Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟ ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଉପହାର, ରାଜ୍ୟର ୩୪ଟି ନୂଆ ଏନଏସି ଗଠନ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ରାଜ୍ୟ ବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଉପହାର । ଗଠନ ହେଲା ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ । ଏହାସହ ଚାରିଟି ଜିଲ୍ଲାର ପାଞ୍ଚଟି ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯିବା ନେଇ ଘୋଷଣା କରିଛନ୍ତି…

ବଦଳିଲେ ବିଏମସି କମିଶନର୍, ଛୁଟିରେ ଗଲେ ବିଜୟ ଅମୃତ କୁଲାଙ୍ଗେ

ଭୁବନେଶ୍ଵର: ବଦଳିଲେ ଭୁବନେଶ୍ଵର ମହାନଗର ନିଗମ (ବିଏମସି) କମିଶନର୍ । ରାଜେସ୍ ପାଟିଲ୍ ହେଲେ ନୂତନ ବିଏମସି କମିଶନର୍ । ନୂତନ ବିଏମସି କମିଶନର୍ ନିଯୁକ୍ତି ନେଇ ଜିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଛୁଟିରେ ଯିବେ ବର୍ତ୍ତମାନର ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ । ତେଣୁ ଆଜି ନୂତନ…

ପାକିସ୍ତାନରେ ଇରାନର ସର୍ଜିକାଲ ଷ୍ଟ୍ରାଇକ, ଜୈଶ-ଅଲ୍-ଅଦଲର ଶୀର୍ଷ କମାଣ୍ଡର ନିହତ

ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ଇରାନର ସର୍ଜିକାଲ ଷ୍ଟ୍ରାଇକ । ପଡୋଶୀ ଦେଶରେ ପ୍ରବେଶ କରି ପୁଣି ଶତ୍ରୁକୁ ମାରି ଗଡାଇଛି ଇରାନ । ଇରାନର ସାମରିକ ବାହିନୀ ଜୈଶ ଅଲ-ଅଦଲ (ଆର୍ମି ଅଫ୍ ଜଷ୍ଟିସ) ଆତଙ୍କବାଦୀ ଗୋଷ୍ଠୀ କମାଣ୍ଡର ଇସମାଇଲ ଶାହବାଖ ଏବଂ ପାକିସ୍ତାନୀ ଅଞ୍ଚଳରେ ଥିବା ତାଙ୍କର କିଛି…

ପିଏମ ମୋଦୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦରେ ଜେମିନି ଏଆଇ, ଗୁଗୁଲକୁ ମିଳିବ କି ସରକାରୀ ନୋଟିସ୍

ନୂଆଦିଲ୍ଲୀ: ଏଆଇକୁ ନେଇ ଉପୁଜିଥିବା ବିବାଦ ମଧ୍ୟରେ ବିଶ୍ଵର ସବୁଠାରୁ ବଡ ବୈଷୟିକ କମ୍ପାନୀ ଗୁଗୁଲକୁ କ୍ରମାଗତ ଭାବରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଛି । ଚାଟ୍ ଜିପିଟି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଗୁଗୁଲ୍ ନିକଟରେ ନିଜର ବୋର୍ଡ ଏଆଇ ଚାଟବୋଟର ନାଁ ପରିବର୍ତ୍ତନ କରି ଜେମିନି…

ଜାହାଜରୁ କୋକେନ ମିଳିବା ଘଟଣା: ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜବତ ହେଲା ଏମ.ଭି ଦେବୀ ଜାହାଜ

କଟକ: ପାରାଦ୍ୱୀପ ବନ୍ଦରରେ ଅଟକିଥିବା ଏମ.ଭି ଦେବୀ ଜାହାଜ କୁ ତୁରନ୍ତ ଗିରଫ ବା ଜବତ କରାଯାଉ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବର୍ଥ ଦେୟ ଏବଂ ଅନ୍ୟାନ୍ୟ ଶୁଳ୍କ ବାବଦୀୟ ମାମଲା ପ୍ରସଙ୍ଗରେ ଶୁଣାଣି କରି ଗତକାଲି ହାଇକୋର୍ଟ ଏଭଳି ଅନ୍ତରୀଣ ଆଦେଶ ଦେଇଛନ୍ତି । ହାଇକୋର୍ଟଙ୍କ…

