Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଫେବୃଆରୀ ୨୮ରେ ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟସ୍

ଭୁବନେଶ୍ବର: ଫେବୃଆରୀ ୨୮ରେ ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ । ଓଡିଶା ଗସ୍ତ ବେଳେ ବିଲ୍‌ ଗେଟସ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଓଡିଶା ଆସି ସେ ଭୁବନେଶ୍ବର ସ୍ଥିତ କୃଷି ଭବନ ପରିଦର୍ଶନ କରିବେ । ସୂଚନାଯୋଗ୍ୟ ଯେ,…

ୟୁପିରେ ଟିଏମସିର ଏଣ୍ଟ୍ରି, ବଦଳରେ ମମତାଙ୍କ ଗଡ଼ରେ ଲଢ଼ିବ ସପା

ଉତ୍ତରପ୍ରଦେଶ: ଲୋକସଭା ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି ।  ନିର୍ବାଚନ ପାଇଁ ପ୍ରତି ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଏହାରି ଭିତରେ ଉତ୍ତରପ୍ରଦେଶରେ ତୃଣମୂଳ କଂଗ୍ରେସର ଏଣ୍ଟ୍ରି ହୋଇଛି । ସମାଜବାଦୀ ପାର୍ଟି ଟିଏମସିକୁ ଭଦୋହି ଆସନ ଅଫର କରିଥିବା ସୂଚନା ରହିଛି ।…

୨୮ରେ ଓଡ଼ିଶା ଆସିବେ ମହାମହିମ, ଗସ୍ତ ପାଇଁ କମିଶନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି କମିଶନରେଟ ପୋଲିସର । ୪ ଦିନିଆ ଓଡ଼ିଶା ଗସ୍ତ ସମୟରେ ରାଷ୍ଟ୍ରପତି ଭୁବନେଶ୍ୱର ସମେତ ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ…

ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ମାମଲା, ଏନେଇ କୌଣସି ଖବର ନାହିଁ କହିଲେ ବୋର୍ଡ କର୍ତ୍ତୃପକ୍ଷ

କଟକ: ଚାଲିଛି ମାଟ୍ରିକ ପରୀକ୍ଷା । ଏହାରି ଭିତରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ସାମ୍ନାକୁ ଆସିଛି । ଆଜି ଗଣିତ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମୋବାଇଲରୁ ମୋବାଇଲକୁ ଘୁରି ବୁଲିଛି ପ୍ରଶ୍ନପତ୍ର । ପ୍ରଶ୍ନ ସହ ଉତ୍ତର ମଧ୍ୟ ରହିଛି । ବୋର୍ଡର…

ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ, ମେଡିକାଲ ପରିସରରେ ଉତ୍ତେଜନା

ଭଦ୍ରକ: ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ମୁଖ୍ୟ ଚିକିତ୍ସାଳରେ । ଏହି ଘଟଣା ପରେ ମେଡିକାଲରେ‌ ଉତ୍ତେଜନା ଦେଖାଦେଇଛି । ସୂଚନା ମୁତାବକ, ଆଗରପଡା ଥାନା ଅନ୍ତର୍ଗତ ଅଣିଜ ଗାଁର ଶାନ୍ତିଲତା ଘଡେଇଙ୍କ ପ୍ରସବ…

ଜାରି ରହିବ ଜ୍ଞାନବ୍ୟାପିରେ ହିନ୍ଦୁମାନଙ୍କ ପୂଜା, ଅନୁମତି କାଏମ ରଖିଲେ ଆହ୍ଲାବାଦ ହାଇକୋର୍ଟ

ଆହ୍ଲାବାଦ: ଜ୍ଞାନବାପି ମସ୍‌ଜିଦ ମାମଲାରେ ମୁସଲିମ୍‌ ପକ୍ଷର ପିଟିସନକୁ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ । ବାରଣାସୀ କୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ଜ୍ଞାନବାପିର ବ୍ୟାସ ତହଖାନାରେ ହିନ୍ଦୁମାନେ ପୂଜା କରିପାରିବେ ଜାନୁଆରୀ ୩୧ରେ ବାରଣାସୀ କୋର୍ଟ ହିନ୍ଦୁଙ୍କୁ ଅନୁମତି ଦେଇଥିଲେ ।…

ଏନଏସି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ମନମୁଣ୍ଡା ବନ୍ଦ

ବୌଦ୍ଧ: ଆଜି ୧୨ ଘଣ୍ଟିଆ ମନମୁଣ୍ଡା ବନ୍ଦ । ଏନଏସି (NAC) ମାନ୍ୟତା ଦାବିରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି । ସକାଳ ୬ ଟାରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ବନ୍ଦ…

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ; ୩ ମୃତ, ୪ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଓସ୍ତପୁର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୋଲେରୋଟି ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଏହି ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣଙ୍କ ମୃତ୍ୟୁହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ବୋଲେରୋରେ ଡ୍ରାଇଭରକୁ ମିଶାଇ ମୋଟ ୭ ଜଣ ସଦସ୍ୟ ଥିଲେ । ଏଯାବତ୍…

କେଜ୍ରିଓ୍ବାଲ କହିଲେ ସେ ନୋବେଲ ପୁରସ୍କାର ପାଇବାକୁ ଯୋଗ୍ୟ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ସହ ଲଗାତାର ବିବାଦ ସତ୍ତ୍ୱେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ସାହସିକତାର ସହ କହିଛନ୍ତି ଯେ ଜାତୀୟ ରାଜଧାନୀରେ ପ୍ରଭାବଶାଳୀ ଭାବେ ଶାସନ କରିଥିବାରୁ ସେ ନୋବେଲ ପୁରସ୍କାର ପାଇବାକୁ ଯୋଗ୍ୟ। ବିଜେପି ନେତୃତ୍ୱାଧୀନ କେନ୍ଦ୍ର…

ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳ ମୁଖ୍ୟ ଓ ୨ ସହଯୋଗୀଙ୍କୁ ଗୁଳି କରି ହତ୍ୟା

ଚଣ୍ଡିଗଡ଼: ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳ (ଆଇଏନ୍ଏଲଡି)ର ରାଜ୍ୟ ସଭାପତି ନଫେ ସିଂହ ରାଠୀ ଓ ଅନ୍ୟ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ହରିୟାଣାର ଝଜ୍ଜର ଜିଲ୍ଲାରେ ଘଟିଛି, ଯେଉଁଠାରେ ରାଠି ଏବଂ ତାଙ୍କ ସହଯୋଗୀମାନେ ଏକ…