Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଉ ନାହାନ୍ତି ବିଶ୍ବର ସବୁଠୁ ବୟସ୍କା ମହିଳା: ୧୧୬ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ: ଆଉ ନାହାନ୍ତି ବିଶ୍ୱର ସବୁଠାରୁ ବୟସ୍କା ବ୍ୟକ୍ତି ତୋମିକୋ ଇତୁକା । ୧୧୬ ବର୍ଷ ବୟସରେ ତାଙ୍କର ଡିସେମ୍ବର ୨୯ରେ ମୃତ୍ୟୁ ଘଟିଛି । ତେବେ ବିଶ୍ବର ସବୁଠୁ ବୟସ୍କା ବ୍ୟକ୍ତି ଭାବରେ ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଥିଲେ ଜାପାନୀ ମହିଳା ତୋମିକୋ । ଜାପାନୀ ଅଧିକାରୀଙ୍କ ସୂଚନା…

କରନ୍ତୁ ପଶ୍ଚିମୋତାଶନ ଆସନ, ପେଟର ଚର୍ବି ହେବ କମ୍

ଭୁବନେଶ୍ବର: ପଶ୍ଚିମୋତାଶନର ନାମ ପଶ୍ଚିମ ଏବଂ ଉତ୍ତାନ ଶବ୍ଦ ମିଶିକି ହୋଇଛି । ପଶ୍ଚିମ ଅର୍ଥାତ୍ ପଶ୍ଚିମ ଦିଗ କିମ୍ବା ଶରୀରର ପଛ ଭାଗ ଏବଂ ଉତ୍ତାନର ଅର୍ଥ ଟାଣି ହେବା । ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବାକୁ, ପ୍ରତ୍ୟେକ ବ୍ୟକ୍ତି ପଶ୍ଚିମୋତାଶନ କରିବାର ପଦ୍ଧତି, ଏହାର ଉପକାର ଏବଂ ସତର୍କତା…

୧୦ ଡିଗ୍ରୀ ତଳେ ୯ ସହର; ସବୁଠୁ ଥଣ୍ଡା ଜି.ଉଦୟଗିରି

ଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରି। ବିଭିନ୍ନ ସହରମାନଙ୍କରେ ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଖସୁଛି ରାତି ତାପମାତ୍ରା । ଏବେ ପ୍ରବଳ ଜାଡ଼ରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ୧୦ ଡିଗ୍ରୀ ତଳେ ରହିଛି ୯ ସହରର ତାପମାତ୍ରା । ୫ ଡିଗ୍ରୀ ତାପମାତ୍ରା ସହ…

ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍: ହେବ କଠୋର କାର୍ଯ୍ୟନୁଷ୍ଠାନ, ଏଣିକି ପୋଲିସ୍ ଜଗିବେ..

ପୁରୀ: ଶ୍ରୀମନ୍ଦିର କେମିତି ଉଡିଲା ଡ୍ରୋନ୍ ? କ’ଣ କରୁଥିଲେ ସୁରକ୍ଷା କର୍ମୀ? ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ ଜୋନରେ କିପରି ଡ୍ରୋନ୍ ଉଡିଲା ସେନେଇ ଏବେ ତନାଘନା ଚାଲିଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏନେଇ ମନ୍ତ୍ରୀ କହିଛନ୍ତି,…

ଭାରତ-ବାଂଲାଦେଶ ସମ୍ପର୍କରେ ଉନ୍ନତି: ଦୁଇ ଦେଶ ମଧ୍ଯରେ ୧୮୫ ମତ୍ସ୍ୟଜୀବୀ ଅଦଳବଦଳ

ନୂଆଦିଲ୍ଲୀ: ବାଂଲାଦେଶ ହିଂସା ଓ ସେଠାରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନେଇ ଭାରତ ସହ ସମ୍ପର୍କ ବିଗିଡିଛି। କିନ୍ତୁ ବର୍ତ୍ତମାନ ବିଶ୍ୱାସ କରାଯାଉଛି ଯେ ଦୁଇ ଦେଶ ମଧ୍ୟରେ ନୂଆ ସମ୍ପର୍କ ଆରମ୍ଭ ହେବାକୁ ଯାଉଛି। କାରଣ ଆଜି ଦୁଇ ଦେଶ ମଧ୍ଯରେ ୧୮୫ ଜଣ ମତ୍ସ୍ୟଜୀବୀଙ୍କୁ ଅଦଳବଦଳ…

