Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଇସ୍ତଫା ଦେଲେ ଭାରତୀୟ ମହିଳା ହକି ଟିମ କୋଚ ଜେନେକ ସ୍କୋପମ୍ୟାନ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ କୋଚ ଜେନେକ ସ୍କୋପମ୍ୟାନ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କ ଇସ୍ତଫା ପ୍ରଦାନ କରିଛନ୍ତି । ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ଟିମ ଯୋଗ୍ୟତା ହାସଲ କରି ନ ପାରିବାରୁ ତାଙ୍କୁ ସମାଲୋଚନା…

ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ପଡି ପାରନ୍ତି ଈଶାନ କିଶାନ, ଶ୍ରେୟାଶ ଆୟାର: ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ ଟିମର ଯୁବ ବ୍ୟାଟ୍ସମ୍ୟାନ ଶ୍ରେୟାଶ ଆୟାର ଓ ଈଶାନ କିଶାନ ରଣଜୀ ଟ୍ରଫି ନ ଖେଳିବା ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି । ରିପୋର୍ଟ ମୁତାବକ ବିସିସିଆଇ ଏହି ଦୁଇ ଖେଳାଳିଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ଅସନ୍ତୁଷ୍ଟ ରହିଛି । ଏପରିକି ଏହି ଦୁଇ ଜଣ ବ୍ୟାଟ୍ସମ୍ୟାନଙ୍କୁ…

୫୨ ବର୍ଷ ପରେ ଭାରତ-ପାକିସ୍ତାନ ଯୁଦ୍ଧରେ ବୁଡିଥିବା ପିଏନଏସ ଗାଜୀର ମିଳିଲା ଧ୍ୱଂସାବିଶେଷ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୭୧ରେ ବଡ ଧରଣର ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ପାକିସ୍ତାନର ପିଏନଏସ ଗାଜୀ ବୁଡା ଜାହଜକୁ ଭାରତୀୟ ସେନା ଧରାଶାୟୀ କରିଥିଲେ । ୫୨ ବର୍ଷ ପରେ ବିଶାଖପଟନମରେ ଡିଏସଆରଭି ଏହି ବୁଡା ଜାହାଜର ଧ୍ୱଂସାବିଶେଷକୁ ଉଦ୍ଧାର କରିଛି । ସମୂଦ୍ରକୂଳରୁ ୨…

ୱିମେନ୍ସ ପ୍ରିମିୟର ଲିଗ: ଉଦଘାଟନୀ ଉତ୍ସବରେ ଦେଖିବାକୁ ମିଳିଲା ବଲିଉଡ ଗ୍ଲାମର

ବାଙ୍ଗାଲୋର: ୱିମେନ୍ସ ପ୍ରିମିୟର ଲିଗ ସିଜନ ୨ର ଉଦଘାଟନୀ ଉତ୍ସବ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଧୂମଧାମରେ ଆୟୋଜିତ ହୋଇଛି । ୪୫ ମିନିଟ ଧରି ଅନୁଷ୍ଠିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଶାହାରୁଖ ଖାଁ, ଟାଇଗର ଶ୍ରଫ, ଶାହୀଦ କାପୁର, ବରୁଣ ଧାୱନ, ସିଦ୍ଧାର୍ଥ ମାଲହୋତ୍ରା ଓ କାର୍ତିକ…

ପଦାର୍ପଣ ଟେଷ୍ଟରେ ଆକାଶଦୀପଙ୍କ କମାଲ, ୧୩ ଇନିଂସ ପରେ ଶତକ ମାରିଲେ ଜୋ ରୁଟ

ରାଂଚୀ: ଇଂଲଣ୍ଡ ବିପକ୍ଷ ୪ର୍ଥ କ୍ରିକେଟ ଟେଷ୍ଟରେ ଭାରତର ଆକାଶଦୀପ ପଦାର୍ପଣ ମ୍ୟାଚରେ ପ୍ରଭାବୀ ବୋଲିଂ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୭ ୱିକେଟ ବିନିମୟରେ ୩୦୨ ରନ ସଂଗ୍ରହ କରିଛି । ଜୋ ରୁଟ ୨୨୬ ବଲରେ…

