Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ମନ୍ କୀ ବାତ’ରେ ଓଡ଼ିଆ ଦମ୍ପତି ଜୟନ୍ତୀ ମହାପାତ୍ର ଓ ବୀରେନ ସାହୁଙ୍କୁ ଖୁବ ପ୍ରଶଂସା କଲେ…

ଭୁବନେଶ୍ୱର: 'ମନ୍ କୀ ବାତ୍' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରେଡିଓ ଅଭିଭାଷଣରେ ଓଡ଼ିଶାର ଏକ ଦମ୍ପତିଙ୍କ ଉଲ୍ଲେଖନୀୟ ପ୍ରୟାସକୁ ପ୍ରଶଂସା କରିଛନ୍ତି। ଏକଦା ବେଙ୍ଗାଲୁରୁରେ ମ୍ୟାନେଜମେଣ୍ଟ ପ୍ରଫେସନାଲ ଥିବା ଜୟନ୍ତୀ ମହାପାତ୍ର ଓ ତାଙ୍କ ସ୍ୱାମୀ ବିରେନ ସାହୁ ଏକ…

ଚିଲିକା ହ୍ରଦରେ ଅଟକିଗଲା ଡଙ୍ଗା: ଉଦ୍ଧାର ଅପେକ୍ଷାରେ ଯାତ୍ରୀ

ଚିଲିକା: ଚିଲିକା ହ୍ରଦର ମଝିରେ ଏକ ମୋଟର ଚାଳିତ ଯାତ୍ରୀବାହୀ ଡଙ୍ଗା ବିପଜ୍ଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଡଙ୍ଗାର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ରହିବାରୁ ଏପରି ଅସୁବିଧା ସାମ୍ନା କରିବାକୁ ପଡିଛି। ଜହ୍ନିକୁଦରୁ ସାତପଡ଼ା ଅଭିମୁଖେ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ମୋଟର ଚାଳିତ…

ଆସନ୍ତା ୩ମାସ ପର୍ଯ୍ୟନ୍ତ ବନ୍ଦ ରହିବ ମୋଦୀଙ୍କ ମନ୍ କି ବାତ୍, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: ଲୋକପ୍ରିୟ 'ମନ୍ କି ବାତ୍' କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ଡ୍ରୋନ୍ ଦିଦିଙ୍କ ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶରେ ନମୋ ଦିଦି ଡ୍ରୋନ ଉପରେ ଆଲୋଚନା ହେଉଛି । ମହିଳା…

ଅକ୍ଷୟ କୁମାର ଓ ସନ୍ନି ଦେଓଲଙ୍କ ସହ ଫିଲ୍ମ କରିଥିଲେ ଦିବ୍ୟା ଭାରତୀ

ନୂଆଦିଲ୍ଲୀ: ଦିବ୍ୟା ଭାରତୀ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ। ୯୦ ଦଶକରେ ସେ ବହୁ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କ ଅଭିନୟର ଯାଦୁ ଆଜି ବି  ପ୍ରଶଂସକଙ୍କ ହୃଦୟରେ ରହିଛି । ତେବେ ୧୯ ବର୍ଷ ବୟସରେ ତାଙ୍କ ଅକାଳ ବିୟୋଗ  ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଶୋଲା, ଶବନମ,…

ନ୍ୟୁୟର୍କର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ; ଭାରତୀୟ ସାମ୍ୱାଦିକ ମୃତ

ନୂଆଦିଲ୍ଲୀ: ନ୍ୟୁୟର୍କର ହାଲେମ ସ୍ଥିତ ଏକ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଜଣେ ୨୭ ବର୍ଷୀୟ ଭାରତୀୟ ସାମ୍ୱାଦିକକ ଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ ଫାଜିଲ୍ ଖାନ୍ ବୋଲି ନ୍ୟୁୟର୍କରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଚିହ୍ନଟ କରାଯାଇଛି । ଏନେଇ ମୃତକଙ୍କ ପରିବାର…