କଣ୍ଠଶିଳ୍ପୀ ଅଭିଜିତ୍ ଭଟ୍ଟାଚାର୍ଯ୍ୟଙ୍କୁ ଲିଗାଲ୍ ନୋଟିସ୍, ଲିଖିତ କ୍ଷମା ମାଗିବାକୁ ଦାବି

ପୁନେ: ପ୍ରସିଦ୍ଧ କଣ୍ଠଶିଳ୍ପୀ ଅଭିଜିତ୍ ଭଟ୍ଟାଚାର୍ଯ୍ୟ ବିବାଦୀୟ ବୟାନ ଯୋଗୁଁ ଅଡୁଆ ପଡିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ମହାତ୍ମା ଗାନ୍ଧୀଙ୍କୁ 'ପାକିସ୍ତାନର ଜାତିର ପିତା' ବୋଲି କହିଥିଲେ। ଏହି କାରଣରୁ ତାଙ୍କୁ ଏକ ଆଇନଗତ ନୋଟିସ ମିଳିଛି। ଅଭିଜିତ୍ କହିଥିଲେ ଯେ ମହାତ୍ମା ଗାନ୍ଧୀ…

ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀ, ଜଣେ କନଷ୍ଟେବଳ ସହିଦ

ରାୟପୁର: ମାଲକାନଗିରି ସୀମାନ୍ତ ଛତିଶଗଡ଼ ଅବୁଝମାଡ଼ରେ ଏନ୍‌କାଉଣ୍ଟର ହୋଇଛି। ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀଷ ମାଓବାଦୀଙ୍କ ପାଲଟା ଗୁଳିରେ ଜଣେ କନଷ୍ଟେବଳ ସହିଦ ହୋଇଥିବା ସୂଚନା ରହିଛି। ତାଙ୍କ ନାମ ସାନୁ କରାମ ବୋଲି ଜଣାପଡିଛି। । ଏକେ ୪୭ ସହ ବିପୁଳ ମାଓ ବିସ୍ଫୋରକ ଜବତ ହୋଇଥିବା ବେଳେ…

୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତି ରେକର୍ଡ କଲା ଅଷ୍ଟ୍ରେଲିଆ, ଫାଇନାଲରେ ଏଣ୍ଟ୍ରି

ସିଡନୀ: ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତିବାର ରେକର୍ଡ କଲା ଅଷ୍ଟ୍ରେଲିଆ। ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍‌ ସିଡ୍‌ନୀରେ ଖେଳା ଯାଇଛି। ତେବେ ଏହି ଅନ୍ତିମ ଟେଷ୍ଟ ମ୍ୟାଚକୁ ୬ ୱିକେଟରେ ଜିତିବା ସହ ବର୍ଡର-ଗାଭାସ୍କର ଟ୍ରଫିକୁ ୩-୧ରେ ଜିତି ନେଇଛି…

କମୁଛି ପାରଦ, ବଢୁଛି ଶୀତ: ଘନ କୁହୁଡି ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଏବେ ଜାରି ରହିଛି ଶୀତର ପ୍ରକୋପ। ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଖସୁଛି ତାପମାତ୍ରା। ଏବେ ପ୍ରବଳ ଜାଡ଼ରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ। ୨ରୁ ୩ ଡିଗ୍ରୀ ସେଲସିୟସ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ଏହା…

ଭୋରୁ ଭୋରୁ ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ

ପୁରୀ: ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ । ଭୋର ୪ଟା ୧୦ ମିନିଟ୍‌ରେ ଡ୍ରୋନ୍ ଉଡୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ନୋ ଫ୍ଲାଇଂ ଜୋନ୍‌ରେ କିଏ ଓ କାହିଁକି ଡ୍ରୋନ୍ ଉଡ଼ାଇଲା ସେନେଇ ଅସ୍ପଷ୍ଟ । ଦୋଳମଣ୍ଡପ ସାହିରୁ ପ୍ରଥମେ ଆସି ମେଘନାଦ ପାଚେରୀ ବୁଲିଥିଲା ଡ୍ରୋନ । ୧୦୦ ଫୁଟ ଉଚ୍ଚକୁ…