Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବାର୍ଡ ଫ୍ଲୁ ଭୂତାଣୁର ଆଉ ଏକ ନୂଆ ରୂପ, ଏହା କେତେ ବିପଜ୍ଜନକ?

ନୂଆଦିଲ୍ଲୀ: ବାର୍ଡ ଫ୍ଲୁ ତଥା ପକ୍ଷୀ ଦ୍ୱାରା ସୃଷ୍ଟି ହେଉଥିବା ବିପଜ୍ଜନକ ରୋଗର ଆଉ ଏକ ନୂଆ ରୂପ ଦେଖିବାକୁ ମିଳିଛି। କିନ୍ତୁ ବର୍ତ୍ତମାନ ଏହି ଭୂତାଣୁ କେବଳ ପକ୍ଷୀ ନୁହଁନ୍ତି ମଣିଷ ଏବଂ ପଶୁମାନଙ୍କୁ ମଧ୍ୟ ସଂକ୍ରମିତ କରୁଛନ୍ତି। ଏହି କାରଣରୁ, ସାରା ବିଶ୍ୱରେ ବାର୍ଡ ଫ୍ଲୁ ହେବାର ଆଶଙ୍କା…

ପ୍ରଧାନମନ୍ତ୍ରୀଙ୍କ ମୁହଁରେ କଳାହାଣ୍ଡି ଚାଷୀ, କହିଲେ ଶିଖିବା ଉଚିତ୍

ନୂଆଦିଲ୍ଲୀ: ଆଜି ବର୍ଷର ଶେଷ ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମନ କି ବାତର ୧୧୭ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି ଆଜି କଳାହାଣ୍ଠି ଚାଷୀଙ୍କ ଉଦାହରଣ ଦେଇଛନ୍ତି । କିପରି ଆଜି କଳାହାଣ୍ଡି ଚାଷୀ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି,…

ଡାକ୍ତରୀ ଛାତ୍ରଙ୍କୁ ମାଡ଼ ଘଟଣାରେ ଏମକେସିଜି ଆସିଷ୍ଟାଣ୍ଟ୍ ପ୍ରଫେସରଙ୍କ ସମେତ ୪ ବହିଷ୍କୃତ

ବ୍ରହ୍ମପୁର: ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜର ପିଜି ଡାକ୍ତରୀ ଛାତ୍ରଙ୍କୁ ମାଡ଼ ଘଟଣାରେ ଆସିଷ୍ଟାଣ୍ଟ୍ ପ୍ରଫେସର ଏବଂ ୩ ଜଣ ବରିଷ୍ଠ ଡାକ୍ତରଙ୍କୁ ବହିଷ୍କାର କରାଯାଇଛି। ଏମକେସିଜି ମେଡିକାଲ କଲେଜ ଡିନ୍ ଓ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି ହୋଇଛି। ଏହି…

ଶୀତଦିନେ ଯାତ୍ରା କରିବା ସମୟରେ ଏହି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ, ହେବେନି ଅସୁସ୍ଥ

ଶୀତ ଋତୁ ଅତ୍ୟନ୍ତ ମନୋରମ ଅଟେ। ଅଧିକାଂଶ ଲୋକ ଏହି ଋତୁକୁ ପସନ୍ଦ କରନ୍ତି। ବିଶେଷ କରି ଯାତ୍ରା ପାଇଁ ପ୍ରାୟତଃ ଲୋକମାନେ ଏହି ଋତୁକୁ ପସନ୍ଦ କରନ୍ତି। ଏହି ଋତୁରେ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରନ୍ତି। ତୁଷାରପାତର ଦୃଶ୍ୟ ଦେଖିବାକୁ ଅନେକ ଲୋକ ପାହାଡିଆ ସ୍ଥାନ ପରିଦର୍ଶନ…

ଓସିଏ ସଭାପତି ପଦ ଛାଡିଲେ ବବି ଦାସ

ଭୁବନେଶ୍ବର: ଓସିଏ ସଭାପତି ପଦ ଛାଡିଲେ ବବି ଦାସ । ଓଡିଶା କ୍ରିକେଟ ଆସୋସିଏସନ୍(ଓସିଏ) ପଦବୀରୁ ଇସ୍ତଫା ଦେଇଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦେସ ଓରଫ ବବି ଦାସ । ନିଜର ବ୍ୟକ୍ତିଗତ କାରଣ ଦର୍ଶଇ ବବି ପଦ ଛାଡିଛନ୍ତି । ବବି ତାଙ୍କ ପଦରୁ ଇସ୍ତଫା ଦେବା ନେଇ ସୂଚନା ଦେଇଛନ୍ତି ଓସିଏ…

ଘରେ ବସି କିପରି ପୋଷ୍ଟଅଫିସ୍ ଆରଡି ଆକାଉଣ୍ଟରେ ଟଙ୍କା ଜମା କରିପାରିବେ ?