ଜନ୍ମମାଟିରେ ଜମ୍ମୁ କାଶ୍ମୀରର ଓଡ଼ିଆ ପୁଲିସ୍ ଡିଜି

ଭୁବନେଶ୍ୱର: ରାଉରକେଲାରେ ଜମ୍ମୁ କାଶ୍ମୀରର ପୁଲିସ୍ ଡିଜି ରଶ୍ମୀରଞ୍ଜନ ସ୍ୱାଇଁ। ସେ ପ୍ରଥମ ଓଡ଼ିଆ ଭାବେ ଜମ୍ମୁ କାଶ୍ମୀରର ଡିଜି ବନିଛନ୍ତି । ତାଙ୍କ ଘର ରାଉରକେଲାର ସିଭିଲ୍ ଟାଉନ ସିଟିରେ । ଡିଜି ହେବା ପରେ ସେ ପ୍ରଥମଥର ପାଇଁ ଜନ୍ମମାଟି ରାଉରକେଲାକୁ ଆସିଛନ୍ତି । ସେ ଜଣେ ଦକ୍ଷ, ସଚ୍ଚୋଟ…

ଦ୍ଵାରକା ମନ୍ଦିରରେ ପୂଜା କଲେ ପ୍ରଧାନମନ୍ତ୍ରୀ ମୋଦୀ, ଉଦଘାଟନ ହେଲା ଦେଶର ସବୁଠୁ ବଡ ଲମ୍ବା ବ୍ରିଜ୍

ଅହମ୍ମଦାବାଦ: ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଗସ୍ତ ଅବସରରେ ଗୁଜୁରାଟକୁ ଅନେକ ଭେଟି ଦେବେ ପ୍ରଧାନମନ୍ତ୍ରୀ ମୋଦୀ । ସାରା ଦେଶରେ ସ୍ୱାସ୍ଥ୍ୟ, ଭିତ୍ତିଭୂମି, ଶକ୍ତି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ୫୨,୨୫୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ…

ଦେବଗଡ଼ ପୁରୁଣାଗଡ଼ ଠାରେ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼: ଓଡ଼ିଶାର ଯୁବପିଢିଙ୍କ ସ୍କିଲିଂ ବଢାଇବା ଦିଗରେ ସମ୍ବଲପୁର ଓ ଢେଙ୍କାନାଳ ପରେ ଆଜି ଦେବଗଡ ଠାରେ ଏନଏସଡିସିର ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’ (ଏସଆଇସି)ର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, 'ଦେବଗଡ଼…

ଜୁଲାଇ ୧ରୁ ୩ ଫୌଜଦାରୀ ଆଇନ ଲାଗୁ

ନୂଆଦିଲ୍ଲୀ: ଦେଶରେ ଆଇପିସି ସ୍ଥାନରେ ଖୁବ ଶୀଘ୍ର ଏକ ନୂତନ ଅପରାଧିକ ଆଇନ ଲାଗୁ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ନୂତନ ଅପରାଧିକ ଆଇନ ଚଳିତ ବର୍ଷ ଜୁଲାଇ ୧ ରୁ କାର୍ଯ୍ୟକାରୀ ହେବ । ନୂଆ ଆଇନ ଲାଗୁ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ବିଶେଷ କଥା…

ମୁକୁଳା ଡ୍ରେନ୍‌ରେ ପଡ଼ିଗଲେ ଯୁବକ, ଆଖିରେ ଗଳିଗଲା ଲୁହା ରଡ୍

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଧଳପୁର ସ୍ଥିତ ପୂର୍ତ୍ତ ବିଭାଗ ରାସ୍ତାରେ ଥିବା ଏକ ମୁକୁଳା ଡ୍ରେନରେ ପଡ଼ି ଯୁବକ ଗୁରୁତର । ଆଖି ଭିତରକୁ ପଶିଗଲା ଲୁହା ରଡ । ଫଳରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଧଳପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଏହି ରାସ୍ତାରେ ଆଜି ଯୁବକ…