Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପେପର ଲିକ୍ ମାମଲାରେ ଯୋଗୀ ସରକାରଙ୍କ ଆକ୍ସନ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୋଲିସ୍ କନଷ୍ଟେବଳ ନିଯୁକ୍ତି ପରୀକ୍ଷାରେ ଯୋଗୀ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଯୋଗୀ ପେପର ଲିକ୍ ମାମଲାରେ ଡିଜି ରେଣୁକା ମିଶ୍ରଙ୍କୁ ତାଙ୍କ ପଦବୀରୁ ହଟାଇ ଦେଇଛନ୍ତି। ବର୍ତ୍ତମାନ ରାଜୀବ କୃଷ୍ଣଙ୍କୁ ଡିଜି ପୋଲିସ ନିଯୁକ୍ତି ବୋର୍ଡର ଅତିରିକ୍ତ…

ଅତିଥି ବେଶରେ ଆସିଲେ; ରିସେପସନ୍ ପାର୍ଟିରୁ ସୁନା ଟଙ୍କା ଭର୍ତ୍ତି ବ୍ୟାଗ୍‌ ଧରି ଚମ୍ପଟ ମାରିଲେ

ପୁରୀ: ଅତିଥି ବେଶରେ ଆସି ରିସେପସନ ମଣ୍ଡପରୁ ୧୦ ଲକ୍ଷ ଟଙ୍କାର ଗିଫ୍ଟ ନେଇ ଚମ୍ପଟ ମାରିଲା ଦୁର୍ବୁତ୍ତ । ଭୁବନେଶ୍ବର ପରେ ଏବେ ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ବର୍ତ୍ତମାନ ସୁଦ୍ଧା କେତେ ଟଙ୍କାର…

ଇଡିରେ ହାଜର ହେଲେ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି

ଭୁବନେଶ୍ଵର: ଇଡିରେ ହାଜର ହେଲେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ । ବରପଦା ଇଞ୍ଜିନିୟରିଂ କଲେଜ ଜମି କେଳେଙ୍କାରୀ ମାମଲାରେ ଉଭୟ ବାପ-ପୁଅଙ୍କୁ ଇଡି ସମନ ପଠାଇଥିଲା । କିଛି ଦିନ ତଳେ ବିଧାୟକ ପ୍ରଫୁଲ୍ଲ ସାମଲ ଇଡିରେ ହାଜର ହୋଇଥିଲେ । ଦୀର୍ଘ ୮ଘଣ୍ଟା ଧରି ବିଧାୟକ…

ଅନୁଷ୍ଠିତ ହୋଇଛି ଓଡବ୍ଲ୍ୟୁଏମ୍ ର ପ୍ରଥମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଓଡିଶା ୱମେନ ଇନ୍ ମିଡିଆ (ଓଡବ୍ଲ୍ୟୁଏମ୍‌)ର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଓଡିଶା ୱମେନ୍ ଇନ୍ ମିଡିଆ ହେଉଛି ସାମ୍ବାଦିକତା ଓ ଯୋଗାଯୋଗ କ୍ଷେତ୍ରରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କର ଏକ ସମୂହ । ଏହି ସମାରୋହରେ ଭୁବନେଶ୍ୱର ମେୟର ଶ୍ରୀମତି…

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ ତମ ଜନ୍ମ ଜୟନ୍ତୀ । ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଅର୍ଥାତ୍ ଆଜିର ଦିନରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଏହି ଅବସରରେ ପଞ୍ଚାୟତିରାଜ ଦିବସ ପାଳିତ ହେଉଛି…

ତୁଚ୍ଛ ହେଲା ଚାକିରିଆ ବର: ଖୁସିରେ ଖୁସିରେ ପ୍ରେମିକା ଆପଣାଇନେଲା ବେରୋଜଗାରିଆ ବର

ପାଟଣା: ବିବାହ ପାଇଁ ଆଜିକାଲି କେତେ ବାଛ ବିଚାର ରହୁଛି। ଖାସ କରି କନ୍ୟାପକ୍ଷ ଦେଖନ୍ତି ତାଙ୍କ ଝିଅ ଯେଉଁଠି ବିବାହ କରିବ ସେ ରାଣୀ ହୋଇ ରହୁ। ଧନ ଦୌଲତ ଭର୍ତ୍ତି ହୋଇ ରହୁ। ଆଉ ପୁଅ ଜଣଙ୍କ ମୋଟା ଅଙ୍କର ରୋଜଗାର କରୁଥିବା ଆବଶ୍ୟକ କରନ୍ତି। କିନ୍ତୁ ବିହାରରେ ଘଟିଥିବା ଏକ ଘଟଣା…