ଭୁବନେଶ୍ବର: ଯଦି ଆପଣଙ୍କର ଆରଡି ଆକାଉଣ୍ଟ ପୋଷ୍ଟ ଅଫିସରେ ଅଛି, ଆପଣଙ୍କୁ ଟଙ୍କା ଜମା କରିବାକୁ ପୋଷ୍ଟ ଅଫିସ୍ ଯିବାକୁ ପଡୁଥିବ । କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ଘରେ ବସି ଆରଡି ଆକାଉଣ୍ଟରେ ଟଙ୍କା ଜମା କରିପାରିବେ । ହଁ , ଆଜ୍ଞା ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ଆପ୍…

ମଦ ବୋତଲ ପିଛା ବଢିବ ୧୦ ଟଙ୍କା!

ଭୁବନେଶ୍ବର: ବଢିବ ମଦ ଦର । ମଦ ଦର ବୋତଲ ବୃଦ୍ଧି ହେବା ନେଇ ସୂଚନା ଦେଇଚନ୍ତି ଅବକାରୀ ମନ୍ତ୍ରୀ । ବିୟର ବୋତଲ ଓ କେନ୍ ପିଛା ୧୦ ଟଙ୍କା ବଢିବ । ନୂଆବର୍ଷରୁ ଏହି ରେଟ ବଢିବ । ମଦରୁ କିଛି ଅଧିକା ଟଙ୍କା ପାଇବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ କିଛି ଏମିତିକି ପଦକ୍ଷେପ ନେବାକୁ ଯାଉଛନ୍ତି…

ବିନା ଚାର୍ଜରରେ ଆପଣଙ୍କ ଫୋନକୁ କିପରି କରିବେ ଚାର୍ଜ, ଆପଣାନ୍ତୁ କିଛି ସ୍ମାର୍ଟ ଟିପ୍ସ

ବାରମ୍ବାର ଫୋନ୍ ଚାର୍ଜ କରିବାକୁ ଏଡ଼ାଇବା ପାଇଁ ଅନେକ କମ୍ପାନୀ ବର୍ତ୍ତମାନ ସ୍ମାର୍ଟଫୋନରେ ବଡ ବ୍ୟାଟେରୀ ଯୋଗାଇବା ଆରମ୍ଭ କରିଛନ୍ତି, ଯେଉଁଥିପାଇଁ ଲୋକମାନେ ଆଉ ଫୋନ୍ ଚାର୍ଜର ବହନ କରନ୍ତି ନାହିଁ। କିନ୍ତୁ ଅନେକ ଥର ଏହା ଘଟେ ଯେ ଦିନସାରା ଫୋନ୍ ବ୍ୟବହାର କରିବା ସମୟରେ ଫୋନର ବ୍ୟାଟେରୀ…

ସ୍ମାର୍ଟଫୋନ୍ ଠାରୁ ଆରମ୍ଭ କରି ଘର ବଗିଚା, ୨୦୨୫ରେ ବିଶ୍ୱକୁ ବଦଳାଇବ ଏଆଇ

୨୦୨୫ ରେ ଏଆଇ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରେ। ଏହା କେବଳ ସ୍ମାର୍ଟଫୋନ୍, ଲାପଟପ୍ ଏବଂ କମ୍ପ୍ୟୁଟର ପରି ଆମର ବୈଷୟିକ ଗ୍ୟାଜେଟରେ ନୁହେଁ, ବରଂ ଘର, ବିଦ୍ୟାଳୟ, ଡାକ୍ତରଖାନା ଏବଂ କାର୍ଯ୍ୟାଳୟରେ ମଧ୍ୟ ବ୍ୟବହୃତ ହେବ। ଏଆଇ କେବଳ ଏକ ନୂତନ ପ୍ରଯୁକ୍ତିବିଦ୍ୟା ହେବ ନାହିଁ, ବରଂ…

ନାକେଦମ୍ କଲାଣି ଜିନ୍ନତ୍, ନୟାନ୍ତ ହେଲେଣି ୩ ରାଜ୍ୟର ବନକର୍ମଚାରୀ

ଭୁବନେଶ୍ବର: ୩ ରାଜ୍ୟର ବନକର୍ମଚାରୀଙ୍କୁ ନାକରେ କନ୍ଦାଇଲାଣି ମରାଠୀ ବାଘୁଣୀ ଜିନ୍ନତ୍ । ଓଡିଶା ଛାଡି ଏବେ ଝାଡଖଣ୍ଡ ଜଙ୍ଗଲରେ ବୁଲୁଥିବା ବାଘୁଣୀ ଜିନ୍ନତକୁ ଧରିବା ପାଇଁ ନକେଦମ୍ ହେଲାଣି ବନବିଭାଗ । ନା ସାମ୍ନାକୁ ଆସୁଛି, ନା ଧରାଦେଉଛି । ଚୁପ୍ କରି ବନକର୍ମଚାରୀଙ୍କ ଦ୍ବାରା ରଖାଯାଇଥିବା…