Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମାସିକ ୨,୮୧୦ ଟଙ୍କା ଖର୍ଚ୍ଚରେ ମିଳିବ ଆଇଫୋନ16 

ନୂଆଦିଲ୍ଲୀ: ଆଇଫୋନ୍ କ୍ରେଜ୍ ଆଜିକାଲିର ଯୁବପିଢି ମଧ୍ୟରେ ରହିଛି । ତେବେ କମ୍ ମୂଲ୍ୟରେ ଆଇଫୋନ16  କିଣିବା ପାଇଁ ଆପଣଙ୍କୁ ଏକ ଭଲ ସୁଯୋଗ ମିଳିଛି । ଏକାଥରକେ ସମ୍ପୂର୍ଣ୍ଣ ମୂଲ୍ୟ ଦେବାର ଟେନସନ ବି ରହିବ ନାହିଁ । ଆପଣ ଏହି ସ୍ମାର୍ଟଫୋନ୍ ଇଏମଆଇରେ କିଣି ପାରିବେ । ଆପଣ ଆମାଜନ-ଫ୍ଲିପକାର୍ଟ…

ରେକର୍ଡ ଭାଙ୍ଗୁଛି ରାଜଧାନୀ, ଏବେ ବର୍ଷାରେ ବି ମିଟର ପାର୍

ନୂଆଦିଲ୍ଲୀ: ସବୁଥିରେ ରେକର୍ଡ ଭାଙ୍ଗୁଛି ଜାତୀୟ ରାଜଧାନୀ ଦିଲ୍ଲୀ । ଖରା- ବର୍ଷା- ଶୀତ ସବୁଥିରେ ରାଜଧାନୀ ବାସୀଙ୍କୁ ଅତିଶୟ କରି ରଖିଛି । ଏବେ ଅଦିନିଆ ବର୍ଷାରେ ବି ବେହାଲ ଦିଲ୍ଲୀ । ୧୦୧ ବର୍ଷର ରେକର୍ଡକୁ ଭାଙ୍ଗିଛି ଡିସେମ୍ବର ବର୍ଷା । ତେବେ ଏବେ ଦିଲ୍ଲୀ ଏନସିଆରର ବିଭିନ୍ନ…

ଜାପାନ ଓ ଫିଲିପାଇନ୍ସରେ ଭୂକମ୍ପ ଝଟକା ଅନୁଭୂତ

ଟୋକିଓ: ପୁଣି ଭୂକମ୍ପରେ ଥରିଲା ଜାପାନ । ଦେଶର ଉତ୍ତର-ପୂର୍ବରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ ରେ ଏହାର ତୀବ୍ରାତା ୫.୧ ରହିଛି । କିନ୍ତୁ କୌଣସି ସୁନାମି ସତର୍କ ସୂଚନା ଜାରି କରାଯାଇ ନାହିଁ । ଫଳରେ ଭୟରେ ଲୋକମାନେ ଘରୁ ବାହାରକୁ ଦୌଡି ପଳାଇଥିଲେ । ସୂଚନା ଅନୁସାରେ,…

ପଞ୍ଚଭୂତରେ ବିଲୀନ ହେଲେ ମନମୋହନ: ମନେରହିବ ତାଙ୍କର ସେ ଅମାୟିକ ସ୍ବଭାବ

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ। ତିନି ସେନାର ସଲାମି ସହ ପୂରା ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ନିଗମବୋଧ ଘାଟରେ ସ୍ବର୍ଗତ ମନମୋହନ ଅନ୍ତିମ ସଂସ୍କାର କାର୍ଯ୍ୟ ସଂମ୍ପନ୍ନ କରାଯାଇଛି । ଆଜି ସବୁଦିନ ପାଇଁ ସମସ୍ତଙ୍କୁ ଅଲବିଦା କହିଛନ୍ତି…

ମିଳିଲା କେନ୍ଦ୍ର ଅନୁମତି: ବନିବ ମନମୋହନଙ୍କ ସ୍ମାରକୀ..ହେଲେ ଅଡିଛି କଂଗ୍ରେସ

ନୂଆଦିଲ୍ଲୀ: ଅନ୍ତିମ ବିଦାୟ ନେଉଛନ୍ତି ଅର୍ଥନୀତି ଚାଣକ୍ୟ ତଥା ଦେଶଷର ୧୩ ତମ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ନିଗମ ବୋଧ ଘାଟିରେ ମନମୋହନଙ୍କ ପାର୍ଥିବ ଶରୀରକୁ ଭାବପୂର୍ଣ୍ଣ ବିଦାୟ ଦେଉଛନ୍ତି ପରିବାର ଲୋକେ ଏବଂ ବହୁ ମାନ୍ୟଗଣ ବ୍ୟକ୍ତି । ଆଉ କିଛି ସମୟ ମଧ୍ୟରେ ପଞ୍ଚଭୂତରେ ଲୀନ ହେବ…

