Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ଭୋଟ ଦେବେ ୯୪.୪୮ ଲକ୍ଷ ଭୋଟର

ଭୁବନେଶ୍ଵର: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ତୃତୀୟ ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା କ୍ଷେତ୍ରରେ ମତଦାନ ହେବ । ୬ଟି ସଂସଦୀୟ କ୍ଷେତ୍ର ପାଇଁ ୬୪ ଜଣ ପ୍ରାର୍ଥୀ ଓ ୪୨ଟି ବିଧାନସଭା ପାଇଁ…

କରଞ୍ଜିଆରେ ବିଜେପି ସଭାପତି ଜେପି ନଡ୍ଡାଙ୍କ ମାରାଥନ ପ୍ରଚାର,କହିଲେ ଏଥର ଓଡ଼ିଶାରେ ୨୧ରୁ ୨୧ ଜିତିବୁ

ମୟୂରଭଞ୍ଜ: କରଞ୍ଜିଆ ରେ ବିଜେପି ସଭାପତି ଜେପି ନଡ୍ଡାଙ୍କ ମାରାଥନ ପ୍ରଚାର ।ବିଜେଡି ସରକାର ଉପରେ ସିଧା ସଳଖ ପ୍ରହାର କରିଛନ୍ତି ନଡ୍ଡା। କହିଲେ ବିଜେଡି କୁ ଏବେ ଶାସନଭାର ରୁ ଦିଅନ୍ତୁ ଆରାମ। ଓଡ଼ିଶା ପ୍ରଶାସନକୁ ଆଉଟସୋର୍ସ  କହିଛନ୍ତି । ଓଡ଼ିଶା ପ୍ରଶାସନ ସମ୍ଭାଳିବା ପାଇଁ କଣ ଓଡ଼ିଆ ପୁଅ…

ଗାଈ କ୍ଷୀର ଦେଇନାହିଁ, ଘିଅ ଖାଇବାକୁ ଝଗଡା, ୭ ଜନ୍ମରେ ବି ଆସିବନି କଂଗ୍ରେସ

ଚଣ୍ଡିଗଡ: ୨୦୨୪ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପ୍ରଚାର ପାଇଁ ହରିୟାଣାର ମହେନ୍ଦ୍ରଗଡରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଆୟୋଜିତ ଜନସଭାରେ କଂଗ୍ରେସ ଉପରେ ସିଧାସଳଖ ଟାର୍ଗେଟ କରିଛନ୍ତି ମୋଦୀ । ୭ ଜନ୍ମରେ ମଧ୍ୟ କଂଗ୍ରେସ ସରକାର ଗଠନ କରିପାରିବ ନାହିଁ ବୋଲି…

ଯେବେ ବିଜେପି ନିର୍ବାଚନ ହାରିବାକୁ ଯାଏ ସେତେବେଳେ ଶାସକ ଦଳ ଉପରେ ମିଛ ଅଭିଯୋଗ କରିଥାଏ: ବିଜେଡି

ଭୁବନେଶ୍ଵର: ଚଳିତ ନିର୍ବାଚନରେ ଦୁଇଟି ପର୍ଯ୍ୟାୟ ସରିଛି। ତୃତୀୟ ପର୍ଯ୍ୟାୟ ପାଇଁ ଆଜି ପ୍ରଚାରର ଶେଷ ଦିନ । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ତୃତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । କିନ୍ତୁ ଏବେଠାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାଜୟ ସୁନିଶ୍ଚିତ ହେଲାଣି ।…

ଓଡ଼ିଶାର ଅସ୍ମିତା ସହ ଖେଳୁଛନ୍ତି ତାମିଲ ବାବୁ:ଯୋଗୀ

କେନ୍ଦ୍ରାପଡ଼ା :ଓଡ଼ିଶାରେ ଚାଲିଛି ବାବୁରାଜ ଶାସନ । ଓଡ଼ିଶାର ଅସ୍ମିତା ସହ ଖେଳୁଛନ୍ତି ତାମିଲ ବାବୁ । ଓଡ଼ିଶାକୁ ଆଗକୁ ନୁହେଁ ପଛକୁ ନେବା ତାମିଲବାବୁଙ୍କ ଉଦ୍ଦେଶ୍ୟ । କିଛି ଏମିତି କହି ଯୋଗୀ ଆଦିତ୍ୟନାଥ ରାଜ୍ୟସରକାରଙ୍କୁ ଆକ୍ରମଣ କରିଛନ୍ତି କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର କୁଳିଆ…