ଚର୍ଚ୍ଚାରେ ନବରଙ୍ଗପୁରର ୧୨ ବର୍ଷୀୟ ଆଶୁତୋଷ ପାତ୍ର, ପ୍ରାଞ୍ଜଳ ମନ୍ତ୍ର ଉଚ୍ଚାରଣ ସହ କରୁଛନ୍ତି ପୂଜା

ଭୁବନେଶ୍ୱର: ଯେଉଁ ବୟସରେ ଅଧିକାଂଶ ପିଲା ଖେଳ ଓ ଆନନ୍ଦରେ ମଗ୍ନ ଥାଆନ୍ତି, ସେହି ବୟସରେ ନବରଙ୍ଗପୁରର ୧୨ ବର୍ଷୀୟ ଆଶୁତୋଷ ପାତ୍ର ଏକ ରାସ୍ତା ବାଛିଛନ୍ତି- ସେ ଜଣେ ମନ୍ଦିର ପୂଜକ ହୋଇଛନ୍ତି। ନବରଙ୍ଗପୁର ସହରର ପୂଜାରୀ ସାହିର ଏହି ଯୁବକ ନିଜ ମନ୍ତ୍ର ଜପ କରି ଲୋକଙ୍କୁ ଆଶ୍ଚର୍ଯ୍ୟ…

ବଚସାକୁ ନେଇ ଯୁବକଙ୍କୁ ଛୁରାମାଡ଼; ଜଣେ ମୃତ

କଟକ: ବଚସାକୁ ନେଇ ଯୁବକଙ୍କୁ ଛୁରାମାଡ଼। ଉକ୍ତ ଘଟଣାରେ ଜଣେ ମୃତ। ସୂଚନା ଅନୁସାରେ ଆଜି ସନ୍ଧ୍ୟା ବେଳେ ଏପରି ବୀଭତ୍ସ ହତ୍ୟାକାଣ୍ଡ କଟକ ଟାଉନ୍‌ର ସିଆରଆରଆଇ ଥାନା ଅଞ୍ଚଳରେ ଘଟିଛି। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ହତ୍ୟା ଅଭିଯୁକ୍ତ ଫେରାର ହୋଇଯାଇଛି।…

ରାଜ୍ୟରେ ନିଯୁକ୍ତି ହେବେ ଆଉ ୧୦ ହଜାର କନିଷ୍ଠ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତି ହେବେ ଆଉ ୧୦ ହଜାର କନିଷ୍ଠ ଶିକ୍ଷକ। ପୂରଣ ହେବ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ପଦବୀ। ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ନିଆଯାଇଛି ପଦକ୍ଷେପ। ଏବେ ରାଜ୍ୟରେ ୨୦ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କ ନିଯୁକ୍ତି ପ୍ରକ୍ରିୟା…

ଡନ ୩ ପାଇଁ କିଆରା ନେଇଛନ୍ତି ୧୩ କୋଟି !

ମୁମ୍ବାଇ: ଫରହାନ ଅଖତାରଙ୍କ ଡନ ୩ ଫିଲ୍ମ ପାଇଁ ଷ୍ଟାର କାଷ୍ଟ ଏକପ୍ରକାର ଚୂଡାନ୍ତ ହୋଇଛି । ରଣବୀର ସିଂଙ୍କ ସହ କିଆରା ଆଡଭାନୀ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ କିଆରା ତାଙ୍କ କ୍ୟାରିୟରର ସବୁଠାରୁ ଅଧିକ ଅର୍ଥ ଏହି ଫିଲ୍ମ ବାବଦକୁ ନେଇଛନ୍ତି…