ଭୁବନେଶ୍ୱରରେ ଦିଲ୍ଲୀ ପୋଲିସର ରେଡ୍, ରାତି ଅଧରେ ଫ୍ଲାଟ୍ ରୁ ଯୁବକଙ୍କୁ ଉଠାଇ ନେଲା

ଭୁବନେଶ୍ବର: ରାତି ଅଧରେ ଭୁବନେଶ୍ବରରୁ ଜଣେ ଯୁବକଙ୍କୁ ଉଠାଇନେଲା ଦିଲ୍ଲୀ ପୁଲିସ । ଲକ୍ଷ୍ମୀସାଗର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଏହି ଘଟଣା ଘଟିଛି । କେହି କିଛି ବୁଝିବା ଆଗରୁ ପୋଲିସ ଯୁବକଙ୍କୁ ଉଠାଇ ନେଇଛି । ତେବେ ସାଇବର କ୍ରାଇମ ମାମଲାରେ ଏହି ଚଢାଉ ହୋଇଥିବା ସୂଚନା ରହିଛି । ସୂଚନା…

୬୬୦ କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟ କ୍ରୀଡ଼ାର ଭିତ୍ତିଭୂମୀକୁ ସୁଦୃଢ କରିବା ପାଇଁ ଅନେକ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୪୮ଟି ବହୁମୁଖୀ ଇନଡୋର ଷ୍ଟାଡିୟମ, କଟକ ଟେବୁଲ ଟେନିସ୍ ଏକାଡେମୀ, ରାଉରକେଲା ଜିମ୍ନାଷ୍ଟିକ୍ ଏକାଡେମୀ ଓ ୧୨ଟି ହକି ପ୍ରଶିକ୍ଷଣ କେନ୍ଦ୍ର ସମେତ…

‘ମୋ ବସ୍‌’ର ନୂତନ ମୋବାଇଲ୍ ଆପ୍ ଉନ୍ମୋଚନ

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିୟନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସହରୀ ଜନ ପରିବହନ ପ୍ରକଳ୍ପ। ମୋ ବସ୍ ସେବାରେ ଉନ୍ନତ ପ୍ରଯୁକ୍ତି ବିଦ୍ୟା ଓ ଯାତ୍ରୀମାନଙ୍କ ପାଇଁ ସହଜ, ସରଳ ଯାତ୍ରା ପାଇଁ ଏକ ନୂତନ ମୋ ବସ୍ ମୋବାଇଲ୍ ଆପ୍ଲିକେସନ୍ ଉନ୍ମୋଚନ ହୋଇଛି । ଯେଉଁଥିରେ…

ଅନ୍ୟ ଶରୀରରେ ଦମୟନ୍ତୀଙ୍କ ଯକୃତ, ଗ୍ରୀନ କରିଡରରେ ଗଲା ଦିଲ୍ଲୀ

ଭୁବନେଶ୍ବର : ପ୍ରତିରୋପଣ ସେବା କ୍ଷେତ୍ରରେ ନିଜର ପାରଦର୍ଶିତାକୁ ବଜାୟ ରଖିବା ସହିତ ମୃତକଙ୍କ ଶରୀରରୁ ଅଙ୍ଗ ପୁନରୁଦ୍ଧାର କରି ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଏମ୍‌ସ ଭୁବନେଶ୍ବର। ପ୍ରଥମଥର ପାଇଁ ଆଜି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ବିଶେଷଜ୍ଞମାନେ ବ୍ରେନ୍‌ ଷ୍ଟେମ୍‌ ଡେଡ୍‌…

ଇସ୍ତଫା ଦେଲେ ଭାରତୀୟ ମହିଳା ହକି ଟିମ କୋଚ ଜେନେକ ସ୍କୋପମ୍ୟାନ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ କୋଚ ଜେନେକ ସ୍କୋପମ୍ୟାନ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କ ଇସ୍ତଫା ପ୍ରଦାନ କରିଛନ୍ତି । ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ଟିମ ଯୋଗ୍ୟତା ହାସଲ କରି ନ ପାରିବାରୁ ତାଙ୍କୁ ସମାଲୋଚନା…