ଏକାମ୍ର ଉନ୍ନୟନ ପ୍ରକଳ୍ପ ପାଇଁ ବର୍ଷ ଶେଷ ସମୟ ସୀମା ଧାର୍ଯ୍ୟ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଲ୍ଡ ଟାଉନ ଅଞ୍ଚଳର ଐତିହ୍ୟକୁ ସୌନ୍ଦର୍ଯ୍ୟ ଓ ସଂରକ୍ଷଣ କରିବା ଉଦ୍ଦେଶ୍ୟରେ ଏକାମ୍ର ଉନ୍ନୟନ ପ୍ରକଳ୍ପ କୁ ସମ୍ପୂର୍ଣ୍ଣ କରିବା ପାଇଁ ଓଡ଼ିଶା ସରକାର ୨୦୨୪ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ…

ଲୋକସେବା ଭବନ ଘେରିବ କଂଗ୍ରେସ

ଭୁବନେଶ୍ୱର:ଲୋକସେବା ଭବନ ଘେରିବ ରାଜ୍ଯ କଂଗ୍ରେସ। ଶାସକ ଦଳର ଦୁର୍ନୀତି ବିରୋଧରେ ଗର୍ଜିିବ କଂଗ୍ରେସ । ରାଜ୍ୟରେ ପାଣି, ଖଣି, ବିଜୁଳି, ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଦାବି କରିଛି । ଏଥିରେ ସାଧାରଣ ଲୋକଙ୍କୁ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ପିସିସି…

ରାଜଧାନୀରୁ ହଟିବ ଦଳୀୟ ପୋଷ୍ଟର ଓ ବ୍ୟାନର, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ନେଲା ବିଏମସି

ଭୁବନେଶ୍ବର: ରାଜଧାନୀରୁ ହଟାଯିବ ଦଳୀୟ ପୋଷ୍ଟର ଓ ବ୍ୟାନର । କାନ୍ଥବାଡ଼ରେ ଲେଖାଯାଇଥିବା ଦଳୀୟ ସ୍ଲୋଗାନ ମଧ୍ୟ ହଟାଯିବ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବିଏମସି ଅଞ୍ଚଳରୁ ସମସ୍ତ ରାଜନୈତିକ ଦଳର ପୋଷ୍ଟର ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ କରିଦେଇଛି ଭୁବନେଶ୍ୱର ମହାନଗର ନିଗମ । ଆଉ…

ବଢିଲା ସ୍ଵାବଲମ୍ବୀ କାରିଗରମାନଙ୍କ ପାରିଶ୍ରମିକ, ୪ ହଜାରରୁ ୬ ହଜାର ୫ ଶହ ଟଙ୍କାକୁ ବୃଦ୍ଧି

ଭୁବନେଶ୍ବର: ସ୍ଵାବଲମ୍ବୀ କାରିଗରଙ୍କ ପାଇଁ ଖୁସି ଖବର । ରାଜ୍ୟର ଗ୍ରାମ ପଞ୍ଚାୟତ ମାନଙ୍କରେ କାମ କରୁଥିବା ସ୍ବାବଲମ୍ବୀ କାରିଗର ମାନଙ୍କର ପାରିଶ୍ରମିକ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ବର୍ତ୍ତମାନର ପାରିଶ୍ରମିକ ୪ ହଜାର ଟଙ୍କା ଥିବାବେଳେ, ନୂତନ…

ଆଜିଠୁ ଆରମ୍ଭ ‘ସ୍ଵୟମ’ ଆବେଦନ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଘୋଷଣା କରାଯାଇଥିବା 'ସ୍ଵୟମ' ଯୋଜନା ପାଇଁ ଆଜିଠୁ ଆବେଦନ ଆରମ୍ଭ ହୋଇଛି। ଯୁବପୀଢିଙ୍କୁ ଯୁବ ଉଦ୍ୟୋଗୀରେ ପରିଣତ କରିବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି । ଉଭୟ ଅନଲାଇନ ଓ ଅଫଲାଇନରେ ଆବେଦନକାରୀ ଆବେଦନ କରିପାରିବେ।…