Latest Odisha News

BREAKING NEWS

Browsing Category

Uncategorized

[ଦେଖନ୍ତୁ ଭିଡ଼ିଓ] ଦିନ ଦ୍ବୀପହରରେ ରାସ୍ତାରେ ବୁଲୁଛି ଭାଲୁ

ନବରଙ୍ଗପୁର: ଦିନ ଦ୍ବୀପହରରେ ରାସ୍ତା ରେ ବୁଲୁଛି ଭାଲୁ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗିସଲପା ଠାରୁ ଉଦୟପୁର ରାସ୍ତା ମଧ୍ୟରେ । ସେହି ରାସ୍ତା ଦେଇ କାର ରେ ଯାଉଥିବା ଜଣେ ବ୍ୟକ୍ତି ରାସ୍ତା ଉପର ଦେଇ ଭାଲୁ ଯାଉଥିବା ଦେଖି…

କଳା ଗଗଲସ୍ ପିନ୍ଧା ରାବଣ ଓ ଆମ ସୁରତ ଫେରନ୍ତା ହୀରୋମାନେ

-ରମାକାନ୍ତ ସାମନ୍ତରାୟ ପିଲାଦିନେ ମୋ ମାମୁଁଘର ଗାଁରେ ପ୍ରତିବର୍ଷ ରାମଲୀଳା ହେଉଥିଲା । ରାମଲୀଳାରେ ମୋର ଦୁଇଟି ପସନ୍ଦଯୋଗ୍ୟ ଚରିତ୍ର ଥିଲେ ହନୁମାନ ଓ ରାବଣ । ଅବଶ୍ୟ ହନୁମାନ ଚରିତ୍ରକୁ ପ୍ରାୟ ପିଲା ପସନ୍ଦ କରୁଥିଲେ । ମୁଁ କିନ୍ତୁ ହନୁମାନଙ୍କ ସହ ରାବଣଙ୍କୁ ବି ଭଲପାଉଥିଲି । କାରଣଟି…

କେବଳ ଇନ୍ଦ୍ରଦେବଙ୍କ କୃପା ଯୋଗୁ ହେଉଛି ଚାଷ, ବୃହତ୍ତ ଇନ୍ଦ୍ରାବତୀ ନଦୀବନ୍ଧ ଥାଇ ଜଳସେଚନ ସୁବିଧାରୁ ବଞ୍ଚିତ ଚାଷୀ

ନବରଙ୍ଗପୁର: ବୃହତ ଇନ୍ଦ୍ରାବତୀ ଥାଇ ମିଳୁନି ଟୋପାଏ ପାଣି । ନବରଙ୍ଗପୁର ଜିଲାରେ ବୃହତ୍ତ ଇନ୍ଦ୍ରାବତୀ ନଦୀବନ୍ଧ ଥାଇ ଚାଷୀ ଜଳସେଚନ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଜିଲାର ପ୍ରାୟ ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରନ୍ତି । ଜିଲାରେ ଧାନଚାଷ ମୁଖ୍ୟ ଫସଲ । ମକା ଓ ଆଖୁ ଅନ୍ୟତମ ପ୍ରମୁଖ…

କିମ୍ ଜୋନଙ୍କର ପତ୍ନୀଙ୍କ କୌଣସି ପତ୍ତା ମିଳୁନାହିଁ

ନୂଆଦିଲ୍ଲୀ: କୁଆଡ଼େ ଗଲେ ଉତ୍ତର କୋରିଆ ରାଷ୍ଟ୍ର ମୁଖ୍ୟ କିମଙ୍କ ପତ୍ନୀ ? ପାଖାପାଖି ୧ ବର୍ଷ ହେଲାଣି ଉତ୍ତର କୋରିଆ ରାଷ୍ଟ୍ର ମୁଖ୍ୟ କିମ୍ ଜୋନ୍ ଉଙ୍ଗଙ୍କର ପତ୍ନୀଙ୍କ କୌଣସି ପତ୍ତା ମିଳୁନାହିଁ । ସେ କେଉଁଆଡ଼େ ଗଲେ ତାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି ।  କାରଣ ଗତବର୍ଷ…

