Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଖୁବଶୀଘ୍ର ଆମେରିକା ଗସ୍ତ କରିବେ ମୋଦି, ପ୍ରଧାନମନ୍ତ୍ରୀଙ୍କୁ ଟ୍ରମ୍ପଙ୍କ ନିମନ୍ତ୍ରଣ

ନୂଆଦିଲ୍ଲୀ: ଖୁବଶୀଘ୍ର ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ମୋଦି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍ ମାଧ୍ୟମରେ ଆଲୋଚନା ହୋଇଛି। ଟ୍ରମ୍ପ…

ଧାନକିଣା ନେଇ ଅଚଳାବସ୍ଥା: ପ୍ରଶାସନ ଓ ମିଲର୍ସଙ୍କ ଟଣାଓଟରାରେ ବଳି ପଡୁଛି ଚାଷୀ

ଢେଙ୍କାନାଳ: ୪ ଦିନ ହେବ ଖୋଲାପଡିଛି ମଣ୍ଡି। ଢେଙ୍କାନାଳ ଜିଲ୍ଲାରେ ଧାନକିଣା ନେଇ ଜାରି ରହିଛି ଅଚଳାବସ୍ଥା। ଚାଷୀମାନେ ଧାନ କିଣା ନେଇ ଦ୍ବନ୍ଦ୍ବରେ ରହିଛନ୍ତି। ବାହାର ଦଲାଲଙ୍କୁ ବିକିବାକୁ ଚାହିଲେ ମଧ୍ୟ ସେମାନେ ଆଉ ଧରାଛୁଆଁ ଦେଉ ନଥିବାରୁ ଚାଷୀମାନେ ଅସହାୟ ହୋଇପଡ଼ିଛନ୍ତି। ପ୍ରଶାସନ ଓ…

ଆଖି ବୁଜିଲା ଶିମିଳିପାଳର ଅନ୍ୟ ଏକ କୁମ୍‌କୀ ହାତୀ ‘ଭବାନୀ’

ବାରିପଦା: ଶିମିଳିପାଳରେ କୁମ୍‌କୀ ହାତୀ 'ଭବାନୀ'ର ମୃତ୍ୟୁ । ୭ ଫୁଟ ଉଚ୍ଚର ୮୦ ବର୍ଷୀୟ ହାତୀ 'ଭାବନୀ'ର ମୃତ୍ୟୁ । ତେବେ ବୟସାଧିକ କାରଣରୁ ହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଗତ ଜାନୁଆରୀ ୧୨ ତାରିଖରେ ଶିମିଳିପାଳରେ ଅନ୍ୟ ଏକ କୁମକୀ ହାତୀ ମହିନ୍ଦ୍ରାର ମୃତ୍ୟୁ ହୋଇଥିଲା ।…

ମୃତ୍ୟୁ ପରେ ଆତ୍ମା ​​ଶରୀରର ଏହି ଅଙ୍ଗଦେଇ ବାହରକୁ ଯାଇଥାଏ..

ଭୁବନେଶ୍ବର: ଜୀବନ ଏବଂ ମୃତ୍ୟୁ ହେଉଛି ଦୁନିଆର ସବୁଠାରୁ ବଡ ସତ୍ୟ । ଯିଏ ଏହି ପୃଥିବୀରେ ଜନ୍ମ ନେଇଛି ସେ ନିଶ୍ଚିତ ଦିନେ ଦେହ ତ୍ୟାଗ କରିବ । କିନ୍ତୁ ଏହି ମୃତ୍ୟୁ କେବେ ଏବଂ କିପରି ଘଟିବ ଏସବୁ କେହି ଜାଣନ୍ତି ନାହିଁ । ମୃତ୍ୟୁ ସହ ଜଡିତ ଅନେକ ରହସ୍ୟ ଗରୁଡ ପୁରାଣରେ କୁହାଯାଇଛି,…

କେତେବେଳେ କଦଳୀ ଖାଇଲେ ଦେହ ପାଇଁ ଭଲ?

ଭୁବେନେଶ୍ବର: କଦଳୀ ଏମିତି ଏକ ଫଳ ଯାହା ସବୁ ଋତୁରେ ବଜାରରେ ମିଳିଥାଏ । ପ୍ରାୟ ସମସ୍ତଙ୍କୁ କଦଳୀ ଖାଇବାକୁ ପସନ୍ଦ । ଏହି ଫଳରେ ଫାଇବର, ଭିଟାମିନ ସି, ଭିଟାମିନ B6, ପ୍ରୋଟିନ, ପୋଟାସିୟମ, ମ୍ୟାଗ୍ନେସିମୟ, ମାଙ୍ଗାନିଜ ଓ ମିନେରାଲ ରହିଛି । ଏହା ପ୍ରାକୃତିକ ଭାବେ ଶରୀରକୁ ଶକ୍ତି ଯୋଗାଏ ।…

