Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଇତିହାସ ରଚିଲା ଫ୍ରାନ୍ସ, ମହିଳାଙ୍କୁ ମିଳିଲା ଗର୍ଭପାତ ଅଧିକାର

ନୂଆଦିଲ୍ଲୀ: ଇତିହାସ ରଚିଲା ଫ୍ରାନ୍ସ । ଫ୍ରାନ୍ସରେ ମହିଳାମାନଙ୍କୁ ମିଳିଲା ଗର୍ଭପାତ ଅଧିକାର । ଏହି ଆଇନ ପ୍ରଣୟନ କରିବାରେ ଫ୍ରାନ୍ସ ଦୁନିଆର ପ୍ରଥମ ଦେଶ ଅଟେ । ୧୯୫୮ ସମ୍ବିଧାନିକ ନିୟମରେ ପରିବର୍ତ୍ତନ କରିଛନ୍ତି ଫ୍ରାନ୍ସର ସଂସଦ। ୨୦୦୮ ମସିହା ପରଠାରୁ ମର୍ଡ ଫ୍ରାନ୍ସ ଡକ୍ୟୁମେଣ୍ଟରେ ଏହା…

ଝାଡ଼ଖଣ୍ଡରେ ପୁଣି ଗଣଦୁଷ୍କର୍ମ, ଜଣେ ଷ୍ଟେଜ୍ ଆର୍ଟିଷ୍ଟଙ୍କୁ ତିନି ସହକର୍ମୀ ଦୁଷ୍କର୍ମ କରିଥିବା ଅଭିଯୋଗ

ରାଞ୍ଚି: ଝାଡ଼ଖଣ୍ଡର ଦୁମକାରେ ସ୍ପେନର ଜଣେ ମହିଳା ପର୍ଯ୍ୟଟକଙ୍କ ଗଣଦୁଷ୍କର୍ମ ମାମଲା ମନରୁ ଲିଭିନଥିବା ବେଳେ ସାମ୍ନାକୁ ଆସିଛି ଏଭଳି ଆଉ ଏକ ଘଟଣା। ପଲାମୁ ଜିଲ୍ଲାରେ ପୁଣି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି ଯାହାକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ 21 ବର୍ଷିୟ ଯୁବତୀ ଏହି…

କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆଧୁନିକ ଓଡ଼ିଶାର ନିର୍ମାତା, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ କରି ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି…

ମହଙ୍ଗା ପଡିଲା ରାମ ଚରଣଙ୍କୁ ଇଡଲି ବରା କହିବା, ଏସଆରକେଙ୍କ ଉପରେ ରାଗିଗଲେ ଜେବା

ମୁମ୍ବାଇ: ଧୁମଧାମରେ ସରିଛି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ୩ ଦିନିଆ ପ୍ରି-ୱେଡିଙ୍ଗ ସମାରୋହ । ଏହି ସମାରୋହର ଅନେକ ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଉତ୍ସବର ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ମଞ୍ଚ ଉପରେ ଏକାଠି ୩ଖାନ୍ ନୃତ୍ୟ…

ପାଣିପାଗରେ ପରିବର୍ତ୍ତନ; ଆସନ୍ତା ୭ ଓ ୮ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷିବ

ଭୁବନେଶ୍ବର: ମାର୍ଚ୍ଚ ମାସ ଆରମ୍ଭରୁ କେତେକ ଅଞ୍ଚଳରେ ଅସହ୍ୟ ତାତିରୁ ମୁକ୍ତି ମିଳିଛି । ଖରାର ପ୍ରକୋପ ସାମାନ୍ୟ ହ୍ରାସ ହେବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

ମାର୍ଚ୍ଚ ୧୪, ୧୫ରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ!