ବିରୋଧୀ ଦଳ ମିଛ କଥା କହି, ଅପପ୍ରଚାର କରି ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି: ପାଣ୍ଡିଆନ

କଟକ: କଟକ ଜିଲ୍ଲା ନିଆଳିରେ ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର। ବିଧାନସଭା ପ୍ରାର୍ଥୀ ପ୍ରମୋଦ ମଲ୍ଲିକଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଆହ୍ବାନ ଦେଇଛନ୍ତି ପାଣ୍ଡିଆନ। ସେ କହିଛନ୍ତି, ଉଭୟ ଏମଏଲଏ ଓ ଏମପି ବିଜେଡିରୁ ହେବା ଦରକାର। ଅନ୍ଯ ଦଳର ଏମପି ହେଲେ ବିକାଶ…

‘ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ ଓଡ଼ିଶାରେ ଡବଲ ଇଂଜିନ ସରକାର ଗଠନ ହେବ’

ଭୁବନେଶ୍ବର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଓଡ଼ିଶା ଗସ୍ତରେ ଆସି ବାଣପୁର ଜନସଭାକୁ ସମ୍ବୋଧିତ କରିଛନ୍ତି  । ଯୋଗୀ ଆଦିତ୍ୟନାଥ ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ସଭାରେ ପହଁଞ୍ଚୁ ପହଁଞ୍ଚୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି , ପ୍ରଭୁ…

ଓଡ଼ିଆ ଅସ୍ମିତା ଓ ସ୍ବାଭିମାନକୁ ନେଇ ନିର୍ବାଚନ ଲଢ଼ାଯାଉଛି: ହିମନ୍ତ ବିଶ୍ବଶର୍ମା

ସମ୍ବଲପୁର: ସାଧାରଣ ନିର୍ବାଚନ ପାଇଁ ଉଭୟ ଦେଶ ଓ ରାଜ୍ୟ ରାଜନୀତି ପୁରା ସରଗରମ ରହିଛି । ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ବାକି ରହିଛି । ଏଥିପାଇଁ କେନ୍ଦ୍ରୀୟ ନେତାଙ୍କର ଓଡ଼ିଶା ଉପରେ ରହିଛି ଫୋକସ। କେନ୍ଦ୍ରୀୟ ନେତାମାନେ ଓଡ଼ିଶାକୁ ଘନଘନ ପ୍ରଚାର ପାଇଁ ଆସୁଛନ୍ତି । ଏହିମଧ୍ୟରେ…

ଓଡ଼ିଶାରେ ବିଜେପିର ଦମଦାର ପ୍ରଚାର; ଆଜି ଆସୁଛନ୍ତି ଯୋଗୀ, ନଡ୍ଡା ଓ ହିମନ୍ତ

ଭୁବନେଶ୍ୱର: ପ୍ରଚାର କରିବା ପାଇଁ ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ବହୁ କେନ୍ଦ୍ରୀୟ ନେତା। ତୃତୀୟ ପର୍ଯ୍ୟାୟ ନିର୍ବାଚନ ୨୫ ତାରିଖରେ ହେବାକୁ ଥିବା ବେଳେ ୬ଟି ଲୋକସଭା ଓ ଏହା ଅଧୀନରେ ଆସୁଥିବା ୪୨ଟି ବିଧାନସଭା ଆସନରେ ପଡ଼ିବ ଭୋଟ । ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ବାକି…

ପୁଣି ଜନସମୁଦ୍ର ପାଲଟିଲା ରାଜଧାନୀ, ତୃତୀୟ ଥର ପାଇଁ ନବୀନ କଲେ ରୋଡ ସୋ’

ଭୁବନେଶ୍ଵର: ପୁଣି ରାଜଧାନୀରେ ପ୍ରଚାର ମୈଦାନକୁ ଓହ୍ଲାଇଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ କରିଛନ୍ତି ମେଗା ରୋଡ ସୋ’ । ନବୀନଙ୍କ ରୋଡ ସୋ’ ପାଇଁ ଜନସମୁଦ୍ର ପାଲଟିଛି ରାଜଧାନୀର ରାଜରାସ୍ତା। ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ଦେଖିବାକୁ…