ମୌନୀ ଅମାବାସ୍ୟାରେ ରହିଛି ଦୁର୍ଲ୍ଲଭ ଯୋଗ: ଏହି ରାଶିର ବ୍ୟକ୍ତି ହେବେ ଭାଗ୍ୟଶାଳୀ

ଭୁବନେଶ୍ବର: ୨୯ ଜାନୁଆରୀ ବୁଧବାର ଦିନ ପଡୁଛି ମୌନୀ ଅମାବାସ୍ୟା । ଦୀର୍ଘ ୫୦ ବର୍ଷ ପରେ ମୌନୀ ଅମାବାସ୍ୟା ଦିନ ମକର ରାଶିରେ ସୂର୍ଯ୍ୟ, ଚନ୍ଦ୍ରମା ଓ ବୁଧ ଗ୍ରହ ଏକାଠି ହୋଇ ତ୍ରିଗ୍ରହୀ ଯୋଗ ସୃଷ୍ଟି କରିବେ । ଗୁରୁ ଗ୍ରହ ମଧ୍ୟ ବୃଷ ରାଶିରେ ବିରାଜମାନ ହେବେ । ଏହି ମୌନୀ ଅମାବାସ୍ୟା ଦିନ…

କଟନୀ ଛଟନୀ ଗୁମର ଖୋଲିଲେ ଯୋଗାଣ ମନ୍ତ୍ରୀ, କଡା ଟାର୍ଗେଟ କଲେ ବିରୋଧୀ

ଭୁବନେଶ୍ବର : ସାରା ରାଜ୍ୟରେ ବିଭିନ୍ନ ମଣ୍ଡି ମାନଙ୍କରେ ଚାଲିଛି ଧାନ ସଂଗ୍ରହ। ସରକାରଙ୍କ ତତ୍ୱାବଧାନରେ ଚାଲିଛି ଏହି ପ୍ରକ୍ରିୟା। କିପରି ଚାଷୀ ଟିକେ ବି ହଇରାଣ ନହେବେ ସେପାଇଁ ସଜାଗ ଅଛନ୍ତି ବୋଲି କହୁଛନ୍ତି ସରକାର। ଏହାରି ଭିତରେ ଧାନର କଟଣୀ ଛଟନୀକୁ ନେଇ ବଡ଼ ବୟାନ ଦେଇଛନ୍ତି ଖାଦ୍ୟ…

କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିବେ ଭାରତ ଓ ଚୀନ

ନୂଆଦିଲ୍ଲୀ: କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିବେ ଭାରତ ଓ ଚୀନ। ଭାରତୀୟ ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁସାରେ ୨୦୨୦ ମସିହାରୁ ବନ୍ଦ ଥିବା କୈଳାସ ମାନସରୋବର ଯାତ୍ରାକୁ ଭାରତ ଏବଂ ଚୀନ୍ ପୁନଃ ଆରମ୍ଭ କରିବାକୁ ରାଜି ହୋଇଛନ୍ତି। ଭାରତ ଏବଂ ଚୀନ୍ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ…

ମହାକୁମ୍ଭରେ ଦିଲ୍ଲୀର ପୁଅକୁ ବାହାହେଲେ ଗ୍ରୀସର ଝିଅ, ସନ୍ଥ କଲେ କନ୍ୟା ଦାନ

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲିଛି ହିନ୍ଦୁ ଧର୍ମର ଦିବ୍ୟ ଓ ଭବ୍ୟ ମେଳା ମହାକୁମ୍ଭ । ଗତ ୧୬ ଦିନରେ, ୧୩ କୋଟି ଲୋକ ପବିତ୍ର ବୁଡ଼ ପକାଇଛନ୍ତି । ହେଲେ ଏହା ଭିତରେ ସମସ୍ତ ପ୍ରକାରର ଧାର୍ମିକ ରୀତିନୀତି ମଧ୍ୟରେ ଏକ ବିବାହ ମଧ୍ୟ ସମ୍ପନ୍ନ ହୋଇଯାଇଛି । ଯେଉଁଠାରେ ଗ୍ରୀସର ଜଣେ ଝିଅ ଜଣେ…

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ଟ୍ରାଫିକ କଟକଣା, ଜାଣନ୍ତୁ… 

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଭୁବନେଶ୍ୱର ଗସ୍ତ କରିବେ। ଯାହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ଉତ୍କର୍ଷ ଓଡ଼ିଶା - ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ରେ ଯୋଗ ଦେବା ପାଇଁ ଭୁବନେଶ୍ୱର ଗସ୍ତ…