ବିନା ଗ୍ୟାରେଣ୍ଟିରେ ୮୦ହଜାର ଋଣ ଦେଉଛନ୍ତି ସରକାର , କେବଳ ଗୋଟିଏ ଡକ୍ୟୁମେଣ୍ଟ ଆବଶ୍ୟକ

ନୂଆଦିଲ୍ଲୀ:  ଯଦି ଆପଣ ନିଜର ଛୋଟ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ମୋଦୀ ସରକାର ଏକ ସ୍ୱତନ୍ତ୍ର ଯୋଜନା ଆଣିଛନ୍ତି , ଯାହା ଦ୍ବାରା ତିନୋଟି କିସ୍ତିରେ ୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ | ବିଶେଷ କଥା ହେଉଛି ବିନା…

ବିଜେଡି-ବିଜେପି କର୍ମୀ ମୁହାଁମୁହିଁ, ୧୬୩ ଧାରା ଲାଗୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଦୁର୍ଗାମଣ୍ଡପ ଛକରେ ନୂଆବର୍ଷ ତୋରଣ ପୋତାକୁ ନେଇ ଦେଖାଦେଇଛି ବିବାଦ । ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି କର୍ମୀ । ବିବାଦ ଉଗ୍ର ରୂପ ନେବାରୁ ଉକ୍ତ ଅଞ୍ଚଳରେ ବିଏନଏସଏସ ଧାରା ୧୬୩ ଲାଗୁ ହୋଇଛି । ଖବର ମୁତାବକ, ନୂଆବର୍ଷ ପାଇଁ…

ସୋସିଆଲ୍ ମିଡିଆ ଯୁଗରେ ଅଲୋଡା ଗ୍ରୀଟିଂସ୍ କାର୍ଡ….

ଭୁବନେଶ୍ଵର: ଉଡିଗଲା ଏରୋପ୍ଲେନ, ପଡିଗଲା ଛାଇ, ଗରିବ ଘର ସାଙ୍ଗ ବୋଲି, ଭୁଲିଯିବ ନାହିଁ….। ଗୋଲାପ ଗଛରେ ବହୁତ କଣ୍ଟା, ତୁମ କଥା ମନେ ପଡେ ଘଣ୍ଟା କୁ ଘଣ୍ଟା….। ଟେବୁଲ ଉପରେ ଟମାଟୋ ଖଟା, ସାଙ୍ଗକୁ ମୋର ଠିଆ ଗୋଇଠା….। ହାତୀ ଚାଲେ ଦମ୍ ଦମ୍, ସାଙ୍ଗକୁ ମୋର ୱେଲକମ୍…। ଏମିତି ଅନେକ କିଛି…

ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ

ଭବାନୀପାଟଣା: ଧାନ ମଣ୍ଡିରେ ଅବ୍ୟବସ୍ଥା ଓ କଟନୀ ଛଟନୀ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ ପାଳନ କରୁଛି କଂଗ୍ରେସ । ଭବାନୀପାଟଣା ଓ କେସିଙ୍ଗାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବନ୍ଦ ଯୋଗୁଁ ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ ସରକାରୀ ଓ ବେସରକାରୀ ଅଫିସ ବି ବନ୍ଦ ରହିଛି…

ଆରବିଆଇ ଦେଲା ଅନୁମତି, ଥାର୍ଡ ପାର୍ଟି ୟୁପିଆଇ ପେମେଣ୍ଟ କରିପାରିବେ ପିପିଆଇ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୟୁପିଆଇ ଟ୍ରାଞ୍ଜାକସନ୍ କୁ ନେଇ ଏକ ନୂତନ ସୁବିଧା ଅନୁମତି ଦେଇଛି ।  ପ୍ରିପେଡ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ (ପିପିଆଇ) ହୋଲ୍ଡରମାନେ ୟୁପିଆଇ ପ୍ଲାଟଫର୍ମରେ ଥାର୍ଡ ପାର୍ଟି ମୋବାଇଲ ଆପଲିକେସନ ଦ୍ବାରା ଟଙ୍କା ନେଣଦେଣ କରି ପାରିବ ବୋଲି ଗତ…