଦୀର୍ଘ ୨୬ ମିନିଟ୍ ଧରି ଖେଳ ବନ୍ଦ ରହିବା ଘଟଣାରେ କ୍ରୀଡା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ରାଜ୍ୟ ଆମ ଆଦମୀ ପାର୍ଟି । ଦଳ ପକ୍ଷରୁ କୁହାଯାଇଛି ଯେ, ଓସିଏ ଏବଂ କ୍ରୀଡା ବିଭାଗର…

ଜୟ ଶାହଙ୍କ ନୂତନ ଅଭିଯାନ ଆରମ୍ଭ ‘ଅଙ୍ଗଦାନ କରନ୍ତୁ, ଜୀବନ ବଞ୍ଚାନ୍ତୁ’

ନୂଆଦିଲ୍ଲୀ:ଆଇସିସି ଅଧ୍ୟକ୍ଷ ଜୟ ଶାହ ଅସହାୟମାନଙ୍କୁ ସାହାଯ୍ୟ କରିବା ପାଇଁ ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ସେ ୧୨ ଫେବୃଆରୀ ଦିନ ଅହମ୍ମଦାବାଦରେ ଭାରତ ଏବଂ ଇଂଲଣ୍ଡ ମ୍ୟାଚ୍ ବେଳେ 'ଅଙ୍ଗଦାନ କରନ୍ତୁ, ଜୀବନ ବଞ୍ଚାନ୍ତୁ' ନାମକ ଏକ ସଚେତନତା ଅଭିଯାନ ଆରମ୍ଭ…

କୃମି ଔଷଧ ଖାଇ ୬ ଛାତ୍ରଛାତ୍ରୀ ଅସୁସ୍ଥ, ଚିକିତ୍ସା ଜାରି

ବାଲେଶ୍ବର: କୃମି ଔଷଧ ଖାଇ ଅସୁସ୍ଥ ହୋଇପଡିଛନ୍ତି ସ୍କୁଲର ୬ ଜଣ ଛାତ୍ରଛାତ୍ରୀ । କେଦାରପୁର ପଞ୍ଚାୟତ ଥାନେଶ୍ବର ସ୍ଥିତ ସ୍କୁଲରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଅସୁସ୍ଥ ହେବା ପରେ ସେମାନଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ସୋମବାର କେଦାରପୁର ପଞ୍ଚାୟତ…

ହଜ୍ ୨୦୨୫; ବଦଳିଲା ନିୟମ, ଏଥର ମିଳିବନି ଶିଶୁଙ୍କୁ ଏଣ୍ଟ୍ରି

ଦୁବାଇ: ସାଉଦି ଆରବରେ ହଜ୍ ୨୦୨୫ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଚଳିତ ଥର ତୀର୍ଥଯାତ୍ରୀଙ୍କ ସହିତ ପିଲାମାନଙ୍କୁ ନେବା ଉପରେ କଟକଣା ଲଗାଯାଇଛି। ସାଉଦି ଆରବର ହଜ୍ ଏବଂ ଉମରା ମନ୍ତ୍ରଣାଳୟ ଏ ସମ୍ପର୍କିତ ଏକ ଘୋଷଣା ମଧ୍ଯ କରିଛି। 'ପିଲାମାନଙ୍କ ସୁରକ୍ଷାକୁ ନଜରରେ ରଖି ଏବଂ ହଜ୍ ଯାତ୍ରା…

ଭାରତୀୟ ଫ୍ୟାନ୍ସଙ୍କ ସମ୍ମୁଖରେ ଭାରତ ସହ ମୁକାବିଲା କରିବା ଆମ ପାଇଁ କଠିନ: ଜର୍ମାନୀ ମହିଳା ଦଳର କୋ-କ୍ୟାପଟେନ

ଭୁବନେଶ୍ବର: ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ ପାଇଁ ଆଜି (ସୋମବାର) ଜର୍ମାନୀ ମହିଳା ହକି ଦଳ  ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । କୋ-କ୍ୟାପଟେନ୍ ଲିନିୟା ୱିଡେମାନ୍ ଏବଂ ସାରା ଷ୍ଟ୍ରସ୍ ଙ୍କ ନେତୃତ୍ୱରେ ଜର୍ମାନୀ ମହିଳା ଦଳ ୨୧ ଏବଂ ୨୨ ଫେବୃଆରୀରେ…