୧ ଲକ୍ଷ ୩୦ ହଜାର କୋଟିରେ ୧୧୪ ଲଢ଼ୁଆ ବିମାନ କିଣିବ ଭାରତୀୟ ବାୟୁ ସେନା

ନୂଆଦିଲ୍ଲୀ: ଭାରତର ଦୁଇ ପଡୋଶୀ ପାକିସ୍ତାନ ଏବଂ ଚୀନ ସର୍ବଦା ଶତ୍ରୁ ଆଚରଣ କରୁଥିବାରୁ ଏଥିନେଇ କେନ୍ଦ୍ର ସରକାର ସୀମାରେ ସୁରକ୍ଷା ବ୍ୟବସ୍ଥା କଡା କଡି କରୁଛନ୍ତି । ୧ ଲକ୍ଷ ୩୦ ହଜାର କୋଟି ବ୍ୟୟରେ ଭାରତୀୟ ବାୟୁସେନା ୧୧୪ଟି ଲଢ଼ୁଆ ବିମାନ କିଣିବା ପାଇଁ ନିଷ୍ପତି ନେଇଛି । ଏଥିନେଇ ଖୁବ୍…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ିର ଆସ୍ତରଣ; ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲା‌ରେ ଆଗାମୀ ୩ ଦିନ ଯାଏଁ ଘନ କୁହୁଡ଼ି ହେବାର ସମ୍ଭାବନା ରହିଥିବା ନେଇ ପଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ବର ଆଦି…

ପୁରୀ ଶଙ୍କରାଚାର୍ଯ୍ୟଙ୍କ ପୈତୃକ ଗାଁରେ ନିର୍ମାଣ ହେବ ମନଶା ଦେବୀଙ୍କ ମନ୍ଦିର

ଭୁବନେଶ୍ବର : ପୁରୀ ପିଠାଧିଶ୍ୱର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପୈତୃକ ଗ୍ରାମ ବିହାର ମଧୁବନୀ ଜିଲ୍ଲାର ହରିପୁର ବକ୍ସି ଟୋଲ ଠାରେ ମନଶା ଦେବୀଙ୍କ ମନ୍ଦିର ନିର୍ମାଣ କରାଯିବ । ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଫେବୃଆରୀ ୨୪ରୁ ଆରମ୍ଭ କରାଯିବ । ଜଗଦଗୁରୁ…

ଧରାପଡ଼ିଲା ସେଞ୍ଚୁରିଆନ୍ ସିଏଫଓଙ୍କ କାରସାଦି

ଭୁବନେଶ୍ବର : ନୂଆ ମୋଡ ନେଉଛି ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ଜିଏସଟି ଠକେଇ ଘଟଣା । ସେଞ୍ଚରିଆନ୍ ବିଶ୍ବବିଦ୍ୟାଳୟର ସିଏଫଓ ହିମାଂଶୁ ଶେଖର କବିଙ୍କ ଚଞ୍ଚକତା ଏବେ ପଦାରେ ପଡିଛି । ହିମାଂଶୁଙ୍କ ଜାଲିଆତି ବିରୋଧରେ ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ…

ଲକ୍ଷାଧିକ ଟଙ୍କାର କାଠ ଜବତ 

ଆଠଗଡ଼ : ଚୋରା କାରବାରର ପର୍ଦ୍ଦାଫାସ । ଗତ ଦୁଇ ବର୍ଷ ଧରି ଚାଲିଥିବା ଚୋରା କାଠ ବେପାର ପର୍ଦ୍ଦାଫାସ କରିଛି ଆଠଗଡ଼ ବନ ବିଭାଗ ।  ବିଶେଷ ସୂତ୍ରରୁ ଖବର ପାଇ ଆଠଗଡ଼ ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ବଡମ୍ବା ରେଞ୍ଜ ସାନବାରସିଙ୍ଗହ ଗାଁରେ ଚଢାଉ କରିଥିଲା ବନ ବିଭାଗ । ଚଢାଉରେ ଲକ୍ଷାଧିକ…

ରାଜ୍ୟରେ କମୁଛି ସଂକ୍ରମଣ, ଚିହ୍ନଟ ହେଲେ ଆଉ 157 କୋଭିଡ ସଂକ୍ରମିତ

ଭୁବନେଶ୍ବର : ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ୧୫୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୯୩ ଜଣ କ୍ବାରେଣ୍ଟାଇନରେ ରହିଥିବା ବେଳେ ୬୪ ଜଣ ସ୍ଥାନୀୟ…