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ନେଇ ଖୁବଶୀଘ୍ର ଘୋଷଣା ହୋଇପାରେ ତାରିଖ । ଆସନ୍ତା ୧୪ କିମ୍ବା ୧୫ ତାରିଖରେ ନିର୍ବାଚନ ଆୟୋଗ ଏନେଇ ଘୋଷଣା କରିପାରନ୍ତି । ୨୦୧୯ ଭଳି ୭ଟି ପର୍ଯ୍ୟାୟରେ ହୋଇପାରେ ନିର୍ବାଚନ । ଏପ୍ରିଲ ମାସ ଦ୍ବିତୀୟ ସପ୍ତାହରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇପାରେ…

ନବୀନ ନିବାସରେ ବିରଞ୍ଚି, ଅମେରଶ

ଭୁବନେଶ୍ବର: ଲୋକସଭା ନିର୍ବାଚନ ପାଇଁ ନବୀନ ନିବାସରେ ନେତାଙ୍କ ଭିଡ଼ ଲାଗୁଛି । ନିଜ ନିଜ ସମର୍ଥକଙ୍କ ସହ ଆସି ଟିକଟ ଲବି ପାଇଁ ଭିଡ ଜମାଉଛନ୍ତି ନେତା । ଆଜି ପୁଣି ଥରେ ଭୁବନେଶ୍ବର ଏକାମ୍ର ଏବଂ ମଧ୍ୟ ନିର୍ବାଚନ ମଣ୍ଡଳୀ ଟିକଟ ପାଇଁ ନବୀନ ନିବାସରେ ଜମିଛି ଭିଡ଼ । ମୁଖ୍ୟମନ୍ତ୍ରୀଙ୍କ ନବୀନ…

କେନ୍ଦ୍ରରେ କଂଗ୍ରେସ ସରକାର ଆସିବା କ୍ଷଣି ମୋଦୀଙ୍କୁ ଜୀବନରୁ ମାରିଦେବି, ଖଣ୍ଡା ଧରି ମୋଦୀଙ୍କୁ ଧମକ ଦେଲେ ଯୁବକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ କର୍ଣ୍ଣାଟକର ଜଣେ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି । ମହମ୍ମଦ ରସୁଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ୍ କରିଥିବା ଏକ ଭିଡିଓ ମାଧ୍ୟମରେ ଏହି ଧମକ ଦେଇଛନ୍ତି । ଯେଉଁଥିରେ ସେ ଏକ ଖଣ୍ଡା…

ପେପର ଲିକ୍ ମାମଲାରେ ଯୋଗୀ ସରକାରଙ୍କ ଆକ୍ସନ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୋଲିସ୍ କନଷ୍ଟେବଳ ନିଯୁକ୍ତି ପରୀକ୍ଷାରେ ଯୋଗୀ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଯୋଗୀ ପେପର ଲିକ୍ ମାମଲାରେ ଡିଜି ରେଣୁକା ମିଶ୍ରଙ୍କୁ ତାଙ୍କ ପଦବୀରୁ ହଟାଇ ଦେଇଛନ୍ତି। ବର୍ତ୍ତମାନ ରାଜୀବ କୃଷ୍ଣଙ୍କୁ ଡିଜି ପୋଲିସ ନିଯୁକ୍ତି ବୋର୍ଡର ଅତିରିକ୍ତ…

ଅତିଥି ବେଶରେ ଆସିଲେ; ରିସେପସନ୍ ପାର୍ଟିରୁ ସୁନା ଟଙ୍କା ଭର୍ତ୍ତି ବ୍ୟାଗ୍‌ ଧରି ଚମ୍ପଟ ମାରିଲେ

ପୁରୀ: ଅତିଥି ବେଶରେ ଆସି ରିସେପସନ ମଣ୍ଡପରୁ ୧୦ ଲକ୍ଷ ଟଙ୍କାର ଗିଫ୍ଟ ନେଇ ଚମ୍ପଟ ମାରିଲା ଦୁର୍ବୁତ୍ତ । ଭୁବନେଶ୍ବର ପରେ ଏବେ ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ବର୍ତ୍ତମାନ ସୁଦ୍ଧା କେତେ ଟଙ୍କାର…